ରାପର ବାଦଶାହା ଙ୍କର ଏଥିପାଇଁ ହେଲା ଖରାପ ଅବସ୍ଥା, ମୁହଁରେ ପଡିଲା ଲାଲ ଦାଗ, ଚର୍ମ ଛାଡ଼ିବାର ଦେଖି ଚକିତ ହୋଇଗଲେ ସାଙ୍ଗମାନେ

ବଲିଉଡ ର ଲୋକପ୍ରିୟ ରାପର ବାଦଶାହ ଙ୍କର ଗୋଟେ ଫଟୋ ଫ୍ୟାନସ ମାନଙ୍କୁ ଚିନ୍ତା ରେ ପକେଇ ଦେଇଛି। ଏହି ଫଟୋ ରେ ବାଦଶାହା ଙ୍କ ମୁହଁରେ ସୂର୍ଯ୍ୟକିରଣ ର ପ୍ରଭାବ ପଡିଥିବାର ଦେଖିବାକୁ ମିଳିଛି। ସେ ନିଜ ଇନଷ୍ଟାଗ୍ରାମ ରେ ଫଟୋ ସେୟାର କରିଛନ୍ତି, ଯାହା ବହୁତ ଭାଇରାଲ ହେଉଛି। ଏହି ଫଟୋ ରେ ତାଙ୍କ ମୁହଁରେ ଲାଲ ଦାଗ ଓ ଚର୍ମ ରୁ ଚୋପା ଛାଡିବାର ନଜର ଆସୁଛି। ଭାଇରାଲ ହେଉଥିବା ଫଟୋ ରେ ତାଙ୍କ ମୁହଁ, ନାକ ଓ ଗାଲରେ ଦାଗ ଦେଖା ଯାଉଛି। ସେ ଫଟୋ ସେୟାର କରି ଫ୍ୟାସନ ରେ ଲେଖିଲେ-ସୂର୍ଯ୍ୟକିରଣ ର ପ୍ରଭାବ। ପ୍ରାୟତଃ ତାଙ୍କର ଏହି ଅବସ୍ଥା ମାଲଦିବ ରେ ଛୁଟି ମନୋଉଥିବା ସମୟରେ ହୋଇଛି। ତାଙ୍କର ଏମିତି ଅବସ୍ଥା ଦେଖି ଫ୍ୟାନସ ଙ୍କ ସହ ସାଙ୍ଗମାନେ ମଧ୍ୟ ଚକିତ ହୋଇଗଲେ।

କୁହାଯାଉଛି କି ବରୁଣ ଧବନ କିଛି ଦିନ ପୂର୍ବରୁ ଛୁଟି କଟାଇବା ପାଇଁ ମାଲଦିବ ଯାଇଥିଲେ। ତାଙ୍କୁ ମଧ୍ୟ ବାଦଶାହା ଙ୍କ ଭଳି ସନ୍ୱର୍ନ ହୋଇଥିଲା। ବରୁଣ ତାଙ୍କ ଫଟୋ ରେ କମେଣ୍ଟ କରି ଲେଖିଲେ-ମୋ ସହ ମଧ୍ୟ ଏମିତି ହୋଇଥିଲା । ଗାୟକ ଅର୍ମାନ ମଲିକ କମେଣ୍ଟ ରେ ଲେଖିଲେ- ବୈଡ ବର୍ନ।

ମନୀଷ ପାଲ ମଜାକ ରେ ଲେଖିଲେ, ଭାଇ ଟୋଷ୍ଟର ରେ ରୁଟି ଜାଗାରେ ନିଜେ ପଡିଗଲ କି? ସୁନିଲ ଗ୍ରୋବର ଲେଖିଲେ-ହେ ପ୍ରଭୁ! ଆପଣଙ୍କର ଅଟେ! ଜ୍ୟାକଲିନ ଫିନାଡିସ ଲେଖିଲେ- କଠିନ ପରିଶ୍ରମ ର ଫଳ ମିଳିଥାଏ। ଏବଂ ମୁଣାଲ ଠାକୁର ଲେଖିଲେ-ଓଃ ନୋ। ଏହି ଭଳି ଅନ୍ୟ ମାନେ ମଧ୍ୟ ତାଙ୍କର ଏହି ଅବସ୍ଥା ଉପରେ କମେଣ୍ଟ କରିଛନ୍ତି।

ଏମିତିରେ ଆପଣଙ୍କୁ କୁହାଯାଉଛି ବାଦଶାହା ଙ୍କ ଗୀତ”ଟାସ୍ୱିକ” ଏହି ଦିନରେ ଧମାକା କରୁଥିଲା ଏହି ଗୀତ ମେ’ ରେ ରିଲିଜ ହୋଇଥିଲା। ଗୀତର ଭିଡିଓ ରେ ରବି ଦୁବେ ଓ ସରଗୁନ ମେହତା ଙ୍କର ସର୍ବଶ୍ରେଷ୍ଠ କେମେଷ୍ଟ୍ରୀ ଦେଖିବାକୁ ମିଳିଥିଲା। ବାଦଶାହା ସେହିଭଳି ଶାହରୁଖ ଖାନ ଙ୍କ ଆଇପିଏଲ ଟିମ କଲିକତା ନାଇଟ ରାଇଡର୍ସ ଙ୍କ ପାଇଁ ଗୋଟେ ନୂଆ ଗୀତ ଜାରୀ କରିଥିଲେ।

ବନ୍ଧୁଗଣ ଯଦି ଆମର ଏହି ଆର୍ଟିକିଲ ଟି ଭଲ ଲାଗିଥାଏ ଗୋଟିଏ ଲାଇକ ଏବଂ ସେୟାର କରିବାକୁ ଅନୁରୋଧ। ଏହାକୁ ନେଇ ଆପଣଙ୍କ ମତା ମତ ଦେବାକୁ ଭୁଲନ୍ତୁ ନାହିଁ। ଏମିତି ପ୍ରତିଦିନ ଦେଶ ଦୁନିଆ, ଜଣା ଅଜଣା, ସ୍ବାସ୍ଥ୍ୟ, ଜ୍ୟୋତିଷ, ମନୋରଞ୍ଜନ ଇତ୍ୟାଦି ଖବର ଜାଣିବାକୁ ଆମର ଏହି ପେଜ କୁ ଲାଇକ କରନ୍ତୁ।

Leave a Reply

Your email address will not be published. Required fields are marked *