ଯେତେବେଳେ କର୍ମଚାରୀମାନଙ୍କୁ ବୋନସରେ ମିଳିଲା ପ-ର୍ଣ୍ଣ-ଷ୍ଟା-ରଙ୍କ ସହିତ ଗୋଟିଏ ରାତି, ଦେଖନ୍ତୁ ୭ଟି କଂପାନୀର ବିଚିତ୍ର ବୋନସ

ଗୋଟିଏ ଭଲ କଂପାନୀ ସେଇଟା ହୋଇଥାଏ ଯିଏ ନିଜ କର୍ମଚାରୀ ମାନଙ୍କୁ ସମୟେ ସମୟେ ତାଙ୍କ କଠିନ ପରିଶ୍ରମ ବଦଳରେ ପୁରସ୍କାର କିମ୍ବା ବୋନସ ଦେଇଥାଏ। ବର୍ତମାନ ଏମିତି ଘଟଣାରେ କିଛି କଂପାନୀ ବୋନସ ନାମରେ ଶପିଙ୍ଗ ଭାଉଚର ଧରେଇ ପାଲା କରୁଛନ୍ତି। ସେଠାରେ କିଛି ଏତେ ଭଲ ହୋଇଥାନ୍ତି କି ନିଜ ବିଶ୍ଵସ୍ତ କର୍ମଚାରୀଙ୍କୁ ଛପର ଫାଡ଼ି ବୋନସ ଦେଇଥାନ୍ତି।ଏମାନଙ୍କ ମଧ୍ୟରୁ କିଛି ତ ଟଙ୍କା ବଦଳରେ ଅନ୍ତରଙ୍ଗୀ ଟାଇପର ବୋନସ ମଧ୍ୟ ଦେଇଥାନ୍ତି।

Luna Society International: ଚାନ୍ଦରେ ୧ଏକର ଜମି

କିଛି ଦିନ ପୂର୍ବରୁ ହିଁ Luna Society International ନିଜ ସହିତ କାମ କରୁଥିବା ନୋଏଡା ନୀବାସି ଇପ୍ତେଖାର ରହମାନୀଙ୍କୁ ଚାନ୍ଦରେ ୧ଏକର ଜମି ଉପହାରରେ ଦେଇଥିଲେ। ବାସ୍ତବରେ ଏହି କଂପାନୀ ଚାନ୍ଦରେ ଜମି ବିକିବା କିଣିବାର କାମ କରୁଛନ୍ତି।ସେ ଏହି ଉପହାର ଇପ୍ତେଖାର ରହମାନୀଙ୍କ କାମରେ ଖୁସି ହୋଇ ଦେଇଥିଲେ।

LinkedIn: ଗୋଟିଏ ସପ୍ତାହର ପୈଡ ଛୁଟି

ବୃତ୍ତିଗତ ଲୋକଙ୍କୁ ସୋସିଆଲ ମିଡ଼ିଆ LinkedIn ବର୍ତ୍ତମାନ ନିଜ ୧୫,୯୦୦ କର୍ମଚାରୀଙ୍କୁ ଗୋଟିଏ ସପ୍ତାହର ପୈଡ ଛୁଟି ଦେଇଛନ୍ତି। ଏମିତି ସେ ଏଥିପାଇଁ କରିଛନ୍ତି କାରଣ ସେ ନିଜ କର୍ମଚାରୀ ମାନଙ୍କୁ କାମ ବୋଝରୁ ଅଳ୍ପ ଛୁଟି ଦେଇ ହାଲୁକା କରିବାକୁ ଚାହୁଁଥିଲେ।

Jiangxi West Dajiu Iron & Steel Corporation: ସମସ୍ତ କର୍ମଚାରୀଙ୍କୁ କାର

ଚୀନର ଷ୍ଟିଲ କମ୍ପାନୀ,ଜିଜ୍ଞାସୀ ବେଷ୍ଟ ଡିୟାହୁ ଆୟରନ ଆଣ୍ଡ ଷ୍ଟିଲ କର୍ପୋରେସନ ନୀଜ ୪୧୧୬ କର୍ମଚାରୀଙ୍କୁ ଗୋଟିଏ ଗୋଟିଏ କାର ଉପହାରରେ ଦେଇଛନ୍ତି। କେବଳ ଏତିକି ନୁହେଁ ସେ ଏହି ସବୁ ଗାଡିର ଲାଇସେନ୍ସ ପ୍ଲେଟ,ବୀମା ଏବଂ କାର ଟ୍ୟାକ୍ସ ଭଳି ଖର୍ଚ୍ଚ ମଧ୍ୟ ନିଜେ ଉଠାଇଛନ୍ତି।ଏହା ୨୦୨୦ର ଘ-ଟ-ଣା ଅଟେ।

