ସ୍ବାମୀଙ୍କର ଏହି ସେଲ୍ଫୀକୁ ଦେଖି ସ୍ତ୍ରୀ ଦେଇ ଦେଲେ ଛାଡ଼ପତ୍ର,କଣ ଆପଣ କହି ପାରିବେ ଏଥିରେ କଣ ଗଡବଡ ରହିଛି ?

ଜଣେ ସ୍ତ୍ରୀଙ୍କ ପାଇଁ ତାଙ୍କ ସ୍ବାମୀଙ୍କ ପ୍ରେମ ଏବଂ ବିଶ୍ଵାସ ହିଁ ସବୁକିଛି ହୋଇଥାଏ। ଏହା ମଧ୍ୟରେ ଯଦି ସ୍ବାମୀ ମିଛ କହି ଅନ୍ୟ କୈାଣସି ଝିଅ ସହିତ ରାସଲୀଳା କରିବ ତାହେଲେ ସ୍ତ୍ରୀ ରାଗିବାଟା ସ୍ବଭାବିକ ଅଟେ। ବର୍ତମାନ ଇଣ୍ଟରନେଟରେ ଭାଇ-ରାଲ ହେଉଥିବା ଧୋକେବାଜିର ଏହି କାହାଣୀକୁ ହିଁ ଦେଖି ନିଅନ୍ତୁ। ଏଠାରେ ଜଣେ ସ୍ବାମୀ ନିଜ ସ୍ତ୍ରୀଙ୍କୁ ଗାଧୁଆଘରେ ନେଇଥିବା ଗୋଟିଏ ସେଲ୍ଫୀ ପଠାଇଥିଲେ। କିନ୍ତୁ ଏହି ସେଲ୍ଫୀରେ ମହିଳାଙ୍କୁ କିଛି ଏମିତି ଦେଖା ଯାଇଥିଲା ଯାହାକୁ ଦେଖି ସେ ସ୍ବାମୀଙ୍କୁ ଛାଡ଼ପତ୍ର ଦେଇଥିଲେ।

ଏହି ଘଟ-ଣାଟି ଆମେରିକାର ଅଟେ। ଏଠାରେ @shesough ନାମକ ଜଣେ ୟୁଜର ନିଜ ସ୍ବାମୀଙ୍କ ଧୋକେବାଜିକୁ ସୋସିଆଲ ମିଡିଆରେ ଭାଇ-ରାଲ କରି ଦେଇଛନ୍ତି। ମହିଳା ଜଣଙ୍କ କହିଛନ୍ତି କି ମୋ ସ୍ବାମୀ ଅଫିସରେ ମିଟିଂର ବାହାନା କରି ବାହାରକୁ ଯାଇଥିଲେ। ସେଠାର ବିଜିନେସ ଟ୍ରିପରୁ ସେ ହୋଟେଲର କୋଠରୀରୁ ମୋତେ ଗୋଟିଏ ସେଲ୍ଫୀ ପଠାଇଥିଲେ। ଯେତେବେଳେ ମୁଁ ଏହି ସେଲ୍ଫୀକୁ ଧ୍ୟାନରେ ଦେଖିଥିଲି ତ ବୁଝି ଯାଇଥିଲି କି ସେ ଅଫିସ ମିଟିଂରେ ନାହାନ୍ତି ବରଂ କୈାଣସି ମହିଳାଙ୍କ ସହିତ ଅଛନ୍ତି।

