ଦୁନିଆର ସବୁଠାରୁ ଦୁର୍ଲଭ ପିଲାକୁ ଜନ୍ମ ଦେଇ ଫୋପାଡି ଦେଲେ ମାଆ…

ମାଆର ମମତା ପ୍ରତି ପ୍ରଶ୍ନ ଉଠାଇବା ବହୁତ ବଡ଼ କଥା। କୁହାଯାଇଥାଏ କି ମାଆ ଠାରୁ ଛୁଆ ପ୍ରତି କେହି ଅଧିକ ଭାବି ପାରିବେ ନାହିଁ। ମାଆ ତା ସନ୍ତାନ କୁ ବଞ୍ଚାଇବା ପାଇଁ କୌଣସି ବି ସ୍ତରକୁ ଯାଇପାରିବ କିନ୍ତୁ କେତେଥର ଏପରି ମାମଲା ସାମନାକୁ ଆସିଥାଏ ଯାହା ଏହା ଉପରେ ପ୍ରଶ୍ନ ଉଠାଇ ଥାଏ। ଏହି କିଛି ଦିନ ତଳେ ସୋସିଆଲ ମିଡିଆରେ ବେବି ଶିଶୁର ଫୋଟ ଭାଇରାଲ ହୋଇଥିଲା। ଶିଶୁ ବହୁତ ସ୍ୱତନ୍ତ୍ର ଅଟେ। ଜନ୍ମ ସମୟରେ ତା ମୁହଁରେ ହସ ଥିଲା। କିନ୍ତୁ ତାର ଆଖି ନ ଥିଲା। ଏଥି ପାଇଁ ଏହି କାରଣରୁ ଶାଶାର ମାଆ ତାକୁ ଛାଡି ଦେଲେ। ପିଲାର ଫଟୋ ଭାଇରାଲ ହେଲା। ଏବେ ତା ପାଖରେ ସ୍ନେହ ଦେଲା ଭଳି ଗୋଟେ ପରିବାର ଅଛି। ନୂଆ ପରିବାର ପାଇଲା ପରେ ଶାଶାକୁ ସମସ୍ତେ ଆର୍ଶିବାଦ ଦେଇ ଥିଲେ।

ଶାଶା ର ଜନ୍ମ ହେବାର ଗଣତି ତିନୋଟି ପିଲା ସହିତ ହୋଇଥିଲା। ଯିଏ ବିନା ଆଖିରେ ଜନ୍ମ ହୋଇଥିଲେ। ପିଲାକୁ ଜନ୍ମ ଦେଲା ପରେ ମା ତାକୁ ବେସାହାରା କରି ଛାଡ଼ି ଦେଇ ଥିଲେ।

ନିଜ ଜୀବନ ରେ ଏତେ ଦୁଃଖ ପରେ ଶାଶା ସବୁବେଳେ ହସୁଥାଏ। ତାର ହସ ମୁହଁ ଫଟୋ ଦେଖି ସମସ୍ତେ ଖୁସି ହୋଇଥିଲେ।

ଋଷରେ ଜନ୍ମ ନେଇ ଥିବା ଶିଶୁକୁ ଏକ ଦୁର୍ଲଭ ରୋଗ ହୋଇଛି। ତାର ଆଖି ହିଁ ନାହିଁ। ସାଧାରଣତଃ ଲୋକମାନଙ୍କର ଆଖିଥାଏ ହେଲେ ରଶ୍ମି ନ ଥାଏ। କିନ୍ତୁ ଶାଶାର ଆଖି ହିଁ ନାହିଁ।

ପିଲାର ଜନ୍ମ ପରେ ତାକୁ ଅନାଥ ଆଶ୍ରମରେ ଛାଡ଼ି ଦିଆଯାଇଥିଲା। ଯେଉଁଠାରେ ତାକୁ ୬ ମାସ ପର୍ଯ୍ୟନ୍ତ ଦେଖାଶୁଣା କରାଯାଇଥିଲା।ତାକୁ ଦେଖାଶୁଣା କରୁଥିବା ମହିଳା ଜଣଙ୍କ କହିଥିଲେ କି ସେ ପୁରା ଅନ୍ୟ ପିଲାଙ୍କ ପରି। ସେ ସଦାବେଳେ ହସୁଥାଏ ଏବଂ ଖେଳୁଥାଏ।

ଶାଶା ବ୍ୟତିତ ଏପରି ବିନା ଆଖିରେ ଜନ୍ମ ହୋଇଥିବା ପିଲା ବହୁ ପ୍ରକାର ରୋଗ ରେ ପୀଡ଼ିତ ଥାନ୍ତି। ଶାଶା ର କଣ୍ଡିସନ୍ କୁ SOX2 anophthalmia syndrome କୁହାଯାଇଥାଏ।ଏହା ପ୍ରତ୍ୟେକ ଅଢେଇ ଲକ୍ଷ ଶିଶୁ ରୁ ମାତ୍ର ଜଣଙ୍କୁ ହୋଇଥାଏ।

ଶାଶା ର ଫଟୋ ଭାଇରାଲ ହେବା ପରେ ଗୋଟେ ପରିବାର ତାକୁ ପାଳିବାକୁ ନେଇଯାଇଥିଲେ। କିନ୍ତୁ ତାର ରୋଗ ଯୋଗୁଁ ପ୍ରତ୍ୟେକ ଛଅ ମାସରେ ସର୍ଜରୀ କରିବାକୁ ପଡ଼ିବ ହେଲେବି ତାର ନୂଆ ପରିବାର ଶାଶା କୁ ବହୁତ ଖୁସି ଅଛନ୍ତି।

ଏହାକୁ ନେଇ ଆପଣଙ୍କ ମତା ମତ ଦେବାକୁ ଭୁଲନ୍ତୁ ନାହିଁ। ଏମିତି ପ୍ରତିଦିନ ଦେଶ ଦୁନିଆ, ଜଣା ଅଜଣା, ସ୍ବାସ୍ଥ୍ୟ, ଜ୍ୟୋତିଷ, ମନୋରଞ୍ଜନ ଇତ୍ୟାଦି ଖବର ଜାଣିବାକୁ ଆମର ଏହି ପେଜ କୁ ଲାଇକ କରନ୍ତୁ।

Leave a Reply

Your email address will not be published. Required fields are marked *