କେଉଁ ପାପ କର୍ମ କଲେ ଆରଜନ୍ମରେ ମିଳିଥାଏ ଭୟ-ଙ୍କର ରୁପ। ତେବେ ଆସନ୍ତୁ ଜାଣିବା

ବନ୍ଧୁଗଣ ହିନ୍ଦୁ ଧର୍ମରେ ଆତ୍ମାକୁ ଅଜୟ ଅମର ବୋଲି ମାନି ନିଆଯାଇଥାଏ। ହିନ୍ଦୁ ଧର୍ମ ପୁନର୍ଜନ୍ମ ଉପରେ ବିଶ୍ୱାସ କରିଥାଏ। ମାନେ ମଣିଷ ମୃ-ତ୍ୟୁକୁ ପ୍ରାପ୍ତ ହୋଇଗଲା ପରେବି ତାର ଆତ୍ମା ଜିବତ ରହିଥାଏ। ଧର୍ମ ଗ୍ରନ୍ଥରେ କୁହାଯାଇଛି କି ମଣିଷ ମରିବା ପରେ ତାର ଆତ୍ମା ସେହି ଶରୀର ଛାଡ଼ି ଏକ ନୁଆ ଶରୀର ଭିତରେ ପ୍ରବେଶ କରିଥାଏ। ଯେମିତି ଆମେ ପୁରୁଣା ଡ୍ରେସକୁ ଓଲ୍ହାଇ ନୁଆ ଡ୍ରେସ ପିଦ୍ଧି ଥାଉ। ଆତ୍ମାକୁ ଏହି ନୁଆ ଶରୀର ପୃଥିବୀ ଉପରେ ବାସ କରୁଥିବା ୮୪ ଲକ୍ଷ ପ୍ରାଣୀ ମାନଙ୍କ ମଧ୍ୟରୁ କେଉଁବି ପ୍ରାଣୀର ରୁପ ମିଳିଥାଏ।

ଯଦି ଆପଣମାନେ ବି ଜାଣିବାକୁ ଚାହୁଁଛନ୍ତି କି ଆପଣ ଆଗ ଜନ୍ମରେ କେଉଁ ରୂପ ପାଇବାକୁ ଯାଉଛନ୍ତି ଓ କାହିଁକି ତାହେଲେ ଆଜିର ଏହି ପୋଷ୍ଟଟିକୁ ଶେଷ ପର୍ଯ୍ୟନ୍ତ ପଢନ୍ତୁ। କାହିଁକିନା ମାଳିକା ବଚନରେ ଏହା ଲେଖା ଅଛିକି କେଉଁ ପ୍ରକାରର ମଣିଷର ଜନ୍ମ ଆଗ ଜନ୍ମରେ କେଉଁ ରୁପ ପାଇଥାଏ।

ବନ୍ଧୁଗଣ ଯେଉଁବି ଜୀବ ଏହି ପୃଥିବୀ ଲୋକରେ ଜଜନ୍ମ ନେଇଥାଏ ତାର ମୃ-ତ୍ୟୁ ପରେ ପୁନର୍ଜନ୍ମ ହେବା ନିଶ୍ଚିତ ଅଟେ। କୁହାଯାଏ କି ମଣିଷର ଜନ୍ମ ତାର କର୍ମର ହିସାବରେ ହିଁ ହୋଇଥାଏ ଏବଂ ମୃ-ତ୍ୟୁ ବି ତାର କର୍ମ ଭୋଗିବା ପରେ ହୋଇଥାଏ। ବର୍ତମାନ ଜୀବନରେ କରିଥିବା କର୍ମର ଆଧାରରେ ହିଁ ତାର ଜନ୍ମ ୮୪ ଲକ୍ଷ୍ୟ ପ୍ରାଣୀ ମାନଙ୍କ ମଧ୍ୟରୁ କେଉଁ ଏକ ପ୍ରାଣିର ରୁପ ହୋଇଥାଏ। ବନ୍ଧୁଗଣ ମାଳିକା ବଚନ ଅନୁସାରେ ଜନ୍ମ ହେବାକୁ ଯାଉଥିବା ଶିଶୁ ତାର ମାତାର ଗର୍ଭରେ ୯ ମାସ ରହିଥାଏ। ସେ ସବୁବେଳେ ଭଗବାନଙ୍କୁ ପାର୍ଥନା କରୁଥାଏ କି ଯଦି ଆପଣ ମତେ ଏଠାରୁ ବାହାର କରିଦେବେ ତାହେଲେ ମୁଁ ଆପଣଙ୍କୁ ଜୀବନସାରା ଜପ କରୁଥିବି।

