ଦେଖନ୍ତୁ ଭିଡିଓ: ସର୍କସ ମଝିରେ ଦୁଇଟି ହାତୀଙ୍କ କାରନାମା ଦେଖି ଶୋ ଛାଡ଼ି ଦୌଡିଲେ ଦର୍ଶକ

ସର୍କସରେ ମଣିଷଙ୍କ ବ୍ୟତୀତ ଜୀବଜନ୍ତୁ ବିଭିନ୍ନ ଖେଳ ଦେଖାଉଥିବାର ଦେଖିଥିବେ। ହେଲେ ଅନେକ ସମୟରେ ସେହି ପୋଷା ଜନ୍ତୁ ଅମାନିଆ ହୋଇ ଏମିତି କିଛି କାଣ୍ଡ କରିଥାନ୍ତି ଯାହା ଉପସ୍ଥିତ ଲୋକ ଓ ସର୍କସ ମାଲିକଙ୍କ ଭାବନାର ବାହାରେ ହୋଇଥାଏ। ସେହିଭଳି ଏକ ଭିଡିଓ ଏବେ ସୋସିଆଲ ମିଡ଼ିଆରେ ବେଶ ଭାଇ-ରାଲ ହେବାରେ ଲାଗିଛି। ଯେଉଁଥିରେ ୨ ଟି ହାତୀଙ୍କ କାର-ନାମା ଭାଇ-ରାଲ ହେବାରେ ଲାଗିଛି। ଯାହାକୁ ଦେଖିଲେ ଆପଣବି ଘଡ଼ିଏ ରହିଯିବେ।

ଋଷର କାଜାନରେ ଚାଲିଥିବା ଏକ ସର୍କସ ସୋରେ ଦୁଇ ହାତୀ ସେମାନଙ୍କ କୌଶଳ ପ୍ରଦର୍ଶନ କରୁଥିବା ବେଳେ ଗୋଟିଏ ହାତୀ ଅନ୍ୟ ହାତୀକୁ ରିଙ୍ଗ ବାହାରକୁ ଠେଲିବା ସହ ପୁଣି ଥରେ ତାକୁ ନିଜ ଶୁଣ୍ଢ ସହାୟତାରେ ରିଙ୍ଗ ସର୍କଲକୁ ଆଣିବାକୁ ଚେ-ଷ୍ଟା କରୁଥିବାର ଦେଖିବାକୁ ମିଳିଛି। ହାତୀମାନଙ୍କର ଏହିଭଳି ବ୍ୟବହାର ଦେଖି ଦର୍ଶକ ଚ୍ୟାମ୍ବରରେ ଉପସ୍ଥିତ ଲୋକ ଭୟ-ଭୀତ ହେବା ସହ ତୁରନ୍ତ ସର୍କସ ବ-ନ୍ଦ କରିବାକୁ କହୁଛନ୍ତି। ଶେଷରେ ଶୋକୁ ଅଧରୁ ବ-ନ୍ଦ ମଧ୍ୟ କରିବାକୁ ପଡ଼ିଛି।

https://twitter.com/aniket_anikett/status/1373805024766091266?ref_src=twsrc%5Etfw%7Ctwcamp%5Etweetembed%7Ctwterm%5E1373805024766091266%7Ctwgr%5E%7Ctwcon%5Es1_&ref_url=https%3A%2F%2Fzeenews.india.com%2Fhindi%2Foff-beat%2Ftwo-elephants-clashed-in-the-circus-at-kazan-in-russia-watch-video%2F871470

ଡେଲି ମେଲର ଏକ ରି-ପୋ-ର୍ଟ ଅନୁଯାୟୀ, କାଜାନର ସର୍କସରେ ଦେଖା ଦେଇଥିବା ଏହି ଦୁଇଟି ହାତୀ ଭାରତୀୟ ପ୍ରଜାତିର। ସେମାନଙ୍କ ଭିତରୁ ଜଣଙ୍କର ନାମ ଜେନି ହୋଇଥିବାବେଳେ ଅନ୍ୟଟିର ନାମ ମାଗଡା ବୋଲି ଜଣା ପଡ଼ିଛି। ତେବେ ଶୋ ମଝିରେ ହଠାତ୍ ଗୋଟିଏ ହାତୀ ଅନ୍ୟ ହାତୀଟିକୁ ନିଜ ଗୋଡରେ ଠେଲି ପୁଣି ତାକୁ ରିଙ୍ଗ ଭିତରକୁ ଟାଣିବାକୁ ଚେ-ଷ୍ଟା କରିଥିଲା | ଯାହାକି ଏକ ପ୍ରକାର ଝ-ଗ-ଡ଼ା ଥିଲା କହିଲେ ଚଳେ।

ଏହାପରେ ସେଠାରେ ଉପସ୍ଥିତ ଥିବା ପ୍ରଶିକ୍ଷକ ତାଙ୍କୁ ଅଟକାଇବାକୁ ଚେ-ଷ୍ଟା କରିବା ସହ ଉଭୟଙ୍କୁ ରି-ଙ୍ଗ ଭିତରେ ଛିଡା କରିବାକୁ ସ-କ୍ଷ-ମ ହୋଇଥିଲେ। ଏହି ଭାଇ-ରାଲ ଭିଡିଓରେ ଶୁଣିବାକୁ ମିଳିଛି ​​ଯେ ରିଙ୍ଗର ଜଣେ ବ୍ୟକ୍ତି କହୁଛନ୍ତି ଯେ ହାତୀମାନେ ପା-ଗଳ ହୋଇଯାଇଛନ୍ତି, ଯାହା ପରେ ସର୍କସ ଦେଖିବାକୁ ବସିଥିବା ଲୋକମାନେ ଭୟ-ଭୀତ ହୋଇ ଏଆଡେସିଆଡେ ଦୌ-ଡିବାକୁ ଲାଗନ୍ତି | ଖବର ଅନୁଯାୟୀ, ସର୍କସ୍ ପରିଚାଳନା କରୁଥିବା ଇମ୍ପ୍ରେସାରିଓ ସଂସ୍ଥା ହାତୀର ଏହି ଆଚରଣ ଈର୍ଷା କାରଣରୁ ହୋଇପାରେ ବୋଲି କହିଛନ୍ତି।

Leave a Reply

Your email address will not be published. Required fields are marked *