ଦେଖନ୍ତୁ video : ଏହି ସୁନ୍ଦର ଶିଶୁଟି ‘ ଜିନେ ମେରା ଦିଲ୍ଲ ଲୁଟେଆ ‘ ଗୀତ ଗାଇଲା । ଭିଡ଼ିଓ ଦେଖି ଆପଣଙ୍କୁ ନିଜ ଆଖିରେ ବିଶ୍ୱାସ ହେବନାହିଁ

ସୋସିଆଲ ମିଡିଆରେ ପ୍ରତିଦିନ ପିଲାମାନଙ୍କ ସହ ଜଡିତ ସୁନ୍ଦର ଏବଂ ମଜାଳିଆ ଭିଡ଼ିଓ ଭାଇରାଲ ହୋଇଥାଏ , ଯାହାକୁ ୟୁଜରମାନେ ଖୁବ ପସନ୍ଦ କରନ୍ତି । ଏହି ଭିଡ଼ିଓଗୁଡିକ ଏତେ ସୁନ୍ଦର ହୋଇଥାଏ ଯେ ଲୋକମାନେ ଏହାକୁ ନିଜ ଫୋନ କିମ୍ବା ଲାପଟପରେ save କରିନିଅନ୍ତି ଏବଂ ଯେତେବେଳେ ସେମାନଙ୍କୁ ହଁସିବାକୁ ଇଚ୍ଛାହୁଏ ତେବେ ସେମାନେ ଏହି ଭିଡ଼ିଓକୁ ପୁନଃ ଦେଖନ୍ତି ।

ବର୍ତ୍ତମାନ ଏହିଭଳି ଏକ ସୁନ୍ଦର ଭିଡ଼ିଓ ସୋସିଆଲ ମିଡ଼ିଆରେ ଖୁବ ଶୀଘ୍ର ଭାଇରାଲ ହେବାରେ ଲାଗିଛି । ଯେଉଁଠାରେ ଏକ ପିଲା ଖନେଇ ଖନେଇ ଗୀତ ଗାଉଛି ଏବଂ ନିଜ ଛୋଟ ଗୋଡ଼ରେ ମଧ୍ୟ ନାଚିବାକୁ ଚେଷ୍ଟା କରୁଛି । ଯାହାକୁ ଦେଖି ଅପଣ ମଧ୍ୟ କହିବେ – so cute । ଏହି ଭିଡ଼ିଓଟି ଏତେ ସୁନ୍ଦର ଯେ ସୋସିଆଲ ମିଡିଆ ପ୍ଲାଟଫର୍ମରେ ଖୁବ ଶୀଘ୍ର ଭାଇରାଲ ହେବାରେ ଲାଗିଛି ।

ଏହି ଭିଡ଼ିଓ ଦେଖନ୍ତୁ :

https://twitter.com/SainRajat/status/1395657763875823618?ref_src=twsrc%5Etfw%7Ctwcamp%5Etweetembed%7Ctwterm%5E1395657763875823618%7Ctwgr%5E%7Ctwcon%5Es1_&ref_url=https%3A%2F%2Fwww.tv9hindi.com%2Ftrending%2Fviral-video-of-adorable-kid-singing-song-and-dance-on-jeene-mera-dil-lutiya-664538.html

ଭିଡ଼ିଓରେ ଆପଣ ଦେଖିପାରିବେ ଯେ ଏକ ସୁନ୍ଦର ପିଲାଟି ‘ ଜିନେ ମେରା ଦିଲ୍ଲ ଲୁଟେଆ ‘ ଗୀତକୁ ଖନେଇ ଖନେଇ ଗାଉଛି ଏବଂ ନାଚିବାକୁ ଚେଷ୍ଟା କରୁଛି । ପିଲାଟିର ଏହି ଶୈଳୀ ଲୋକମାନଙ୍କୁ ଖୁବ ପସନ୍ଦ ଆସୁଛି । ଏହି ଭିଡ଼ିଓଟି ଭାଇରାଲ ହେବାପରେ ଲୋକମାନେ ନିଜ ନିଜ ପ୍ରତିକ୍ରିୟା ଦେଉଛନ୍ତି ।

https://twitter.com/SainRajat/status/1395657763875823618?ref_src=twsrc%5Etfw%7Ctwcamp%5Etweetembed%7Ctwterm%5E1395658393344352261%7Ctwgr%5E%7Ctwcon%5Es2_&ref_url=https%3A%2F%2Fwww.tv9hindi.com%2Ftrending%2Fviral-video-of-adorable-kid-singing-song-and-dance-on-jeene-mera-dil-lutiya-664538.html

ସୋସିଆଲ ମିଡିଆରେ ଭିଡ଼ିଓ ଲୋକମାନଙ୍କୁ ଖୁବ ପସନ୍ଦ ଆସୁଛି । ଏହି କାରଣ ଯୋଗୁଁ ୟୁଜରମାନେ ଏହି ଭିଡ଼ିଓରେ ନିଜର ପ୍ରତିକ୍ରିୟା ଦେଇଛନ୍ତି । ଜଣେ ୟୁଜର କହିଛନ୍ତି ଯେ ଏହି ଦୃଶ୍ୟଟି ଅତି ସୁନ୍ଦର ଅଟେ ଏବଂ ସେ ଏହାକୁ ଭଲପାଉଛନ୍ତି । ଅନ୍ୟ ୟୁଜର ଲେଖିଛନ୍ତି ଏହା ସବୁଠାରୁ ଭଲ କଥା ଯେ ସେ ଏହି ବର୍ଷ ଦେଖିଛନ୍ତି , ଅଦ୍ଭୁତ ! ଏହା ବ୍ୟତୀତ ଅନ୍ୟ କିଛି ୟୁଜର ମଧ୍ୟ ଏହି ଭିଡ଼ିଓରେ ଅନ୍ୟାନ୍ୟ ଉପାୟରେ ପ୍ରସଂଶା କରିଛନ୍ତି ।

Leave a Reply

Your email address will not be published. Required fields are marked *