୩ଦିନ ପାଇଁ ଅନ୍ଧାରରେ ବୁଡ଼ିଯିବ ପୃଥିବୀ, ପ୍ରତେକ ଆଲୋକକୁ ଲାଗିବ ଡ-ର

ଦୁନିଆରେ ଏମିତି ଅନେକ ଲୋକ ଅଛନ୍ତି, ଯେଉଁମାନେ ଟାଇମ ଟ୍ରାଭେଲ (Time Travel)ର ଦାବି କରୁଛନ୍ତି। ଟାଇମ ଟ୍ରାଭେଲ ଅର୍ଥାତ ନିଜର ଉପସ୍ଥିତ ସମୟରୁ କିଛି ବର୍ଷ ପଛକୁ ବା ଆଗକୁ ଚାଲିଯିବା। ଏଥିପାଇଁ ଲୋକମାନେ ଆସିବାକୁ ଥିବା ପରିସ୍ଥିତି ପ୍ରତି ପ୍ରଥମରୁ ସଜାଗ କରି ଦେଇଥାନ୍ତି। ବର୍ତମାନ ଜଣେ ଟିକିଟକ ୟୁଜର@timetraveler2582 ବର୍ଷ2582କୁ ଯିବାର ଦାବି କରିଛନ୍ତି।

ସୋସିଆଲ ମିଡ଼ିଆ ସାଇଟ ଟିକିଟକ (Tiktok)ରେ ୟୁଜର @timetraveler2582 ଦାବି କରିଛନ୍ତି କି ସେ ଟାଇମ ଟ୍ରାଭେଲ(Time Travel) କରି ୫୬୧ବର୍ଷ ଆଗକୁ ଅର୍ଥାତ ବର୍ଷ2582କୁ ଚକ୍କର ଲଗେଇ ସାରିଛି। ତାଙ୍କର କହିବା କଥା ହେଉଛି କି ୬ଜୁନ ୨୦୨୬ରେ ସାରା ଦୁନିଆରେ ହଠାତ ଘନ ଅନ୍ଧାର ଛାଇଯିବ। ସେହି ସମୟରେ କୈାଣସି ବି ପ୍ରକାରର ଆଲୋକ ଦେଖାଯିବ ନାହିଁ। ତାଙ୍କ ଦାବି ପରେ ତାଙ୍କ ଫ୍ୟାନ ଫଲୋଇଙ୍ଗରେ ବହୁତ ହ୍ରାସ ଘଟିଛି।

୫ବର୍ଷରେ ବଦଳିଯିବ ଦୁନିଆ

ଏହି ଟାଇମ ଟ୍ରାଭେଲର(Time Traveler) ନିଜ ଦାବି ସହିତ କୈାଣସି ପ୍ରମାଣ ଦାଖଲ କରି ନାହାଁନ୍ତି। କିନ୍ତୁ ସେ ବିଶ୍ଵାସର ସହିତ କହିଛନ୍ତି କି ୬ଜୁନ ୨୦୨୬କୁ ସାରା ଦୁନିଆରେ ତିନିଦିନ ପାଇଁ ଅନ୍ଧାର ଛାଇ ହୋଇଯିବ। ଏହି ଅନ୍ଧାର ବହୁତ ଗଭୀର ହେବ ଏବଂ ସେହି ସମୟରେ ଆକାଶରୁ ଆସୁଥିବା ଆଲୋକ ଆଡ଼କୁ ମଧ୍ୟ ଦେଖିବାଟା ସମ୍ଭବ ହେବନାହିଁ। ଏହା ସହିତ ଆଲୋକର ଅନ୍ୟ ସୋର୍ସ (Light Source)କୁ ମଧ୍ୟ ବ୍ୟବହାର କରିବା ପାଇଁ ମନା କରାଯିବ। ସେହି ସମୟରେ କେବଳ ମହମବତୀ(Candle)ର ହିଁ ବ୍ୟବହାର କରି ପାରିବେ।

ଚିନ୍ତିତ ହୋଇ ଲୋକମାନେ ପଚାରିଛନ୍ତି ଅଗଣିତ ପ୍ରଶ୍ନ

ଏହା ପୂର୍ବରୁ ମଧ୍ୟ ଅନେକ ଟାଇମ ଟ୍ରାଭେଲର(Time Traveler) ନିଜ ଭବିଷ୍ୟବାଣୀ କହି ସାରିଛନ୍ତି କିନ୍ତୁ ସେସବୁ ସତ ହେବାର ପ୍ରମାଣ ମିଳି ପାରିନାହିଁ। ଏହି ଟାଇମ ଟ୍ରାଭେଲରଙ୍କ ଦାବି ଲୋକମାନଙ୍କ ଚିନ୍ତାକୁ ବଢାଇ ଦେଇଛି। ସମସ୍ତେ ଜାଣିବା ପାଇଁ ଚାହୁଁଛନ୍ତି କି ସେହି ସମୟରେ ସେମାନଙ୍କୁ କେଉଁ ପରି ଭାବରେ ରହିବାକୁ ପଡିବ। ଟାଇମ ଟ୍ରାଭେଲରର ଦାବି ବୈଜ୍ଞାନିକ (Scientist)ଙ୍କ ପାଇଁ ଚ୍ୟାଲେଞ୍ଜ ହୋଇପାରେ।

Leave a Reply

Your email address will not be published. Required fields are marked *