କିନ୍ତୁ ଜନ୍ମ ନେବା ପରେ ପରେ ସେସବୁ ଭୁଲି ଯାଇଥାଏ। ଏବଂ ନିଜର ଭୌତିକ କର୍ମରେ ଲାଗି ଯାଇଥାଏ। ଆଉ ପରେ ସେ ସଂସାରର ମୋହ ମାୟାରେ ଏମିତି ପଶି ଯାଇଥାଏ କି ଭଗବାନଙ୍କୁ ଥରେ ବି ଡାକିବା ପାଇଁ ତା ପାଖରେ ସମୟ ନଥାଏ। ମାଲିକାରେ କେତେ କେତେ ପ୍ରକାରର ପାପର ଦଣ୍ଡ ଓ ନର୍କ ନିଶ୍ଚିତ ଅଛି। ଯାହାକୁ ଭୋଗିବା ପରେ ମନୁଷ୍ୟକୁ ନିଜର ପାପର ହିସାବରେ ଆଗ ଜନ୍ମ ମିଳିଥାଏ। ଆସନ୍ତୁ ଜାଣିବା ଏମିତି ହିଁ କିଛି ପାପ ଏବଂ ଫଳ ସ୍ୱରୂପରେ ମିଳୁଥିବା ଜନ୍ମ ବିଷୟରେ।

ବନ୍ଧୁଗଣ ମାଳିକା ବଚନରେ କୁହାଯାଇଛି କି ଯେଉଁ ମନୁଷ୍ୟ ପରର ସ୍ତ୍ରୀ ଶହ ଶାରୀରିକ ସମ୍ପର୍କ ବନେଇ ଥାଏ ତାକୁ ନର୍କକୁ ଯିବାକୁ ପଡ଼ିଥାଏ। ଏବଂ ସେହି ନର୍କରେ ତାକୁ କେତେ ପ୍ରକାରର ଦଣ୍ଡ ଭୋଗିବାକୁ ପଡ଼ିଥାଏ। ଏବଂ ଏହିସବୁ ପରେ ତାକୁ ଗୋଟେ ପରେ ଗୋଟେ ଜନ୍ମ ମିଳିଥାଏ। ସେ ସର୍ବ ପ୍ରଥମେ ବିଲୁଆ ବନି ଥାଏ ଆଉ ତାପରେ ଗୋଟେ କୁକୁର ଜନ୍ମ ନେଇଥାଏ ତାପରେ ସେ ଶୃଗାଳ, ଜିରାଫ, ମାଙ୍କଡ, ଯେବ୍ରା,ସାପ ଓ କାଉ ବନି ଥାଏ। ଏହି ସବୁ ଜନ୍ମକୁ ଭୋଗିବା ପରେ ଶେଷରେ ସେ ବଗର ଜନ୍ମ ପ୍ରାପ୍ତ କରିଥାଏ।

ଯାହାକୁ ସମାପ୍ତ କରିବା ପରେ ସେ ପୁଣି ଥରେ ମନୁଷ୍ୟ ଜନ୍ମ ପାଇଥାଏ। ଏହା ସହ ଯେଉଁ ମଣିଷ ତା ସ୍ତ୍ରୀ ଶହ ଜବରଦସ୍ତି ସମ୍ପର୍କ ବନେଇଥାଏ ବା ତାର ବଳା-ତ୍କାର କରିଥାଏ ଓ ଯେଉଁ ମଣିଷ ତା ଘରେ ତା ସ୍ତ୍ରୀ ଉପରେ ପ୍ରତିଦିନ ଅତ୍ୟା-ଚାର କରିଥାଏ ବା ହାତ ଉଠାଇଥାଏ ତ ତାକୁ ବି ନର୍କ ଭୋଗିବାକୁ ପଡ଼ିଥାଏ। ଓ କେତେ ପ୍ରକାରର ଜୀବ ମାନଙ୍କର ଜନ୍ମ ନେବା ପରେ ତାକୁ ମନୁଷ୍ୟ ରୁପରେ କିନ୍ନର ରୁପ ମିଳିଥାଏ। ଏହାକୁ ଛାଡ଼ି ମାଳିକାରେ ବି ଏହା କୁହାଯାଇଛି କି ଯେଉଁ ବ୍ୟକ୍ତି ନିଜର ବଡ଼ ଭାଇର ଅପମାନ କରିଥାଏ ସମାଜ ସାମ୍ନାରେ ତାକୁ ନିଚା ଦେଖାଇଥାଏ ବା ତାର ନିଜ ବଡ଼ ଭାଇର ଉପରକୁ ହାତ ଉଠାଇ ଥାଏ ତ ଆଗ ଜନ୍ମରେ ସେହି ବ୍ୟକ୍ତିକୁ ପେଚା ନାମର ପକ୍ଷୀ ରୁପରେ ଜନ୍ମ ମିଳିଥାଏ।

