ଆଜି ଚନ୍ଦ୍ରମା ଏବଂ ମାଘ ନକ୍ଷେତ୍ରର ମିଳନ, ଯାଣନ୍ତୁ କେଉଁ କେଉଁ ରାଶି ଗୁଡିକର ସମୟ ଭଲ ରହିବ, କିଏ ହେବ ଭାଗ୍ୟଶାଳୀ

ଜ୍ୟୋତିଷତିଷ ଶାସ୍ତ୍ର ଅନୁସାରେ ଗ୍ରହ ଏବଂ ନକ୍ଷେତ୍ର ନିଜର ସ୍ଥିତି ଲଗାତାର ବଦଳେଇ ଥାନ୍ତି। ଯାହା ପାଇଁ ୧୨ଟି ଯାକ ରାଶିରେ ସକାରାତ୍ମାକ ଏବଂ ନାକାରତ୍ମକ ଶକ୍ତିର ପ୍ରଭାବ ପଡିଥାଏ। ଯଦି କୌଣସି ବ୍ୟକ୍ତିର ରାଶିରେ ଗ୍ରହ ନକ୍ଷେତ୍ରର ସ୍ଥିତି ଠିକ ରହିଥାଏ ତେବେ ଏଥିରେ ବିଶେଷ ସଂଯୋଗର ଲାଭ ମଚଚଚିଳିଥାଏ।ଯ କିନ୍ତୁ ଯଦି ଏମାନଙ୍କର ସ୍ଥିତି ଠିକ ନ ଥାଏ ତେବେ ବିପରୀତ ପରିସ୍ଥିତିର ସାମ୍ମନା କରିବାକୁ ପଡିବ। ଜ୍ୟୋତିଷଙ୍କ ଗଣନା ଅନୁସାରେ ଆଜି ବୈଧୃଥୀ ଯୋଗ ରହିବ ଏହା ବ୍ୟତିତ ଚନ୍ଦ୍ରମା ଏବଂ ମଘା ନକ୍ଷେତ୍ର ର ମିଳନ ରହିବ। ଏହାର ପ୍ରଭାବ ଆପଣଙ୍କ ରାଶି ଉପରେ କ’ଣ ରହିବ ଆମେ ଆଜି ଆପଣଙ୍କୁ କହିବୁ।

ଆସନ୍ତୁ ଯାଣିବା ଚନ୍ଧ୍ରମା ଏବଂ ମଘା ନକ୍ଷେତ୍ର ମିଳନର କେଉଁ ରାଶି ଉପରେ ରହିବ ଶୁଭ ପ୍ରଭାବ।

କନ୍ୟା ରାଶି

କନ୍ୟା ରାଶି ଉପରେ ଏହାର ପ୍ରଭାବ ଭଲ ରହିବ।  କାମକାର୍ଯ୍ୟରେ ଲଗାତାର ସଫଳତା ମିଳିବ। ପରିବାରରେ ଖୁସିରେ ମାହୋଲ ରାହିବ। ସାଙ୍ଗ ମାନଙ୍କ ସହ କୌଣସି ଯାତ୍ରାରେ ଯାଇ ପାରନ୍ତି। ଅଚାନକ ଧନ ପ୍ରାପ୍ତି ହୋଇପାରେ। ଉଧାର ଦିଆ ଯାଇଥିବା ପଇସାକୁ ଫେରି ପାଇବେ। ଆପଣଙ୍କ ପରିଶ୍ରମ ଅନୁସାରେ ସଫଳତା ମିଳିପାରେ। ପ୍ରେମ ଜୀବନରେ ସୁଧାର ଆସିବାର ସମ୍ଭାବନା ରହିଛି। ଆପଣ ଆପଣଙ୍କ ସମ୍ପର୍କରେ ନୂଆ ଭାବନା ଅନୁଭବ କରିବେ। ବିଦ୍ୟାର୍ଥୀ ମାନେ ଶିକ୍ଷା କ୍ଷେତ୍ରରେ ସଫଳତା ପ୍ରଦର୍ଶନ କରିବେ। ଆପଣଙ୍କ ଭାଗ୍ୟ ମଜବୁତ ରହିବ।

