Viral video : ପକ୍ଷୀଟି କୁକୁରକୁ ଚିଡ଼େଇବା ପାଇଁ କରିଲା ଚି-ତ୍କା-ର, ପୁଣି ହେଲା କିଛି ଏମିତି ଦେଖି ଆଶ୍ଚର୍ଯ୍ୟ ହୋଇଯାଇଥିଲା କୁକୁର

ମନୁଷ୍ୟର ଯେତେବେଳେ କାହାକୁ ଚିଡ଼େଇବା ପାଇଁ ମନ ହୋଇଥାଏ ତ ସେ ନିଜେ ଚି-ତ୍କା-ର କରି ତାକୁ ଚିଡ଼େଇ ଥାଏ, କିନ୍ତୁ କଣ ଆପଣଙ୍କୁ ଜଣା ଅଛି। ଏମିତି କେବଳ ମନୁଷ୍ୟମାନେ ହିଁ ନୁହଁନ୍ତି ପଶୁ-ପକ୍ଷୀମାନେ ମଧ୍ୟ କରିଥାନ୍ତି। ଏହି କଥା ଆମେ ଏଥିପାଇଁ କହୁଛୁ କାରଣ ବର୍ତ୍ତମାନ ଗୋଟିଏ ଏମିତି ହିଁ ଭିଡିଓ ସୋସିଆଲ ମିଡ଼ିଆରେ ଜୋରରେ ଭାଇରାଲ ହେଉଛି।

ସୋସିଆଲ ମିଡିଆରେ ପ୍ରତିଦିନ ପଶୁ-ପକ୍ଷୁମାନଙ୍କ ସହିତ ଯୋଡା ଭିଡିଓ ଭାଇରାଲ ହେବାରେ ଲାଗିଥାଏ, ଯାହାକୁ ୟୁଜର୍ସ ମାନଙ୍କ ଦ୍ଵାରା ବହୁତ ପସନ୍ଦ କରାଯାଇଥାଏ।ଏହି ଭିଡିଓ ଗୁଡିକୁ ଦେଖି ଅନେକ ଥର ହସ ଲାଗିଥାଏ ତ ସେଠାରେ ଅନେକ ଥର ଏହି ଭିଡିଓକୁ ଦେଖି ନିଜ ଦିନ ହୋଇ ଯାଇଥାଏ। ବର୍ତମାନ ଦିନରେ ଗୋଟିଏ ଏମିତି ଭିଡିଓ ଭାଇରାଲ ହେଉଛି।ଯାହାକୁ ଦେଖିବା ପରେ ଆପଣଙ୍କୁ ମଧ୍ୟ ହସ ଲାଗିବ।

ମନୁଷ୍ୟର ଯେତେବେଳେ କାହାକୁ ଚିଡ଼େଇବା ପାଇଁ ମନ ହୋଇଥାଏ ତ ସେ ନିଜେ ଚିତ୍କାର କରି ତାକୁ ଚିଡ଼େଇ ଥାଏ, କିନ୍ତୁ କଣ ଆପଣଙ୍କୁ ଜଣା ଅଛି। ଏମିତି କେବଳ ମନୁଷ୍ୟମାନେ ହିଁ ନୁହଁନ୍ତି ପଶୁ-ପକ୍ଷୀମାନେ ମଧ୍ୟ କରିଥାନ୍ତି। ଏହି କଥା ଆମେ ଏଥିପାଇଁ କହୁଛୁ କାରଣ ବର୍ତ୍ତମାନ ଗୋଟିଏ ଏମିତି ହିଁ ଭିଡିଓ ସୋସିଆଲ ମିଡ଼ିଆରେ ଜୋରରେ ଭାଇରାଲ ହେଉଛି। ଯାହାକୁ ଦେଖିବା ପରେ ଆପଣଙ୍କୁ ମଧ୍ୟ ହସ ଲାଗିବ।

https://twitter.com/buitengebieden_/status/1395487926503497731?ref_src=twsrc%5Etfw%7Ctwcamp%5Etweetembed%7Ctwterm%5E1395487926503497731%7Ctwgr%5E%7Ctwcon%5Es1_&ref_url=https%3A%2F%2Fwww.tv9hindi.com%2Ftrending%2Fviral-video-of-bird-bark-like-a-dog-animal-will-shocked-to-see-it-666963.html

ଭିଡ଼ିଓରେ ଆପଣ ଦେଖି ପାରିବେ କି ଜଣେ ମାଟି ଉପରେ ଆରାମରେ ଶୋଇଛି, କିନ୍ତୁ ସେହି ସମୟରେ ଗୋଟିଏ ପକ୍ଷୀ ସେଠାକୁ ଆସିଥାଏ ଏବଂ କୁକୁରକୁ ଚିଡାଇବା ଆରମ୍ଭ କରି ଦେଇଥାଏ। ପକ୍ଷୀଟି କୁକୁର ସାମ୍ନାକୁ ଆସି ତାର ସ୍ବର ବାହାର କରିବା ଆରମ୍ଭ କରି ଦେଇଥାଏ। କୁକୁରକୁ ଏହି କଥାକୁ ନେଇ ବିରକ୍ତ ଲାଗିଥାଏ ଏବଂ ସେ ପକ୍ଷୀକୁ ଦେଖି ଡିଷ୍ଟର୍ବ ଅନୁଭବ କରିବାକୁ ଲାଗିଥାଏ।

ଏହି ମଜାଦାର ଭିଡିଓକୁ ଏହି ପୁଲର ଟୁଇଟର ଆକାଉଣ୍ଟ Buitengebiedenରେ ସେୟାର କରାଯାଇଛି।ଯାହା ସହିତ ସେ କ୍ୟାପଶନରେ ଲେଖିଛନ୍ତି କି ସାଉଣ୍ଡ ଅନ(Sound On)। ଆପଣଙ୍କୁ ଜାଣିଲେ ଆଶ୍ଚର୍ଯ୍ୟ ଲାଗିବ କି ଏହି ଭିଡିଓରେ ପୂରା ଖେଳ ହିଁ ଶବ୍ଦର ଅଟେ। ଆପଣଙ୍କୁ ସୂଚନା ପାଇଁ ଜଣାଇ ଦେଉଛୁ କି ୫ଲକ୍ଷରୁ ଅଧିକ ଲୋକ ଦେଖି ସାରିଛନ୍ତି। ସେଠାରେ,୨୦୦୦ ହଜାରରୁ ଅଧିକ ୟୁଜର୍ସ ଏହାକୁ ରୀଟୁଇଟ ମଧ୍ୟ କରିଛନ୍ତି।

Leave a Reply

Your email address will not be published. Required fields are marked *