ସୁପ ପ୍ରସ୍ତୁତ କରିବା ପାଇଁ ଗ୍ୟାସରେ ପାଣି ବସାଇଲା ପୁଅ, ଚିକେନ କି ପରିବା ନୁହେଁ କାଟି କରି ଫୁଟାଇ ଦେଲେ ମାଆର ମୁଣ୍ଡ

ମାତାପିତାଙ୍କ ପାଇଁ ପୁଅ ତାଙ୍କ ବୁଦ୍ଧ ଅବସ୍ଥାର ସାହାରା ହୋଇଥାଏ। ନିଜ ସମ୍ପୂର୍ଣ୍ଣ ଜୀବନ ମାତାପିତା ପିଲା ମାନଙ୍କ ପାଇଁ ଉତ୍ସର୍ଗୀକୃତ କରିଦେଇଥାନ୍ତି। କିନ୍ତୁ କିଛି ପିଲା ଏହାର ଯେଉଁ ଫଳ ଦେଇଥାନ୍ତି ତାଙ୍କୁ ଶୁଣିଲେ ହୃଦୟ ଥରି ଉଠେ। ଏମିତି ହିଁ ଏକ ଭୟାନକ ଘଟଣା ଟେନେସୀଙ୍କ ଠାରୁ ସାମ୍ନାକୁ ଆସିଥିଲା। ଏଠାରେ ଏକ ୩୨ ବର୍ଷର ବ୍ୟକ୍ତି ନିଜର ମାତାପିତାଙ୍କ ଶରୀରକୁ ଛୋଟ ଛୋଟ ଖଣ୍ଡରେ କାଟି ସେସବୁକୁ ଫୁଟୁଥିବା ପାଣିରେ ଫୁଟାଇ ଫିଙ୍ଗିବାର ଯୋଜନା ବନାଇଥିଲେ। କିନ୍ତୁ ଯେମିତି ହିଁ ସେ ନିଜର ମାଆର୍ କଟା ମୁଣ୍ଡ କଢେଇରେ ପକାଇଲେ ସେ ଧରା ପଡିଗଲେ। କ୍ରାଇମର ଏହି ହୃଦୟ ବିଦାରକ ମାମଲା ୨୦୧୬ରେ ସାମ୍ନାକୁ ଆସିଥିଲା। ବର୍ତ୍ତମାନ କୋର୍ଟ ଅପରାଧୀଙ୍କୁ ୫ ପୃଷ୍ଠାରେ ଲେଖା ଯାଇଥିବା ହତ୍ୟାର ଯୋଜନା ପଢି ତାଙ୍କୁ ଆଜୀବନ କାରାଦଣ୍ଡରେ ଦଣ୍ଡିତ କରିଛନ୍ତି।

ଟେନେସୀରେ ରହୁଥିବା ୩୨ ବର୍ଷର ଜୋଏଲ ଗୋୟ ଜୁନିଅରଙ୍କୁ ତାଙ୍କ ପିତାମାତାଙ୍କ ହତ୍ୟା କରି ତାଙ୍କ ଶରୀର ଛୋଟ ଛୋଟ ଖଣ୍ଡରେ ପରିଣତ କରି ତାକୁ ଫୁଟାଇବା ଆରୋପରେ କୋର୍ଟ ଆଜୀବନ କାରାଦଣ୍ଡ ଶାସ୍ତି ଶୁଣାଇଛି। ଏହି ମାମଲା ପୁରା ସହରକୁ ହଲାଇ ଦେଇଥିଲା।

ଘଟଣା ୨୦୧୬ରେ ସାମ୍ନାକୁ ଆସିଥିଲା ଯେତେବେଳେ ଥେକ୍ସଗିବିଙ୍ଗ ସମୟରେ ଜୋଏଲ ନିଜର ପିତାମାତାଙ୍କୁ ମାରିବାର ଯୋଜନା କରିଥିଲେ। ଜେଲରେ ଜୋଏଲ ପାଞ୍ଚୋଟି ପୃଷ୍ଠାରେ ନିଜ ପୁରା ଯୋଜନା ଲେଖିଥିଲେ।

ବାସ୍ତବରେ, ଜୋଏଲଙ୍କ ମାତାପିତା ତାଙ୍କୁ ନିଜ ଗୋଡ଼ରେ ଠିଆ ହେବାକୁ କହିଥିଲେ। ସେ ଜୋଏଲଙ୍କୁ ଟଙ୍କା ଦେବାକୁ ମନା କରି ଦେଇଥିଲେ। ଏମିତିରେ ଜୋଏଲ ଭାବିଥିଲେ ଯେ ନିଜ ମାତାପିତାଙ୍କୁ ହତ୍ୟା କରି ତାଙ୍କ ଲାଇଫ ଇନ୍ସୁରାନ୍ସ ଟଙ୍କାର ମାଲିକ ହୋଇଯିବେ।

ଜୋଏଲଙ୍କ ମାତାପିତା ୩ କୋଟି ୬୬ ଲକ୍ଷ ଟଙ୍କାର ଲାଇଫ ଇଂସୁରାନ୍ସ କରାଇଥିଲେ। ଏହି ଟଙ୍କା ପାଇଁ ସେ ମତାପିତାଙ୍କୁ ହତ୍ୟା କରିବାର ଯୋଜନା କରିଥିଲେ। ଯେତେବେଳେ ପୋଲିସ ଅପରାଧ ସ୍ଥଳରେ ପହଞ୍ଚିଥିଲେ ସେତେବେଳେ ସେଠାରେ କଢେଇରେ ସେ ଜୋଏଲଙ୍କ ମାଆର ମୁଣ୍ଡ ଫୁଟୁଥିବାର ଦେଖିଥିଲେ।

