ରାତି ଅଧରେ ଜନ୍ମ ହୋଇଥିବା ରକ୍ତରେ ଜୁଡୁ ବୁଡୁ ଛୁଆ, ସଫା କରୁ କରୁ ଲାଲରୁ ସବୁଜ ରଙ୍ଗ ହୋଇଗଲା ଚମଡା

ଏହି ଦିନରେ ସୋଶିଆଲ ମିଡିଆରେ ଭାଇରାଲ ହେଉଥିବା ଦୁଇ ସବୁଜ ରଙ୍ଗ ର କୁକୁର ଛୁଆ ଙ୍କର ବହୁତ ଚର୍ଚ୍ଚା ଚଲିଛି। ଏ କୁକୁର ଛୁଆ ସାଧାରଣ କୁକୁର ଛୁଆ ପରି। କିନ୍ତୁ ଯେଉଁଥି ପାଇଁ ଏହା ଚର୍ଚ୍ଚା ହେଉଛି ସେ ହେଉଛି ତାର ସବୁଜ ରଙ୍ଗ ପାଇଁ। ଏହି କୁକୁର ଛୁଆ ସବୁଜ ରଙ୍ଗ ର ଅଟେ। ଯେଉଁଥି ପାଇଁ ଏହାର ଫଟୋ ବହୁତ ଭାଇରାଲ ହେଉଛି। ମାଲିକ ଯେତେବେଳେ ସକାଳେ ନିଜର କୁକୁର କୁ ଦେଖିଲେ ପ୍ରଥମେ ତାଙ୍କର ନଜର ସବୁଜ ରଙ୍ଗ ର କୁକୁର ଛୁଆ ଉପରେ ପଡିଲା। ଅନ୍ୟ ମାନଙ୍କର ରଙ୍କ କଳା , ମାଟିଆ ଏବଂ ଧଳା ଥିଲା। କିନ୍ତୁ ଏହା ସ୍ପେସାଲ କୁକୁର ର ରଙ୍ଗ ସବୁଜ ଥିଲା। ଏହା କୌଣସି ପ୍ରଥମ ଘଟଣା ନୁହେଁ। ଏହା ର ଜନ୍ମ ହେବା ଦୁଇ ସପ୍ତାହ ପୂର୍ବରୁ ଇଟଲି ରେ ମଧ୍ୟ ଏହି ରଙ୍ଗ ର କୁକୁର ଛୁଆ ଜନ୍ମ ହୋଇଥିଲା।

ଫିଲୀପିନ୍ସ ରେ ଅକ୍ଟୋବର ୨୫ କୁ ଜନ୍ମ ହୋଇଥିବା ଏହି କୁକୁର ଛୁଆ ଅନ୍ୟ କୁକୁର ଙ୍କ ଠାରୁ ଭିନ୍ୟ। ଏହାର ନାମ ଓ୍ବସାବି ଅଟେ। ଏବଂ ଏହାର ସବୁଜ ରଙ୍ଗ ଉପରେ ସମସ୍ତ ଙ୍କୁ ଆର୍କର୍ଷିତ କରୁଛି।

କୁକୁର ର ମାଲିକ ଚୋନା ଲୈକ୍ସାମାନା କହିଛନ୍ତି କି ତାଙ୍କର ଘରୋଇ କୁକୁର ଏକା ହାଥିରେ ୪ କୁକୁର ଛୁଆ କୁ ଜନ୍ମ ଦେଇଛି। ତିନି ଟି ଛୁଆ ଙ୍କର ରଙ୍ଗ ସାଧାରଣ କୁକୁର ଛୁଆ ରଙ୍ଗ ପରି ଧଳା,କଳା,ମାଟିଆ କିନ୍ତୁ ଓ୍ବାସାବି ର ଳଙ୍ଗ ସମସ୍ତ ଙ୍କ ଠାରୁ ଅଲଗା ଅଟେ। ଏହାର ମା ର ରଙ୍ଗ ମଧ୍ୟ ମାଟିଆ ଅଟେ। ସବୁଜ ରଙ୍ଗ ର କୁକୁର ଛୁଆ ନିଜର ପରିବାର ଠାରୁ ଅଲଗା।

ଚୋନା କହିଛନ୍ତି କି ଏହି କୁକୁର ଜନ୍ମ ହେଲା ବେଳେ ରକ୍ତ ଲାଗିଥିବା ଯୋଗୁଁ ସେ ତାର ରଙ୍ଗ ଠିକ ରେ ଦେଖିପାରିଲେ ନାହିଁ ସେଥିପାଇଁ ତାକୁ କପଡା ରେ ପୋଛି ଦେଖିଲେ ତା ରଙ୍ଗ ସବୁଜ ରଙ୍ଗ। ସେ ଏହାକୁ ଦେଖି ଆଶ୍ଚର୍ଯ୍ୟ ହୋଇଗଲେ।