ବିଛାରାଶି

ବିଛାରାଶି ଲୋକମାନଙ୍କ ଉନ୍ନତିର କୌଣସି ମାର୍ଗ ଖୋଲିପାରେ। ଆପଣ ଆତ୍ମବିଶ୍ବାସରେ ଭରପୁର ରହିବେ। ବାପା ମାଙ୍କ ସହିତ ସମ୍ପର୍କ ମଜବୁତ ରହିବ। ଆପଣ କୌଣସି ବଡ ନିସ୍ପତି ନେବେ ଯେଉଁଥିରେ ଆପଣଙ୍କର ଫାଇଦା ହେବେ। ଅଟକି ରହିଥିବା ପଇସା ଫେରି ପାଇବେ। ଦାମ୍ପତ୍ୟ ଜୀବନରେ ଖୁସି ଆସିବ। ଶିକ୍ଷା କ୍ଷେତ୍ରରେ ଜଡିତ ଥିବା ଲୋକମାନଙ୍କୁ ନିଜର କଷ୍ଟର ଫଳ ପାଇବେ।

ଧନୁ ରାଶି

ଧନୁ ରାଶି ଲୋକମାନଙ୍କର ସମୟ ଅତି ଉତ୍ତମ ରହିବ। ସାଙ୍ଗ ମାନଙ୍କ ସାହାର୍ଯ୍ୟରେ ଆପଣଙ୍କୁ କୌଣସି ଅଧା ଥିବା କାର୍ଯ୍ୟ ପୂରଣ ହୋଇପାରେ। ଆତ୍ମବିଶ୍ବାସ ପାଇଁ ଆପଣ ପ୍ରତ୍ୟକ କାର୍ଯ୍ୟରେ ସଫଳତା ପାଇବେ। ରଚନାତ୍ମକ କାର୍ଯ୍ୟରେ ଆପଣଙ୍କ ଆଗ୍ରହ ବଢି ପାରେ। ନିଜ ଜୀବନର ସବୁ ସମସ୍ୟାର ସମାଧାନ ବାହାରି ପାରେ। ବ୍ୟବସାୟରେ ସଫଳତା ମିଳିପାରେ। ଦାମ୍ପତ୍ୟ ଜୀବନ ଖୁସିରେ ଭରପୁର ରହିବ। କୌଣସି ସାଙ୍ଗ ମାନଙ୍କ ପାଇଁ ଆପଣଙ୍କ ଖୁସି ଦୁଇ ଗୁଣା ହୋଇପାରେ। ସୌଭାଗ୍ୟରୁ ଧନ ପ୍ରାପ୍ତି ହୋଇପାରେ।

କୁମ୍ବରାଶି

କୁମ୍ବରାଶି ଉପରେ ଏହାର ପ୍ରଭାବ ଖୁବ ଭଲ ରହିବ। ଅଚାନକ ଧନ ଲାଭ ହେବ। ଅଫିସରେ ଆପଣଙ୍କ ବଡ ଅଧିକାରୀ ଆପଣଙ୍କୁ ସର୍ପୋଟ କରିବେ। ବ୍ୟବସାୟ ସହିତ ଜଡିତ ଲୋକମାନଙ୍କୁ ଧନ ପ୍ରାପ୍ତି ଯୋଗ ଦେଖିବାକୁ ମିଳିପାରେ। କାମ କାର୍ଯ୍ୟରେ ଆପଣଙ୍କର ମନ ସମ୍ପୁର୍ଣ୍ଣ ଲାଗିରହିବ। ଆପଣଙ୍କ କାର୍ଯ୍ୟ ମନ ମୁତାବିକ ପୁରଣ ହେବ। ଜୀବନ ସାଥିର ସହଯୋଗ ମିଳିବ। ଆପଣ କୌଣସି ନୂଆ କାର୍ଯ୍ୟ ଆରମ୍ଭ କରି ପାରନ୍ତି , ଯେଉଁଥିରେ ଆପଣଙ୍କୁ ସଫଳତା ମିଳିପାରେ ସାମାଜିକ କ୍ଷେତ୍ରରେ ମାନ ସମ୍ମାନ ମିଳିବ। ପ୍ରେମ ଜୀବନରେ ସୁଖ ରହିବ। ଆପଣଙ୍କ ଚିନ୍ତାଧାରା ସକାରାତ୍ମକ ରହିବ।

