UN ର କାର ରେ ସେ-କ୍ସ ର ଭିଡିଓ ଭାଇରାଳ, ସଂଯୁକ୍ତ ରାଷ୍ଟ୍ର କହିଲା ଏହା ଦୁଃଖଦ…

ସଂଯୁକ୍ତ ରାଷ୍ଟ୍ର ସଂଘ ର ଏକ ଅଧିକାରୀ ଏକ ମହିଳା ସାଙ୍ଗରେ କାର ରେ ଶାରୀରିକ ସମ୍ଭଧ କରୁଥିବା ର ଭିଡିଓ ସୋସିଆଲ ମିଡିଆରେ ବହୁତ ଭାଇରାଳ ହେଉଛି । ଏହି ଭିଡିଓ ଇଜରାଏଲ ର ରାଜଧାନୀ ତେଲ ଅବିବ ରୁ ସାମ୍ନା କୁ ଆସିଛି । ଭିଡିଓ ଭାଇରାଳ ହେବା ପରେ ସଂଯୁକ୍ତ ରାଷ୍ଟ୍ର ସଂଘ କହିଛି କି ଏହି ଘଟଣା ବହୁତ ଲଜ୍ଜିତ ଓ ଚିନ୍ତା କରିବା ଭଳି କଥା ।

ଭାଇରାଳ ହେଉଥିବା ଭିଡିଓ ରେ ପରିଷ୍କାର ଭାବେ ନଜର ଆସୁଛି ଜି ଲାଲ ଡ୍ରେସ ପିନ୍ଧି ଏକ ମହିଳା କାର ର ପଛ ରେ ଏକ ବ୍ୟକ୍ତି ଙ୍କ ସହିତ ବସିଥିଲେ । ଏହା ଛଡା ର ଡ୍ରାଇଭର ସିଟ ରେ ମଧ୍ୟ ଜଣେ ବ୍ୟକ୍ତି ନଜର କୁ ଆସୁଛନ୍ତି । ଭିଡିଓ ସାମ୍ନା କୁ ଆସିବା ପରେ ୟୁଏନ ତରଫରୁ ଜାରୀ କରାଯାଇଥିବା ବୟାନ ରେ ଏହା କୁହାଯାଇଥିଲା କି ମାମଲା ର ଖୋଲତାଳ କରାଯାଉଛି । ଭିଡିଓ ରେ ନଜର ଆସୁଥିବା ବ୍ୟକ୍ତି ଙ୍କୁ ଚିହ୍ନିବା ର ବହୁତ ପାଖରେ ପହଞ୍ଚି ଯାଇଛନ୍ତି ।

ୟୁଏନ କହିଛି କି ଇଜରାଏଲ ର ଶାନ୍ତି ସଂଘଟନ ର କର୍ମଚାରୀ ଙ୍କୁ ଜେରା କରିବା ପାଇଁ ଅଟକ ରଖାଯାଇଛି । ଭିଡିଓ ତେଲ ଅବିବ ର ଏକ ମୁଖ୍ୟ ସଡ଼କ ର ଅଟେ । ଏହା ପୂର୍ବରୁ ଭିଡିଓ ରେ ଡ୍ରାଇଭର ର ଚେହେରା ପରିଷ୍କାର ସାମ୍ନା କୁ ଆସିବା ଆଗରୁ ଗାଡ଼ି ସେଠାରୁ ପଳାଇ ଯାଇଥିଲା । ଟ୍ରାଫିକ ସିଗନାଲ ରେ ଗାଡି ଅଟକିବା ପରେ କେହି ଜଣେ ଏହି ଭିଡିଓ ବିଲ୍ଡିଂ ର ଉପରୁ ନେଇଛନ୍ତି ।

UN की कार में सेक्स का वीडियो वायरल, संयुक्त राष्ट्र ने बताया दुखद

ସଂଯୁକ୍ତ ରାଷ୍ଟ୍ର ର ମହାସଚିବ ଏଟୋନିୟୋ ଗୁଟେରେସ ଙ୍କ ପ୍ରବକ୍ତା ସ୍ଟୀଫନ ଡୁଜାରିକ କହିଛନ୍ତି କି ୧୮ ସେକେଣ୍ଡ ର ଏହି ଭିଡିଓ ବ୍ୟବହାରିକ ରୂପରେ ବହୁତ ଘୃଣିତ ଅଟେ । ଆମେ ଯେଉଁ ଜିନିଷ ବିରୋଧ ରେ ଠିଆ ହୋଇଛୁ ଏହା ବିରୋଧରେ ଯାଇ ସଂଯୁକ୍ତ ରାଷ୍ଟ୍ର ର କର୍ମଚାରୀ ଦ୍ଵାରା ଏମିତି ଘଟଣା ସାମ୍ନା କୁ ଆସୁଛି ।

ସେ କହିଛନ୍ତି କି ଏବେ ପର୍ଯ୍ୟନ୍ତ ଯାଞ୍ଚ ରୁ ଜଣା ପଡ଼ିଛି କି ଏହି କାର ୟୁନାଇଟେଡ଼ ନେଶସ ଟ୍ରୁସ ଓଗ୍ରାନାଇଜେସନ ର ଅଟେ । କାର ରେ ସେକ୍ସ ଦୁଇ ଜଣଙ୍କ ସହମତି ରେ ହୋଇଥିଲା ନା ଏଥି ପାଇଁ ପଇସା ଦିଆଯାଇଥିଲା ଏହାକୁ ଗମ୍ଭୀରତା ସହ ଯାଞ୍ଚ କରାଯାଉଛି ।

