ସଞ୍ଜୟ ଦତ୍ତଙ୍କ ଠାରୁ ନେଇ ଶକ୍ତି କପୂର ପର୍ଯ୍ୟନ୍ତ ଖରାପ କାମରେ ରେଡ ହ୍ୟାଣ୍ଡେଡ ଧରା ହୋଇଥିଲେ ଏହି ଲୋକମାନେ, ମାଟିରେ ମିଶି ଯାଇଥିଲା ଇଜ୍ଜତ

ଗୋଟିଏ ଝଟକାରେ ଅଭିନେତ୍ରୀ ଶିଲ୍ପା ଶେଠ୍ଠୀଙ୍କ ସ୍ବାମୀ ରାଜ କୁନ୍ଦ୍ରାଙ୍କ ଇଜ୍ଜତ ମାଟିରେ ମିଶି ଯାଇଥିଲା। ଅ-ଶ୍ଲୀ-ଳ ସିନେମା ବନେଇବା ଏବଂ ତାକୁ ଏପ ମାଧ୍ୟମରେ ଦେଖାଯିବା ଘଟଣାରେ କ୍ରାଇମବ୍ରାଞ୍ଚ ରାଜଙ୍କୁ ସୋମବାର ରାତିରେ ଗିରଫ କରି ନେଇଥିଲେ। ପରିଶେଷରେ ସେ ୨୩ଜୁଲାଇ ପର୍ଯ୍ୟନ୍ତ ନ୍ୟାୟିକା ହାଜତରେ ଅଛନ୍ତି। ଏହାଛଡା ହିନ୍ଦୀ ସିନେମାରେ ଅନେକ ସେଲିବ୍ରେଟୀ ଅଛନ୍ତି ଯେଉଁମାନେ ଖରାପ କାମରେ ଫଶି ସାରିଛନ୍ତି। ଆସନ୍ତୁ କିଛି ଏମିତି ହିଁ ସେଲିବ୍ରେଟୀଙ୍କ ବିଷୟରେ ଆମେ ଆପଣଙ୍କୁ ଜଣାଇବୁ..

ସାଇନି ଆହୁଜା (Shiney Ahuja)

ସାଇନି ଆହୁଜା (Shiney Ahuja)ଙ୍କ ଉପରେ ନିଜ ଚାକରାଣୀକୁ ବଳା-ତ୍କାର କରିବାର ଆରୋପ ଲାଗିଥିଲା। ଏହା ବର୍ଷ ୨୦୧୧ ସହିତ ଯୋଡି ହୋଇଥିବା ଘଟଣା। ଏହି ଘଟଣାରେ ସାଇନୀଙ୍କୁ ୭ବର୍ଷର ସ-ଜ୍ଜା ମିଳିଥିଲା। ଏହି କେସ ସାଇନିଙ୍କ ନାମ ତ ଖରାପ କରିଥିଲା ସେଠାରେ ତାଙ୍କ କ୍ୟାରିୟର ମଧ୍ୟ ନଷ୍ଟ ହୋଇଯାଇଥିଲା।

ବିଜୟ ରାଜ (Vijay Raaz)

ଅଭିନେତା ବିଜୟ ରାଜ (Vijay Raaz) ଅନେକ ବଲିଉଡ ସିନେମାରେ ଅଂଶ ହୋଇ ସାରିଛନ୍ତି। ଯେତେବେଳେ ବିଜୟ ରାଜ ବର୍ଷ ୨୦୦୫ରେ ସିନେମା ଦିଓ୍ବାନେ ହୁଏ ପାଗଳର ସୁଟିଂ କରୁଥିଲେ ସେତେବେଳେ ବିଜୟ ରାଜଙ୍କୁ ଅବୁ ଧାବୀ ପୋ-ଲି-ସ ଡ୍ର-ଗ-ସ ସହିତ ଧରିଥିଲେ। ଜଣା ଯାଉଛି କି, ବହୁତ ଦିନରୁ ବିଜୟ ବଲିଉଡରୁ ଦୂରରେ ଅଛନ୍ତି।

ଶ୍ବେତା ବାସୁ ପ୍ରସାଦ (Shweta Basu Prasad)

ଅଭିନେତ୍ରୀ ଶ୍ବେତା ବାସୁ ପ୍ରସାଦ (Shweta Basu Prasad) ଙ୍କୁ ବେଶ୍ୟା ବୃତ୍ତି କେସରେ ଲିପ୍ତ ଭାବରେ ମିଳିଥିଲେ। ଅଭିନେତ୍ରୀଙ୍କୁ ହାଇଦ୍ରାବାଦର ଗୋଟିଏ ହୋଟେଲରୁ ରେଡ ହ୍ୟାଣ୍ଡେଡ ଧରା ଯାଇଥିଲା। ଏହି କେସରେ ନାମ ସାମ୍ନାକୁ ଆସିବା ପରେ ତାଙ୍କର ବହୁତ ନିନ୍ଦା ହୋଇଥିଲା। ପରେ ପୋ-ଲି-ସ ଅଭିନେତ୍ରୀଙ୍କୁ ସୁଧାର ଗୃହକୁ ପଠାଇ ଦେଇଥିଲେ। ହେଲେ ବର୍ତ୍ତମାନ ଶ୍ବେତା ନିଜ ସିନେମା କ୍ୟାରିୟରରେ ବ୍ୟସ୍ତ ଅଛନ୍ତି।