Hari Krishna Exports:କାର ଏବଂ ଫ୍ଲାଟ୍ସ

ବଡ଼-ବଡ଼ ଉପହାର ଦେବାପାଇଁ ପ୍ରସିଦ୍ଧ ଗୁଜରାଟୀ କାରୋବାରୀ ସାବଜୀ ଢୋଲକିଆ ବର୍ଷ ୨୦୧୮ରେ ନିଜର ସବୁ ୬୦୦ କର୍ମଚାରୀମାନଙ୍କୁ ବୋନସ ରୂପରେ କାର ଉପହାର କରିଥିଲେ।ସାବଜୀ କମ୍ପାନୀ ହରିକୃଷ୍ଣା ଏକ୍ସପୋର୍ଟରେ ୩ଜଣ ଲୋକ ଏମିତି ଥିଲେ ଯେଉଁମାନେ ୨୫ବର୍ଷରୁ କାମ କରୁଥିଲେ,ସେମାନଙ୍କୁ ମର୍ସିଡିଜ କାର ଉପହାରରେ ମିଳିଥିଲା। ଏହା ପୂର୍ବରୁ ସେ ନିଜ କର୍ମଚାରୀ ମାନଙ୍କୁ ଉପହାରରେ ଫ୍ଲାଟ୍ସ ମଧ୍ୟ ଦେଇ ସାରିଛନ୍ତି।

Luxottica: କଂପାନୀର ଭାଗ

ଇଟାଲୀର ଚଷମା ତିଆରି ହେଉଥିବା କଂପାନୀ Luxottica (ଲକ୍ସୋଟିକା)ର ମାଲିକ ନିଜ ୮୦ତମ ଜନ୍ମଦିନ ଉପଲକ୍ଷେ ସମସ୍ତ ୮,୦୦୦ କର୍ମଚାରୀଙ୍କୁ ୧,୪୦,୦୦୦ସେୟାର ଉପହାରରେ ଦେଇଥିଲେ। ଏମିତି ସେ ଏଥିପାଇଁ କରିଥିଲେ କି ତାଙ୍କ ସହିତ କାମ କରୁଥିବା ସବୁ ଲୋକ ବହୁତ ମୁଖ୍ୟ ଅଟନ୍ତି ଏବଂ ଗୋଟିଏ ପରିବାର ପରି ଅଟନ୍ତି।

Google: ମୃ-ତ୍ୟୁ ହେବାପରେ ପାର୍ଟନରଙ୍କୁ ୧୦ବର୍ଷ ୫୦% ଦରମା

ଗୁଗଲ କମ୍ପାନୀ ଗୋଟିଏ ଏମିତି ପଲିସୀ ବାହାର କରିଛନ୍ତି ଯେଉଁଥିରେ ଯଦି ତାଙ୍କ କର୍ମଚାରୀଙ୍କର ମୃ-ତ୍ୟୁ ହୋଇଯାଏ ତାହେଲେ କମ୍ପାନୀ ତାଙ୍କ ଦରମାର ୫୦% ଦଶମାସ ପର୍ଯ୍ୟନ୍ତ ମୃ-ତ-କଙ୍କ ପାର୍ଟନରଙ୍କୁ ଦେବେ।

Qihoo 360:ପୋ-ର୍ନ ଷ୍ଟାରଙ୍କ ସହିତ ଗୋଟିଏ ସୁନ୍ଦର ରାତି

ଚୀନର Qihoo 360 କଂପାନୀ କର୍ମଚାରୀ ମାନଙ୍କୁ ବୋନସ ଦେବାରେ ସବୁଠାରୁ ଅଲଗା ହିଁ ବାହାରିଥିଲେ।୨୦୧୫ରେ ସେମାନେ କର୍ମଚାରୀ ମାନଙ୍କୁ ବୋନସ ରୂପରେ ପ୍ରସିଦ୍ଧ ପ-ର୍ଣ୍ଣ-ଷ୍ଟା-ର ଜୁଲିୟା କ୍ୟୋକାଙ୍କ ସହିତ ଗୋଟିଏ ରାତି ବିତେଇବା ପାଇଁ ସୁଯୋଗ ଦେଇଥିଲେ। ହେଲେ ଯେତେବେଳେ ଏହି ଖବର ସୋସିଆଲ ମିଡିଆରେ ଭାଇରାଲ ହୋଇଥିଲା ତ ସେମାନଙ୍କର ବହୁତ ଆଲୋଚନା ହୋଇଥିଲା। ଏଥିଯୋଗୁଁ କଂପାନୀ ଏହି ବୋନସ ଅଫର ଫେରାଇ ନେଇଥିଲେ।

ଏହାଛଡା ଆପଣଙ୍କ କମ୍ପାନୀ ଆପଣଙ୍କୁ ବୋନସରେ କଣ ଦେଉଛନ୍ତି?

Leave a Reply

Your email address will not be published. Required fields are marked *