ଦେଖନ୍ତୁ video: ଚିଲ ଛଡେଇ ନେବାପାଇଁ ଚାହୁଁଥିଲା ବ୍ୟକ୍ତି ଜଣଙ୍କ ହାତରୁ ଖାଦ୍ୟ, ପୁଣି ହେଲା କିଛି ଏମିତି, ଭିଡିଓ ଦେଖିଲେ ଆଶ୍ଚର୍ଯ୍ୟ ହୋଇଯିବେ

ଗୋଟିଏ ଚିଲ ପକ୍ଷୀ ବ୍ୟକ୍ତି ଜଣଙ୍କ ହାତରୁ ଖାଦ୍ୟ ଛଡେଇବା ପାଇଁ ଚେଷ୍ଟା କରୁଛି, କିନ୍ତୁ ବ୍ୟକ୍ତି ଜଣଙ୍କ ସେହି ପକ୍ଷୀ ଠାରୁ ମଧ୍ୟ ଅଧିକ ଚତୁର ବାହାରିଥିଲେ ଏବଂ ସେ ପକ୍ଷୀକୁ ଏମିତି ଶିକ୍ଷା ଦେଇଥିଲେ କି ପକ୍ଷୀଟି ସାରା ଜୀବନ ପାଇଁ ମନେ ରଖିବ।

ସୋସିଆଲ ମିଡିଆରେ ପ୍ରତିଦିନ ପଶୁ-ପକ୍ଷୀ ମାନଙ୍କ ସହିତ ଯୋଡା ଭିଡିଓ ଭାଇରାଲ ହେବାରେ ଲାଗିଥାଏ। ଯାହାକୁ ୟୁଜର୍ସ ମାନଙ୍କ ଦ୍ଵାରା ବହୁତ ପସନ୍ଦ କରାଯାଇଥାଏ। ଏହି ଭିଡିଓ ଅନେକ ଥର ଆଶ୍ଚର୍ଯ୍ୟ କରିଦେବା ଭଳି ହୋଇଥାଏ ତ ସେଠାରେ ଅନେକ ଥର ଏହାକୁ ଦେଖି ହସ ଲାଗିଥାଏ। ବର୍ତମାନ ଦିନରେ ଗୋଟିଏ ଏମିତି ହିଁ ଭିଡିଓ ଭାଇରାଲ ହେଉଛି। ଯାହାକୁ ଦେଖିବା ପରେ ଆପଣ ମଧ୍ୟ ଆଶ୍ଚର୍ଯ୍ୟ ହୋଇଯିବେ।

ଭିଡ଼ିଓରେ ଗୋଟିଏ ଚିଲ ପକ୍ଷୀ ବ୍ୟକ୍ତି ଜଣଙ୍କ ହାତରୁ ଖାଦ୍ୟ ଛଡେଇବା ପାଇଁ ଚେଷ୍ଟା କରୁଛି, କିନ୍ତୁ ବ୍ୟକ୍ତି ଜଣଙ୍କ ସେହି ପକ୍ଷୀ ଠାରୁ ମଧ୍ୟ ଅଧିକ ଚତୁର ବାହାରିଥିଲେ ଏବଂ ସେ ପକ୍ଷୀକୁ ଏମିତି ଶିକ୍ଷା ଦେଇଥିଲେ କି ପକ୍ଷୀଟି ସାରା ଜୀବନ ପାଇଁ ମନେ ରଖିବ। ଏହି ପୂରା ଘଟଣା ବ୍ୟକ୍ତିଜଣଙ୍କ ପୁଅ କ୍ୟାମେରାରେ ବନ୍ଦି କରି ନେଇଥିଲେ, ଯାହାକୁ ଦେଖି ସୋସିଆଲ ମିଡିଆ ୟୁଜର୍ସ ବହୁତ ଆଶ୍ଚର୍ଯ୍ୟ ହୋଇ ଯାଇଛନ୍ତି।

ଭିଡ଼ିଓରେ ଆପଣ ଦେଖି ପାରୁଥିବେ କି ଜଣେ ବ୍ୟକ୍ତି ନିଜ ଛୁଆଙ୍କ ପାଇଁ କିଛି ଖାଇବା ଜିନିଷ ଧରି ଯାଉଥିଲେ, ସେହି ସମୟରେ ହଠାତ ଗୋଟିଏ ଚିଲ ଉଡି ଉଡି ତାଙ୍କ ଆଡ଼କୁ ଆସିଥାଏ, ଏବଂ ତାଙ୍କ ଖାଦ୍ୟ ଛଡେଇ ନେବାପାଇଁ ଚେଷ୍ଟା କରିଥାଏ, କିନ୍ତୁ ସେହି ସମୟରେ ତାଙ୍କ ଛୁଆ ଚିଲ୍ଲେଇବାକୁ ଆରମ୍ଭ କରି ଦେଇଥାଏ, ଯାହାଦ୍ଵାରା ସେ ସତର୍କ ହୋଇଯାଇଥାନ୍ତି ଏବଂ ଚିଲ ମୁହଁ ଉପରକୁ ଗୋଟିଏ ଜୋରଦାର ମୁଥ ମାରିଥିଲେ।ଯାହାପରେ ପକ୍ଷୀ ସେଠାରୁ ଛୁ ମନ୍ତର ହୋଇ ଯାଇଥାଏ।

ଏହି ଆଶ୍ଚର୍ଯ୍ୟ କରି ଦେବା ଭଳି ଭିଡିଓକୁ Reddit ୟୁଜର PublicFreakout ସେୟାର କରିଛନ୍ତି।ଯାହା ସହିତ ସେ ଲେଖିଛନ୍ତି କି ବ୍ୟକ୍ତିଜଣଙ୍କ ହାତରୁ ଫ୍ରାନ୍ସ(ଝିଙ୍ଗା) ଚୋରେଇବାର ଚେଷ୍ଟାରେ ଚିଲ ମୁହଁ ଉପରେ ମୁଥ ପଡ଼ିଥିଲା।ଏହା ସହିତ ହିଁ ଏହି ଭିଡିଓକୁ ଲୋକମାନଙ୍କ ଦ୍ବାରା ବହୁତ ପସନ୍ଦ କରାଯାଉଛି।

Leave a Reply

Your email address will not be published. Required fields are marked *