ଏମିତି ଦେଖାଯାଉଛନ୍ତି ମୁକେଶ ଅମ୍ବାନୀଙ୍କ ନାତି, ନିଜର କୂଳ ଦ୍ବୀପକୁ କୋଳରେ ଧରିଥିବାର ଦେଖିବାକୁ ମିଳିଛନ୍ତି ନୀତା ଅମ୍ବାନୀଙ୍କ ସ୍ୱାମୀ

ମୁମ୍ବାଇ ; ରିଲାୟନ୍ସ ଇଣ୍ଡସ୍ଟ୍ରିଜ ଲିମିଟେଡ ଏବଂ ମ୍ୟାନେଜିଙ୍ଗ ଡାଇରେକ୍ଟର ମୁକେଶ ଅମ୍ବାନୀ , ନୀତା ଅମ୍ବାନୀ ଙ୍କ ବହୁ ଏବଂ ଆକାଶ ଅମ୍ବାନୀଙ୍କ ସ୍ତ୍ରୀ ଶ୍ଲୋକା ଅମ୍ବାନୀ ଗୁରୁବାରକୁ ଏକ ପୁତ୍ର ସନ୍ତାନକୁ ଜନ୍ମ ଦେଇଛନ୍ତି। ଏବେ ଘରର ପ୍ରଥମ କୂଳ ଦ୍ବୀପର ଫଟୋ ସାମ୍ମନାକୁ ଆସିଛି। ଫଟୋରେ ଶିଶୁଟି ବହୁତ କ୍ୟୁଟ ଲାଗୁଛି ଏବଂ ଜେଜେବାପା ମୁକେଶ ଅମ୍ବାନୀଙ୍କ କୋଳରେ ଦେଖିବାକୁ ମିଳିଛି। ମୁକେଶ ଅମ୍ବାନୀ ମଧ୍ୟ ନାତିକୁ କୋଳରେ ଧରି ବହୁତ ଖୁସି ହେବାର ଦେଖିବାର ମିଳିଛି। ଅମ୍ବାନୀ ପରିବାରର ପ୍ରବକ୍ତା ଏହି ବିଷୟରେ କହିନ୍ତି କି ଭଗବାନ କୃଷ୍ଣଙ୍କ ଆର୍ଶୀବାଦରୁ ଆକାଶ ଏବଂ ଶ୍ଲୋକାଙ୍କ ଘରେ ଆଜି ପୁଅ ଜନ୍ମ ହୋଇଛି। ଶ୍ଲୋକା ଏବଂ ଆକାଶ ଦୁଇ ଜଣ ଆଜି ଭାଗ୍ୟଶାଳୀ ବାପା , ମା ହୋଇଛନ୍ତି। ପ୍ରଥମ ଥର ଜେଜେବାପା ଏବଂ ଜେଜେମା ହେବାର ଖୁସି ବଣ୍ଟିଛନ୍ତି। ମା ଏବଂ ଶିଶୁ ଉଭୟ ଦୁଇଜଣ ସୁସ୍ଥ ଅଛନ୍ତି। ଶିଶୁର ଜନ୍ମ ପରେ ମେହେତା ଏବଂ ଅମ୍ବାନୀଙ୍କ ଘରେ ଖୁସି ଖେଳି ଯାଇଛି।

ରାଜ୍ୟସଭା ସଦସ୍ୟ ଏବଂ ଇଣ୍ଡସ୍ଟ୍ରିଆଲିଷ୍ଟ ପରିମଲ ନାଥବାନୀ ମୁକେଶ ଅମ୍ବାନୀଙ୍କ ସହିତ ତାଙ୍କର ନାତିର ଫଟୋ ଟ୍ବିଟ କରୈ ଶୁଭେତ୍ସା ଜଣାଇଛନ୍ତି। ପରିମଲ ଲେଖିଛନ୍ତି କି ଶ୍ଲୋକା ଏବଂ ଆକାଶ ପୁଅକୁ ଜନ୍ମ ଦେଇଥିବାରୁ ବହୁତ ବହୁତ ଶୁଭେତ୍ସା । ମୁଁ ଶ୍ରୀ ମୁକେଶ ଅମ୍ବାନୀ ଭାଈ ,ଭାଉଜ ନୀତା ଅମ୍ବାନୀ ଏବଂ ପୁରା ଅମ୍ବାନୀ ପରିବାରରେ ନୂଆ ସଦସ୍ୟ ଆସିଥିବାରୁ ସମସ୍ତଙ୍କୁ ଶୁଭକାମନା ଜଣାଉଛି। ଆଜି ଦିନ ଅମ୍ବାନୀ ପରିବାରର ଖୁସିର ଦିନ ଅଟେ।

ଗତ ବର୍ଷ ମୁକେଶ ଅମ୍ବାନୀଙ୍କ କମ୍ପାନୀ ରିଲିୟାନ୍ସ ପାଖାପାଖି ୬୨୦ କୋଟି ଟଙ୍କାରେ ବ୍ରିଟେନର ଟୟ ବ୍ରାଣ୍ଡ ହେମଲୀର ଅଧିଗ୍ରହଣ କରିଥିଲା। ସେତେବେଳେ ଲୋକମାନେ ସୋଶିଆଲ ମିଡିଆରେ ଥଟ୍ଟା କରିଥିଲେ କି ମୁକେଶ ଅମ୍ବାନୀ ଆସିବାକୁ ଥିବା ନାତି ପାଇଁ ଖେଳଣା ଏକାଠି କରୁଛନ୍ତି।

