ତୁଳସୀକୁ ଛୁଇଁକି ଚୁପଚାପ ୩ ଥର କହିଦିଅନ୍ତୁ ଏହି ୨ ଟି ଶବ୍ଦ ଯାହାବି ମାଗିବେ ତାହା ଆପଣଙ୍କୁ ନିଶ୍ଚୟ ମିଳିବ।

ଆମ ହିନ୍ଦୁ ଧର୍ମରେ ତୁଳସୀ ପୂଜାର ବିଶେଷ ମହତ୍ତ୍ୱ କୁହାଯାଇଅଛି। କାହିଁକିନା ତୁଳସୀର ଗଛକୁ ମାତା ଲକ୍ଷ୍ମୀଙ୍କର ପ୍ରତୀକ ଭାବେ ମାନିନିଆଯାଇଥାଏ। କୁହାଯାଇଥାଏ କି ଯେଉଁ ଘରେ ପ୍ରତ୍ୟକ ଦିନ ତୁଳସୀ ଗଛର ପୂଜା କରାଯାଇଥାଏ ତ ସେହି ଘରେ କେବେବି ଦାରିଦ୍ର୍ୟତା ଏବଂ ଦୁର୍ଭାଗ୍ୟର ବାସ ହୋଇନଥାଏ। ଓ ସେହି ଘରେ ସବୁବେଳେ ମା ଲକ୍ଷ୍ମୀଙ୍କର ବାସ ହୋଇଥାଏ। ଏହା ସହ ହିଁ ତୁଳସୀ ପୂଜା କରିବା ଦ୍ୱାରା ପୁଣ୍ୟ ପ୍ରାପ୍ତି ବି ହୋଇଥାଏ। ଓ ପାପର ନାଶ ହୋଇଥାଏ।ତୁଳସୀ ୩ ପ୍ରକାରର ହୋଇଥାଏ। ପୃଷ୍ଠ ତୁଳସୀ,ଧଳା ତୁଳସୀ ଏବଂ ରାମ ତୁଳସୀ। ଏଥି ସବୁ ମଧ୍ୟରୁ ପୃଷ୍ଠ ତୁଳସୀ ଏହାର ବହୁତ ମହତ୍ୱପୂର୍ଣ ହୋଇଥାଏ।

ତୁଳସୀର ପ୍ରତ୍ୟକ ଦିନ ଦର୍ଶନ କରିବା ଦ୍ୱାରା ଆପଣଙ୍କର ଯେତେବି ପାପ ହୋଇଥାଏ ତାହା ସବୁ ନାଶ ହୋଇଯାଇଥାଏ। କୁହାଯାଇଥାଏ କି ଯେଉଁ ଘରେ ତୁଳସୀ ଗଛ ରହିଥାଏ ସେଠାରେ ଦେବୀ ଓ ଦେବତା ମାନଙ୍କର ବାସ ହୋଇଥାଏ। ଏହା ସହ ହିଁ ତୁଳସୀ ସେହି ଘରର ନାକାରାତ୍ମକ ଉର୍ଯାକୁ ଶେଷ କରିଦେଇଥାଏ ଓ ଘରେ କେବଳ ହିଁ କେବଳ ସକାରାତ୍ମକତା ଉର୍ଯାକୁ ସଞ୍ଚୟ କରିଥାଏ ଏହି ତୁଳସୀ।ପୌରାଣିକ ମାନ୍ୟତା ଅନୁସାରେ ପ୍ରତ୍ୟକ ଦିନ ତୁଳସୀ ପୂଜା କରିବାରେ ଧନ ସମ୍ପତି ଦୈଭବ ସୁଖ ଓ ସମୃଦ୍ଧିର ପ୍ରାପ୍ତ ହୋଇଥାଏ ଓ ମା ଲକ୍ଷ୍ମୀ ସବୁବେଳେ ଆପଣଙ୍କ ଉପରେ ପ୍ରସନ୍ନ ରହିଥାନ୍ତି। ସେମିତି ଯଦି ପଦ୍ମ ପୁରାଣ ବିଷୟରେ କହିବା ତ ପଦ୍ମ ପୁରାଣ ଅନୁସାରେ ଯେଉଁଠାରେ ତୁଳସୀ ଗଛ ରହିଥାଏ ସେଠାରେ ବ୍ରହ୍ମା ବିଷ୍ଣୁ ଶଙ୍କର ମାନେ କି ତ୍ରିଦେବତାଙ୍କର ନିବାସ ହୋଇଥାଏ। ଓ ତୁଳସୀ ପୂଜା କରିବାରେ ମହା ପତଙ୍ଗ ବି ସେହି ସବୁ ପ୍ରକାରରେ ନଷ୍ଟ ହୋଇଯାଇଥାଏ।