ଆସନ୍ତୁ ଯାଣିବା ବାକି ରାଶି ଗୁଡିକ କିପରି ରହିବ।

ମେଷରାଶି

ମେଷରାଶିର ଲୋକମାନଙ୍କ ଜୀବନ ସାଧାରଣ ପରି ବିତିବ। ଆପଣଙ୍କ ଆର୍ଥିକ ସ୍ଥିତି ଭଲ ରହିବ କିନ୍ତୁ ଘରର ବେକାର ଖର୍ଚ୍ଚ ହୋଇପାରେ। କୌଣସି ମହତ୍ବ ପୂର୍ଣ୍ଣ କାର୍ଯ୍ୟରେ ସାଙ୍ଗ ମାନଙ୍କର ସାହାର୍ଯ୍ୟ ମିଳିବ। ଆପଣ କୌଣସି  ଦରକାରୀ ଲୋକର ଭଲ କରି ପାରନ୍ତି। ଟେକନିକ ସହ ଜଡିତ ଥିବା ଲୋକମାନଙ୍କର ଜୀବନ ବହୁତ ଖସ ରହିବ। ନିଜ ଜୀବନରେ ଚାଲୁଥିବା ସମସ୍ୟାର ସମାଧାନ ମିଳିବ। ଆପଣଙ୍କୁ କୌଣସି ଦୂର ଯାତ୍ରା ଠାରୁ ଦୂରେଇ ରହିବାକୁ ହେବ।

ବୃଷରାଶି

ବୃଷରାଶିର ଲୋକମାନଙ୍କ ଜୀବନରେ ପରିର୍ବତ୍ତନ ଦେଖା ଦେଇପାରେ। ପରିବାର ଲୋକ ଆପଣଙ୍କୁ ସାହାର୍ଯ୍ୟ କରିବେ। ଆପଣଙ୍କୁ ଦୂରରୁ କୌଣସି ଶୁଭ ଖବର ମିଳିପାରେ। ରୋଜଗାର ପାଇଁ ଆପଣ କାହାର ସାହାର୍ଯ୍ୟ ନେଇ ପାରନ୍ତି , ଯାହା ଆପଣଙ୍କ ପାଇଁ ବହୁତ ଫାଇଦା ହେବ। ବ୍ୟବସାୟ କରୁଥିବା ଲୋକ କୌଣସି ବୁଝାମଣା କରିବା ପୂର୍ବରୁ ସମ୍ପୂର୍ଣ ଜାଞ୍ଚ କରନ୍ତୁ। ଆପଣ ଏମିତି କିଛି ଲୋକମାନଙ୍କ ସହ ଦେଖା କରିବେ ଯିଏ ଆପଣଙ୍କୁ ଭବିଷ୍ୟତରେ ବହୁତ ସାହାର୍ଯ୍ୟ କରିବେ। ଆପଣ କୌଣସି ସମସ୍ୟା ଠାରୁ ଦୂରେଇ ରୁହନ୍ତୁ।

ମିଥୁନରାଶି

ମିଥୁନରାଶିର ଲୋକମାନେ ନିଜ କାର୍ଯ୍ୟରେ ବହୁତ ବ୍ୟସ୍ତ ରହିବେ। ଆପଣଙ୍କୁ ଅଫିସରେ ବହୁତ ଦାୟିତ୍ବ ମିଳିପାରେ ଯେଉଁଥିରୁ ବାହାରିବାକୁ ଆପଣଙ୍କୁ ବହୁତ ସମୟ ଲାଗିଯିବ। ଜୀବନ ସାଥିଙ୍କୁ ଆପଣ ଆପଣଙ୍କ ମନର କଥା କହିପାରନ୍ତି। ଖାଇବା ପିଇବାରେ ଧ୍ୟାନ ରଖନ୍ତୁ ନହେଲେ ଆପଣଙ୍କ ସ୍ବାସ୍ଥ୍ୟ ଉପରେ ଖରାପ ପ୍ରଭାବ ପଡିପାରେ। ପରିବାରିକ ସୁଖ ମିଳିବା ସହିତ ବାପା ମାଙ୍କ ଆର୍ଶୀବାଦ ମଧ୍ୟ ମିଳିବ। ଆପଣ ଆପଣଙ୍କ ଉପରେ ଆଦୌ ନାକାରତ୍ମକ ବଚାର ଉପରେ ଧ୍ୟାନ ଦିଅନ୍ତୁ ନାହିଁ।

