ଏହି ସହରର ରାସ୍ତାରେ ଖୋଲାରେ ବୁଲୁଛି ଲାଲ ଆଖିର ସଇତାନ, ଦେଖିଲେ ଡରରେ ଛାତି ଥରି ଉଠିବ

ଯଦି ଆପଣ ରାତି କୁ ସହରର ବାହାରକୁ ଯାଉଛନ୍ତି ଏବଂ ଆପଣଙ୍କର ସାମ୍ମନା ହେଇଯିବ ନାଲି ଆଖି ଥିବା ଭୟାନକ ଭେଡିଆ ସହିତ ତେବେ? ହୁଏତ ଆପଣ ଘରୁ ବାହାରିବା ବନ୍ଧ କରିଦେବେ। କିନ୍ତୁ ଜାପନ ର ରାସ୍ତାରେ ଏହି ଦିନ ରେ ସହଯ ରେ ଭେଡିଆଙ୍କୁ ଦେଖିବାକୁ ମିଳେ। ଏକ ନର୍ମାଲ ମଣିଷ ଆଙ୍କୁ ଦେଖି ଡରି ଯିବ କିନ୍ତୁ ଜାପନ ରେ ଏହି ଭୟଙ୍କର ଭେଡିଆ ଙ୍କ ମଧ୍ୟ ରେ ସବୁ ବୁଲୁ ଛନ୍ତି। ସବୁଠାରୁ ଆଶ୍ଚର୍ଯ୍ୟ କରିବା କଥା ଏହା କି ଏହି ଲାଲ ଆଖିର ଭେଡିଆକୁ ଅନ୍ୟ କିଏ ନୁହେଁ ବଂର ଜାପାନ ସରକାର ରାସ୍ତା ରେ ଛାଡିଛନ୍ତି। ଏ ପଶୁ ଆସିଲା କେଉଁଠୁ ଏହି ଭୟାନକ ଭେଡିଆ କ’ଣ ଏମାନଙ୍କୁ ଖୋଲା ରାସ୍ତା ରେ ଛାଡିବାର ଉଦେଶ୍ୟ କ’ଣ?

ଓ୍ବେସ୍ଟ୍ରନ ଜାପାନ ରେ ଏହି ଦିନ ରେ ରାସ୍ତା ଉପରେ ଭୟାନକ ଭେଡିଆ ଙ୍କୁ ଦେଖିବାକୁ ମିଶୁଛି। ଏହି ଭେଡିଆ ଙ୍କର ଆଖି ଦେଖିବାକୁ ଲାଲ। ଏମାନଙ୍କୁ ସହର ର କେତେକ ଯାଗାରେ ଦେଖିବାକୁ ମିଳୁଛି।

ଯଦି ଏମାନଙ୍କ ଉପରେ ହଠାତ୍ କାହାର ନଜର ପଡେ ତେବେ ତାର ହାର୍ଟ ଆଟାକ ହୋଇଯିବ। କିନ୍ତୁ ଜାପାନ ର ଲୋକମାନେ ଏମାନଙ୍କ ମଧ୍ୟ ରେ ଆରମ ରେ ବୁଲିବାର ନଜର ଆସିଛି। ଏହି ଲୋକ ଭେଡିଆର ଋଣି ମଧ୍ୟ ଅଟନ୍ତି।

ବାସ୍ତବରେ ଜାପାନ ରେ ଗତ କିଛି ସମୟ ରୁ ଜଙ୍ଗଲୀ ଭାଲୁ ମାନଙ୍କର ରାଗ ବଢିଯାଇ ଥିଲା। ଯାପାନ ର ଆଇଲୈଣ୍ଡ ଅଫ ହୋକାଈଡୋ ର ଟକୀକଓ୍ବା ରେ ପାଞ୍ଚ ବର୍ଷ ହେବ ଜଙ୍ଗଲୀ ଭାଲୁ ଙ୍କର ଆକ୍ରମଣ ବଢିଯାଇ ଥିଲା।

ଭାଲୁ ଲୋକମାନଙ୍କ ଉପରେ ଆର୍ଟାକ କରୁଥିଲେ। ଏହି କାରଣ ରୁ ସିଟି ଅଫିସିୟଲ୍ସ ମାନେ ଏହି ଆକ୍ରମଣ କୁ ରୋକିବା ପାଇଁ ଏକ ଭଲ ଉପାୟ ବାହାର କଲା। ଜାପାନ ରାସ୍ତା ଦେଖାଯାଉଥିବା ଏହି ଲାଲ ଆଖି ର ଭେଡିଆ ବାସ୍ତବରେ ରୋବୋଟସ ଅଟନ୍ତି।

