ରେଷ୍ଟୁରାଣ୍ଟ ରେ ଚିକେନ ଚାଉମିନ ପ୍ୟାକ କରିବାକୁ ଯାଇଥିବା ମହିଳା, କିଚେନ ରେ ଏମିତି ଘୃଣନିୟ ଜିନିଷ ଦେଖିଲା ପରେ ଦୋକାନ ବନ୍ଦ କରାଇ ଦେଲା

ଦୁନିଆ ଏବେ କୋରୋନା ସହିତ ଯୁଦ୍ଧ ଲଢୁଛି। ଏହି ମହାମାରୀ ଲୋକମାନଙ୍କୁ ଖାସ କରି ସଫା ସୁତରା ରହିବା ଉପରେ ଧ୍ୟାନ ଦେବା ପାଇଁ ବଧ୍ୟ କରିଦେଇଛି। ଲୋକମାନେ ନିଜର ହାତ କୁ କେତେଥର ସାବୁନ ରେ ଧୋଇ ସଫା କରୁଛନ୍ତି। ବାହାର କୁ ଯାଉଥିବାରୁ ହାତକୁ ବାର ବାର ସାନିଟାଇଜି କରୁଛନ୍ତି। ଏହି ରୋଗ ଚୀନ ରୁ ବ୍ୟାପିଛି, ଯାହା ପରେ ବୁହାନ ର ମିଟ ମାର୍କେଟ କୁ ବନ୍ଦ କରାଗଲା। କୁହାଗଲା କି ଏହି ଅପରିସ୍କାର ମାର୍କଟ ଭିତରେ ମାଂସ ବିକ୍ରି ହେବା ଯୋଗୁ ଏହି ରୋଗ ବ୍ୟାପି ଥିଲା।

କିନ୍ତୁ ଲାଗୁଛି ଦୁନିଆ କୁ ସଫା ସୁତରା ରହିବା ଉପଦେଶ ଦେଲା ପରେ ମଧ୍ୟ କିଛି ଲୋକ ଏହାର ସବକ୍ ଶିଖି ନାହଁନ୍ତି। ସେଥି ପାଇଁ ତ ଲଣ୍ଡନ ର ରେଷ୍ଟୁରାଣ୍ଟ ର ଯେଉଁ ଦୃଶ୍ୟ ସାମ୍ମନା କୁ ଆସିଲା ,ତାହା ସମସ୍ତ ଙ୍କୁ ଚକିତ କରିଦେଇଛି। ଲଣ୍ଡନ ରେ ର୍ଦୁଗନ୍ଧ ଭିତରେ ଖାଇବା ବନେଇବା କାରଣ ରୁ ଏକ ରେଷ୍ଟୁରାଣ୍ଟ ର ଲାଇସେନ୍ସ ରଦ୍ଦ କରି ତାକୁ ବନ୍ଦ କରିଦିଆ ଗଲା। ରେଷ୍ଟୁରାଣ୍ଟ ର ଅସିଳତା ସେତେବେଳେ ସାମ୍ମନା କୁ ଆସିଲା , ଯେତେବେଳେ ସେଠାରେ ଖାଇବା ପ୍ୟାକ କରିବାକୁ ଯାଉଥିବା ମହିଳା ନଜର ତାଙ୍କ କିଚେନ ରେ ପଡିଲା।

ର୍ଦୁଗନ୍ଧ ଭିତରେ ଖାଇବା ତିଆରି କରି ଲୋକମାନଙ୍କୁ ଖାଇବାକୁ ଦେବା ଏହି ଘଟଣା ଇଷ୍ଟ ଲଣ୍ଡନ ର ଏକ ଚାଇନିଜ ରେଷ୍ଟୁରାଣ୍ଟ ରୁ ସାମ୍ମନା କୁ ଆସିଲା। ଏଠାରେ ଥିବା ଓ୍ବୋଙ୍ଗ ଚାଇନିଜ କିଚେନ ରେ ବହୁତ ର୍ଦୁଗନ୍ଧ ଭିତରେ ଖାଇବା ତିଆରି କରି ଲୋକମାନଙ୍କୁ ଡେଲିଭରି କରାଯାଉଥିଲା।

ଏହି ଚାଇନିଜ ରେଷ୍ଟୁରାଣ୍ଟ କୁ ସଫା ନ କରିବାରୁ ଏହାକୁ ବନ୍ଦ କରିଦିଆ ଗଲା। ସଫେଇ ଇଂସ୍ପେକ୍ଟର ଯେତେବେଳେ ଏହି କିଚେନ କୁ ଦେଖିଲେ ସେତେବେଳେ ତାଙ୍କୁ ମଧ୍ୟ ବାନ୍ତି ଆସିଗଲା।