ର୍କକଟ ରାଶି

ର୍କକଟ ରାଶିର ଲୋକମାନଙ୍କୁ ଅଳ୍ପ ବହୁତ ଫଳ ମିଳିବ। ଆପଣଙ୍କ ଆପଣଙ୍କ କାର୍ଯ୍ୟକୁ ସମୟ ହିସାବରେ ଶେଷ କରିବାକୁ ପଡିବ। କାମକାର୍ଯ୍ୟରେ ଆପଣ କିଛି ବଦଳେଇ ପାରିବେ। ସାଙ୍ଗମାନଙ୍କ ସହ ଚାଲୁଥିବା ମତଭେଦ ଦୂରେଇ ଯିବ। ଭୌତିକ ସୁଖ ସୁବିଧା ବଢିପାରେ। ଅଚାନକ କୌଣସି କଥା ଆପଣଙ୍କ ମନକୁ ଅସ୍ଥିର କରିପାରେ। ଆପଣ ଆପଣଙ୍କ ଭବିଷ୍ୟତକୁ ନେଇ ନୂଆ ଯୋଜନା ବନେଇ ପାରନ୍ତି। ରାଜନୀତିକ ଲୋକମାନଙ୍କର ରାଜନୀତି କ୍ଷେତ୍ରରେ କଠନତା ଦେଖାଦେବ। ଗାଡି କିମ୍ବା କୌଣସି ଯାନ ଚଲାଉ ଥିବା ସମୟରେ ଦାୟିତ୍ବରେ ଚଲାନ୍ତୁ।

ସିଂହ ରାଶି

ସିଂହ ରାଶିର ଲୋକମାନଙ୍କର ଜୀବନ ଆଗ ଅପେକ୍ଷା ଭଲ ରହିବ। ଖାସ କାମ ସମୟ ଅନୁସାରେ ଶେଷ ହେବ। ବିଦ୍ୟାର୍ଥୀ ମାନଙ୍କୁ ଅଳ୍ପ ବହୁତ ଫଳ ମିଳିବ। କୌଣସି ପ୍ରତିଯୋଗୀତା କାର୍ଯ୍ୟରେ ଆପଣଙ୍କୁ ବହୁତ ପରିଶ୍ରମ କରିବାକୁ ପଡିବ କିନ୍ତୁ ଆପଣଙ୍କୁ ପରିଶ୍ରମ ଅନୁସାରେ ଫଳ ମିଳିବ। ବିବାହ ଯୋଗ୍ୟର ଲୋକମାନଙ୍କୁ ଉତ୍ତମ ପ୍ରସ୍ତାବ ମିଳିବ।

ତୁଳାରାଶି

ତୁଳାରାଶିର ଲୋକମାନଙ୍କ ଜୀବନ ଠିକ୍ ଠାକ ଅତିବାହିତ ହେବ। ଦାମ୍ପତ୍ୟ ଜୀବନେ କୌଣସି ଭୁଲ ବୁଝାମଣା ପାଇଁ ଝଗଡା ହୋଇପାରେ। କାମକାର୍ଯ୍ୟ ଅଧିକ ହେବା ଯୋଗୁଁ ଶାରିରୀକ ସମସ୍ୟା ଦେଖା ଦେଇପାରେ। ଏହି ରାଶିର ଲୋକମାନେ ନିଜର ରାଗ ଏବଂ କଥାରେ ନିୟର୍ତ୍ତଣ ରଖନ୍ତୁ ନହେଲେ କାହା ସହିତ ବାଦ ବିବାଦ ଆରମ୍ଭ ହୋଇପାରେ। ବେକାର କାର୍ଯ୍ୟରେ ଆପଣ ନିଜର ସମୟ ବର୍ବାଦ ନ କରନ୍ତୁ। ସାମାଜିକ କ୍ଷେତ୍ରରେ ବଢିଛଢି ପଦ ମିଳିପାରେ।

