ଫିଟ ରହିବା ପାଇଁ ବିରାଟ କୋହଲିଙ୍କ ପରି ବ୍ଲାକ ୱାଟର ପିଉଛନ୍ତି ଏହି ଅଭିନେତ୍ରୀ, ୨୪୦୦୦ ଟଙ୍କା ଲିଟରକୁ ଅଟେ ଏହି ପାଣିର ମୂଲ୍ୟ

ସିନେମା ‘ଗ୍ରେଟ ଗ୍ର୍ୟାଣ୍ଡ ମସ୍ତି’ର ଅଭିନେତ୍ରୀ ଉର୍ବଶୀ ରୌତେଲା (Urvashi Rautela) ଏବେଏବେ ମୁମ୍ବାଇ ଏୟାରପୋର୍ଟ ଠାରେ ନଜର ଆସିଥିଲେ। ସେହି ସମୟରେ ତାଙ୍କ ନଜର ଠାରୁ ବହୁଗଣା ଅଧିକା ଲୋକଙ୍କର ଧ୍ୟାନ ତାଙ୍କ ହାତରେ ଦେଖାଯାଉଥିବା ବ୍ଲାକ ୱାଟର ଉପରେ ପଡିଥିଲା। ବାସ୍ତବରେ, ଏହା କୈାଣସି ସାଧାରଣ ୱାଟର ବୋତଲ ନୁହେଁ, ବରଂ ପ୍ରିମିୟମ ଅଲ୍କଲାଇନ ୱାଟର ଅଟେ, ଯାହାକୁ ଟିମ ଇଣ୍ଡିଆର କ୍ୟାପଟେନ ବିରାଟ କୋହଲିଙ୍କ ସମେତ ଖାସ ଲୋକମାନେ ହିଁ ପିଇଥାନ୍ତି। ଜଣା ଯାଉଛି କି ଏହି ନାଚୁରାଲ ଅଲ୍କାଲାଇନ ୱାଟରର ଗୋଟିଏ ବୋତଲର ମୂଲ୍ୟ ୧୨୦୦୦ ରୁ ନେଇ ୨୪୦୦୦ ଟଙ୍କା ପର୍ଯ୍ୟନ୍ତ।

ବାସ୍ତବରେ କ’ଣ ହେଉଛି ବ୍ଲାକ ୱାଟର?

ବ୍ଲାକ ୱାଟରର ପୀଏଚ ଭୈଲ୍ୟୁ ବହୁତ ଉଚ୍ଚ ଅଟେ। କୋଭିଡ-୧୯ ସମୟରେ ବିରାଟ କୋହଲିଙ୍କ ସମେତ ଅନେକ ଅନ୍ୟ ସେଲିବ୍ରେଟୀ ବ୍ଲାକ ୱାଟର ପିଇବା ଆରମ୍ଭ କରିଦେଇଥିଲେ, ଯାହାଫଳରେ ସେମାନେ ତାଙ୍କର ଇମ୍ୟୁନିଟୀ ବଢାଇ ପାରିବେ ଏବଂ ନିଜକୁ ଫିଟ ରଖି ପାରିବେ। ବ୍ଲାକ ୱାଟର ହାଇଡ୍ରେଟେଡ ହେବାରେ ସାହାଯ୍ୟ କରିବା ସହିତ ହିଁ ପିଏଚକୁ ଉଚ୍ଚରେ ରଖିଥାଏ।

କଣ ପାଇଁ ଏତେ ଦାମୀ ଅଟେ ବ୍ଲାକ ୱାଟର?

ଏହି ପାଣିର କ୍ବାଲିଟିକୁ ଭଲ ବନେଇବା ପାଇଁ ଜିନ ମିନରଲ୍ସର ବ୍ୟବହାର ହୋଇଥାଏ, ତାହା ରଙ୍ଗରେ କଳା ହେବା ସହିତ ହିଁ ବହୁତ ଦାମୀ ମଧ୍ୟ ଅଟେ। ୭୦ଶତକଡା ମିନରଲ୍ସ ପାଣିରେ ଇଂଫ୍ୟୁଜ କରା ଯାଇଥାଏ, ଯେଉଁ କାରଣରୁ ପାଣିର ରଙ୍ଗ କଳା ହୋଇ ଯାଇଥାଏ।

ଜଣା ଯାଉଛି କି ଏୟାରପୋର୍ଟ ଠାରେ ଉର୍ବଶୀ ବ୍ଲାକ ଜିନ୍ସ, ଟ୍ୟାଙ୍କ ଟପ ଏବଂ କ୍ରାପ ବ୍ଲେଜରରେ ବହୁତ ସୁନ୍ଦର ଲାଗୁଥିଲେ। ସେଠାରେ ତାଙ୍କର କାର୍ଯକ୍ଷେତ୍ରର କଥା କହିବା ତ ଉର୍ବଶୀ ତାଙ୍କର ଆଗକୁ ଆସୁଥିବା ଥିବା ୱେବ ସେରିଜ ଇଂସ୍ପେକ୍ଟର ଅବିନାଶର ସୁଟିଂ କରୁଛନ୍ତି। ଏଥିରେ ସେ ରଣଦୀପ ହୁଡ୍ଡାଙ୍କ ସହିତ ନଜର ଆସିବେ। ଏହି ୱେବ ସେରିଜ ପୋଲିସ ଅଫିସର ଅବିନାଶ ମିଶ୍ରଙ୍କ ବାସ୍ତବ ଜୀବନ କାହାଣୀ ଉପରେ ଆଧାରିତ ଅଟେ। ଏହା ବ୍ୟତୀତ ଉର୍ବଶୀ ଇଜିପ୍ଟିୟନ ସୁପରଷ୍ଟାର ମୋହମ୍ମଦ ରମଜାନଙ୍କ ସହିତ ବାୟଲିଙ୍ଗୁଅଲ ସିନେମା ‘ବ୍ଲାକ ରୋଜ’ରେ କାମ କରୁଛନ୍ତି। ସେ ଅମିଲ ସିନେମା ‘ଥିରୁଟ୍ଟୁ ପାୟଲେ 2’ର ହିନ୍ଦୀ ରିମେକରେ ମଧ୍ୟ ନଜର ଆସିବେ।

ବନ୍ଧୁଗଣ ଯଦି ଆମର ଏହି ଆର୍ଟିକିଲ ଟି ଭଲ ଲାଗିଥାଏ ଗୋଟିଏ ଲାଇକ ଏବଂ ସାଙ୍ଗ ସାଥୀଙ୍କ ସହ ସେୟାର କରିବାକୁ ଅନୁରୋଧ। ଏହାକୁ ନେଇ ଆପଣଙ୍କ ମତା ମତ ଦେବାକୁ ଭୁଲନ୍ତୁ ନାହିଁ। ଏମିତି ପ୍ରତିଦିନ ଦେଶ ଦୁନିଆ, ଜଣା ଅଜଣା, ସ୍ୱାସ୍ଥ୍ୟ, ଜ୍ୟୋତିଷ, ମନୋରଞ୍ଜନ ଇତ୍ୟାଦି ଖବର ଜାଣିବାକୁ ଆମର ଏହି ପେଜ କୁ ଲାଇକ କରନ୍ତୁ।

Leave a Reply

Your email address will not be published. Required fields are marked *