ଏହାଛଡା ପ୍ଲାଷ୍ଟିକ ବ୍ୟାଗରେ ଜୋଏଲ ନିଜ ମତାପିତାଙ୍କର ଶରୀରର ଅଂଶକୁ କାଟି ରଖିଥିଲେ। ଶରୀରର କିଛି ଅଂଶ ବାଲ୍ଟିରେ ରଖି ଏସିଡରେ ନଷ୍ଟ ହେଉଥିବାର ଦେଖିବାକୁ ମିଳିଥିଲା। ଜୋଏଲ ସବୁ ଅଂଶକୁ ନଷ୍ଟ କରି ଦେବାର ଯୋଜନା କରିଥିଲା।

ଜୋଏଲ ପୋଲିସକୁ କହିଥିଲା ଯେ ତାଙ୍କ ମତାପିତା ତାଙ୍କୁ ଟଙ୍କା ଦେବାକୁ ମନା କରିଦେଇଥିଲେ। ସେମାନେ ଖୁବଶୀଘ୍ର ଅବସର ମଧ୍ୟ ଗ୍ରହଣ କରିବାର ଥିଲା। ଜୋଏଲଙ୍କ ପାଖରେ କୌଣସି ଚାକିରୀ ନଥିଲା। ଏମିତିରେ ସେ ଟଙ୍କାକୁ ନେଇ ଚିନ୍ତାରେ ପଡ଼ି ଯାଇଥିଲେ।

ଜୋଏଲ ହତ୍ୟାର ତାରିଖରୁ ୧୯ ଦିନ ପୂର୍ବରୁ ହିଁ ସମସ୍ତ ଯୋଜନା କରି ନେଇଥିଲେ। ସେ ଶରୀରକୁ କାଟିବା ପାଇଁ ଏକ ଧାରୁଆ ଛୁରୀ ଏବଂ ନଷ୍ଟ କରିବା ପାଇଁ ଏସିଡ ମଧ୍ୟ ଆଣିଥିଲେ।

ମାତାପିତାଙ୍କୁ ମାରିବା ପରେ ସେ ତାଙ୍କ ପାଖରୁ ସମସ୍ତ ଟଙ୍କା ଲୁଟି ନେଇଥିଲେ। କେବଳ ଲାଇଫ ଇନ୍ସୁରାନ୍ସର ଟଙ୍କା ହିଁ ବାକି ରହିଥିଲା। କିନ୍ତୁ ଏହାପୂର୍ବରୁ ହିଁ ସମସ୍ତ ଖୁଲାସା ହୋଇଯାଇଥିଲା।

ଘଟଣାସ୍ଥଳରେ ପୋଲିସକୁ ମିଟ ଗ୍ରାଇଣ୍ଡିଙ୍ଗ ମେସିନ ମଧ୍ୟ ମିଳିଥିଲା। ଜୋଏଲ ଏଥିରେ ନିଜ ମତାପିତାଙ୍କର ମୃତ ଶରୀର ଗାୟବ କରିବାକୁ ଚାହୁଁଥିଲା।

ସମ୍ପୂର୍ଣ୍ଣ ଅପରାଧ ସ୍ଥଳରେ ରକ୍ତ ପଡିଥିଲା। ପୋଲିସ ଏହି ସବୁ ଫୋଟୋ କୋର୍ଟରେ ପେଶ କରିଥିଲା, ଯାହାର ଆଧାରରେ ତାଙ୍କୁ ଦଣ୍ଡ ଶୁଣାଇ ଦିଆଯାଇଥିଲା।

କୋର୍ଟରେ ଜୋଏଲଙ୍କୁ ଆଜୀବନ କାରାଦଣ୍ଡରେ ଦଣ୍ଡିତ କରାଯାଇଥିଲା। ଯେଉଁଥିରେ ଅପରାଧୀଙ୍କୁ ଜାମିନ ମଧ୍ୟ ୫୧ ବର୍ଷ ପରେ ହିଁ ମିଳିଥାଏ। ଏମିତିରେ ବର୍ତ୍ତମାନ ଜୋଏଲ ସମ୍ପୂର୍ଣ୍ଣ ଜୀବନ ଜେଲରେ ହିଁ ବିତିଥାଏ।

ବନ୍ଧୁଗଣ ଯଦି ଆମର ଏହି ଆର୍ଟିକିଲ ଟି ଭଲ ଲାଗିଥାଏ ଗୋଟିଏ ଲାଇକ ଏବଂ ସେୟାର କରିବାକୁ ଅନୁରୋଧ। ଏହାକୁ ନେଇ ଆପଣଙ୍କ ମାତା ମତ ଦେବାକୁ ଭୁଲନ୍ତୁ ନାହିଁ। ଏମିତି ପ୍ରତିଦିନ ଦେଶ ଦୁନିଆ, ଜଣା ଅଜଣା, ସ୍ବାସ୍ଥ୍ୟ, ଜ୍ୟୋତିଷ, ମନୋରଞ୍ଜନ ଇତ୍ୟାଦି ଖବର ଜାଣିବାକୁ ଆମର ଏହି ପେଜ କୁ ଲାଇକ କରନ୍ତୁ।

Leave a Reply

Your email address will not be published. Required fields are marked *