କପିଳ ଶର୍ମାର ‘ଭୁରୀ’ ଅଟନ୍ତି ବେରୋଜଗାର, ବର୍ଷବର୍ଷ ଧରି ଏହି ବେମାର ସହ ଲଢ଼ୁଛନ୍ତି ସୁମୋନା ଚକ୍ରବର୍ତ୍ତୀ

‘ଦ କପିଳ ଶର୍ମା ଶୋର ‘ଭୁରୀ’ ବା ‘ମଞ୍ଜୁ’ ବା ସୁମୋନା ଚକ୍ରବର୍ତ୍ତୀ ଲୋକମାନଙ୍କ ହୃଦୟ ଉପରେ ରାଜ କରିଥାନ୍ତି। କପିଳ ଶୋରେ ସେ ଲୋକମାନଙ୍କୁ ବହୁତ ହସେଇ ଥାନ୍ତି।କିନ୍ତୁ ପୂର୍ବ ଅନେକ ସମୟରୁ ସେ ଟିଭିରୁ ନିଖୋଜ ହୋଇ ଯାଇଛନ୍ତି। ବର୍ତମାନ ସେ ଜଣାଇଛନ୍ତି କି ସେ ବେରୋଜଗାର ଅଟନ୍ତି ଏବଂ ପୂର୍ବ ୧୦ବର୍ଷରୁ ଗୋଟିଏ ରୋଗରେ ଆକ୍ରାନ୍ତ ଅଟନ୍ତି,ଯାହାର ସେ ଚତୁର୍ଥ ଷ୍ଟେଜରେ ଅଛନ୍ତି।

ସୁମୋନା ଚକ୍ରବର୍ତ୍ତୀ ସୋସିଆଲ ମିଡିଆରେ ଏକ୍ଟିଭ ରହିଥାନ୍ତି। ସେ ବର୍ତ୍ତମାନ ଗୋଟିଏ ବଡ଼ ଲେଖିଛନ୍ତି, ଯେଉଁଥିରେ ସେ ଏହା ଉଲ୍ଲେଖ କରିଛନ୍ତି।

ନିଜ ପୋଷ୍ଟରେ ସେ ଜଣାଇଛନ୍ତି କି ସେ ବର୍ଷ୨୦୧୧ରେ ଏଣ୍ଡୋମେଟ୍ରିଓସିସ ରୋଗରେ ଲ-ଢେ-ଇ କରୁଛନ୍ତି।କିନ୍ତୁ ଅନେକ ବର୍ଷରୁ ସେ ଏହାର ଷ୍ଟେଜ ଚାରିରେ ହିଁ ଅଛନ୍ତି।

ସୁମୋନା ଲେଖିଛନ୍ତି, ‘ମୁଁ କୈାଣସି ବି ପବ୍ଲିକ ପ୍ଲାଟଫର୍ମରେ ଏହା ବିଷୟରେ କଥା ହୋଇନାହିଁ। ଲକଡାଉନ ମୋ ପାଇଁ ଇମୋଶନାଲ ରୂପରେ ବହୁତ କଠିନ ଅଟେ।

ସୁମୋନା କହିଛନ୍ତି କି COVID-19 କାରଣରୁ ହୋଇଥିବା ଲକଡାଉନରେ ପୂର୍ବ ବର୍ଷରୁ ସେ ବେରୋଜଗାର ଅଟନ୍ତି। ହେଲେ ସୁମୋନା କହିଛନ୍ତି କି କାମ ନ ହେବା ପରେ ମଧ୍ୟ ତାଙ୍କ ପାଖରେ ଟଙ୍କାର ଏତେ କମୀ ହୋଇନାହିଁ କି ତାଙ୍କ ଖର୍ଚ୍ଚ ଚଳେଇ ପାରିବେ ନାହିଁ।

ସୁମୋନ କହିଛନ୍ତି କି COVID-19 କାରଣରୁ ହୋଇଥିବା ଲକଡାଉନରେ ପୂର୍ବ ବର୍ଷରୁ ସେ ବେରୋଜଗାର ଅଟନ୍ତି। ହେଲେ ସୁମୋନା କହିଛନ୍ତି କି କାମ ନ ହେବା ପରେ ମଧ୍ୟ ତାଙ୍କ ପାଖରେ ଟଙ୍କାର ଏତେ କମୀ ହୋଇନାହିଁ କି ତାଙ୍କ ଖର୍ଚ୍ଚ ଚଳେଇ ପାରିବେ ନାହିଁ।

ସେ ଆଗକୁ ଲେଖିଛନ୍ତି କି ଏସବୁ କଥା ଜଣାଇବା ମୋ ପାଇଁ ସହଜ ନଥିଲା କିନ୍ତୁ ଯଦି ଏହି ପୋଷ୍ଟ କାହା ମୁହଁ ଉପରେ ଖୁସି କିମ୍ବା କାହାକୁ ପ୍ରେରିତ କରିପାରେ ତାହେଲେ ମୋ ପାଇଁ ଏହା ଯଥେଷ୍ଟ ଅଟେ। ସମସ୍ତେ ନିଜ ଜୀବନରେ କୈାଣସି ନା କୈାଣସି ଚିନ୍ତା ସହିତ ଲ-ଢେ଼-ଇ କରିଥାନ୍ତି। ଜରୁରୀ ଏହା ଅଟେ କି ପ୍ରେମ, ଶୁଭେଚ୍ଛା ଏବଂ ଦୟାଳୁ ଭାବ ମନୁଷ୍ୟ ବ୍ୟବହାରରୁ କେଉଁଆଡେ ବି ଯିବା ଉଚିତ ନୁହେଁ।

ଗୌରବର କଥା ହେଉଛି କି ଦ କପିଳ ଶର୍ମା ଶୋ ବ୍ୟତୀତ ସୁମୋନ ଚକ୍ରବର୍ତ୍ତୀ ‘ବଡେ ଅଛେ ଲଗତେ ହେଁ’, ‘ଖୋଟେ ସିକ୍କେ’ ଏବଂ ‘ନୀର ଭରେ ତେରେ ନୈନା ଦେବୀ’ ଭଳି ଟିଭି ଶୋରେ ମଧ୍ୟ ନଜର ଆସି ସାରିଛନ୍ତି। କିଛି ଦିନ ପୂର୍ବରୁ ସୁମୋନା ଚକ୍ରବର୍ତ୍ତୀ ଏହି କଥା ଉପରେ ନିରାଶ ଜାହିର କରିଥିଲେ କି ଟିଭିର ଅଭିନେତ୍ରୀଙ୍କୁ କମଜୋର ବୋଲି ବୁଝା ଯାଇଥାଏ।

Leave a Reply

Your email address will not be published. Required fields are marked *