କେବେ ବିବାହ କରିବାକୁ ଯାଉଛନ୍ତି ପୁଲକିତ ସମ୍ରାଟ ଏବଂ କୃତି ଖରବନ୍ଦା, ଆକ୍ଟର ଦେଲେ ସୂଚନା

ଦମ୍ପତି ଇନ୍ଟ୍ରବ୍ୟୁ ରେ ନିଜର ରିଲେସନଶିପ ଏବଂ ବିବାହ ବିଷୟରେ କରାଯାଇଥିବା ପ୍ରଶ୍ନର ଉତ୍ତର ଦେଇଥାନ୍ତି ଏବଂ ଅଣଦେଖା କରନ୍ତି ନାହିଁ। ଏବେ ପୁଲକିତ ସମ୍ରାଟ ଙ୍କୁ ଏକ ଇଣ୍ଟରଭିୟୁରେ କୃତି ସହିତ ତାଙ୍କ ବିବାହ ବିଷୟ ରେ ପଚରା ଯାଇଥିଲା ପୁଲକିତ ମଧ୍ୟ ଏହାର ଉତ୍ତର ଦେଇଥିଲେ।

ପୁଲକିତ ସମ୍ରାଟ ଏବଂ କୃତି ଖରବନ୍ଦା ଙ୍କର ଯୋଡି କେତେ ଦିନ ହେବ ଲୋକମାନଙ୍କର ଧ୍ୟାନ ନିଜ ଆଡକୁ ଆକର୍ଷିତ କରୁଛନ୍ତି। ଦୁଇ ଜଣକୁ ଦର୍ଶକ ବହୁତ ପସନ୍ଦ କରୁଛନ୍ତି। ର୍ପସନା୍ଲ ଲାଇଫି ହେଉ ଅବା ପ୍ରଫେସନାଲ। ଦୁଇ ଜଣକ ମଧ୍ୟରେ ସମ୍ପର୍କ ଖୁବ ନିବିଡ। ନିଜର ପ୍ରେମକୁ ସେ ସୋଶିଆଲ ମିଡିଆରେ ମଧ୍ୟ ଜଣାନ୍ତି। ନିଜର ରିଲେସନଶିପ ଏବଂ ବିବାହ ବିଷୟରେ ଦୁଇ ଜଣ ଏକ ଇନ୍ଟ୍ରବ୍ୟୁ ରେ ପଚରା ଯାଇଥିବା ପ୍ରଶ୍ନ ର ଉତ୍ତର ଦେଇଛନ୍ତି ଏବଂ ଏହାକୁ ସେ ଅଣଦେଖା କରିନାହଁନ୍ତି। ଏହି ସମୟ ଳେ ଏକ ଇଣ୍ଟରଭିୟୁରେ ପୁଲକିତ ସମ୍ରାଟଙ୍କୁ କୃତିଙ୍କ ସହ ବିବାହ ବିଷୟରେ ପଚରା ଯାଇଥିଲା ସେ ତାର ଜବାବ ଦେଇଛନ୍ତି।

ସ୍ପଟବୟ ଙ୍କ ଇଣ୍ଟରଭିୟୁରେ ପୁଲକିତ ଙ୍କୁ ପଚରା ଗଲା କି ବିବାହ କୁ ନେଇ ଆପଣଙ୍କର କ’ଣ ପ୍ଲାନିଙ୍ଗ ଅଛି ? ଏହା ଦ୍ବାରା ପୁଲକିତ କହିଛନ୍ତି କି ବର୍ତ୍ତମାନ ସେ ଦୁଇ ଜଣ ଏ ବିଷୟରେ କିଛି ଭାବି ନାହାଁନ୍ତି ଏବଂ ଏବେ ଦୁଇଜଣଙ୍କର ନଜର ପୁରା କାରିଅର ଉପରେ ଅଛି। ଏହା ପୂର୍ବରୁ ଏକ ଇଣ୍ଟରଭିୟୁରେ ପୁଲକିତ କହିଥିଲେ କି ଲକଡାଉନ ରେ ସେ କୃତି ଙ୍କ ସହ କିପରି ଦିନ କାଟିଲେ। ପୁଲକିତ ଏହା ଉପରେ ମଧ୍ୟ କହିଛନ୍ତି କି ଆମେ କିଛି ନା କିଛି ମିଶି କି କରିଥାଉ। କେତେବେଳେ ପିଆନୋ ବଜାଉ , କେତେବେଳେ ଗିଟାର ବଜାଉ , ଏବଂ କୌଣସି ଗେମ ଖେଳିଥାଉ।

ବର୍ତ୍ତମାନ ପୁଲକିତ କୃତି ଙ୍କ ଜନ୍ମ ଦିନରେ ତାଙ୍କୁ ଶୁବେତ୍ସା ଯ ଜଣେଇ ଲେଖିଲେ ” ଓୟେ ଲଡକି ହାପି ବାର୍ଥ ଡେ , ତୁହ୍ମାରି ହାଥ ଜୀବନ ରୋଚକ ହେ “। ବେ ବହୁତ ରୈଣ୍ଡମ ଡ୍ୟାନ୍ସ , ବାଲକିନି ଡେଟେସ , କୈମ୍ପ ଫାୟର ମୁଭି ନାଇଟସ ଏବଂ ସ୍ବାଦିଷ୍ଟ ଖାଦ୍ୟର ମଜା ଉଠାଇବା ବାକି ଅଛି। କହିଦଉଛୁ ଦୁଇଟି ଯାକ ଷ୍ଟାର ବର୍ତ୍ତମାନ ରିଲିଜ ହୋଇଥିବା ଫିଲ୍ମ ତୈଶ ରେ ଏକା ସହିତ ସ୍କ୍ରିନ ଶେୟାର କରିଥିବାର ଦେଖିବାକୁ ମିଳିଥିଲା। ଫିଲ୍ମ କୁ ଦର୍ଶକଙ୍କ ଠାରୁ ଭଲ ରେସ୍ପନ୍ସ ମିଳିଛି ।

ବନ୍ଧୁଗଣ ଯଦି ଆମର ଏହି ଆର୍ଟିକିଲ ଟି ଭଲ ଲାଗିଥାଏ ଗୋଟିଏ ଲାଇକ ଏବଂ ସେୟାର କରିବାକୁ ଅନୁରୋଧ। ଏହାକୁ ନେଇ ଆପଣଙ୍କ ମତା ମତ ଦେବାକୁ ଭୁଲନ୍ତୁ ନାହିଁ। ଏମିତି ପ୍ରତିଦିନ ଦେଶ ଦୁନିଆ, ଜଣା ଅଜଣା, ସ୍ବାସ୍ଥ୍ୟ, ଜ୍ୟୋତିଷ, ମନୋରଞ୍ଜନ ଇତ୍ୟାଦି ଖବର ଜାଣିବାକୁ ଆମର ଏହି ପେଜ କୁ ଲାଇକ କରନ୍ତୁ।

Leave a Reply

Your email address will not be published. Required fields are marked *