ପି-ଡିତ ସ୍ତ୍ରୀ ସୋସିଆଲ ମିଡିଆରେ ସ୍ବାମୀ ପଠାଇଥିବା ସେଲ୍ଫୀକୁ ଶେୟାର କରି ଲୋକମାନଙ୍କୁ ପଚାରିଥିଲେ କି ଆପଣ ଏହି ଫଟୋକୁ ଦେଖି କୁହନ୍ତୁ କି ଆପଣଙ୍କୁ ଏଥିରେ କଣ ଗଡବଡ ଦେଖା ଯାଉଛି। ବହୁତ ଶୀଘ୍ର ଲୋକମାନେ ସେଲ୍ଫୀ ଉପରେ କମେଣ୍ଟ କରିବାକୁ ଲାଗିଥିଲେ। କେହି କହିଛନ୍ତି କି ବ୍ୟକ୍ତି ଜଣଙ୍କ ନିଜ ବାହାଘରର ମୁଦିକୁ ପିନ୍ଧି ନାହାନ୍ତି, ତ ଆଉ କେହି କହିଛନ୍ତି କି ତାଙ୍କୁ ଗାଧୁଆ ଘର ଦର୍ପଣ ପାଖରେ ଗୋଟିଏ ହେୟାର ଷ୍ଟ୍ରେଟନର ଦେଖା ଯାଉଛି ଯାହାକି କୈାଣସି ଝିଅର ଅଟେ। ସେଠାରେ କିଛି ଜଣଙ୍କୁ ଗାଧୁଆଘରର ଚଟାଣ ଉପରେ ଲେଡିଜ ପର୍ସ ମଧ୍ୟ ନଜର ଆସିଛି।

ଜଣେ ୟୁଜର କହିଛନ୍ତି କି ମୁଁ ଅନେକ ହୋଟେଲରେ ରହିସାରିଛି କିନ୍ତୁ କେବେବି ହୋଟେଲବାଲା ହେୟାର ଷ୍ଟ୍ରେଟନର ଦେଇ ନାହାନ୍ତି। ଏହା ବାସ୍ତବରେ କୈାଣସି ଝିଅର ଅଟେ। କେବଳ ଏହି ଆଧାରରେ ପିଡିତ ସ୍ତ୍ରୀଙ୍କୁ ମଧ୍ୟ ଜଣା ପଡିଥିଲା କି ତାଙ୍କ ସ୍ବାମୀ ତାଙ୍କୁ ଧୋକା ଦେଇଛନ୍ତି

ସ୍ବାମୀ ପରେ ମହିଳାଙ୍କୁ ଏହା କହି ସଫେଇ ଦେଇଥିଲେ କି ସେ ତାଙ୍କ ବନ୍ଧୁଙ୍କ ହୋଟେଲ ରୁମକୁ ଯାଇଥିଲେ। ସେହି ହେୟାର ଷ୍ଟ୍ରେଟନର ତାଙ୍କ ବନ୍ଧୁଙ୍କ ଗାର୍ଲଫ୍ରେଣ୍ଡର ଅଟେ। ହେଲେ ମହିଳା ଜଣଙ୍କ ସ୍ବାମୀଙ୍କ କଥାକୁ ବିଶ୍ଵାସ କରିନଥିଲେ ଏବଂ ତାଙ୍କୁ ସଙ୍ଗେସଙ୍ଗେ ଛାଡ଼ପତ୍ର ଦେଇଥିଲେ।

ସୋସିଆଲ ମିଡିଆରେ ଏହି ଘ-ଟଣା ବହୁତ ଭାଇ-ରାଲ ହେଉଛି। ଅନେକ ମହିଳା କମେଣ୍ଟକରି ଏହା ମଧ୍ୟ କହିଛନ୍ତି କି ପୁରୁଷମାନେ ବହୁତ ବୋକା ହୋଇଥାନ୍ତି। ସେମାନେ ଅଧିକ ଚିନ୍ତାକରି ପାରନ୍ତି ନାହିଁ। ସେଠାରେ କିଛି ପୁରୁଷ ଏହି ଭୁଲରୁ ହିଁ ଶିକ୍ଷା କରିଛନ୍ତି ଏବଂ କହିଛନ୍ତି କି ଆଗକୁ ସ୍ତ୍ରୀଙ୍କୁ ସେଲ୍ଫୀ ପଠାଇବେ ତ ନିଜ ଆଖପାଖର ବସ୍ତୁକୁ ଭଲ ଭାବରେ ଦେଖି ନେବେ।

ପରିଶେଷରେ ଏହି ପୂରା ଘ-ଟଣା ଉପରେ ଆପଣଙ୍କର କଣ ମତ ରହିଛି?

Leave a Reply

Your email address will not be published. Required fields are marked *