କରୋନା ସଂକ୍ରମିତ ରୋଗୀଙ୍କୁ ଅସଦା-ଚରଣ : ସଫା କରିବା ଛଳନାରେ ପ୍ରବେଶ କରିଥିଲେ ଦୁଇଜଣ ୱାର୍ଡ ବାଳକ, ନିବସ୍ତ୍ର କରିବାକୁ ଚେଷ୍ଟା କରିଥିଲେ

ମଧ୍ୟପ୍ରଦେଶର କରୋନା ସଂକ୍ରମଣ ବଢିବା ଯୋଗୁଁ ଲୋକମାନଙ୍କୁ ଠିକ ସମୟରେ ଚିକିତ୍ସା ମିଳିପାରୁନାହିଁ । ଯାହାଫଳରେ ଲୋକମାନଙ୍କର ମୃ-ତ୍ୟୁ ହୋଇଯାଉଛି । ଯେଉଁ ରୋଗୀମାନେ ହସ୍ପିଟାଲରେ ଭର୍ତ୍ତି ଅଛନ୍ତି , ପ୍ରବନ୍ଧନ ଦ୍ୱାରା ସେମାନଙ୍କର ମଧ୍ୟ ଚିକିତ୍ସା କରାଯାଉନାହିଁ । ଶୁଣିବାକୁ ମିଳିଛି କି ହସ୍ପିଟାଲରେ ଭର୍ତ୍ତିଥିବା ମହିଳା ରୋଗୀଙ୍କ ସହ ୱାର୍ଡ ବାଳକମାନେ ଅସଦାଚରଣ କରୁଛନ୍ତି । ଏହିଭଳି ଏକ ମାମଲା ଇନ୍ଦୋର ଜିଲ୍ଲାରୁ ଆସିଛି । ଏଥିରେ ଥିବା ଏକ ମହିଳାଙ୍କ ଠାରୁ ଅଭି-ଯୋଗ ଆସିଛି ଯେ ୱାର୍ଡ ବାଳକଙ୍କ ଦ୍ଵାରା ତାଙ୍କୁ ଅ-ଶ୍ଳୀ-ଳ-ତା କରାଯାଇଥିଲା ବରଂ ତାଙ୍କୁ ନିବସ୍ତ୍ର କରିବା ପାଇଁ ମଧ୍ୟ ଚେଷ୍ଟା କରାଯାଇଥିଲା ।

17 ମେ ପର୍ଯ୍ୟନ୍ତ ଲକଡାଉନ ବୃଦ୍ଧି କରାଗଲା , କେବଳ ଏହି ସେବା ଚାଲୁ ରହିବ :

ସୂଚନା ଅନୁସାରେ ସୟୋଗୀତା ଗଞ୍ଜ ଥା-ନା ଅଞ୍ଚଳରେ ଥିବା ଏକ ହସ୍ପିଟାଲରେ କରୋନା ପଜେଟିଭ ମହିଳାଙ୍କୁ ଭର୍ତ୍ତି କରାଯାଇଥିଲା । ଏହି ସମୟରେ ମଙ୍ଗଳବାର ସନ୍ଧ୍ୟାରେ ଦୁଇଜଣ ୱାର୍ଡ ବାଳକ ସଫେଇ ନାମରେ ଯୁବତୀଙ୍କ ରୁମକୁ ପ୍ରବେଶ କରିଥିଲେ ଏବଂ ଏକାଥିବା ଯୁବତୀଙ୍କ ସହ ଅ-ଶ୍ଳୀ-ଳ କାର୍ଯ୍ୟ କରିବାକୁ ଉଦ୍ୟମ କରାଯାଇଥିଲା । ଏହାସହ ଉଭୟ ଯୁବତୀଙ୍କୁ ନି-ବସ୍ତ୍ର କରିବାକୁ ଚେଷ୍ଟା ମଧ୍ୟ କରିଥିଲେ । କିନ୍ତୁ ଯେତେବେଳେ ଯୁବତୀ ଜୋରରେ ଚି-ତ୍କା-ର କରିବାକୁ ଲାଗେ ଉଭୟ ଦୌଡ଼ି ପଳାନ୍ତି ।

ବିଜେପି ଉପରେ ବରସିଲେ କମଳନାଥ , କହିଲେ ମୃ-ତ୍ୟୁ-ର ସଂଖ୍ୟା ଲୁଚାଯାଇଛି । ସରକାର ଲକ୍ଷ ଲକ୍ଷ ଲୋକମାନଙ୍କ ସହ ରାଜନୀତି କରୁଛି :

ଯୁବତୀର ପରିବାର ଲୋକେ ଯେତେବେଳେ ହସ୍ପିଟାଲରେ ପହଞ୍ଚିଲେ ସେ ସବୁ କଥା କହିଦେଲେ । କିନ୍ତୁ ଯୁବତୀଙ୍କର ଅବସ୍ଥା ସ୍ଥିର ନଥିବାରୁ ପରିବାର ଲୋକେ ୱାର୍ଡ ବାଳକମାନଙ୍କ ଉପରେ କାର୍ଯ୍ୟାନୁଷ୍ଠାନ କରିବାକୁ ବାରଣ କରିଥିଲେ । ଏଥି ସହ ହସ୍ପିଟାଲ ପରିଚାଳକ ଉଭୟ ୱାର୍ଡ ବାଳକଙ୍କୁ ଚାକିରିରୁ ବହିଷ୍କାର କରିଛନ୍ତି ।

Leave a Reply

Your email address will not be published. Required fields are marked *