ଏହା ହେଉଛି ଦୁନିଆର ସବୁଠାରୁ ଦାମୀ ବଲ, ଏହି ବଲ ର ମୂଲ୍ୟ ୯ ଲକ୍ଷ ଟଙ୍କା, ରହସ୍ୟ ଖୋଲିବାରୁ ମୁଣ୍ଡ ପିଟି ଦେଲେ

ଦିଲ୍ଲୀର ଏକ କାରୋବାରିକୁ ବରେଲି କିଛି ଠକ ମାନେ କରାମତି ବଲ୍ବ ନାମରେ ନଅ ଲକ୍ଷର ଚୂନ ଲଗାଇଛନ୍ତି। ବାସ୍ତବରେ ତନୋଟି ଯୁବକ କଥାରେ ଏହି ବଲ୍ବଟିକୁ ଚମତକାରୀ ବଲ୍ବ କହି ନଅ ଲକ୍ଷ ଟଙ୍କାରେ ବିକ୍ରି କରିଥିଲେ। ଠକ ମାନେ ବ୍ୟବସାୟୀକୁ ଏହା କହିଥିଲେ କି ଏହି ବଲ୍ବରୁ ଆପଣଙ୍କୁ ବହୁତ ମୂଲ୍ୟବାନ ଧାତୁ ମିଳିବ ଏବଂ ଏଥିରେ ଘରେ ସମୃଦ୍ଧି ଆସିବ।

ଅଭିଯୁକ୍ତମାନେ ଲକ୍ଷ୍ମୀପୁର ନିବାଶି ଅଟନ୍ତି। ଆରୋପି ମାନେ ବିଶେଷ ମ୍ୟାଗନେଟ ଦ୍ବାରା ବଲ୍ବକୁ ବିଭିନ୍ନ ପ୍ରକାରର ଜଳେଇ ବ୍ୟବସାୟୀଙ୍କର ବିଶ୍ବାସ ଜିତି ନେଇ ଏବଂ ସେହି ବଲ୍ବକୁ ନଅ ଲକ୍ଷ ଟଙ୍କାରେ ବିକ୍ରି କରିଥିଲେ। କୋରୋନା ଭାଇରସ ପାଇଁ ବ୍ୟବସାୟୀ ଜଣକ ନିଜ ବେପାରରେ କ୍ଷତି ସହୁଥିଲା ସେ ଏହି ବଲ୍ବ ଟି କିଣି ନିଜ ବେପାରରେ ଉନ୍ନତି ଚାହୁଁଥିଲା।

ଏହି ଘଟଣା ସେତେବେଳେ ସାମ୍ମନାକୁ ଆସିଲା ଯେତେବେଳେ ତିନି ଆରୋପୀ ଛୁଟକନ ଖାନ , ମାସୁମ ଖାନ ଏବଂ ଇରଫାନ ଖାନ ଙ୍କ ବିରୋଧରେ ଯେତେବେଳେ ପୋଲିସରେ ଅଭିଯୋଗ ଦର୍ଜ ହେଲା। ସେଇଠି ପିଡୀତ ବେପାର ଏବଂ ଅଭିଯୋଗକାରୀ ନିତେଶ ମଲୋତ୍ରାଙ୍କ ପରିଚୟ ହୋଇଥିଲା।

ଇଂରାଜୀ ଖବର କାଗଜ ଦ ଟାଇମ୍ସ ଅଫ ଇଣ୍ଡିଆ ରିର୍ପୋଟ ଅନୁସାରେ ଆରୋପୀ ମାନଙ୍କ ମଧ୍ୟରୁ ଜଣେ ମଲୋହୋତ୍ରାଙ୍କୁ କଥାରେ ଫସାଇ କରାମତି ବଲ୍ବ ବିକ୍ରି କରିବାକୁ ଚେଷ୍ଟା କରିଥିଲେ। ପିଡୀତ ବ୍ୟବସାୟୀ କହିଥିଲେ କି ସେମାନେ ଏହି ବଲ୍ବରୁ ସମୃଦ୍ଧି ମଳିବ ବୋଲି କହିଥିଲେ। ମଲୋହୋତ୍ରାଙ୍କୁ ବଲ୍ବ ଉପରେ କୌଣସି ସଂନ୍ଧେହ ହେଲା ନାହିଁ ସେ ସେହି ବଲ୍ବକୁ ନଅ ଲକ୍ଷ ଟଙ୍କାରେ କିଣି ନେଇଥିଲେ ଯାହାକି ସେ ଗୋଟେ ସାଧାରଣ ବଲ୍ବ।

ଏହି ଘଟଣାକୁ ନେଇ ଖିରୀର ଏସଏସପି ବିଜୟ ଢୁଲ କହିଛନ୍ତି କି ଇରଫାନ ଉପରେ ଅଧା ଡର୍ଜନର ଧକାବାଜୀର ଅଭିଯୋଗ ର୍ଦଜ ହୋଇଛି। ଏହା ପୂର୍ବରୁ ତା ବିରୋଧରେ ଧୋକାବାଜୀ ଏବଂ ଠକେଇ ଘଟଣାରେ ମାମଲା ଦର୍ଜ ହୋଇସାରିଛି। ଏହି ବର୍ଷ ଅକ୍ଟୋବରରେ ଦୁଇଟି ଲୋକ କଥାରେ ଫସାଇ ମେରଠରେ ଲଣ୍ଡନରୁ ଫେରିଥିବା ଏକ ଡକ୍ଟରଙ୍କୁ ଅଢେଇ କୋଟି ଟଙ୍କାରେ ଆଲାଉଦିନଙ୍କ ଚିରାଗ ବିକ୍ରି କରିଥିଲେ।

Leave a Reply

Your email address will not be published. Required fields are marked *