ମକର ରାଶି

ମକର ରାଶିର ଲୋକମାନଙ୍କର ଜୀବନ ଭଲ ରହିବ।ଆପଣଙ୍କ ମନରେ ବିଭିନ୍ନ ପ୍ରକାରର ବିଚାର ଆସିପାରେ। ଆପଣଙ୍କୁ ଏହି କଥାର ଧ୍ୟାନ ରଖିବାକୁ ହେବକି କୌଣସି ନାକାରତ୍ମକ ଚିନ୍ତା ଯେମିତି ତୁମକୁ ସ୍ପର୍ଶ ନକରେ। ପିଲା ମାନେ ବାପା ମାଙ୍କ ସହ ଭଲ ସମୟ ଅତିବାହିତ କରିବେ। ଅଚାନକ ସଫଳତା ମିଳିପାରେ। ବ୍ୟବସାୟ ଭଲ ଚାଲିବ। ବ୍ୟବସାୟ କ୍ଷେତ୍ରରେ ଆପଣ ବାହାରକୁ ଯାଇପାରନ୍ତି। ବାହାନ ଚଲାଉ ଥିବା ସମୟରେ ଦାୟିତ୍ବରେ ଚଲାନ୍ତୁ। ଆପଣ ଆପଣଙ୍କ ସାଙ୍ଗଙ୍କୁ ବହୁତ କଥା ସେୟାର କରି ପାରନ୍ତି।

ମୀନରାଶି

ମୀନରାଶିର ଲୋକମାନେ ସ୍ବାସ୍ଥ୍ୟ ସମସ୍ୟା ଦେଇ ଗତି କରି ପାରନ୍ତି। ଅଫିସରେ କେତେକ ଲୋକ ଆପଣଙ୍କ କାର୍ଯ୍ୟ ବିଗାଡିବାକୁ ଚେଷ୍ଟା କରିବେ , ଏଥିପାଇଁ ସତର୍କ ରୁହନ୍ତୁ। ଅଧିକ ଫାଇଦା ଚକରରେ ଆପଣ କୌଣସି ଲାଳସାରେ ଆସି ପାରନ୍ତି। ଅଚାନକ କୌଣସି ଯାତ୍ରାରେ ଯାଇ ପାରନ୍ତି। ଆପଣଙ୍କ ଦ୍ବାରା ହୋଇଥିବା ଯାତ୍ରା ସଫଳ ହୋଇପାରେ। ଦାୟିତ୍ବ ବୋଝରୁ ଆପଣଙ୍କ ମନ ଅଳ୍ପ ଖରାପ ହୋଇପାରେ।

ବନ୍ଧୁଗଣ ଯଦି ଆମର ଏହି ଆର୍ଟିକିଲ ଟି ଭଲ ଲାଗିଥାଏ ଗୋଟିଏ ଲାଇକ ଏବଂ ସେୟାର କରିବାକୁ ଅନୁରୋଧ। ଏହାକୁ ନେଇ ଆପଣଙ୍କ ମତା ମତ ଦେବାକୁ ଭୁଲନ୍ତୁ ନାହିଁ। ଏମିତି ପ୍ରତିଦିନ ଦେଶ ଦୁନିଆ, ଜଣା ଅଜଣା, ସ୍ୱାସ୍ଥ୍ୟ, ଜ୍ୟୋତିଷ, ମନୋରଞ୍ଜନ ଇତ୍ୟାଦି ଖବର ଜାଣିବାକୁ ଆମର ଏହି ପେଜ କୁ ଲାଇକ କରନ୍ତୁ।

Leave a Reply

Your email address will not be published. Required fields are marked *