ଦେଖନ୍ତୁ video: ଦୋମୁହାଁ ସାପର କବଳକୁ ଆସିଗଲା ମୂଷା, ଦେଖନ୍ତୁ ଏହି ଭୟାନକ Video

ସୋସିଆଲ ମିଡିଆରେ ବର୍ତ୍ତମାନ ଗୋଟିଏ ଆଶ୍ଚର୍ଯ୍ୟ କରି ଦେବାଭଳି ଭିଡିଓ ସାମ୍ନାକୁ ଆସିଛି। ଯେଉଁଥିରେ ଗୋଟିଏ ଦୋମୁହାଁ ସାପ ଅଜବ ପ୍ରକାର ଅନ୍ଦାଜରେ ଶିକାର କରୁଥିବାର ଦେଖାଯାଇଛି।

ସୋସିଆଲ ମିଡିଆରେ ପ୍ରତିଦିନ ଜୀବଜନ୍ତୁ ମାନଙ୍କ ସହିତ ଯୋଡା ଭିଡିଓ ଭାଇରାଲ ହେବାକୁ ଲାଗିଥାଏ। ଗୋଟିଏ ପାର୍ଶ୍ୱରେ ଯେଉଁଠାରେ ଏଥିରେ କିଛି ଜିନିଷ ହସିବା ଭଳି ହୋଇଥାଏ, ତ ସେଠାରେ କିଛି ଜିନିଷକୁ ଦେଖି ଆଶ୍ଚର୍ଯ୍ୟ ମଧ୍ୟ ଲାଗିଥାଏ। ବର୍ତମାନ ଦିନରେ ଗୋଟିଏ ଏମିତି ହିଁ ଭିଡିଓ ସାମ୍ନାକୁ ଆସିଛି। ଯାହାକୁ ଦେଖିବା ପରେ ଆପଣ ଆଶ୍ଚର୍ଯ୍ୟ ହୋଇଯିବେ।

ଆମେ ସମସ୍ତେ ଜାଣିଛେ କି ସାପ ନିଜର ଶିକାରକୁ ବହୁତ ଶୀଘ୍ର ଗିଳି ଦେଇଥାଏ,ସେ କୈାଣସି ବି ଏମିତି ସୁଯୋଗ ଛାଡି ନଥାଏ ଯାହାଦ୍ଵାରା ତାର ଶିକାର ବଞ୍ଚିବାର କୈାଣସି ବାଟ ରହିବ।ଏହା ସହିତ ଯୋଡା ଗୋଟିଏ ଭିଡିଓ ବର୍ତ୍ତମାନ ସାମ୍ନାକୁ ଆସିଛି। ଯେଉଁଥିରେ ଦୋମୁହାଁ ସାପ (Two Headed Snake) ଦେଖା ଯାଉଛି, ଯିଏ ଗୋଟିଏ ମୂଷାକୁ ବହୁତ ଜୋରରେ ଗିଳି ଦେଇଛି।

ଏଠାରେ ଦେଖନ୍ତୁ ଭିଡିଓ

ଭିଡ଼ିଓରେ ଆପଣ ଦେଖି ପାରୁଥିବେ କି ଦୋମୁହାଁ ସାପ (Two Headed Snake) ଦେଖା ଯାଉଛି, ଯିଏ ଗୋଟିଏ ବଡ଼ ମୂଷା ଗିଳି ଦେଇଥାଏ। ଦୁର୍ବଳ ହୃଦୟର ଲୋକମାନେ ଏହି ଭୟଙ୍କର ଭିଡିଓ(Horror Video)କୁ ଦେଖି ଡରିଯାଇ ପାରନ୍ତି। ଏହି ସାପର ଦୁଇଟି ମୁଣ୍ଡ(Two Headed Snake) ରହିଛି ଏଥିପାଇଁ ଏହାର ନାମ ବେନ ଏବଂ ଜେରୀ ରଖାଯାଇଛି। ଏହି ଭୟଙ୍କର ସାପ ଗୋଟିଏ ମୂଷାକୁ ମୁହଁରେ ରଖି ଗିଳି ଦେଇଥିଲା।

ସୋସିଆଲ ମିଡିଆରେ ଏହି ଭିଡିଓକୁ ଦେଖି ଲୋକମାନେ ଆଶ୍ଚର୍ଯ୍ୟ ହୋଇ ଯାଇଛନ୍ତି ଏବଂ ନିଜ ନିଜର ପ୍ରତିକ୍ରିୟା କମେଣ୍ଟ ମାଧ୍ୟମରେ ଦେବାକୁ ଲାଗିଛନ୍ତି। ଜଣେ ୟୁଜର କହିଛନ୍ତି କି ଏହି ଦୃଶ୍ୟ ବାସ୍ତବରେ ଆଶ୍ଚର୍ଯ୍ୟ କରିଦେବା ଭଳି ଅଟେ। ସେଠାରେ ଅନ୍ୟ ଜଣେ ୟୁଜର ଲେଖିଛନ୍ତି କି ଦୋମୁହାଁ ସାପ ବହୁତ ଅଜବ ପ୍ରକାରରେ କରିଛି ଶିକାର।ଏହା ବ୍ୟତୀତ ଆହୁରି ମଧ୍ୟ ଅନେକ ୟୁଜର ଏହି ଭିଡିଓ ଉପରେ ନିଜ ନିଜର ପ୍ରତିକ୍ରିୟା ଦେଇଛନ୍ତି।

ଆପଣଙ୍କୁ ସୂଚନା ପାଇଁ ଜଣାଇ ଦେଉଛୁ କି ଏହି ଆଶ୍ଚର୍ଯ୍ୟ କରି ଦେବା ଭଳି ଭିଡିଓକୁ ପ୍ରସିଦ୍ଧ ଭିଡିଓ କଣ୍ଟେଣ୍ଟ କ୍ରିଏଟର Brian Barczyk ସେୟାର କରିଛନ୍ତି। ବ୍ରାୟନ ଏନିମଲ ଏଡଭେଞ୍ଚର (Animal Adventure) ପାଇଁ ସାରା ଦୁନିଆର ଅଲଗା ଅଲଗା ସ୍ଥାନରେ ବୁଲିବାକୁ ଲାଗିଛନ୍ତି। ଏହି ଭିଡିଓ ଖବର ଲେଖା ଯିବା ପର୍ଯ୍ୟନ୍ତ ୨ଲକ୍ଷ ୪୩ହଜାର ଲୋକ ଦେଖି ସାରିଛନ୍ତି।

Leave a Reply

Your email address will not be published. Required fields are marked *