ପିଲାଟି ଏତେ Backflip ମାରୁଛି ଯେ ଦେଖିବା ଲୋକମାନଙ୍କ ଆଖି ଖୋସି ହେଇ ଯାଉଛି

ଏକାଥରକେ ଅନେକ Backflip

Backflip ମାରିବା ପାଇଁ ସାହସର ଆବଶ୍ୟକତା ପଡ଼େ । ଅନେକଥର ମୁହଁରେ ଆ-ଘା-ତ ଲାଗିଥାଏ । ଅନେକ ଦିନ ପର୍ଯ୍ୟନ୍ତ ଫୁଲା ଯାଇନଥାଏ । ଲୋକମାନଙ୍କ ଭିତରେ ସାହସ ପ୍ରଚୁର ମାତ୍ରରେ ଅଛି । ଏକ ପିଲାଟିର ଭିଡ଼ିଓ ସମ୍ନାକୁ ଆସିଛି । ସେ ଏକାଥରକେ ଏତେ Backflip ମାରିଛି ଯେ ଆପଣ କିଛି ବୁଝିପାରିବେ ନାହିଁ ଏବଂ କହିବେ ଇଏ କଣ ହେଉଛି , ଏହା କିପରି ଜଣେ କରିପାରିବ ।

ଭିଡ଼ିଓଟି ଭାଇରାଲ ହେଉଛି

ରେକ୍ସ ଚାପମ୍ୟାନ ଏହି ଭିଡ଼ିଓଟିକୁ ସେୟାର କରିଛନ୍ତି । ଏହି ଭିଡ଼ିଓରେ ଦେଖିପାରିବା ଯେ ଏକ ପିଲା ଏଭଳି Backflip ମାରେ ଯେ କିଛି ସମୟ ପରେ ଲାଗେ କି କୌଣସି ମେସିନ ଯେପରି ଚାଲୁଛି କିମ୍ବା କିଏ ଭିଡ଼ିଓଟିକୁ ଏଡିଟ କରିଛି । ଖବରଟି ଲେଖାହେବ ପର୍ଯ୍ୟନ୍ତ ଏହି ଭିଡ଼ିଓଟିକୁ 30 ଲକ୍ଷରୁ ଅଧିକ ଭିୟୁ ମିଳିସାରିଛି । ଏହି ଭିଡ଼ିଓଟି କାହାର ଏବଂ କେଉଁ ସ୍ଥାନର ତାହା ଜଣା ନାହିଁ ।

ସେ 40 ସେକେଣ୍ଡରେ 60 ବ୍ୟାକ ଫ୍ଲିପ ମାରିଦେଲା

ସେ କହିଛନ୍ତି 82 ହେଉଛି ଭାଇ

ସେ ବସି Backflip ଗୁଡିକୁ ଗଣୁଛନ୍ତି ।

ଭିଡ଼ିଓ ଦେଖିବା ପରେ ଅବସ୍ଥା

ଖାଦ୍ୟର ଅବସ୍ଥା ପେଟରେ ଏପରି ହୋଇଯାଇଥିବ

ଯଦିଓ କିଛି ଲୋକ କହୁଛନ୍ତି ଏହି ଭିଡ଼ିଓଟି ଫେକ ଅଟେ ଏବଂ କିଛି କହୁଛନ୍ତି କି ଏହା ଫେକ ନୁହେଁ । ଏପର୍ଯ୍ୟନ୍ତ ଏହାର ସତ୍ୟତା ବିଷୟରେ ଜଣାପଡି ନାହଁ ।

ଭିଡ଼ିଓ ଦେଖିବା ପରେ ଵ୍ୟାକରେ ଯନ୍ତ୍ରଣା ଆରମ୍ଭ ହୋଇଛି

ଭାଇଜଣକ ପଡିଯାଇଛନ୍ତି ।

ଆରେ ମୁଣ୍ଡ ବୁଲାଉଛିରେ ବାବା

କିପରି ପଡିଛନ୍ତି ଏହି ବ୍ୟକ୍ତିଜଣକ

ଆପଣଙ୍କର ଏହି ଭିଡ଼ିଓ ଉପରେ ମତାମତ କଣ ? ଆପଣଙ୍କୁ ଅନୁରୋଧ ଯେ ଘରେ ଏଭଳି ଚେଷ୍ଟାକରନ୍ତୁ ନାହିଁ ।

Leave a Reply

Your email address will not be published. Required fields are marked *