ଏହି ଜନ୍ମକୁ ସେହି ମଣିଷ ଦଶ ବର୍ଷ ପର୍ଯ୍ୟନ୍ତ ଭୋଗିଥାଏ। ଏହା ପରେ ହିଁ ତାକୁ ଆଗ ଜନ୍ମରେ ମଣିଷ ଜନ୍ମ ମିଳିଥାଏ। ମାଳିକା ବଚନ ଅନୁସାରେ ସୁନା କିମ୍ବା ପଇସାର ଚୋରି କରୁଥିବା ବ୍ୟକ୍ତିକୁ ପିମ୍ପୁଡ଼ି ରୁପରେ ଜନ୍ମ ମିଳିଥାଏ। ଯେଉଁ ବ୍ୟକ୍ତି ରୂପା ଚାନ୍ଦିର ସବୁ ଜିନିଷ ଚୋରି କରୁଥାଏ ତାକୁ ପାରାର ଜନ୍ମ ମିଳିଥାଏ। ଏହା ଛଡ଼ା ଯେଉଁ ବ୍ୟକ୍ତି ବସ୍ତ୍ରର ଚୋରି କରିଥାଏ ତାକୁ ଆଗ ଜନ୍ମରେ ଶୁଆର ଜନ୍ମ ମିଳିଥାଏ। ଠିକ ସେହିପରି ସୁଗଦ୍ଧିତ ପଦାର୍ଥ ଗୁଡିକୁ ସବୁ ଚୋରି କରୁଥିବା ବ୍ୟକ୍ତିକୁ ମୂଷା ରୁପରେ ଆଗଜନ୍ମରେ ଜନ୍ମ ମିଳିଥାଏ। କିନ୍ତୁ ଯଦି ଅପ-ରାଧ ଚୋରି ଠାରୁ ବି ବଡ଼ ହୋଇଥାଏ ତାହେଲେ ଜନ୍ମର ରୁପବି ସେମିତି ଆହୁରି ଭ-ୟ-ଙ୍କର ହୋଇଥାଏ।

ଏହା ସହିତ ଯେଉଁ ବ୍ୟକ୍ତି କେଉଁ ହତି-ଆ-ରରେ କେଉଁ ବ୍ୟକ୍ତିର ଜୀ-ବନ ନେଇଥାଏ ତାହେଲେ ତାକୁ ଗଧର ରୁପରେ ଆଗଜନ୍ମରେ ଜନ୍ମ ମିଳିଥାଏ। ତା ପରେ ସେ ହରିଣ ରୁପରେ ଜନ୍ମ ନେଇଥାଏ। ଆଉ ତାପରେମାଛ, କୁକୁର, ବାଘ, ଆଉ ତାପରେ ଶେଷରେ ମନୁଷ୍ୟ ଜନ୍ମ ସେ ପ୍ରାପ୍ତ କରିଥାଏ। ଦେବତା, ବ୍ରାହ୍ମଣ ଏବଂ ପିତୃପୁରୁଷଙ୍କୁ ସନ୍ତୁଷ୍ଟ କରିବା ବିନା ମରୁଥିବା ବ୍ୟକ୍ତି ମାନେ ଶହେ ବର୍ଷ ପର୍ଯ୍ୟନ୍ତ କାଉ ରୂପରେ ଜନ୍ମ ନେଇଥାନ୍ତି। ଏଥି ଲାଗି କୁହାଯାଇଥାଏ କି ଶ୍ରାଦ୍ଧ କରାଯାଉଥିବା ସମୟରେ କାଉକୁ ଅବଶ୍ୟ ଭଜନ କରାଇବେ। ଯାହା ଦ୍ବାରା ପିତୃପୁରୁଷମାନେ ସନ୍ତୁଷ୍ଟ ହୋଇ ଆଶୀର୍ବାଦ ଦେଇ ଯାଇଥାନ୍ତି।

