ଦିଲ୍ଲୀ ୟୁନିଭର୍ସିଟୀର ସେହି ଗଛ ଯେଉଁଥିରେ କଣ୍ଡୋମ ବାନ୍ଧୁଥିଲେ ଛାତ୍ରଛାତ୍ରୀ, ବାନ୍ଧିବା ଦ୍ଵାରା ପୂରା ହେଉଥିଲା ଏହି ମନସ୍କାମନା, ପଢନ୍ତୁ ସମ୍ପୂର୍ଣ ଖବର

୭ ଫେବୃଆରୀରୁ ଭାଲେଣ୍ଟାଇନ ସପ୍ତାହର ଆରମ୍ଭ ହେବାକୁ ଯାଉଛି। ପ୍ରେମର ଏହି ପର୍ବରେ ପୂରା ସପ୍ତାହରେ ଅଲଗା ଅଲଗା ଦିନ ପାଳନ କରାଯାଇଥାଏ। ଏହାପରେ ୧୪ଫେବୃଆରୀ ଦିନ ଭାଲେଣ୍ଟାଇନ ଡେ ପାଳନ କରାଯାଇଥାଏ। କପଲ୍ସ ଜଣେ ଅନ୍ୟ ଜଣଙ୍କୁ ଉପହାର ଦେଇଥାନ୍ତି।

ଭାଲେଣ୍ଟାଇନ ଡେକୁ ନେଇ କପଲ୍ସଙ୍କ ପ୍ରସ୍ତୁତି ତ ଫେବୃଆରୀର ପ୍ରଥମ ଦିନରୁ ହିଁ ଆରମ୍ଭ ହୋଇଯାଇଥାଏ। ଲୋକମାନେ ନିଜ ପାର୍ଟନରଙ୍କୁ ଖୁସି କରିବା ପାଇଁ କେତେ ପ୍ରକାରର ପ୍ରସ୍ତୁତି କରିଥାନ୍ତି। କିନ୍ତୁ ସିଙ୍ଗଲ ଲୋକମାନଙ୍କ ପାଇଁ ଏହି ସପ୍ତାହ ବହୁତ କଷ୍ଟଦାୟକ ହୋଇଥାଏ।

ସେଥିପାଇଁ ତ କିଛିଦିନ ପୂର୍ବରୁ ଦିଲ୍ଲୀ ୟୁନିଭରସିଟିର କ୍ୟାମ୍ପସରେ ଭ-ର୍ଜିନ ଗଛର ପୂଜା କରାଯାଇଥାଏ। ଏହି ଗଛରେ ସିଙ୍ଗଲମାନେ କ-ଣ୍ଡୋ-ମ ବାନ୍ଧିଥାନ୍ତି। ଏହା ପଛରେ ସ୍ବତନ୍ତ୍ର କାରଣ ଥିଲା। ହେଲେ, କିଛି ବର୍ଷ ପୂର୍ବରୁ ଏହି ପ୍ରଥାକୁ ବନ୍ଦକରି ଦିଆଯାଇଛି। ଏହା ବି-ରୁ-ଦ୍ଧରେ ମହିଳା ଛାତ୍ରୀମାନେ ବହୁତ ଅଧିକ ବି-ରୋ-ଧ ପ୍ରଦର୍ଶନ କରିଥିଲେ। ଆସନ୍ତୁ ଜାଣିବା କଣଥିଲା ଏହି ପ୍ରଥା ଏବଂ କଣ‌ ପାଇଁ ଏହାକୁ ବନ୍ଦ କରି ଦିଆଯାଇଛି…

କିଛି ବର୍ଷ ପୂର୍ବରୁ ଦିଲ୍ଲୀ ୟୁନିଭରସିଟିର କ୍ୟାମ୍ପସରେ ଏକ ଗଛ ଥିଲା, ଯାହା ଭ-ର୍ଜିନ ଟ୍ରୀ ନାମରେ ଜଣା ଯାଉଥିଲା। ଏହି ଗଛରେ ଭାଲେଣ୍ଟାଇନ ସପ୍ତାହରେ ସିଙ୍ଗଲ ଛାତ୍ରଛାତ୍ରୀମାନେ କ-ଣ୍ଡୋ-ମ ବାନ୍ଧୁଥିଲେ। ଏହା ପଛରେ ସ୍ବତନ୍ତ୍ର କାରଣ ଥିଲା।

କୁହାଯାଉଥିଲା କି ଯେଉଁ ସିଙ୍ଗଲ ଏହି ଗଛରେ କ-ଣ୍ଡୋ-ମ ବାନ୍ଧୁଥିଲା, ତାଙ୍କୁ ଭାଲେଣ୍ଟାଇନ ଡେ ପର୍ଯ୍ୟନ୍ତ ଏକ ପାର୍ଟନର ମିଳି ଯାଉଥିଲା। କ-ଣ୍ଡୋ-ମ ବାନ୍ଧିବାଟା ଶୁଭଭାଗ୍ୟ ନେଇ ଆସୁଥିଲା। ଏହି କାରଣରୁ ଏହି ଭର୍ଜିନ ଟ୍ରୀ କ୍ୟାମ୍ପସରେ ବହୁତ ପ୍ରସିଦ୍ଧ ଥିଲା।

