ଜଣେ ପ୍ରେମିକ ତା’ର ପ୍ରେମିକା ସହ ଫୋଟୋ ଉଠାଇବାକୁ କଲା ମନା। ଏହାର କାରଣ କଣ ଜାଣିଲେ ଆଶ୍ଚର୍ଯ୍ୟ ହୋଇଯିବ

ପ୍ରେମିକ ଜଣକ ନିଜର ଦୁଃଖ ରିଲେସନସିପ ପୋର୍ଟାଲ ରେ ସେୟାର କରି ଜଣାଇଥିଲା। ସେ ତା’ର ପ୍ରେମିକା ସହ ଫୋଟୋ ଉଠାଇବା ପାଇଁ ମନା କରୁଥିଲା। କାରଣ ସେ ଦୁହିଁଙ୍କ ହାଇଟ ରେ ଅନ୍ତର ନଥିଲା। ଏହାକୁ ଦେଖି ପ୍ରେମିକର ସାଙ୍ଗମାନେ ତା ସହ ପରିହାସ କରୁଥିଲେ।

ରିଲେସନସିପ ପୋର୍ଟାଲରେ ପ୍ରେମିକର ଦୁଃଖ:

କିଛିଲୋକ ନିଜ ଇନସିକ୍ୟୁରିଟିରେ ଅନେକ ପ୍ରକାରର ବିଚିତ୍ର କାମ କରି ଦେଇଥାଆନ୍ତି। ଏହି କାମ ତାଙ୍କୁ କେତେବେଳେ ସୁଖ ଓ କେତେବେଳେ ଦୁଃଖ ଦେଇଥାଏ। ରିଲେସନସିପ ପୋର୍ଟାଲ ହେଉଛି, ସ-ମ୍ବନ୍ଧ ସହ ମିଶି ନିଜର ସୁଖ ଦୁଃଖ ସେୟାର କରିବା। କିନ୍ତୁ ଜଣେ ପ୍ରେମିକ ଏଭଳି ଏକ ସମସ୍ୟା ସେୟାର କରିଛି ଯାହାକୁ ପଢ଼ି ଲୋକମାନେ କ୍ରୋଧିତ ହୋଉଛନ୍ତି। ସେ ତା’ର ପ୍ରେମିକା ସହ ଫୋଟୋ ଉଠାଇବା ପାଇଁ ଅସନ୍ତୁଷ୍ଟ ହୋଇଛି।

ପ୍ରେମିକା ସହ ଫୋଟୋ ଉଠାଇବାକୁ ଅସନ୍ତୁଷ୍ଟ:

ଜଣେ ପ୍ରେମିକ ତାର ସମସ୍ୟା ବିଷୟରେ ରିଲେସନସିପ ପୋର୍ଟାଲରେ ସେୟାର କରିଛି। ଲୋକମାନେ ତା’କୁ ତା’ର ସମସ୍ୟାରୁ ମୁକ୍ତ କରିବା ପରିବର୍ତ୍ତେ, ତା ଉପରେ କ୍ରୋ-ଧିତ ହୋଇଛନ୍ତି। ପ୍ରେମିକର ସମସ୍ୟା କି, ସେ ତା’ର ପ୍ରେମିକା ସହ ଫୋଟୋର ଗୋଟିଏ ପରଦାରେ ଆସିବାକୁ ଚାହୁଁନି।
ହାଇଟ କୁ ନେଇ ପ୍ରେମିକର ଚିନ୍ତା:

ଆପଣ ଜାଣିଥିବେ ଯେ, ପ୍ରେମରେ ଧର୍ମ, ରୂପ,ରଙ୍ଗ, ସାନ ବଡ଼, ଓଜନ ଦେଖାଯାଇ ନଥାଏ। କିନ୍ତୁ ଜଣେ ପ୍ରେମିକକୁ ତାର ପ୍ରେମିକାର ହାଇଟକୁ ନେଇ ଅସୁବିଧା ହେଉଛି। ପ୍ରେମିକ ତାର ପ୍ରେମିକାଠାରୁ ଅଧଇଞ୍ଚ ବଡ଼। ଯେତେବେଳେ ପ୍ରେମିକା ହିଲ ପିନ୍ଧିଥାଏ, ସେତେବେଳେ ପ୍ରେମିକ ତାଠାରୁ ସାନ ହୋଇଥାଏ। ଏହା ହେଉଛି ପ୍ରେମିକ ପାଇଁ ଚିନ୍ତାର କାରଣ।

ପ୍ରେମିକର ସାଙ୍ଗମାନେ କଲେ ପରିହାସ:

ଥରେ ପ୍ରେମିକ ତାର ପ୍ରେମିକା ସହ ଉଠିଥିବା ଫୋଟୋକୁ ତାର ସାଙ୍ଗମାନଙ୍କୁ ଦେଖାଇଥିଲା। ସାଙ୍ଗମାନେ ତାର ହାଇଟକୁ ନେଇ ପରିହାସ କରିଥିଲେ। ସେ ଏଥିରୁ ବଞ୍ଚିବା ପାଇଁ ପ୍ରେମିକା ସହ ଫୋଟୋ ନଉଠାଇବାର ନିର୍ଣ୍ଣୟ ନେଲା। ଏହି ନିର୍ଣ୍ଣୟରେ ପ୍ରେମିକା ମନ ଦୁଃଖ କରିଥିଲା।

ସମସ୍ତଙ୍କ ଆଗରେ ଫୋଟୋ ଉଠାଇବାକୁ କଲା ମନା:

ପ୍ରେମିକ ତା ଘରେ ଏକ ପାର୍ଟି ରଖିଥିଲା। ସେଥିରେ ତାର ସାଙ୍ଗମାନଙ୍କ ସହ ତାର ପ୍ରେମିକାକୁ ବି ଆମନ୍ତ୍ରଣ କରିଥିଲା। ପ୍ରେମିକା ସେଦିନ ହିଲ ପିନ୍ଧି ଆସିଥିଲା। ଏଥିପାଇଁ ସେ ତା ଉପରେ ଅସନ୍ତୁଷ୍ଟ ଥିଲା। ପରିବାର ଲୋକଙ୍କ ବୁଝାଇବା ପରେ ମଧ୍ୟ ସେ ତାର ପ୍ରେମିକା ସହ ଗୋଟେ ବି ଫୋଟୋ ଉଠାଇ ନଥିଲା।

ଲୋକମାନଙ୍କର ରିଲେସନସିପ ପୋର୍ଟାଲରେ ପ୍ରତିକ୍ରିୟା:

ଲୋକମାନେ ତାର ସମସ୍ୟାକୁ ପଡ଼ି କ୍ରୋଧିତ ହୋଇଥିଲେ। ସେମାନେ କହିଥିଲେ କି, ସମ୍ବନ୍ଧରେ ସାନ ବଡ଼ ଦେଖାଯାଏ ନାହିଁ। ଆଗକୁ ତାର ପ୍ରେମିକା ସହ ଏଭଳି ବ୍ୟବହାର ନ କରିବା ପାଇଁ ମଧ୍ୟ ଉପାୟ ଦେଇଥିଲେ।

Leave a Reply

Your email address will not be published. Required fields are marked *