ଚାରି ଫୁଟ ଲମ୍ବା ଏବଂ ତିନି ଫୁଟ ଉଚ୍ଚା ଏହି ରୋବୋଟସ କୁ ଦେଖି ଭାଲୁ ଡରିଯାଇଛି। ଏବେ ସେମାନେ ସହର ଭିତର କୁ ଆସୁ ନାହାଁନ୍ତି। ଯେତେବେଳେ ଏହି ରୋବୋଟକୁ ଅନ କରିଦିଆ ଯାଏ , ସେତେବେଳେ ସେ ନିଜ ମୁଣ୍ଡ ଉଠାଈ ଦେଇଥାଏ ଏବଂ ଯୋର ଯୋର ରେ ଶବ୍ଦ ବାହାର କରନ୍ତି।

ଏହି ସହର ରେ ପ୍ରତ୍ୟକ ଯାଗାରେ ଲଗା ଯାଇଛି। ଦୂର ରୁ ଜଳୁ ଥିବା ଏହି ଲାଲ ଲାଲ ଆଖି କୁ ଦେଖି ଭାଲୁ ଏବେ ଆଉ ସହର କୁ ଆସୁ ନାହାଁନ୍ତି। ଯେବେଠାରୁ ଏହି ରୋବୋଟ ଭେଡିଆକୁ ସହରରେ ଲଗା ଯାଇଛି ସେବେଠାରୁ ଭାଲୁ ମାନଙ୍କର ଆଟାକ ବନ୍ଦ ହୋଇ ଯାଇଛି।

ଏହି ରୋବୋଟ ଭେଡିଆକୁ ବନେଇବାର ଆଇଡିଆ ଓହତା ସିକିଙ୍କର ଥିଲା। ଯିଏ ୨୦୧୮ ରେ ଏହାକୁୁ ଡିଜାଇନ କରିଥିଲେ। ସେବେ ଠାରୁ ନେଇ ଏ ପର୍ଯ୍ୟନ୍ତ ସେ ପାଖା ପାଖି ୭୦ ଟି ଏପରି ରୋବଟ ଭେଡିଆ ବନେଇ ଛନ୍ତି।

ସିଟି ଅଫିସରଙ୍କ କହିବା କଥାକି ସହର କରିବା ପାଇଁ ଜଙ୍ଗଲ କଟା ଯାଇଥିଲା। ଯେଉଁ କାରଣରୁ ଭାଲୁ ମାନେ ଖାଦ୍ୟନ ପାଇ ରାସ୍ତାରେ ଖାଦ୍ୟ ପାଇଁ ବୁଲୁଥିଲେ। ଏଥିପାଇଁ ସେ ଲୋକମାନଙ୍କୁ ଦେଖି ତାଙ୍କ ଉପରକୁ ଆଟାକ କରୁଥିଲେ। କିନ୍ତୁ ବର୍ତ୍ତମାନ ଏହି ରୋବୋଟ ମାନଙ୍କ ପାଇଁ ଭାଲୁଙ୍କୁ କନ୍ଟ୍ରୋଲ କରାଯାଇଛି।

ବନ୍ଧୁଗଣ ଯଦି ଆମର ଏହି ଆର୍ଟିକିଲ ଟି ଭଲ ଲାଗିଥାଏ ଗୋଟିଏ ଲାଇକ ଏବଂ ସେୟାର କରିବାକୁ ଅନୁରୋଧ। ଏହାକୁ ନେଇ ଆପଣଙ୍କ ମତା ମତ ଦେବାକୁ ଭୁଲନ୍ତୁ ନାହିଁ। ଏମିତି ପ୍ରତିଦିନ ଦେଶ ଦୁନିଆ, ଜଣା ଅଜଣା, ସ୍ବାସ୍ଥ୍ୟ, ଜ୍ୟୋତିଷ, ମନୋରଞ୍ଜନ ଇତ୍ୟାଦି ଖବର ଜାଣିବାକୁ ଆମର ଏହି ପେଜ କୁ ଲାଇକ କରନ୍ତୁ।

Leave a Reply

Your email address will not be published. Required fields are marked *