ମୌନି ରାୟଙ୍କ ଆଙ୍ଗୁଠିରେ ହୀରାର ମୁଦି ଦେଖି ଫ୍ୟାନସ ମାନେ କହିଲେ ଏମିତି କଥା

ଅଭିନେତ୍ରୀ ମୌନି ରାୟ ସୋଶିଆଲ ମିଡିଆରେ ବହୁତ ଆକ୍ଟିଭ ରୁହନ୍ତି। ସେଥିପାଇଁ ସେ କେବେ କେବେ ସୋଶିଆଲ ମିଡିଆରେ ନିଜର ଫଟୋ ସେୟାର କରନ୍ତି। ମଙ୍ଗଳବାର କୁୁ ମୌନି ଏକ ଫଟୋ ନିଜର ଫ୍ୟାନସ୍ ମାନଙ୍କ ସହ ସେୟାର କରିଥିଲେ। ଯାହାକୁ ଦେଖି ସମସ୍ତଙ୍କର ହୋସ ଉଡିଗଲା। ବାସ୍ତବରେ ମୌନି ଯେଉଁ ଫଟୋ ସେୟାର କରିଥିଲେ ସେଥିରେ ସେ ଗୋଟେ ବଡ ହୀର ମୁଦି ପିନ୍ଧିଥିଲେ। ଏହି ଫଟୋ କୁ ଦେଖି ଏମିତି ଲାଗିଲା କି ମୌନି ରାୟ ଙ୍କର ଏଙ୍ଗେଜମେଣ୍ଡ ହେଇଯାଇଛି।

Google

ଭିଡ଼ିଓ ବି ଶେୟାର କରିଛନ୍ତି:

ମୌନି ଇନଷ୍ଟାଗ୍ରାମ୍ ରେ ଫଟୋ ସେୟାର କରିବା ସହିତ ଏକ ଭିଡିଓ ମଧ୍ୟ ସେୟାର କରିଥିଲେ , ଯେଉଁଥିରେ ସେ ଲୋକମାନଙ୍କୁ ସେହି ହୀର ର ମୁଦି ଦେଖଉ ଥିଲେ। ଏହି ପୋଷ୍ଟ କୁ ଦେଖି ସମସ୍ତେ କହିଲେ କି ମୌନି ରାୟ ଙ୍କର ଏଙ୍ଗେଜମେଣ୍ଡ ହେଇଯାଇଛି।

ମୌନି ଏହି ଫଟୋ ସେୟାର କରି ଏକ କ୍ୟାପସନ ଲେଖିଥିଲେ, ଯେଉଁଥିରେ ସେ କହିଛନ୍ତି କି ” ମତେ ବିଶ୍ବାସ ହେଉନାହିଁ କି ଏବେ ଭାରତ ରେ ମଧ୍ୟ ଏ ପରି ବ୍ରାଣ୍ଡ ଅଛିବୋଲି। ଯିଏ ଏଙ୍ଗେଜମେଣ୍ଡ ମୁଦି ବନେଇବାରେ ମାହିର ଅଟେ। ମତେ ତାଙ୍କର ସବୁ କଲେକ୍ସନ ବହୁତ ପସନ୍ଦ ଲାଗୁଛି। ଆପଣ ବି ନିଶ୍ଚିତ ଦେଖନ୍ତୁ। ଆପଣ ଆପଣଙ୍କର ଡିଜାଇନ କୁ କସ୍ଟମାଇଜ ମଧ୍ୟ କରିପାରିବେ ଏହା ପୁଣି ଏକ୍ସପୋର୍ଟସ୍ ଙ୍କ ସାହାର୍ଯ୍ୟ ରେ। ଏହାର ଅର୍ଥ ମୌନି ନିଜର ଏହି ପୋଷ୍ଟ ମାଧ୍ୟମ ରେ ଏକ ବ୍ରାଣ୍ଡ ର ପ୍ରମୋଶନ କରୁଥିଲେ।

Google

ମୌନି ରାୟ ଡାଇରେକ୍ଟର ଆୟାନ ମୁଖାର୍ଜୀ ଙ୍କୁ ଡେଟ କରୁଛନ୍ତି। ଆୟାନ ମୁଖାର୍ଜୀ ଏବଂ ମୌନି ରାୟ ଙ୍କର ଦେଖା ଫିଲ୍ମ ବ୍ରହ୍ମାଅସ୍ତ୍ର ର ସୁଟିଂଗ ଦ୍ବାରା ହୋଇଥିଲା। ଏହି ଫିଲ୍ମ କୁ ଆୟାନ ଡାଇରେକ୍ଟ କରିଛନ୍ତି। ଫିଲ୍ମ ଏହି ବର୍ଷ ଆସିବାର ଅଛି। କିନ୍ତୁ କୋରୋନା ପାଇଁ ଏହା ଫିଲ୍ମ କୁ ଆସନ୍ତା ବର୍ଷ ରିଲିଜ୍ କରାଯିବ। ଏହି ଫିଲ୍ମ ରେ ମୌନି ଙ୍କ ବ୍ୟତିତ ରଣବୀର କାପୁର ଏବଂ ଆଲିଆ ଭଟ୍ଟ ମଧ୍ୟ ଅଛନ୍ତି। ଏହି ସମୟ ରେ ମୌନି ଲଣ୍ଡନ ରେ ଅଛନ୍ତି। ଯେଉଁଠି ସେ ତାଙ୍କ ଫିଲ୍ମ ସୁଟିଂଗ କରୁଛନ୍ତି।

ବନ୍ଧୁଗଣ ଯଦି ଆମର ଏହି ଆର୍ଟିକିଲ ଟି ଭଲ ଲାଗିଥାଏ ଗୋଟିଏ ଲାଇକ ଏବଂ ସେୟାର କରିବାକୁ ଅନୁରୋଧ। ଏହାକୁ ନେଇ ଆପଣଙ୍କ ମତା ମତ ଦେବାକୁ ଭୁଲନ୍ତୁ ନାହିଁ। ଏମିତି ପ୍ରତିଦିନ ଦେଶ ଦୁନିଆ, ଜଣା ଅଜଣା, ସ୍ବାସ୍ଥ୍ୟ, ଜ୍ୟୋତିଷ, ମନୋରଞ୍ଜନ ଇତ୍ୟାଦି ଖବର ଜାଣିବାକୁ ଆମର ଏହି ପେଜ କୁ ଲାଇକ କରନ୍ତୁ।

Leave a Reply

Your email address will not be published. Required fields are marked *