କୁମ୍ଭାର ବନେଇଲେ ଏମିତି ଦୀପ ଯାହା ୨୪ ଘଣ୍ଟା ପର୍ଯ୍ୟନ୍ତ ଜଳିବ, ଜଣାନ୍ତୁ ଏହାର ରହସ୍ୟ..

ଦୀପାବଳୀ ଆସୁଛି। ଏହି ପର୍ବରେ ଦୀପ ହେଉଛି ସବୁଠାରୁ ମହତ୍ବ ପୂର୍ଣ୍ଣ। ବିଭିନ୍ନ ପ୍ରକାରର ଦୀପ କେତେକ ଦିନ ପୂର୍ବରୁ ବଜାରକୁ ଆସିଥାଏ। କିନ୍ତୁ ଏହି ଆମେ ଚର୍ଚ୍ଚା କରୁଛୁ ଏମିତି ଏକ ଦୀପ ର ଯାହା ପୂରା ଦିନ ରାତି ପର୍ଯ୍ୟନ୍ତ ଜଳିବ ବା ୨୪ ଘଣ୍ଟା ଜଳୁଥିବା ଦୀପ। ବାସ୍ତବରେ ଛତିସଗଡର ଏକ କୁମ୍ଭାର ଏମିତି ଏକ ଦୀପ ଡିଜାଇନ କରିଛନ୍ତି କି ଯାହା ପୁରା ଦିନ ସାରା ଜଳିବ। ବସ୍ତର ଜିଲ୍ଲା ର କୋଣ୍ଡା ଗାଁ ରେ ରହୁଥିବା ଅଶୋକ ଚକ୍ରଧରୀ ଏହି ଦୀପ ଡିଜାଇନ କରିଛନ୍ତି ।

ମ୍ୟାଜିକ ଲ୍ୟାମ୍ପ କୁହାଯାଉଛି ଏହାକୁ:

ଚକ୍ରଧରୀ ଙ୍କର ଏହି ଦୀପ ରେ ଆପେ ଆପେ ତେଲ ଫ୍ଲୋ କରେ। ଏହି ଦୀପର ନାମ ମ୍ୟାଜିକ ଲ୍ୟାମ୍ପ ରଖାଯାଇଛି। ଚକ୍ରଧରୀ ୟୁଟ୍ୟୁବ ରେ ଏକ ଭିଡିଓ ଦେଖିଥିଲେ। ଯାହା ପରେ ତାଙ୍କ ମୁଣ୍ଡରେ ଏହି ଆଇଡିଆ ଆସିଲା।

 

ସେ କହିଛନ୍ତି ସେ ସବୁ ବେଳେ କିଛି ନୂଆ କରିବାର ଆଶା ରେ ରହିଥାନ୍ତି। ଯିଏ ମୋର ଦକ୍ଷତା ର ଚ୍ୟାଲେଞ୍ଜ କରୁଥିବ ଏବଂ ମୋର ଆଖପାଖ ରେ ଥିବା ଲୋକମାନଙ୍କର ଏକ ଉପଯୋଗି ଇନୋବେଶନ ହୋଇଥିବ।

୨୦୧୯ରୁ କରୁଛନ୍ତି ଏହି କାମ:

ଚକ୍ରଧରୀ ଙ୍କର ବୟସ ୬୨ ବର୍ଷ। ସେ କହିଛନ୍ତିର କି ସେ ୨୦୧୯ ରୁ ନୂଆ ଡିଜାଇନ ର ଖୋଜ ରେ ଥିଲେ। ଏହି ସମୟ ରେ ସେ ଇନଟରନେଟ ରେ ସେ ଏକ ଭିଡିଓ ଦେଖିଲେ। ଯେଉଁଥିରେ ତେଲ ଭରି ରହୁଛି ଯେମିତି ଦୀପ ନ ଲିଭି ପାରିବ। ଏହିପରି ସେ ଦୀପ ବନେଇବା ନିସ୍ପତି କରିଥିଲେ। ସେ କହିଛନ୍ତି କି ତାଙ୍କୁ ଭଲ ଭଲ ଦୀପ ବନେଇବା ପାଇଁ ଅର୍ଡର ଆସୁଛି।

ବନ୍ଧୁଗଣ ଯଦି ଆମର ଏହି ଆର୍ଟିକିଲ ଟି ଭଲ ଲାଗିଥାଏ ଗୋଟିଏ ଲାଇକ ଏବଂ ସେୟାର କରିବାକୁ ଅନୁରୋଧ। ଏହାକୁ ନେଇ ଆପଣଙ୍କ ମତା ମତ ଦେବାକୁ ଭୁଲନ୍ତୁ ନାହିଁ। ଏମିତି ପ୍ରତିଦିନ ଦେଶ ଦୁନିଆ, ଜଣା ଅଜଣା, ସ୍ବାସ୍ଥ୍ୟ, ଜ୍ୟୋତିଷ, ମନୋରଞ୍ଜନ ଇତ୍ୟାଦି ଖବର ଜାଣିବାକୁ ଆମର ଏହି ପେଜ କୁ ଲାଇକ କରନ୍ତୁ।

Leave a Reply

Your email address will not be published. Required fields are marked *