ଯେତେବେଳେ ମୁକେଶ ଅମ୍ବାନୀଙ୍କ ପୁଅ ଅନନ୍ତ ଶାହାରୁଖ ଖାନଙ୍କର ପାଟି ବନ୍ଦ କରି ଦେଇଥିଲେ, ପଇସାକୁ ନେଇ କରିଥିଲେ ଏହି ପ୍ରଶ୍ନ

ମୁମ୍ବାଇ: କୋରୋନାର ଆତଙ୍କ ଏବେ ଯାଏ ବି କମ ହୋଇନାହିଁ। ରୋଗର ପ୍ରଭାକରେ ପ୍ରତ୍ୟକ ଦିନ ଲୋକ ଆକ୍ରାନ୍ତ ହେଉଛନ୍ତି ଏବଂ କେତେକ ଲୋକମାନଙ୍କର ମୃତ୍ୟୁ ମଧ୍ୟ ହେଉଛି। ଦେଶର କିଛି ଯାଗରେ କୋରୋନା ପାଇଁ ପୁଣି କର୍ଫ୍ୟୁ ମଧ୍ୟ ଲଗାଯାଇଛି। ସାଧାରଣ ଲୋକମାନଙ୍କ ପରି ବଲିଉଡ ସ୍ଟାର ମଧ୍ୟ ନିଜର ଆବଶ୍ୟକତା ପାଇଁ ଘରୁ ବାହାରି ପାରୁ ନାହାନ୍ତି। ଏମିିତିରେ ସେଲିବ୍ରେଟିଜଙ୍କର କେତେକ କାହାଣୀ, ଫଟୋଜ ଏବଂ ଭିଡିଓ ସୋଶିଆଲ ମିଡିଆରେ ଭାଇରାଲ ହେଉଛି। ଏହା ମଧ୍ୟରେ ମୁକେଶ ଅମ୍ବାନୀଙ୍କ ପୁଅ ଅନନ୍ତ ଅମ୍ବାନୀ ଏବଂ ଶାହାରୁଖ ଖାନଙ୍କୁ ନେଇ ଏକ ଘଟଣା ସୋଶିଆଲ ମିଡିଆରେ ଭାଇରାଲ ହେଉଛି। ଏହି ଘଟଣା ଅନନ୍ତ ଅମ୍ବାନୀଙ୍କ ଦରମା ସହିତ ଜଡିତ।

ମୁକେଶ ଅମ୍ବାନୀ ଏବଂ ନୀତା ଅମ୍ବନୀ ଦୁନିଆର ସବୁଠାରୁ ବଡ ଧନୀ ଦମ୍ପତି ବୋଲି ପରିଚିତ। ଦୁଇ ଜଣଙ୍କର ତିନୋଟି ପିଲା ଅଛନ୍ତି। ଝିଅ ଈଶା, ଆକାଶ ଏବଂ ଅନନ୍ତ ସମସ୍ତଙ୍କ ଠାରୁ ଛୋଟ ଅଟନ୍ତି। ଅନନ୍ତ ନିଜ ବାପାଙ୍କ ପରି ସିମ୍ପୁଲ ରହିବା ପସନ୍ଦ କରନ୍ତି। ସେ ଯେତେ ସିମ୍ପୁଲ ସେତେ ମୁହଁରେ ଜବାବ ଦିଅନ୍ତି। ଥରେ ସେ ନିଜ ଜବାବରେ ଶାହାରୁଖ ଖାନଙ୍କୁ ଶାନ୍ତ କରି ଦେଇଥିଲେ।

ଶାହାରୁଖ ଖାନ ମଞ୍ଚରେ ମୁକେଶ ଅମ୍ବାନୀଙ୍କ ତିନୋଟି ଯାକ ପିଲାଙ୍କ ସହ କଥା ହୋଇଥିଲେ। ଆକାଶ ଏବଂ ଈଶାଙ୍କ ସହ ସେ ମଧ୍ୟ ଡାଂସ କରିଥିଲେ।

