୨ ଟଙ୍କାର ଏହି ଫାଟି ଯାଇଥିବା ପୁରୁଣା ନୋଟ ଆପଣଙ୍କୁ ବନାଇପାରେ ଲକ୍ଷପତି, ଗୁଡ ଲକ ପାଇଁ ଲୋକମାନେ ଲକ୍ଷ ଲକ୍ଷ ଟଙ୍କା ଖର୍ଚ୍ଚ କରିବାକୁ ଅଛନ୍ତି ପ୍ରସ୍ତୁତ

ଭାରତରେ ଏପରି ଅନେକ ଲୋକ ଅଛନ୍ତି ଯେଉଁମାନଙ୍କ ମଧ୍ୟରେ କୌଣସି ବିଶେଷ ଜିନିଷ କିମ୍ବା ଅଙ୍କ ଉପରେ ବହୁତ ବିଶ୍ୱାସ ରହିଥାଏ | ଏପରି ଲୋକ ଗୁଡ ଲକ ପାଇଁ ନିଜର ଗାଡ଼ିରେ କିଛି ବିଶେଷ ଅଙ୍କର ନମ୍ବର ଲଗାଇଥାନ୍ତି | କିମ୍ବା କୌଣସି ବିଶେଷ ରଙ୍ଗକୁ ନିଜର ଭାଗ୍ୟଶାଳୀ ରଙ୍ଗ ଭାବରେ ଗ୍ରହଣ କରିଥାନ୍ତି ଏବଂ ନିଜର ଅଧିକାଂଶ ଜିନିଷ ସେହି ରଙ୍ଗରେ କ୍ରୟ କରିଥାନ୍ତି | ଏପରି ଲୋକ ଏହି ଲକି ଜିନିଷ ଗୁଡିକୁ କିଣିବା ପାଇଁ ଲକ୍ଷ ଲକ୍ଷ ଟଙ୍କା ଖର୍ଚ୍ଚ କରିବାକୁ ପ୍ରସ୍ତୁତ ରହିଥାନ୍ତି | ଏହାର ଫଳସ୍ୱରୂପ ବର୍ତ୍ତମାନ ସମୟରେ ଅନଲାଇନରେ ଏକ ବିଶେଷ ପ୍ରକରର ନୋଟ ବିକ୍ରି କରି ଆପଣ ଲକ୍ଷପତି ହୋଇପାରିବେ | ଅନଲାଇନରେ ଏପରି ଅନେକ ଲୋକ ଅଛନ୍ତି ଯେଉଁମାନେ ସମ୍ପୂର୍ଣ୍ଣ ଉତ୍ସୁକତାର ସହିତ ୭୮୬ ଅଙ୍କ ଥିବା ନୋଟକୁ ଖୋଜୁଛନ୍ତି | ଏହି ଅଙ୍କକୁ ଅନେକ ଲୋକ ଶୁଭ ବୋଲି ଭାବୁଛନ୍ତି | ଯଦି ଆପଣଙ୍କ ପାଖରେ ମଧ୍ୟ କୌଣସି ଏପରି ନୋଟ ଅଛି ଯେଉଁଥିରେ ଏହି ଅଙ୍କ ରହିଛି ତେବେ ଆପଣ ମଧ୍ୟ ତାକୁ ଅନଲାଇନ ବିକ୍ରି କରି ଘରେ ବସି ଲକ୍ଷ ଲକ୍ଷ ଟଙ୍କା ଉପାର୍ଜନ କରି ପାରିବେ | ଆସନ୍ତୁ ଆପଣଙ୍କୟା କହୁଛୁ ଏହି ବିଶେଷ ନୋଟର ବିବରଣୀ ଏବଂ କିପରି ଏହାକୁ ବିକ୍ରି କରାଯିବ |

\

ଅନଲାଇନରେ ଏପରି ଅନେକ ସାଇଟ ଗୁଡିକ ରହିଛି, ଯେଉଁଗୁଡିକ ପୁରୁଣା ନୋଟ ବିକ୍ରି କରିଥାନ୍ତି | ଅନେକ ଲୋକଙ୍କୁ ପୁରୁଣା ନୋଟ ଜମା କରିବାର ଶୌକ ରହିଥାଏ | ସେ ଏଥିପାଇଁ ଲକ୍ଷ ଲକ୍ଷ ଟଙ୍କା ଖର୍ଚ୍ଚ କରିଦେଇଥାନ୍ତି | ବର୍ତ୍ତମାନ ସମୟରେ ଏହି ସାଇଟ ଗୁଡିକରେ ଏକ ବିଶେଷ ପ୍ରକାରର ନୋଟର ବହୁତ ଚାହିଦା ରହିଛି |

\

କିନ୍ତୁ ଏହି ନୋଟରେ ତାଙ୍କ ନଜର ଏକ ସବୁଠୁ ବିଶେଷ ଜିନିଷ ଉପରେ ରହିଛି | ତାହା ହେଉଛି ଏହା ଉପରେ ଲେଖା ଯାଇଥିବା ଏକ ବିଶେଷ ଅଙ୍କ | ଏହା ଉପରେ ୭୮୬ ଲେଖା ଯାଇଥିବା ଆବଶ୍ୟକ ରହିଛି | ୭୮୬ ଲେଖା ଯାଇଥିବା ନୋଟର ବହୁତ ଚାହିଦା ରହିଛି | ଏଥିପାଇଁ ଲୋକମାନେ ଲକ୍ଷ ଲକ୍ଷ ଟଙ୍କା ଖର୍ଚ୍ଚ କରିବାକୁ ପ୍ରସ୍ତୁତ ଅଛନ୍ତି |