ଯେମିତି ସୂର୍ଯ୍ୟଙ୍କର ଉଦୟ ହେବାରେ ଅଦ୍ଧକାର ନଷ୍ଟ ହୋଇଯାଇଥାଏ। ଆପଣଙ୍କ ଘରେ ଗୃହ କ୍ଳେଶ ଯଦି ରହିଥିବ ବା ଘରେ ଯଦି ସବୁବେଳେ ଦାରିଦ୍ର୍ୟତା ବନିକି ରହିଥିବ ବା ଯଦି ପଇସା ଘରକୁ ଆସୁଛି ଓ ଅଧିକ ଦିନ ଟେକିକି ରହୁନାହିଁ ଓ ଯଦି ଆପଣ ସଞ୍ଚୟ କରିବାକୁ ଚାହୁଁଥିବେ ତ ସଞ୍ଚୟ ବି ହୋଇକି ରହୁନାହିଁ। ବହୁତ ଜଲଦି ପଇସା ସବୁ ଖର୍ଚ୍ଚ ହୋଇଯାଉଛି ଓ ଯଦିବି ଆପଣଙ୍କ ଜୀବନରେ ଖାଲି କୌଣସି ନାଁ କୌଣସି ପ୍ରକାରର ଟେନସନ ଚିନ୍ତା ରହୁଛି ବା ଆସୁଛି ସବୁ ପ୍ରକାରର ଚିନ୍ତା। ତ ଆଜି ଆମେ ଆପଣଙ୍କୁ ଗୋଟେ ଖାସ ମନ୍ତ୍ରଟିଏ ବିଷୟରେ କହିବାକୁ ଯାଉଛୁ।

ଯଦି ଏହି ମନ୍ତ୍ରର ଜପ ଆପଣ ତୁଳସୀ ଗଛ ପୂଜା ଦ୍ୱାରା କରୁଥିବେ ବା କରିବେ ତ ମାତ୍ର କିଛି ଦିନ ମଧ୍ୟରେ ଆପଣଙ୍କର ସବୁ ମନସ୍କାମନା ପୂରଣ ହେବା ସହ ଆପଣଙ୍କର ସବୁ ଚିନ୍ତା ଦୂର ହୋଇଯାଇଥାଏ। ଆପଣ ଯାହାବି ମାଗିବେ ମାତାଙ୍କୁ ବା ମା ତୁଳସୀଙ୍କୁ ମା ଏହି ମନ୍ତ୍ର ଶୁଣି ବା ସବୁ ଭଗବାନ ସବୁ ଦେବା ଦେବୀମାନେ ଏହି ମନ୍ତ୍ର ଶୁଣି ଆପଣଙ୍କର ସବୁ ମନସ୍କାମନା ପୂରଣ କରିଦେବା ସହ ଆପଣଙ୍କର ଦୁଃଖ ସବୁକୁବି ହରଣ କରିକି ନେବେ। ଓ ଘରେ ଏହା ସବୁ କରିବା ଦ୍ୱାରା ଘରେ ମା ଲକ୍ଷ୍ମୀଙ୍କର ମଧ୍ୟ ସ୍ଥାୟୀ ଭାବେ ବାସ ହୋଇଥାଏ। ଏହା ସହ ହିଁ ଘରେ ମା ତୁଳସୀଙ୍କ ଆଶୀର୍ବାଦରୁ ଘରେ ହସ ଖୁସିର ବାତାବରଣ ରହିଥାଏ। ଘରେ କେବେବି ଦୁଃଖ ଓ ଦରିଦ୍ରତାର ବାସ ହୋଇନଥାଏ। ତ ବନ୍ଧୁଗଣ ଆସନ୍ତୁ ଜାଣିବା ସେହି ମନ୍ତ୍ରଟି ବିଷୟରେ।

