କେବଳ ୧୭ ମିନିଟ ରେ ହେଲା ବିବାହ , ବର ଯୌତୁକ ରୂପରେ ମାଗିଲା ଏହି ଅଦ୍ଭୁତ ଜିନିଷ

ଉତ୍ତରପ୍ରଦେଶର ଶାହଜହାନପୁର ରେ ୧୭ ମିନିଟ ରେ ହୋଇଥିବା ଅଦ୍ଭୁତ ବିବାହ ବିଷୟରେ ଜାଣି ଆପଣ ହୁଏତ ଆଶ୍ଚର୍ଯ୍ୟ ହୋଇ ଯିବେ କିନ୍ତୁ ଯୌତୁକ ରୂପରେ ବର କଣ ମାଗିଛି , ଏହା ମଧ୍ୟ କଣ ଆଶ୍ଚର୍ଯ୍ୟକର କଥା ନୁହେଁ । ଏହି ଅଦ୍ଭୁତ ବିବାହ ପାଟଣା ଦେବ କାଳୀ ମନ୍ଦିର ରେ ହୋଇଥିଲା ଯେଉଁଥିରେ ନା ବ୍ୟାଣ୍ଡବାଜା ଥିଲା ନା କାର ଏବଂ ଛୋଟ ବାହନ । ଘରର କିଛି ସଦସ୍ୟ ଙ୍କ ମଧ୍ୟରେ ବର କନିଆ ମନ୍ଦିର ର ସାତ ପରିକ୍ରମା କରିଥିଲେ ଏବଂ ବିବାହ ହୋଇ ଯାଇଥିଲା । କିନ୍ତୁ ବାସ୍ତବରେ ଏହି ବିବାହର ଉଦେଶ୍ୟ ବର୍ତ୍ତମାନ ର ଯୌତୁକ ପ୍ରଥାକୁ ବି-ରୋ-ଧ କରିବା ଥିଲା । ଏହି ବିବାହ ସବୁଠି ଚର୍ଚ୍ଚା ର ବିଷୟ ହୋଇଛି ।

ଉତ୍ତରପ୍ରଦେଶର ଶାହାଜହାଂପୁର ରେ ୧୭ ମିନିଟ ରେ ହୋଇଥିବା ଅଦ୍ଭୁତ ବିବାହ ବିଷୟରେ ଜାଣି ହୁଏତ ଆପଣ ଆଶ୍ଚର୍ଯ୍ୟ ହୋଇଯିବେ କିନ୍ତୁ ଯୌତୁକ ରେ ବର କଣ ମାଗିଥିଲା ,ତାହା ମଧ୍ୟ କମ ଆଶ୍ଚର୍ଯ୍ୟଜନକ କଥା ନୁହେଁ । ଏହି ଅଦ୍ଭୁତ ବିବାହ ପାଟଣା ଦେବ କାଳୀ ମନ୍ଦିର ରେ ହୋଇଥିଲା ଯେଉଁଥିରେ ନା ବ୍ୟାଣ୍ଡବାଜା ନା କାର ଏବଂ ଛୋଟ ବାହନ ଥିଲା ।

ଘରର କିଛି ସଦସ୍ୟ ଙ୍କ ମଧ୍ୟରେ ବର କନିଆ ମନ୍ଦିର ର ସାତ ପରିକ୍ରମା କରିଥିଲେ ଏବଂ ବିବାହ ହୋଇ ଯାଇଥିଲା । କିନ୍ତୁ ବାସ୍ତବରେ ଏହି ବିବାହର ଉଦେଶ୍ୟ ବର୍ତ୍ତମାନ ର ଯୌତୁକ ପ୍ରଥାକୁ ବି-ରୋ-ଧ କରିବା ଥିଲା । ଏହି ବିବାହ ସବୁଠି ଚର୍ଚ୍ଚା ର ବିଷୟ ହୋଇଛି ।

ବାସ୍ତବରେ ଥା-ନା କଲାନ କ୍ଷେତ୍ର ର ଗାଁ ସନାୟ ରେ ରହୁଥିବା ପୁଷ୍ପେନ୍ଦ୍ର ଦୁବେ ଗାଁ ରେ ଶିକ୍ଷଣ ସଂସ୍ଥାନ ଚଳାନ୍ତି । ତାଙ୍କ ବିବାହ ହରଦୋଈ ର ପ୍ରୀତି ତିୱାରୀ ଙ୍କ ସହିତ ଠିକ ହୋଇଥିଲା । ପୁଷ୍ପେନ୍ଦ୍ର ବରଯାତ୍ରୀ ର ପ୍ରହସନ ଏବଂ ଯୌତୁକ ନେବା କଥାକୁ ପ୍ରଥମରୁ ହିଁ ମନା କରି ଦେଇଥିଲେ କିନ୍ତୁ କରୋନା କର୍ଫ୍ୟୁ ମଧ୍ୟରେ ଗୁରୁବାର ଦିନ ଠିକ ହୋଇଥିବା ମୁହୂର୍ତ୍ତରେ କିଛି ପରିଜନ ଙ୍କ ସହିତ ପାଟଣା ଦେବ କାଳୀ ସ୍ଥିତ ଶିବ ମନ୍ଦିରରେ ବିବାହର ସବୁ ରୀତି ନୀତି ପୂରଣ କରାଯାଇଥିଲା ।

ବର କନିଆ ମନ୍ଦିରର ସାତ ପରିକ୍ରମା କରିଥିଲେ ଏବଂ ପ୍ରାୟ ୧୭ ମିନିଟ ରେ ବିବାହ ହୋଇ ଯାଇଥିଲା । ଏହି ଅଦ୍ଭୁତ ଧରଣର ବିବାହରେ ଖାସ କଥା ଏହିକି ଯେ ବର ଯୌତୁକ ରୂପରେ କେବଳ ଏକ ରାମାୟଣ ନେଇଥିଲେ , ପୁଣି ତାହାବି ଶ୍ୱଶୁର ଘର ଲୋକଙ୍କର ଅନେକ କହିବା ପରେ ।

ପୁଷ୍ପେନ୍ଦ୍ର ଏବଂ ପ୍ରୀତି ଙ୍କ କହିବା କଥା ଯେ ଆମେ ଚାହୁଁଛୁ ଯେ ଅନ୍ୟ ଯୁବ ମାନେ ମଧ୍ୟ ଏହିପରି ବିବାହ କରି ଅନାବଶ୍ୟକ ଖର୍ଚ୍ଚ ଏବଂ ଯୌତୁକ ଠାରୁ ବଞ୍ଚିତ ହୁଅନ୍ତୁ । ବର୍ତ୍ତମାନ ତାଙ୍କର ଏହି କାମକୁ ଲୋକେ ପ୍ରଶଂସା କରିଛନ୍ତି ।

Leave a Reply

Your email address will not be published. Required fields are marked *