\

eBAY ଇଣ୍ଡିଆନ ଓଲଡ କଏନ ଏବଂ କ୍ଲିକ ଇଣ୍ଡିଆ ପରି ସାଇଟ ଗୁଡିକ ଏହି ନୋଟ ଗୁଡିକର ସନ୍ଧାନରେ ଅଛନ୍ତି | ଏହାଉପରେ ଅନେକ ଲୋକମାନେ ୭୮୬ ନମ୍ବର ଥିବା ନୋଟର ଚାହିଦା କରିଛନ୍ତି | ଯଦି ଆପଣଙ୍କ ପାଖରେ ଏପରି ନୋଟ ରହିଛି ତେବେ ଆପଣ ସେସବୁକୁ ଏହି ସାଇଟରେ ଫୋଟୋ ଦିଅନ୍ତୁ ଏବଂ ବିକ୍ରି କରି ପାରିବେ |

\

କ୍ଲିକ ଇଣ୍ଡିଆ ସାଇଟରେ ଆପଣଙ୍କୁ ହ୍ଵାଟ୍ସଆପରେ ମଧ୍ୟ ଏହାକୁ ସିଧାସଳଖ ବିକ୍ରି କରିବାର ଲିଙ୍କ ମିଳିଯିବ | ଏହା ଉପରେ ଆପଣ ସେଲରଙ୍କ ରୂପରେ ରେଜିଷ୍ଟାର କରି ନିଜର ପାଖରେ ଥିବା ନୋଟ ବିକ୍ରି କରି ପାରିବେ | ଯଦି ସଠିକ ସୂଚନା ଥାଏ ତେବେ ଏହା ବହୁତ ସହଜରେ ହୋଇଯିବ |

\

ଆପଣଙ୍କୁ ଏଗୁଡ଼ିକୁ ବିକ୍ରି କରିବା ପାଇଁ ଅନ୍ୟ କେଉଁଠିକୁ ଯିବାକୁ ପଡିବ ନାହିଁ | ଆପଣ ସିଧା ସଳଖ ନିଜକୁ ସେଲର ଭାବରେ ରେଜିଷ୍ଟାର କରନ୍ତୁ ଏବଂ ପୁଣି ନିଜ ପାଖରେ ଥିବା ନୋଟର ଫୋଟୋକୁ ଅପଲୋଡ଼ କରି ଦିଅନ୍ତୁ | ଏହାପରେ ଲୋକମାନେ ଆପଣଙ୍କୁ ନିଜେ ହିଁ ସମ୍ପର୍କ କରିବେ |

\

ବର୍ତ୍ତମାନ ଦୁଇ ଟଙ୍କାର ଏହି ପୁରୁଣା ନୋଟର ମୂଲ୍ୟ ୮୦ ହଜାର ଟଙ୍କାରୁ ଅଧିକ ଅଟେ | ଏହାର ଚାହିଦାକୁ ଦେଖି ଖୁବଶୀଘ୍ର ଏହାର ମୂଲ୍ୟ ଏକ ଲକ୍ଷ ଟଙ୍କାକୁ ଅତିକ୍ରମ କରିବାର ଆଶା କରାଯାଉଛି | କେବଳ ଆପଣଙ୍କୁ ନିଜର ପୁରୁଣା ଖଜଣା ମଧ୍ୟରେ ଏହି ନୋଟକୁ ଖୋଜିବାର ରହିଛି |

\

ଆପଣଙ୍କୁ ନୋଟ ତଳେ ଲେଖାଯାଇଥିବା ନମ୍ବରରେ ୭୮୬ ଖୋଜିବାକୁ ପଡିବ | ଏହା ବର୍ତ୍ତମାନର ୫୦୦ ଟଙ୍କା ନୋଟରେ ମଧ୍ୟ ରହିଛି | ଏହାକୁ ମଧ୍ୟ ଅନେକ ଲୋକ ଖୋଜୁଛନ୍ତି | ତେବେ ଯଦି ଆଗକୁ ଆପଣ ଏଟିଏମରୁ ଟଙ୍କା ବାହାର କରୁଛନ୍ତି ଏବଂ ସେଥିରେ ଆପଣଙ୍କୁ ଏହି ନମ୍ବର ନଜର ଆସେ ତେବେ ଆପଣ ତାକୁ ବିକ୍ରି କରି ଲକ୍ଷ ଲକ୍ଷ ଟଙ୍କା ଉପାର୍ଜନ କରି ପାରିବେ |

ଏହାକୁ ନେଇ ଆପଣଙ୍କ ମତା ମତ ଦେବାକୁ ଭୁଲନ୍ତୁ ନାହିଁ। ଏମିତି ପ୍ରତିଦିନ ଦେଶ ଦୁନିଆ, ଜଣା ଅଜଣା, ସ୍ବାସ୍ଥ୍ୟ, ଜ୍ୟୋତିଷ, ମନୋରଞ୍ଜନ ଇତ୍ୟାଦି ଖବର ଜାଣିବାକୁ ଆମର ଏହି ପେଜ କୁ ଲାଇକ କରନ୍ତୁ।

Leave a Reply

Your email address will not be published. Required fields are marked *