୬ଟି ଗର୍ଭବତୀ ମହିଳାଙ୍କୁ ନେଇ ସାଙ୍ଗର ବିବାହକୁ ଆସିଲା ଯୁବକ, ନିଜକୁ କହିଲା ସବୁ ପିଲାଙ୍କର ବାପା

ବିବାହ ସମାରୋହରେ ଏକ ବ୍ୟକ୍ତି ୬ଟି ଗର୍ଭବତୀ ମହିଳାଙ୍କ ସହ ପହଁଚିଲେ ଏବଂ ସେ ଦାବି କରି କହୁଥିଲେ କି ଗର୍ଭରେ ଥିବା ସବୁ ପିଲା ମୋର। ପ୍ରିଟି ମାଇକ ନାମକ ବ୍ୟକ୍ତି ଜଣକର ଫଟୋ ସୋଶିଆଲ ମିଡିଆରେ ଭାଇରାଲ ହେଉଛି।

pretty mike

ପ୍ରିଟି ମାଇକ ନାଇଜେରିଆରେ ରୁହନ୍ତି। ସେ ପ୍ଲେ ବୟ ନାମରେ ସେ ଫେମସ। ଏହା ପୂର୍ବରୁ ସେ କେତେ ଥର ଚର୍ଚ୍ଚାରେ ଆସିଛନ୍ତି। ୨୦୧୭ରେ ତାଙ୍କୁ ମହିଳାଙ୍କର ଆପତ୍ତି ଜନକ ଫଟୋ ପୋଷ୍ଟ କରିଥିବାରୁ ଆରେଷ୍ଟ କରା ଯାଇଥିଲା।

pretty mike

ପ୍ରିଟି ମାଇକ ନିଜର ଆକ୍ଟର ସାଙ୍ଗ ବିଲିୟମ୍ସ ଉଚେମ୍ବାଙ୍କ ବିବାହରେ ୬ଟି ପ୍ରେଗନେଟ୍ ମହିଳାଙ୍କୁ ନେଇ ପହଁଚି ଥିଲେ। ଏଥିପାଇଁ ବର,ବଧୂ ଅପେକ୍ଷା ମାଇକ ବହୁତ ଚର୍ଚ୍ଚାକୁ ଆସିଥିଲେ।

pretty mike

ସୋଶିଆଲ ମିଡିଆରେ ପ୍ରିଟି ମାଇକ ଲେଖିଛନ୍ତି କି ସେ ଏବେ ସବୁଠାରୁ ଭଲ ଜୀବନ ବିତାଉଛନ୍ତି ଏବଂ ଏହା କୌଣସି ଆକ୍ଟିଙ୍ଗ୍ ଟ୍ରିକ ନୁହେଁ। ଇନଷ୍ଟାଗ୍ରାମ୍ର ରେ କେତେକ ଲୋକ ଲେଖିଛନ୍ତି କି ସେ ବର,ବଧୂଙ୍କର ମସ୍ତି ଖରାପ କରି ଦେଇଛନ୍ତି କାରଣ ସମସ୍ତେ ଏହାର ଚର୍ଚ୍ଚା କରୁଛନ୍ତି।

pretty mike

ପ୍ଲେ ବୟ ନାମରେ ଫେମସ ଏହି ବ୍ୟକ୍ତି ଜଣକ ନିଜର ଗ୍ଲାମରସ ଲାଇଫର ଫଟୋ ସୋଶିଆଲ ମିଡିଆରେ ପୋଷ୍ଟ କରନ୍ତି। ଇନଷ୍ଟାଗ୍ରାମ୍ରରେ ପ୍ରିଟି ମାଇକଙ୍କର ତିନି ଲକ୍ଷରୁ ଅଧିକ ଫାନ୍ସ ଅଛନ୍ତି।

ଏହାକୁ ନେଇ ଆପଣଙ୍କ ମତା ମତ ଦେବାକୁ ଭୁଲନ୍ତୁ ନାହିଁ। ଏମିତି ପ୍ରତିଦିନ ଦେଶ ଦୁନିଆ, ଜଣା ଅଜଣା, ସ୍ବାସ୍ଥ୍ୟ, ଜ୍ୟୋତିଷ, ମନୋରଞ୍ଜନ ଇତ୍ୟାଦି ଖବର ଜାଣିବାକୁ ଆମର ଏହି ପେଜ କୁ ଲାଇକ କରନ୍ତୁ।

Leave a Reply

Your email address will not be published. Required fields are marked *