ହେଲେ, ଅନେକ ଝିଅ ଏହି ପ୍ରଥାକୁ ବି-ରୋ-ଧ କରୁଥିଲେ। ସେମାନେ କହୁଥିଲେ କି ଏହାଦ୍ଵାରା ଝିଅମାନଙ୍କୁ ଅପ-ମାନିତ କରାଯାଉଛି। ଗଛରେ ଅନେକ ହିରୋଇନଙ୍କର ଫଟୋ ଲଗା ଯାଉଥିଲା। ମହିଳାଙ୍କ ବି-ରୋ-ଧୀ ଏହି ରିତିକୁ ନେଇ କ୍ୟାମ୍ପସରେ ବହୁତ ଧ-ମାକା ମଧ୍ୟ ହୋଇଥିଲା।

କିଛି ବର୍ଷ ପୂର୍ବରୁ କଲେଜର ଛାତ୍ରମାନେ ଅଭିନେତା ରଣବୀର ସିଂହଙ୍କୁ ପ୍ରେମଗୁରୁ କହି ତାଙ୍କର ପୋଷ୍ଟରକୁ ପୂଜା କରୁଥିଲେ। ସେମାନେ କହୁଥିଲେ କି ଏମିତି କରିବା ଦ୍ଵାରା ସେମାନଙ୍କୁ ସେମାନଙ୍କ ପ୍ରେମ ମିଳିଯିବ।

ଭ-ର୍ଜିନ ଟ୍ରୀର ଆକୃତି ଭି ଆକାରର ଥିଲା। ଏହାକୁ ୧୪ ଫେବୃଆରୀରେ ସ୍ବତନ୍ତ୍ର ଭାବେ ପୂଜା କରାଯାଉଥିଲା।ପୂଜା କରିଥିବା ଲୋକଙ୍କର ଆଗାମୀ ୬ମାସ ପ୍ରେମ ସମ୍ପର୍କରେ ବହୁତ ଭଲ କଟିବ, ଏହି ଆଶା କରାଯାଉଥିଲା।

ହେଲେ, ବହୁତ ବି-ରୋ-ଧ ପରେ ଏହି ପୂଜାକୁ ବନ୍ଦ କରି ଦିଆଯାଇଛି। ବର୍ତମାନ କ୍ୟାମ୍ପସରେ ଭ-ର୍ଜିନ ଟ୍ରୀର ପୂଜା କରାଯାଉନାହିଁ। ଏଥିରେ କଲେଜର ମିସ ଏବଂ ମିଷ୍ଟର ପ୍ରଫେସର ମାନଙ୍କୁ ପୂଜାରୀ କରା ଯାଉଥିଲା।

ବର୍ତମାନ ଏହି ପ୍ରଥା ବନ୍ଦ କରି ଦିଆଯାଇଛି, ହେଲେ କ୍ୟାମ୍ପସରେ ଏହାର ଚର୍ଚ୍ଚା କମ କରାଯାଉ ନାହିଁ। ସମସ୍ତେ ଆଜି ମଧ୍ୟ ମାନୁଛନ୍ତି କି ଏହାର ପୂଜା କରିବା ଦ୍ଵାରା ସେମାନଙ୍କର ପ୍ରେମ ଜୀବନ ସଫଳ ହେଉଥିଲା। ଏହା ସହିତ ଯେଉଁମାନଙ୍କର ପାର୍ଟନର ନଥାଏ, ସେମାନଙ୍କୁ ମଧ୍ୟ ପୂଜା ପରେ ପାର୍ଟନର ମିଳି ଯାଉଥିଲା।

ବନ୍ଧୁଗଣ ଯଦି ଆମର ଏହି ଆର୍ଟିକିଲ ଟି ଭଲ ଲାଗିଥାଏ ଗୋଟିଏ ଲାଇକ ଏବଂ ସାଙ୍ଗ ସାଥୀଙ୍କ ସହ ସେୟାର କରିବାକୁ ଅନୁରୋଧ। ଏହାକୁ ନେଇ ଆପଣଙ୍କ ମତା ମତ ଦେବାକୁ ଭୁଲନ୍ତୁ ନାହିଁ। ଏମିତି ପ୍ରତିଦିନ ଦେଶ ଦୁନିଆ, ଜଣା ଅଜଣା, ସ୍ୱାସ୍ଥ୍ୟ, ଜ୍ୟୋତିଷ, ମନୋରଞ୍ଜନ ଇତ୍ୟାଦି ଖବର ଜାଣିବାକୁ ଆମର ଏହି ପେଜ କୁ ଲାଇକ କରନ୍ତୁ।

Leave a Reply

Your email address will not be published. Required fields are marked *