ଏଟିଏମ୍ ଲୁଟିବା ପାଇଁ ତୟାରି କରିଥିଲେ ଦୁଇ ଲୁଟେରା, ଦଶ ମିନିଟ ଭିତରେ ଚାଲାକ୍ ଚୋର କରିଦେଲେ ଭୟଙ୍କର କାମ

ଏଟିଏମ୍ ଲୁଟିବା ଏକ ଭୟଙ୍କର କାର୍ଯ୍ୟ। ଯଦି ଏଟିଏମ୍ ର କ୍ୟାମେରା ରେ ଆପଣଙ୍କ ମୁହଁ ଆସିଗଲା ତ ପୋଲିସ ଠାରୁ ବଞ୍ଚିବା କଷ୍ଟକର। କିନ୍ତୁ ଆଜି ଆମେ ଯେଉଁ ଲୁଟେରା ଙ୍କ ବାବଦରେ କହିବାକୁ ଯାଉଛୁ ତାଙ୍କୁ କାହାରିକୁ ଡର ନାହିଁ। ଦୁଇ ଲୁଟେରା ଆରାମରେ ଏଟିଏମ୍ ଭିତରେ ବୁଲୁଥିଲେ। ଯେବେ ତାଙ୍କୁ ଧାରା ଯିବାକୁ ଚେଷ୍ଟା କରାଗଲା ସେ ଏଟିଏମ୍ ଭିତରେ ପ୍ରଳୟ କରିଥିଲେ।ଯେତେବେଳେ ଏଟିଏମ୍ ରେ ପସିଥିବା ଏହି ଲୁଟେରା ଙ୍କ ପର୍ଦ୍ଦାଫାଶ ହୋଇଥିଲା ସେତେବେଳେ ଗୋଟେ ବ୍ୟକ୍ତି ଏଟିଏମ୍ ଭିତରକୁ ଟଙ୍କା ଉଠାଇବାକୁ ଯାଇଥିଲା । ପ୍ରଥମେ ତ ତା ଆଖିକୁ ବିଶ୍ୱାସ ଯାଇନଥିଲା। ପରେ ସେ ସିକ୍ୟୁରିଟ ଗାର୍ଡ ଙ୍କୁ ଡାକିଥିଲେ। ଯେବେ ସେ ଏହି ଲୁଟେରା ଙ୍କୁ ଦେଖିଥିଲେ ସେ ହସି ହସି ପାଗଳ ହୋଇଯାଇଥିଲେ। ଆସନ୍ତୁ ଜାଣିବା ଏହି ଲୁଟ ବିଷୟରେ।

ଏହି ଘଟଣା ଟି କାଲିଫର୍ଣ୍ଣିଆ ରୁ ନଜର ଆସିଥିଲା।ଯେଉଁ ଠାରେ ଏହି ଲୁଟେରା ଏଟିଏମ୍ ଭିତରେ ପସି ଯାଇଥିଲେ।ଏହି ଲୁଟେରା କୌଣସି ସାଧାରଣ ଲୁଟେରା ନଥିଲେ।ଏମାନେ ଥିଲେ ବହୁତ ଚାଲାକ୍ ରକୁନ। ହଁ ଆଜ୍ଞା ଏଟିଏମ୍ ରୁ ଦୁଇଟି ରକୁନ ଟଙ୍କା ବାହାର କରିବାକୁ ଚେଷ୍ଟା କରୁଥିଲେ।

ଏହି ଘଟଣା ଟି ୨୦ ଅକ୍ଟୋବର ର, ଯେବେ ଗୋଟେ ବ୍ୟକ୍ତି କାଲିଫର୍ଣ୍ଣିଆ ର ରେଡ ବୁଡ଼ ସହରର ଦ ପେନିନ ସୋଲା ହ୍ୟୁମାନ ସୋସାଇଟ ବ୍ୟାଙ୍କ ରେ ଟଙ୍କା ବାହାର କରିବାକୁ ଯାଇଥିଲେ।