ଆକାଶ ଏବଂ ଶ୍ଲୋକାଙ୍କ ବିବାହରେ କେତେକ ଦେଶ ବିଦେଶର ବଡ ବଡ ଧନୀ ଲୋକ ସାମିଲ ହୋଇଥିଲେ। ବଲିଉଡ ଏବଂ ହଲିଉଡର ସେଲିବ୍ରେଟି ମଧ୍ୟ ତାଙ୍କ ବିବାହରେ ସାମିଲ ହୋଇଥିଲେ। ଶ୍ଲୋକା ମେହେତା ଦେଶର ଦିଗ୍ଗଜ ସୁନା କାରୋବାରୀଙ୍କର ଝିଅ ଅଟନ୍ତି। ୧୯୯୦ ଜୁଲାଈ ୧୧ରେ ଜନ୍ମ ହୋଇଥିବା ଶ୍ଲୋକା ମେହେତା ୨୦୧୪ରୁ ରୋଜି ବ୍ଲୁ ଫାଉଣ୍ଡେସନର ଡାଇରେକ୍ଟର ଭାବରେ କାମ କରୁଛନ୍ତି। ଏହା ସହିତ ସେ connectfor ର ଫାଉଣ୍ଡର ମଧ୍ୟ କରୁଛନ୍ତି। ଏହା ଏକ ଏନଜିଓ ଅଟେ।

ଆକାଶ ଏବଂ ଶ୍ଲୋକା ଙ୍କ ପ୍ରିଓ୍ବେଡିଙ୍ଗ ସେଲିବ୍ରେସନ ସୁଇଜରଲ୍ୟାଣ୍ଡର ସେଣ୍ଟ ମରିଟ୍ଜରେ ରଖାଯାଇ ଥିଲା। ଏହି ପ୍ରି ଓ୍ବେଡିଙ୍ଗ ସେଲିବ୍ରେସନ ତିନି ଦିନ ପର୍ଯ୍ୟନ୍ତ ହୋଇଥିଲା। ଏଥିରେ ମଧ୍ୟ ବହୁତ ବଡ ବଡ ଧନୀ ଲୋକ ସାମିଲ ହୋଇଥିଲେ।

ଶ୍ଲୋକା ମେହେତା ଏବଂ ଆକାଶ ଅମ୍ବାନୀଙ୍କର ଯୋଡି ବହୁତ ସୁନ୍ଦର ଅଟେ। ଆକାଶ ଏବେ ଜିଓ ପ୍ଲେଟର୍ଫର୍ମ୍ସ ଏବଂ ରିଲିଆନ୍ସ ରିଟେଲ ସହିତ ଜଡିତ କାମ କରୁଛନ୍ତି|

ଭାରତର ସବୁଠାରୁ ବଡ ଧନୀ ଲୋକ ଘରର ବୋହୁ ହେବା ପରେ ମଧ୍ୟ ଶ୍ଲୋକାଙ୍କ ମନରେ ଗରିବ ଲୋକ ମାନଙ୍କ ପାଇଁ ତାଙ୍କ ମନରେ ବହୁତ ଭଲ ପାଇବା ରହିଛି। ସେ ନିଜର ଏନଜିଓ ସାହାର୍ଯ୍ୟରେ ବହୁତ ଗରିବ ଲୋକମାନଙ୍କୁ ସାହାର୍ଯ୍ୟ କରୁଛନ୍ତି।

ବିଜନେସ ଏବଂ ଏନଜିଓ କାର୍ଯ୍ୟରୁ ଫ୍ରି ହେଲେ ଶ୍ଲୋକା ନିଜର ସ୍ବାମୀ ଆକାଶ ଅମ୍ବାନିଙ୍କ ସହିତ ଆଉଟିଙ୍କରେ ଯାଅନ୍ତି। ସେ ଏମିତିକା ସମୟକୁ ବହୁତ ଏନ୍ଜଏ କରନ୍ତି।

ଶ୍ଲୋକା ମେହେତା ବହୁତ ସୁନ୍ଦର ଏବଂ ଗ୍ଲାମରେସ ଅଟନ୍ତି , କିନ୍ତୁ ତାଙ୍କୁ ବେଶି ସଜେଇ ହେବା ପସନ୍ଦ ନୁହେଁ। ସେ ସାଧାରଣ ଭାବେ ବଞ୍ଚିବା ଏବଂ ସଜେଇ ହେବାକୁ ପସନ୍ଦ କରନ୍ତି। ତେଣିକି ସେ ବିଜନେସ ହେଉ ଅବେ ସୋଶିଆଲ ଓ୍ବାର୍କ ହେଉ।

ବନ୍ଧୁଗଣ ଯଦି ଆମର ଏହି ଆର୍ଟିକିଲ ଟି ଭଲ ଲାଗିଥାଏ ଗୋଟିଏ ଲାଇକ ଏବଂ ସେୟାର କରିବାକୁ ଅନୁରୋଧ। ଏହାକୁ ନେଇ ଆପଣଙ୍କ ମତା ମତ ଦେବାକୁ ଭୁଲନ୍ତୁ ନାହିଁ। ଏମିତି ପ୍ରତିଦିନ ଦେଶ ଦୁନିଆ, ଜଣା ଅଜଣା, ସ୍ୱାସ୍ଥ୍ୟ, ଜ୍ୟୋତିଷ, ମନୋରଞ୍ଜନ ଇତ୍ୟାଦି ଖବର ଜାଣିବାକୁ ଆମର ଏହି ପେଜ କୁ ଲାଇକ କରନ୍ତୁ।

Leave a Reply

Your email address will not be published. Required fields are marked *