ଅନନ୍ତ ଅମ୍ବାନୀଙ୍କ ସହ ମଞ୍ଚରେ କଥାବାର୍ତ୍ତା ହେବା ସମୟରେ ଶାହାରୁଖ ଖାନ ତାଙ୍କୁ କହିଥିଲେ କି ସେ ପ୍ରଥମ ଦରମା ୫୦ଟଙ୍କା ଥିଲା।

ବାସ୍ତବରେ ଯେତେବେଳେ ଶାହାରୁଖ ଦିଲ୍ଲୀ ୟୁନିବର୍ସିଟି ରେ ପଢୁଥିଲେ ଥରେ ପଙ୍କଜ ଉଧାସ ମ୍ୟୁଜିକ କଂସଟରେ ସେ ବଲଣ୍ଟିୟର ହୋଇଥିଲେ, ଯାହା ବଦଳରେ ତାଙ୍କୁ ୫୦ ଟଙ୍କା ମିଳିଥିଲା। ନିଜର ପ୍ରଥମ ରୋଜଗାରରେ ଶାହାରୁଖ ତାଜମହଲ ବୁଲିବାକୁ ଯାଇଥିଲେ।

ନିଜର ପ୍ରଥମ ରୋଜଗାର ବିଷୟରେ କହିବା ପରେ ଶାହାରୁଖ ଅନନ୍ତ ଅମ୍ବାନୀଙ୍କୁ ତାଙ୍କ ପ୍ରଥମ ରୋଜଗାର ବିଷୟରେ ପଚାରି ଥିଲେ। ଏହି ପ୍ରଶ୍ନ ଶୁଣିବା ପରେ ଅନନ୍ତ ଯେଉଁ ଉତ୍ତର ଦେଲେ, ତାକୁ ଶୁଣି ସମାରୋହରେ ବସିଥିବା ସବୁ ଲୋକ ହସିବା ଲାଗିଲେ।

ଶାହାରୁଖଙ୍କ ଏହି ପ୍ରଶ୍ନ ଅନନ୍ତ ଶୁଣି କହିଲେ ଆପଣ ରହିବାକୁ ଦିଅନ୍ତୁ। ଯଦି ମୁଁ ନିଜର ପ୍ରଥମ ଦରମା ବିଷୟରେ ଆପଣଙ୍କୁ କହିବି ତେବେ ଆପଣଙ୍କୁ ଲାଜ ଲାଗିବ। ଅନନ୍ତଙ୍କ ଉତ୍ତର ଶୁଣି ଶାହାରୁଖ ଚୁପ ହୋଇଗଲେ।

ଅନନ୍ତ ବହୁତ ଜଲଦି ପ୍ରେମିକା ରାଧିକା ମର୍ଚେଟଙ୍କ ସହ ବିବାହ ବନ୍ଧନରେ ବାନ୍ଧି ହେବାକୁ ଯାଉଛନ୍ତି। ବର୍ତ୍ତମାନ ଡେଟ ଫାଇନାଲ ହୋଇନାହିଁ।

ବନ୍ଧୁଗଣ ଯଦି ଆମର ଏହି ଆର୍ଟିକିଲ ଟି ଭଲ ଲାଗିଥାଏ ଗୋଟିଏ ଲାଇକ ଏବଂ ସେୟାର କରିବାକୁ ଅନୁରୋଧ। ଏହାକୁ ନେଇ ଆପଣଙ୍କ ମତା ମତ ଦେବାକୁ ଭୁଲନ୍ତୁ ନାହିଁ। ଏମିତି ପ୍ରତିଦିନ ଦେଶ ଦୁନିଆ, ଜଣା ଅଜଣା, ସ୍ବାସ୍ଥ୍ୟ, ଜ୍ୟୋତିଷ, ମନୋରଞ୍ଜନ ଇତ୍ୟାଦି ଖବର ଜାଣିବାକୁ ଆମର ଏହି ପେଜ କୁ ଲାଇକ କରନ୍ତୁ।

Leave a Reply

Your email address will not be published. Required fields are marked *