ଜଳ ନୁହେଁ, ମାଟି ଉପରେ ରହିଥାଏ ଏହି ମାଛ, ନା ହାତ ଲଗାଇଲେ ଡରୁଛି ନା ବାହାରକୁ ବାହାର କରିଲେ ମରୁଛି

ଛୁଆଦିନେ ଆମେ ଶୁଣିଥିଲୁ-ମାଛ ଜଳର ରାଣୀ ଅଟେ।ଆମେ ଆଜି ପର୍ଯ୍ୟନ୍ତ ମାଛକୁ ପାଣିରେ ହିଁ ଦେଖିଛୁ। କିନ୍ତୁ ସମୟ ସାଥିରେ ବସ୍ତୁରେ ବି ପରିବର୍ତନ ଆସିଥାଏ। ଏମିତି ହିଁ କିଛି ପରିବର୍ତ୍ତନ ମାଛମାନଙ୍କର ଏକ ଖାସ୍ ପ୍ରଜାତିରେ ବି ଦେଖିବାକୁ ମିଳିଛି। ଏହି ପ୍ରଜାତିଟି ଏବେ ଜଳ ବଦଳରେ ମାଟି ଉପରେ ରହିବାକୁ ଲାଗିଛି। ହଁ,୨୦୨୦ରେ ବୈଜ୍ଞାନିକ ମାନେ ମାଛ ମାନଙ୍କର ଏକ ଏମିତି ପ୍ରଜାତି ବିଷୟରେ ଖବର ନେଇଛନ୍ତି ଯିଏ ଜଳ ନୁହେଁ ବରଂ ଏବେ ମାଟି ଉପରେ ରହୁଛି। ଅଥବା ଏହି ମାଛମାନେ ଜଳର ରାଣୀ ନୁହଁନ୍ତି।ଏକ ପରୀକ୍ଷାରୁ ଏହି କଥା ବିଷୟରେ ଜଣା ପଡ଼ିଛି।ମାଛ ମାନଙ୍କର ଏହି ପ୍ରଜାତିର ନାମ ବ୍ଳେନିଜ୍ ଅଟେ। ଆସନ୍ତୁ ଆପଣଙ୍କୁ ଦେଖାଇବୁ କେମିତି ଏହି ମାଛମାନେ ଜଳରୁ ମାଟିକୁ ତାଙ୍କ ଘର କରି ନେଇଛନ୍ତି..

ଆଜି ପର୍ଯ୍ୟନ୍ତ ଆପଣ ମାନେ ମାଛକୁ ଜଳରେ ପହଁରୁଥିବାର ଦେଖିଥିବେ। କିନ୍ତୁ ଟିକେ ଚିନ୍ତା କରନ୍ତୁ ଯଦି ଆପଣ କୈାଣସି ଦିନ ମାଛ ମାନଙ୍କୁ ମାଟି ଉପରେ ଧିରେଧିରେ ଚାଲୁଥିବାର ଦେଖିବେ ତ ? ଆପଣଙ୍କୁ ଏହି କଥା ପ୍ରଥମ କରି କଳ୍ପନା ପରି ଲାଗୁଥିବ। କିନ୍ତୁ ଏବେ ଏମିତି ହୋଇଛି।

ବ୍ଳେନିଜ ମାଛମାନେ ଜଳକୁ ଛାଡି ଏବେ ମାଟି ଉପରେ ରହିବାକୁ ଲାଗିଛନ୍ତି। ଏମାନେ ଏହି କଳା ବହୁତ ଲମ୍ବା ସମୟ ଧରି ଶିଖିଛନ୍ତି। ଏହି ପ୍ରଜାତିର କିଛି ମାଛ ଏବେବି ଜଳରେ ରହୁଛନ୍ତି କିନ୍ତୁ କିଛି ମାଛ ଜଳକୁ ଭୁଲି ସାରିଲେଣି।