ଏହି କୁକୁର ଛୁଆ ଜନ୍ମ ହେବା ଦୁଇ ସପ୍ତାହ ପୂର୍ବରୁ ଇଟଲ ରେ ଏହି ପ୍ରକାର ର ସବୁଜ ରଙ୍ଗ ର ଛୁଆ ଜନ୍ମ ହୋଇଥିଲା। ଇଟାଲିର ଜଣେ କୃଷକ କ୍ରିଷିୟାନ ମଲୋକୋସୀ କୁ ଏହା ଦେଖି ନିଜର ଆଖି କୁ ବିଶ୍ବାସ ହେଲା ନାହିଁ। ଯେତେବେଳେ ୮ ଟି ଛୁଆ ମଧ୍ୟ ରୁ ଛୁଆ ର ରଙ୍ଗ ସବୁଜ।

ଏହି ସବୁଜ ରଙ୍ଗ ର କୁକୁର ଛୁଆ କୁ ଦେଖି ସେ ତାର ନାମ ପିସ୍ତାଚିଓ ରଖିଥିଲା। କାରଣ ଏହାର ରଙ୍ଗ ପିସ୍ତା ରଙ୍ଗ ପରି ଥିଲା। ତାର ଅନ୍ୟ ଭାଇ ଭଉଣୀ ଏବଂ ମା ର ରଙ୍ଗ ଧଳା ଥିଲା।

ଏହା ପୂର୍ବରୁ ସଦରଲୈଣ୍ଡ ର ଗୋଲପ୍ସି ରେ ମଧ୍ୟ ଅଜବ ଘଟଣା ସାମ୍ମନା କୁ ଆସିଥିଲା। ଯେଉଁଠି ଏକ କୁକୁର ୯ ଟି ଛୁଆ ଜନ୍ମ କରିଥିଲା ସେଥି ମଧ୍ୟରୁ ମାଲିକ ଗୋଟିଏ କୁକୁର ଛୁଆ କୁ ଦେଖି ଆଶ୍ଚର୍ଯ୍ୟ ହୋଇ ଯାଇଥିଲା। କାରଣ ତାଙ୍କ ମଧ୍ୟରୁ ଗୋଟିଏ କୁକୁର ଛୁଆ ର ରଙ୍ଗ ସବୁଜ ଥିଲା। ଏହାର ନାମ ସେ ଫାରେସ୍ଟ ରଖିଥିଲେ।

ଡକ୍ଟର କହିବା କଥା କି ଯଦି କୌଣସି କୁକୁର ଦେହରେ ପିଗମେଣ୍ଟ ର ଅଭାବ ରହିଯାଏ ତେବେ ତାର ରଙ୍ଗ ସମ୍ପୂର୍ଣ ଭାବେ ବିକଶିତ ହୋଇନଥାଏ। ଏବେ ଏହି କଥା ଧିରେ ଧିରେ ବଦଳି ଯାଏ। ଖାସ କଥା ଏହା କି ଏପରି ପ୍ରଥମ ନୁହେଁ କି ଏକ କୁକୁର ସବୁଜ ରଙ୍ଗ ର ଛୁଆ କୁ ଜନ୍ମ ଦେଇଛି ଏହା ପୂର୍ବରୁ ଏମିତି ଘଟଣା ବହୁତ ହୋଇଛି।

ବନ୍ଧୁଗଣ ଯଦି ଆମର ଏହି ଆର୍ଟିକିଲ ଟି ଭଲ ଲାଗିଥାଏ ଗୋଟିଏ ଲାଇକ ଏବଂ ସେୟାର କରିବାକୁ ଅନୁରୋଧ। ଏହାକୁ ନେଇ ଆପଣଙ୍କ ମତା ମତ ଦେବାକୁ ଭୁଲନ୍ତୁ ନାହିଁ। ଏମିତି ପ୍ରତିଦିନ ଦେଶ ଦୁନିଆ, ଜଣା ଅଜଣା, ସ୍ବାସ୍ଥ୍ୟ, ଜ୍ୟୋତିଷ, ମନୋରଞ୍ଜନ ଇତ୍ୟାଦି ଖବର ଜାଣିବାକୁ ଆମର ଏହି ପେଜ କୁ ଲାଇକ କରନ୍ତୁ।

Leave a Reply

Your email address will not be published. Required fields are marked *