UN की कार में सेक्स का वीडियो वायरल, संयुक्त राष्ट्र ने बताया दुखद

ଡୁଜାରିକ କହିଛନ୍ତି କି ଏହି ଭିଡିଓ ସହ ଜଡ଼ିତ ଘଟଣା ସ୍ଥଳ ର ପତ୍ତା ମିଳିସାରିଛି । ଭିଡିଓ ରେ ନଜର ଆସୁଥିବା ଜାଗା ହାୟାରର୍କୋନ ସଡ଼କ ର ଅଟେ । ସାଧାରଣ ଭାବରେ ଏହି ସ୍ଥାନରେ ବହୁତ ଭିଡ଼ ରହିଥାଏ । ଖୋଳତାଡ଼ ରୁ ବହୁତ ଜଲଦୀ ଅଭିଯୁକ୍ତ ର ପରଦାଫାଶ ହୋଇଯିବ ।

ଯୌନ ଶୋଷଣ ଓ ଦୁର୍ବ୍ୟବହାର କୁ ନେଇ ସଂଯୁକ୍ତ ରାଷ୍ଟ୍ର ସଂଘ ର ନୀତି ବହୁତ କଠିନ ଅଟେ । ଯଦି ସମ୍ଭଧିତ ବ୍ୟକ୍ତି4 ନିୟମ ର ଉଲଘଂନ କରିବା କରି ଦୋଷୀ ସାବ୍ୟସ୍ତ ହୁଅନ୍ତି ତେବେ ତାଙ୍କ ଉପରେ ଅନୁଶାସନାତ୍ମକ ର ପଦକ୍ଷେପ ନିଆ ଯିବ ।

ଏହି ମାମଲା ରେ ଶାନ୍ତି ସଂଗଠନ ଦୋଷୀ ର ପ୍ରତିବନ୍ଧିତ କରିପାରେ ଓ ତାଙ୍କୁ ସ୍ବଦେଶ ମଧ୍ୟ ପଠାଇ ଦେଇପାରେ । ହେଲେ ଏହି ଅଧିକାର ଦୋଷୀ ର ଘରୋଇ ରାଷ୍ଟ୍ର ର ଅଟେ କି ସେ ତା ଉପରେ ଅନୁଶାସନାତ୍ମକ କାନୁନୀ ପଦକ୍ଷେପ ଗ୍ରହଣ କରୁ ।

UN की कार में सेक्स का वीडियो वायरल, संयुक्त राष्ट्र ने बताया दुखद

କହି ରଖୁଛୁ କି ସଂଯୁକ୍ତ ରାଷ୍ଟ୍ର ଲମ୍ବା ସମୟରୁ ନିଜର ଶାନ୍ତି ସୈନିକ ଓ ଅନ୍ୟ କର୍ମଚାରୀ ଦ୍ଵାରା ଯୌନ ଦୁରାଚାରୀ ର ଅପରାଧୀ ର ଯାଞ୍ଚ କରୁଛି । କିଛି ବର୍ଷ ରେ ଏହି ଭଳି ମାମଲା ଲଗାତାର ସାମ୍ନା କୁ ଆସୁଛି । ଯେବେ କି ୟୁଏନ ର ମହାସଚିବ ଗୁଟେରେସ ନିଜେ ଯୌନ ଶୋଷଣ ମାମଲା ରେ ଫସିଥିବା ଅଧିକାରୀ ଙ୍କ ପାଇଁ ଜାରୀ କରିଥିବା ଜିରୋ ଟ୍ରୋଲରେସ କଥା କହି ସାରିଛନ୍ତି ।

ଏହି ସମସ୍ୟା ସଂଯୁକ୍ତ ରାଷ୍ଟ୍ର ର ଆଲା ଅଧିକାରୀ ଦ୍ଵାରା ଯୌନ ଶୋଷଣ ଓ ଦୁର୍ବ୍ୟବହାର ର ଅଭିଯୋଗ ସହ ଜଡିତ ଅଛନ୍ତି । ଏଥିପାଇଁ ଏମିତି ମାମଲା ଉପରେ ବହୁତ ଅଧିକ ଚମକିବା ଜରୁରୀ ନୁହେଁ ।

ଏକ ରିପୋର୍ଟ ହିସାବରେ ୨୦୧୯ ମସିହାରେ ୟୁଏନ ର ଷ୍ଟାଫ କର୍ମଚାରୀ ଙ୍କ ଯୌନ ଶୋଷଣ ଓ ଦୁର୍ବ୍ୟବହାର ସହ ଜଡ଼ିତ ୧୭୫ ମାମଲା ଆସିଥିଲା । ଏଥିରୁ କେବଳ ୧୬ ବିରୋଧରେ ଅଭିଯୁକ୍ତ ଦଣ୍ଡ ପାଇଛନ୍ତି , ଯେବେକି ୧୫ ମାମଲାରେ ନିର୍ଦ୍ଦୋଷ କୁହାଯାଇଥିଲା । ଅନ୍ୟ ମାମଲାରେ ଏବେ ପର୍ଯ୍ୟନ୍ତ ଖୋଲତାଳ ଚାଲୁରହିଛି ।

Leave a Reply

Your email address will not be published. Required fields are marked *