କିନ୍ତୁ ଯଦି ଆପଣ ଏହା ନକରନ୍ତି ତାହେଲେ ଆପଣଙ୍କୁ ଆଗ ଜନ୍ମରେ କାଉର ରୁପ ମିଳିଥାଏ ତା ପରେ କୁକୁଡ଼ା ଓ ଏକ ମାସ ପାଇଁ ସାପର ଜନ୍ମ ମିଳିଥାଏ। ଏସବୁ ପରେ ହିଁ ଆପଣଙ୍କ ପାପର ଅନ୍ତ ହୋଇଥାଏ। ଏବଂ ଆପଣଙ୍କୁ ମନୁଷ୍ୟର ଜନ୍ମ ମିଳିଥାଏ। ଏହାକୁ ଛାଡ଼ି ଆହୁରି ମଧ୍ୟ ମାଳିକାରେ କୁହାଯାଇଛି କି ମଣିଷର ଆଗଜନ୍ମ ତାର ଇଛା, ଚିନ୍ତାଧାରା ଓ କର୍ତବ୍ୟ ଉପରେ ବି ଆଧାର କରି ହୋଇଥାଏ। ମାନେ ମଣିଷର ଭଲ ଚିନ୍ତାଧାରା ଓ ତାର ଇଛା ଶକ୍ତିକୁ ନେଇ ଭଗବାନ ତାକୁ ସେହି ମନୁଷ୍ୟ ଜନ୍ମ ପୁଣି ଥରେ ଦେଇଥାନ୍ତି।

ଏଥି ପାଇଁ ବନ୍ଧୁଗଣ ଆପଣ ଯଦି ଆଗ ଜନ୍ମରେ ପୁଣି ଥରେ ଏହି ମଣିଷ ଜନ୍ମ ପାଇବାକୁ ଚାହୁଁଛନ୍ତି ବା ଜୀବନ ମୃତ୍ୟୁର ଏହି ଚକ୍ରରୁ ମୁକ୍ତି ପାଇବାକୁ ଚାହୁଁଛନ୍ତି ତେବେ ଏହି ଜଜନ୍ମରେ ଭଲ କର୍ମ କରନ୍ତୁ ଓ ଧାର୍ମିକ ଅଭ୍ୟାସ ମଧ୍ୟ ଆପଣାନ୍ତୁ। ଯାହା ଦ୍ବାରା ଆପଣଙ୍କୁ ଭଗବାନଙ୍କ ଆଶୀର୍ବାଦ ପ୍ରାପ୍ତ ହୋଇ ପାରିବ। ଓ ଆପଣ ବି ଆଗ ଜନ୍ମରେ ମନୁଷ୍ୟ ଜନ୍ମ ପୁଣି ଥରେ ପାଇପାରିବେ।

ବନ୍ଧୁଗଣ ଆପଣମାନେ ଭାବୁଥିବେ ମଣିଷର କର୍ମର ଫଳ ଆପଣଙ୍କୁ ଆଗ ଜନ୍ମରେ ଭୋଗୁବାକୁ ପଡ଼ିବ। କିନ୍ତୁ ତାହା ସମ୍ପୂର୍ଣ ଭୁଲ। ଆପଣଙ୍କୁ ଏହି ଜନ୍ମର କର୍ମର ଫଳ ଆପଣଙ୍କୁ ଏହି ଜନ୍ମରେ ହିଁ ଭୋଗିବାକୁ ପଡ଼ିଥାଏ। ତେଣୁ ଆପଣ ନିଜ କର୍ମକୁ ଆଗ ଠିକରେ ରଖନ୍ତୁ।

ବନ୍ଧୁଗଣ ଯଦି ଆମର ଏହି ଆର୍ଟିକିଲ ଟି ଭଲ ଲାଗିଥାଏ ଗୋଟିଏ ଲାଇକ ଏବଂ ସାଙ୍ଗ ସାଥୀଙ୍କ ସହ ସେୟାର କରିବାକୁ ଅନୁରୋଧ। ଏହାକୁ ନେଇ ଆପଣଙ୍କ ମତା ମତ ଦେବାକୁ ଭୁଲନ୍ତୁ ନାହିଁ। ଏମିତି ପ୍ରତିଦିନ ଦେଶ ଦୁନିଆ, ଜଣା ଅଜଣା, ସ୍ୱାସ୍ଥ୍ୟ, ଜ୍ୟୋତିଷ, ମନୋରଞ୍ଜନ ଇତ୍ୟାଦି ଖବର ଜାଣିବାକୁ ଆମର ଏହି ପେଜ କୁ ଲାଇକ କରନ୍ତୁ।

Leave a Reply

Your email address will not be published. Required fields are marked *