ଏହି ରେଷ୍ଟୁରାଣ୍ଟ ର ସତ ସେତେବେଳେ ସାମ୍ମନା କୁ ଆସିଲା ଯେତେବେଳେ ଏକ ମହିଳା ଏହି ରେଷ୍ଟୁରାଣ୍ଟ ରେ ଚାଇନିଜ ପ୍ୟାକ କରି ଘରକୁ ନେଇ ଯିବା ପାଇଁ ଆସି ପହଁଚିିଲା। ମହିଳା ନିଜର ଅର୍ଡର ଦେଇ ସେଇଠି ଅପେକ୍ଷା କରିଲେ।

ବିରକ୍ତି ହୋଇ ମହିଳା ଜଣକ ରେଷ୍ଟୁରାଣ୍ଟ ଭିତର ଆଡକୁ ଦେଖିବାକୁ ଲାଗିଲେ। ତାଙ୍କ ନଜର କିଚେନ ରେ ମରି ପଡିଥିବା ମୂଷା ର କଂକାଳ ଉପରେ ପଡିଥିଲା। ସେହି ମୂଷା ଠାରୁ ବହୁତ ର୍ଦୁଗନ୍ଧ ଆସୁଥିଲା।

ମହିଳା ଜଣକ ଚୁପତରେ ଭିତର କୁ ଚାଲିଗଲେ। କିଚେନ ରେ ସେ ଯାହା ଦେଖିଲେ ବହୁତ ଘୃଣନିୟ ଥିଲା। ଭିତରେ କେବଳ ମୂଷା ମରି ପଡି ନ ଥିଲା ବଂର ମୂଷା ମାନଙ୍କର ଦଳ ବିଛେଇ ହୋଇଥିଲେ।

ଏହି ର୍ଦୁଗନ୍ଧ ଭିତରେ ରେଷ୍ଟୁରାଣ୍ଟ ବାଲା ଖାଇବା ତିଆରି କରୁଥିଲେ ଏବଂ ଲୋକମାନଙ୍କୁ ଖାଇବାକୁ ଦେଉଥିଲେ। ମହିଳା ଜଣକ ରେଷ୍ଟୁରାଣ୍ଟ ବିରୋଧ ରେ କମ୍ପଲେନ କରିଦେଲେ। ଯାହାପରେ ସେଠାରେ ତଲାସ ହେଲା ଏବଂ ରେଷ୍ଟୁରାଣ୍ଟ କୁ ବନ୍ଦ କରିଦିଆ ଗଲା।

ନା କେବଳ ରେଷ୍ଟୁରାଣ୍ଟ ବନ୍ଦ କରି ଦିଆ ଗଲା ବଂର ଏହା ଉପରେ ଫାଇନ ବି ଲଗାଗଲା। ଏହାକୁ ସେ ପର୍ଯ୍ୟନ୍ତ ବନ୍ଦ କରାଗଲା ଯେ ପର୍ଯ୍ୟନ୍ତ ରେଷ୍ଟୁରାଣ୍ଟ ଏହି କଥା କୁ ପ୍ରମାଣିତ କରିନାହିଁ କି ସେ ପରିଷ୍କାର ଭିତରେ କାମ କରୁଛି।

ସ୍ୱାସ୍ଥ୍ୟ ଇନସ୍ପେକ୍ଟର କହିଛନ୍ତି କି ଏହି ରେଷ୍ଟୁୁରାଣ୍ଟ ର ଘଟଣା ସାମ୍ମନା କୁ ଆସିବା ପରେ କେତକ ରେଷ୍ଟରାଣ୍ଟ କୁ ସର୍ଚ୍ଚ କରାଯାଇଛି ଏବଂ ସେଠାରେ ମଧ୍ୟ ସଫେଇ ଉପରେ ଧ୍ୟାନ ଦିଆଯାଇ ନାହିଁ। ତାକୁ ମଧ୍ୟ ବନ୍ଦ କରି ଦିଆଯାଇଛି।

ବନ୍ଧୁଗଣ ଯଦି ଆମର ଏହି ଆର୍ଟିକିଲ ଟି ଭଲ ଲାଗିଥାଏ ଗୋଟିଏ ଲାଇକ ଏବଂ ସେୟାର କରିବାକୁ ଅନୁରୋଧ। ଏହାକୁ ନେଇ ଆପଣଙ୍କ ମତା ମତ ଦେବାକୁ ଭୁଲନ୍ତୁ ନାହିଁ। ଏମିତି ପ୍ରତିଦିନ ଦେଶ ଦୁନିଆ, ଜଣା ଅଜଣା, ସ୍ବାସ୍ଥ୍ୟ, ଜ୍ୟୋତିଷ, ମନୋରଞ୍ଜନ ଇତ୍ୟାଦି ଖବର ଜାଣିବାକୁ ଆମର ଏହି ପେଜ କୁ ଲାଇକ କରନ୍ତୁ।

Leave a Reply

Your email address will not be published. Required fields are marked *