ମନ୍ଦାକିନୀ (Mandakini)

ମନ୍ଦାକିନୀ ‘ରାମ ତେରୀ ଗଙ୍ଗା ମୈଲୀ’ ସିନେମାରେ ବୋଲ୍ଡ ସୀନ ଦେଇ ଚାରିଆଡ଼େ ସମ୍ବେଦନଶୀଳତା ଖେଳାଇ ଦେଇଥିଲେ ଏବଂ ସେ ରାତାରାତି ମୁଖ୍ୟ ଖବର ପାଲଟି ଯାଇଥିଲେ। ମନ୍ଦାକିନୀଙ୍କ ନାମ ଅଣ୍ଡରବାର୍ଲ୍ଡ ଡନ ଦାଉଦ ଇବ୍ରାହିମଙ୍କ ସହିତ ଯୋଡା ହୋଇ ସାରିଛି। ଦୁଇ ଜଣଙ୍କର ସେହି ସମୟରେ ଏକା ସାଥିରେ କିଛି ଫଟୋ ମଧ୍ୟ ଭାଇରାଲ ହୋଇଥିଲା। ଏହି କାରଣରୁ ମନ୍ଦାକିନୀଙ୍କ ସିନେମା କ୍ୟାରିୟର ନଷ୍ଟ ହୋଇଯାଇଥିଲା ଏବଂ ସେ ବଲିଉଡରେ ଗୋଟିଏ ବଡ଼ ନାମ କରି ପାରିନଥିଲେ।

ଫରଦୀନ ଖାନ (Fardeen Khan)

ଫରଦୀନ ଖାନଙ୍କୁ ବର୍ଷ ୨୦୦୧ରେ ପୋ-ଲି-ସ ଦ୍ୱାରା ମୁମ୍ବାଇର ଜୁହୁ ଅଞ୍ଚଳରୁ ଅଫିମ କିଣିବା ଆରୋପରେ ରେଡ ହ୍ୟାଣ୍ଡେଡ ଆରେଷ୍ଟ କରା ଯାଇଥିଲା।

ଶକ୍ତି କପୂର (Shakti Kapoor)

ହିନ୍ଦୀ ସିନେମାର ବଳିଷ୍ଠ ଅଭିନେତା ଶକ୍ତି କପୂରଙ୍କୁ ନିଜର ଗୋଟିଏ ବୟାନ କାରଣରୁ ମୁସ୍କିଲର ସାମ୍ନା କରିବା ପାଇଁ ପଡ଼ିଥିଲା।ସେ ବର୍ଷ୨୦୦୫ରେ ଜଣେ ଟିଭି ରିପୋର୍ଟରଙ୍କୁ କହିଥିଲେ କି, ‘ମୁଁ ତୁମକୁ ଭଲ ପାଇବା ଦେବାପାଇଁ ଚାହୁଁଛି ଏବଂ ଯଦି ତୁମେ ସିନେମା ଇଣ୍ଡଷ୍ଟ୍ରିରେ ଆସିବା ପାଇଁ ଚାହୁଁଛ ତାହେଲେ ତୁମକୁ ତାହା କରିବା ପାଇଁ ପଡିବ ଯାହା ମୁଁ କରିବା ପାଇଁ କହିବି।’ ଏହାପରେ ଶକ୍ତି କପୂରଙ୍କର ବହୁତ ଆଲୋଚନା ହୋଇଥିଲା।

ସଞ୍ଜୟ ଦତ୍ତ (Sanjay Dutt)

ବଲିଉଡର ପ୍ରସିଦ୍ଧ କଳାକାର ସଞ୍ଜୟ ଦତ୍ତଙ୍କର ତ ଅନେକ ବିବାଦ ସହିତ ସମ୍ପର୍କ ରହିଛି। ବର୍ଷ ୧୯୯୩ରେ ହୋଇଥିବା ମୁମ୍ବାଇ ବ୍ଲାଷ୍ଟ ଘଟଣାରେ ତାଙ୍କୁ ଗିରଫ କରାଯାଇଥିଲା।ତାଙ୍କ ଘରଠାରୁ AK 56 ସହିତ ଆହୁରି ଅନେକ ଜିନିଷ ଜବତ ହୋଇଥିଲା। ସଞ୍ଜୟ ଏହି ଘଟଣାରେ ଜେ-ଲର ପବନ ମଧ୍ୟ ଖାଇଥିଲେ।

ଅମନ ବର୍ମା (Aman Verma)

ଗୋଟିଏ ଷ୍ଟିଙ୍ଗ ଅପରେସନରେ ଅଭିନେତା ଅମନ ବର୍ମା (Aman Verma) ଗୋଟିଏ ଝିଅକୁ କାମ ଦେବା ବାହାନାରେ ସେ-କ୍ସୁଆଲ ସମର୍ଥନ ମାଗୁଥିବା ସମୟରେ ଧରା ପଡ଼ିଥିଲେ। ଏହାପରେ ତାଙ୍କର ବହୁତ ବଦନାମ ହୋଇଥିଲା।

Leave a Reply

Your email address will not be published. Required fields are marked *