ବନ୍ଧୁଗଣ ମନ୍ତ୍ର ଜପ ପାଇଁ ଆପଣ ପ୍ରତିଦିନ ପ୍ରଭାତରୁ ସକାଳୁ ଉଠିଯିବେ ଓ ସ୍ନାନ କରି ସାରି ନିଜ ଇଷ୍ଟ ଦେବତାଙ୍କର ଭକ୍ତିରେ ଆପଣ ନିଶ୍ଚୟ ପ୍ରଥମେ ଏହା କରିନେବେ। ତାଙ୍କୁ ପୂଜା ପାଠ କରି ଆଳତି ନିଶ୍ଚୟ ଦେବେ। ଓ ଏହା ପରେ ହିଁ ମନେ ରଖିବେ ବନ୍ଧୁଗଣ ଆପଣ ଉଠିସାରିବା ପରେ ଆପଣଙ୍କର ନିଜ ଇଷ୍ଟ ଦେବତାଙ୍କୁ ଆପଣ ଯାହାଙ୍କୁ ପସନ୍ଦ କରନ୍ତି ବା ଆପଣଙ୍କ ଘରେ ଯେଉଁ ଠାକୁରଙ୍କର ଫୋଟ ବା ମୂର୍ତି ଥିବ ଠାକୁର ଘରେ ଆପଣ ସେହି ଠାକୁରଙ୍କର ପୂଜା ଆଗ କରିନେବେ ଓ ତାପରେ ହିଁ ତୁଳସୀ ଚଉରା ପାଖକୁ ଯାଇ ସବୁଥର ପ୍ରଥମେ ତୁଳସୀ ମାଙ୍କୁ ପ୍ରଣାମ କରିବେ। ଓ ଏହା ପରେ ତୁଳସୀ ମାଙ୍କୁ ଶୁଦ୍ଧ ଜଳ ଅର୍ପଣ କରିବେ।

ବନ୍ଧୁଗଣ ଆପଣ ଯଦି ଚାହିଁବେ ତ ଆପଣ ପୁରା ଗଙ୍ଗା ଜଳରେ ବି ତୁଳସୀ ମାଙ୍କୁ ଜଳ ଅର୍ପଣ କରିପାରିବେ। ଓ ଏହା ପରେ ତାଙ୍କୁ ସିନ୍ଦୁର ଓ ହଳଦୀ ଚଢାଇବେ। ଏହା ତୁଳସୀ ମାଙ୍କର ସିଙ୍ଗାର ହୋଇଥାଏ। ଯାହାକି ପ୍ରତ୍ୟକଙ୍କୁ ପସନ୍ଦ ଅଟେ। ଓ ଏହା ପରେ ତୁଳସୀ ଚଉରା ତଳେ ଘିଅର ଦୀପ ପ୍ରଜ୍ଵଳିତ କରିବେ ବା ଶୁଦ୍ଧ ଘିଅ ଦୀପ ମାଙ୍କ ପାଖରେ ଜଳାଇବେ ଓ ଧୂପକାଠି ବି ନିଶ୍ଚୟ ଜଳାଇକି ଲଗାଇଦେବେ ଓ ତୁଳସୀ ଚଉରାର ଚାରିପଟେ ଆପଣ ସାତ ଥର ପରିକ୍ରମା ଅବଶ୍ୟ କରିନେବେ ହାତ ଯୋଡି। ଓ ଏହା ପରେ ତୁଳସୀ ଚଉରା ସାମ୍ନାରେ ଆପଣ ବସିଯିବେ ଓ ଅତି କମରେ ୧୧ ଥର ନହେଲେ ୧୨ ଥର ତୁଳସୀ ମାଳା ଗୋଟେ ତୁଳସୀ ମାଳା ଥିବ ତାକୁ ଗଣି ଗଣି ତାକୁ ଏମିତି ମନ୍ତ୍ର ଜପ କରିବେ।