ସେଠାରେ ତାର ନଜର ଏଟିଏମ୍ ସ୍କ୍ରିନ ଆଗରେ ବସିଥିବା ଦୁଇଟି ରକୁନ ଉପରେ ପଡିଥିଲା। ପ୍ରଥମେ ତାକୁ ଲାଗିଥିଲା କି ଏ ଦୁଇଟି ଖେଳନା ଅଟେ।ଯେବେ ସେ ଭିତରକୁ ଯାଇଥିଲା ରକୁନ ହଲିବାକୁ ଲାଗିଥିଲେ।

ବ୍ୟକ୍ତି ଜଣଙ୍କ ତା ଷ୍ଟେଟମେଣ୍ଟ ରେ କହିଥିଲେ କି ଦୁଇ ଜଣ ଚାଲାକ ଚୋର ଙ୍କ ପରି ସ୍କ୍ରିନ ଆଗରେ ଛେଡ ଛାଡ କରୁଥିଲେ। ଲାଗୁଥିଲା ଯେମିତି ଏ ଦୁଇ ଜଣଙ୍କୁ ଏଟିଏମ୍ ଲୁଟିବା ପାଇଁ ଟ୍ରେନିଙ୍ଗ ଦିଆଯାଇଛି। ଏବଂ ବ୍ୟକ୍ତି ଜଣଙ୍କ ତୁରନ୍ତ ସିକ୍ୟୁରିଟ ଗାର୍ଡ ଙ୍କୁ ଜଣାଇଥିଲେ।

ଟିମ ଆସି ଦୁଇ ରକୁନ ଙ୍କୁ ଧରିବା ପାଇଁ ଚେଷ୍ଟା କରିଥିଲେ କିନ୍ତୁ ସେ ଦୁଇଜଣ ଦଶ ମିନିଟ ପର୍ଯ୍ୟନ୍ତ ଏଟିଏମ୍ ରେ ଉତ୍ ପାତ ମଚାଇ ଥିଲେ।କିନ୍ତୁ ପରେ ଟିମ ର ହାତରେ ନିଲାମି ଖସି ପଳାଇଥିଲେ।

ଟିମ କୁ ଏବେ ମଧ୍ୟ ବିଶ୍ଵାସ ହେଉ ନାହିଁ ଦୁଇଟି ରକୁନ ଏଟିଏମ୍ ଲୁଟିବା ପାଇଁ ଆସିଥିଲେ। ଟିମ ର କହିବା ଅନୁଯାଇ ପାଖରେ ଥିବା ଗଛ ରୁ ହିଁ ଏଟିଏମ୍ ଭିତରେ ପସି ଯାଇଥିଲେ ଏବଂ ମସ୍ତି କରୁଥିଲେ। ଏହାର ଫଟୋ ଏବେ ଭାଇରାଲ ହେବାରେ ଲାଗିଛି।

ବନ୍ଧୁଗଣ ଯଦି ଆମର ଏହି ଆର୍ଟିକିଲ ଟି ଭଲ ଲାଗିଥାଏ ଗୋଟିଏ ଲାଇକ ଏବଂ ସେୟାର କରିବାକୁ ଅନୁରୋଧ। ଏହାକୁ ନେଇ ଆପଣଙ୍କ ମତା ମତ ଦେବାକୁ ଭୁଲନ୍ତୁ ନାହିଁ। ଏମିତି ପ୍ରତିଦିନ ଦେଶ ଦୁନିଆ, ଜଣା ଅଜଣା, ସ୍ବାସ୍ଥ୍ୟ, ଜ୍ୟୋତିଷ, ମନୋରଞ୍ଜନ ଇତ୍ୟାଦି ଖବର ଜାଣିବାକୁ ଆମର ଏହି ପେଜ କୁ ଲାଇକ କରନ୍ତୁ।

Leave a Reply

Your email address will not be published. Required fields are marked *