ଜଙ୍ଗଲୀ ବିଲେଇ ଆ-କ୍ର-ମ-ଣ କରିଦେଲା ସ୍ତ୍ରୀ ଉପରେ, ସ୍ୱାମୀ ପରି ବଞ୍ଚାଇଲା ସ୍ତ୍ରୀ ଜୀବନ

ଏହି ଖବରଟି ଆମେରୀକାର ଅଟେ। ଏଠାକାର ନର୍ଥ କ୍ୟାରୋଲୀନା ନାମକ ଏକ ମହିଳା ବାହାରକୁ ବାହାରି କାର ପାଖକୁ ଯାଉଥିଲେ। ହଠାତ ଏକ ବବକ୍ୟାଟ ଅର୍ଥାତ ଜଙ୍ଗଲୀ ବିଲେଇ ଆସି ତାଙ୍କ ଉପରେ ଆ-କ୍ର-ମ-ଣ କରିଥିଲା। ଏହି ଘ-ଟ-ଣା-ର ଭିଡିଓଟି ଅତ୍ୟନ୍ତ ଭ-ୟ-ଙ୍କ-ର। ଏହି ଭିଡିଓ ସୋସିଆଲ ମିଡ଼ିଆରେ ବହୁତ ଜୋରରେ ଭାଇରାଲ ହେଉଛି।

ଏହା ହେଉଛି ଖ-ତ-ର-ନା-କ ଭିଡିଓ:-

ଏହି ଭିଡ଼ିଓରେ ଦେଖାଯାଇ ପାରେକି, ଜଣେ ବ୍ୟକ୍ତି ନିଜ ହାତରେ କିଛି ଧରି ଛିଡା ହେଇଛି। ସେ ତାର ଗ୍ଲାସକୁ ଗାଡ଼ି ଉପରେ ରଖି ଦେଇଛି। ଏହି ସମୟରେ ତାର ପତ୍ନୀ ଆସିଛି। ହଠାତ ତାର ଚି-ତ୍କା-ର ଶୁଣିବାକୁ ଲାଗିଲା। ଜଙ୍ଗଲୀ ବିଲେଇ ତା ଉପରେ ଆ-କ୍ର-ମ-ଣ କରିଦେଇଛି। ସେତେବେଳେ ପତ୍ନୀର ଚି-ତ୍କା-ର ଶୁଣି ପାଟି ଦୌଡ଼ି ଦୌଡ଼ି ତା ଆଡ଼କୁ ଯାଉଛି।

ବିଲେଇକୁ ଉଠାଇ ଦୂରକୁ ଫୋପାଡ଼ି ଦେଲା:-

ଏହି ସମୟରେ ପତି କାର ପଛରୁ ବିଲେଇ ଉଠାଇ ଦୂରକୁ ଫୋପାଡ଼ି ଦେଲା। ୪୬ ସେକେଣ୍ଡର ଏହି ଭିଡିଓକୁ ୧ କୋଟିରୁ ଅଧିକ ଭିୟୁଜ ମିଳି ସାରିଲାଣି।

ଦୁଇ ଜଣଙ୍କୁ ଲାଗିଛି ଆ-ଘା-ତ:-

ନ୍ୟୁୟର୍କ୍ସ ଟାଇମ ଅନୁସାରେ, ପରେ ପଡ଼ୋଶୀ ମାନେ ଏହି ଘ-ଟ-ଣା-ର ସମ୍ପୂର୍ଣ୍ଣ ଘ-ଟ-ଣା ପୋ-ଲି-ସ-କୁ ଜଣାଇଲେ। ପୋ-ଲି-ସ ମାନେ ସେହି ଜଙ୍ଗଲୀ ବିଲେଇକୁ ଧରି ମା-ରି-ଦେଇଛନ୍ତି। ପତି ଏବଂ ପତ୍ନୀ ଦୁଇଜଣଙ୍କୁ ଆ-ଘା-ତ ଆସିଛି।

ୟୁଜର୍ସ ମାନେ କଣ ଲେଖିଲେ:-

ଲୋକମାନେ ପତିର ସା-ହା-ସ-କୁ ପ୍ରଶଂସା କରୁଛନ୍ତି। ଯେଉଁଭଳି ଭାବେ ସେ ନିଜର ପତ୍ନୀକୁ ବ-ଞ୍ଚା-ଇ-ବା ପାଇଁ ଆଗେଇ ଆସି ବିଲେଇ ସହ ଲ-ଢ଼ି-ବା ପାଇଁ ଦୌଡ଼ି ଗଲେ। ଯାହା ଲୋକମାନଙ୍କୁ ବହୁତ ପସନ୍ଦ ଆସିଛି।

ଏହା ଏକ ଫିଲ୍ମ ଭଳି ଲାଗିଥିଲା:-

ଏହି ଦମ୍ପତ୍ତିଙ୍କର ନାମ Happy ଓ kristi wade, ଦୁଇଜଣ ରେବିଜର treatment ନେଇଛନ୍ତି। ଏବେ ସେମାନେ ରିକଭାର କରୁଛନ୍ତି।

Leave a Reply

Your email address will not be published. Required fields are marked *