ଗୋଟେ ଖାସ ମନ୍ତ୍ରର ଜପ ଆପଣଙ୍କୁ ଅବଶ୍ୟ କରିବାର ଅଛି। ତ ମନ୍ତ୍ରଟି କିଛି ଏହି ପ୍ରକାରର ଅଟେ।”ମହାପ୍ରସାଦ ଜନନୀ ସର୍ବ ସୌଭାଗ୍ୟବର୍ଦ୍ଧିନି ଆଧି ବ୍ୟାଧିହରା ନିତ୍ୟଂ ତୁଳସୀ ତ୍ଵଂ ନମୋସ୍ତୁତେ”। ଏହି ମନ୍ତ୍ରରର ଜପ ଆପଣ ନିଶ୍ଚୟ କରିନେବେ। ମନ୍ତ୍ର ଜପ କରି ସାରିବା ପରେ ଆପଣ ଆପଣଙ୍କର ମନସ୍କାମନା ମା ତୁଳସୀଙ୍କୁ ଛୁଇଁକି ମୁଣ୍ଡ ଲଗାଇକି ଆପଣ ଆପଣଙ୍କର ମନସ୍କାମନା ଅବଶ୍ୟ ମାଙ୍କୁ ଜଣାଇଦେବେ। ଏମିତି କରିବାରେ ଆପଣଙ୍କର ମନସ୍କାମନା ଆପଣଙ୍କର ଇଛା ସିଧା ଯାଇ ଭଗବାନଙ୍କ ପାଖରେ ପହଁଚିଯାଇଥାଏ। ଯେମିତିକି ଆପଣ ଜାଣିଛନ୍ତି ତୁଳସୀ ମାତା ତୁଳସୀ ପତ୍ରଟିଏ ଭଗବାନ ବିଷ୍ଣୁଙ୍କର ବହୁତ ଅଧିକ ପ୍ରିୟ ଅଟେ।

ଭଗବାନ ବିଷ୍ଣୁଙ୍କୁ ତୁଳସୀ ପତ୍ର ବା ତୁଳସୀ ମାତା ଅଧିକ ପସନ୍ଦ ଅଟନ୍ତି। ଏହା ଛଡା ଭଗବାନ ବିଷ୍ଣୁଙ୍କର ଆରୋଧନା ବ୍ରହ୍ମାବି କରିଥାନ୍ତି। ଓ ଏହା ସହ ସହ ଭଗବାନ ଶିବବି ଏହା କରିଥାନ୍ତି। ମାନେ କି ଆମେ ଯଦି ପୁରା ଟଟାଲ ଉପରେ ବୁଲିବାଲିକି ଶେଷରେ କହିବା ତ ୩ ଟି ଦେବତାଙ୍କର କୃପା ଆପଣଙ୍କ ଉପରେ ବନିକି ରହିବ। ଏହି ମନ୍ତ୍ରର ପ୍ରଭାବରେ ନିଜେ ଭଗବାନ ପ୍ରଭାବିତ ହୋଇକି ଆପଣଙ୍କର ମନସ୍କାମନା ଆପଣଙ୍କର ଇଛା ପୂରଣ କରିବାକୁ ବାଧ୍ୟ ହୋଇପଡିବେ। ଓ ଏହି କାମ କରିବା ପାଇଁ ସେ ବାଧ୍ୟ ଅବଶ୍ୟ ହିଁ ହେବେ ଓ ଆପଣଙ୍କର ମନସ୍କାମନା ନିଶ୍ଚୟ ପୂରଣ କରିଦେବେ।

ତେବେ ବନ୍ଧୁଗଣ ଆପଣ ଯେବେ ଘରେ ପ୍ରଥମେ ପୂଜା କରି ସାରିବା ପରେ ତୁଳସୀ ଚଉରା ପୂଜା କରିବାକୁ ଯିବେ ତ ତୁଳସୀ ପୂଜା କରି ସାରିବା ପରେ ଆମେ କହିଥିବା ଆଜିର ଏହି ଖାସ ମନ୍ତ୍ରଟିକୁ ମନେ ରଖିକି ଆପଣ ତୁଳସୀ ପୂଜା କରିବା ବେଳେ ଏହି ମନ୍ତ୍ରଟିକୁ ନିଶ୍ଚୟ ବୋଲିକି ଆପଣ ଜପ କରିକି ଭଗବାନଙ୍କୁ ନିଜର ମନସ୍କାମନା ଓ ନିଜର ଇଛା ଯାହାବି ଆପଣଙ୍କର ଥିବ ତାହା ଆପଣ ନିଶ୍ଚୟ ଜଣାଇଦେବେ।

Leave a Reply

Your email address will not be published. Required fields are marked *