ରାଧିକା/ମିତାଲି ଯିଏକି ଓଡ଼ିଆ ସିରିଏଲର ନାୟିକା, ସର୍ଟ ଭିଡିଓ କରିବାକୁ ଯାଇ ଛାତରୁ ଖସିପଡ଼ିଲେ

ଟିକଟକ କରୁ କରୁ ଖସି ପଡ଼ିଲେ:-

ଆପଣ ଜାଣିଥିବେ, ଟିକଟକ ସରକାର ବ୍ୟାନ କରି ସାରିଛି। କିନ୍ତୁ ଏହାକୁ କିଛି ଲୋକ ଏବେବି ବ୍ୟବହାର କରୁଛନ୍ତି। ଏହି ଆପ ଲୋକମାନଙ୍କୁ ଏତେ ନିଶା କରିଦେଇଛି ଯେ, ସେମାନେ ନିଜକୁ ଭୁଲି ଯାଉଛନ୍ତି କି ସେମାନେ କଣ କରୁଛନ୍ତି। କିଛି ଲୋକ ଏଭଳି ଭିଡିଓ ନିଧାରେ ରହୁଛନ୍ତି ଯେ, ନିଜ ମୃ-ତ୍ୟୁକୁ ମଧ୍ୟ କୋଳେଇ ନେଉଛନ୍ତି। ଆଉ କିଛି ଲୋକ ଅଛନ୍ତି ନିଜ ଭାଗ୍ୟ ଦ୍ୱାରା ମୃତ୍ୟୁରୁ ବାହାରି ପାରୁଛନ୍ତି। ଏହି ଭଳି ଏକ ଘଟଣା ଓଡ଼ିଆ ସିରିଏଲର ପ୍ରତିଷ୍ଠିତ ନାୟିକା ରାଧିକା/ ମିତାଲି ଭିଡିଓ କରୁ କରୁ ଛାତରୁ ତଳକୁ ଖସି ପଡ଼ିଛନ୍ତି।

ମଜାମସ୍ତି ଭା-ରି ପଡ଼ିଲା:-

ଓଡ଼ିଶାର ନମ୍ବର ୱାନ ଧାରାବାହିକ ଭାବରେ ନୂଆବୋହୂ ସିରିଏଲର ପ୍ରତିଷ୍ଠିତ ନାୟିକା ରାଧିକା/ମିତାଲି ଙ୍କୁ ଆପଣ ଜାଣିଥିବେ। ଏହି ଧାରାବାହିକ ତରଙ୍ଗ ସିରିଏଲର ଅଟେ। ବର୍ତ୍ତମାନ ସେ ପୁରୀ ଜିଲ୍ଲାରେ ନିଜ ଘରଲୋକଙ୍କ ସହ ବହୁତ ମଜାମସ୍ତିରେ ଦିନ କାଟୁଥିଲେ। କିନ୍ତୁ ହଠାତ ସେହି ମସ୍ତି ତାଙ୍କ ଉପରେ ଭାରି ପଡ଼ିଲା। ଅବଶ୍ୟ ସେ ମୃ-ତ୍ୟୁରୁ ବ-ର୍ତ୍ତି ଯାଇଛନ୍ତି। ଅଭିନେତ୍ରୀ ରାଧିକା ଛାତରୁ ତଳକୁ ଖ-ସୁ ଖ-ସୁ ବ-ଞ୍ଚିଗଲେ।

ସହଯୋଗୀମାନେ କଲେ ଉ-ଦ୍ଧା-ର:-

ଅଭିନେତ୍ରୀ ରାଧିକା ତରଙ୍ଗ ସିରିଏଲରେ ନୂଆବୋହୂ ଧାରାବାହିକରେ ଅଭିନେତ୍ରୀ ଭାବେ ଅଭିନୟ କରୁଥିଲେ। ତାଙ୍କର ଭଲ ଅଭିନୟ ଯୋଗୁଁ ସେ ଆଜି ଲୋକମାନଙ୍କ ଆଗରେ ପ୍ରଶଂସାର ପାତ୍ରୀ ହୋଇପାରିଛନ୍ତି। ତାଙ୍କର ଅଭିନୟ ଅତ୍ୟଧିକ ବାସ୍ତବିକ ବୋଲି ନମ୍ବର ୱାନ ସିରିଏଲରେ ସ୍ଥାନ ପାଇଛି ନୂଆବୋହୂ। ଅଭିନେତ୍ରୀ ରାଧିକାଙ୍କର ଭିଡିଓ ନିଶା ତାଙ୍କୁ ଛାତରୁ ତଳକୁ ଖସାଇବାକୁ ଚେଷ୍ଟା କରିଥିଲା, କିନ୍ତୁ ପାଖରେ ଥିବା ସହଯୋଗୀଙ୍କ ମାଧ୍ୟମରେ ଛାତରୁ ତଳକୁ ପଡିବା ପୂର୍ବରୁ ସେମାନେ ତାଙ୍କୁ ଉ-ଦ୍ଧା-ର କରିଥିଲେ।

Leave a Reply

Your email address will not be published. Required fields are marked *