ବ୍ଳେନିଜ ମାଛମାନେ ପ୍ରଥମେ ଲହରୀରେ ଭାସିଭାସି କୂଳ ପର୍ଯ୍ୟନ୍ତ ଆସିଥାନ୍ତି। ପ୍ରଥମେ ସେମାନେ ମରି ଯାଉଥିଲେ କିନ୍ତୁ ଏବେ ସେମାନେ ନିଜକୁ ମାଟି ଉପରେ ରଖି ନେଉଛନ୍ତି। ଏବେ ସେମାନେ କେବଳ ନିଜକୁ ଜଳରେ ଓଦା ରଖୁଛନ୍ତି ଏବଂ ମାଟି ଉପରେ ହିଁ ରହିବାରେ ଲାଗିଛନ୍ତି।

<p>ब्लेनिज मछलियां पहले लहरों से बहकर किनारे तक आ जाती थीं। पहले वो मर जाती थीं लेकिन अब उन्होंने खुद को जमीन पर ढाल लिया है। अब वो सिर्फ खुद को पानी &nbsp;से गीला रखती हैं और जमीन पर ही रहने लगी हैं।&nbsp;</p>

ଏହି କଥା ଫଂକଶନାଲ୍ ଇକୋଲୋଜିରେ ପ୍ରକାଶିତ ରିପୋର୍ଟରୁ ସାମ୍ନାକୁ ଆସିଛି। ଏଥିରେ ଲେଖା ହୋଇଛି କି ବ୍ଳେନିଜ ମାଛମାନେ ଏବେ ମାଟି ଉପରେ ରହିବା ଶିଖି ଗଲେଣି। ଏହି ଅନୁସନ୍ଧାନରୁ କେତେ ବ୍ଳେନିଜ ମାଛମାନଙ୍କର ପର୍ଯ୍ୟବେକ୍ଷଣ କରି ଆକୃତି ଜମା କରାଯାଇଛି।

<p>ये बात फंक्शनल इकोलॉजी में पब्लिश रिपोर्ट्स में सामने आई है। इसमें लिखा है कि ब्लेनिज मछलियां अब जमीन पर रहना सीख चुकी हैं। इस रिसर्च में कई ब्लेनिज मछलियों को ऑब्सर्व कर आंकड़े जमा किए गए।&nbsp;</p>

ଏଥିରୁ ଜଣା ଯାଇଛି କି କିଛି ମାଛ ମାନେ ଏବେବି ଜଳରେ ରହୁଛନ୍ତି ଯେତେବେଳେ କି କିଛି ମାଛ ସଂପୂର୍ଣ୍ଣ ଭାବେ ମାଟିକୁ ଆପଣାର କରି ନେଲେଣି। ସେମାନେ ଜଳକୁ ଛାଡି ଦେଇଛନ୍ତି। ଏବଂ ମାଟିକୁ ଆପଣାର କରି ନେଇଛନ୍ତି।

 

ବୈଜ୍ଞାନିକମାନେ ଏହି କଥାର ଖବର ନେଉଛନ୍ତି କି ଏହି ମାଛ ମାନଙ୍କ ଜୀବନରେ ଏତେ ବଡ଼ ପରିବର୍ତ୍ତନ କେମିତି ଆସିଛି ? ପର୍ଯ୍ୟବେକ୍ଷଣର ମୁଖ୍ୟ ଡ୍ରା ଟେରି ଆଈ କହିଛନ୍ତି କି ସେ ତାଙ୍କ ପର୍ଯ୍ୟବେକ୍ଷଣରେ ଏହି ପରିବର୍ତ୍ତନର ମୁଖ୍ୟ କାରଣ ଖୋଜୁଛନ୍ତି।

ପୁଣି କହିଛନ୍ତି କି ସାଧାରଣ ଭାବରେ ଏହି ପରିବର୍ତ୍ତନ ସେତେବେଳେ ହୋଇଥାଏ ଯେତେବେଳେ କୈାଣସି ଜୀବ ସାମ୍ନାରେ ବଞ୍ଚିବା ପାଇଁ କିଛି ଉପାୟ ନ ଥାଏ। ନିଜ ଜୀବନକୁ ଏବଂ ପ୍ରଜାତିକୁ ବଞ୍ଚାଇବା ପାଇଁ ଜୀବ ଏମିତି ପରିବର୍ତ୍ତନ ନେଇଥାନ୍ତି।

Leave a Reply

Your email address will not be published. Required fields are marked *