୧୫ ସେକେଣ୍ଡ ଭିତରେ ୪ ଜଣ ଝିଅ ହୋଇଗଲେ ବାଘ, ଜାଣିଲେ ଆପଣଙ୍କ ହୋସ ଉଡିଯିବ

ଏଥିରେ କଣ ଦେଖା ଯାଉଛି ଆପଣଙ୍କୁ ?

ପ୍ରଥମ ଥର ପାଇଁ ଦେଖିଲେ ଆପଣଙ୍କୁ ବାଘ ଦେଖାଯିବ | କିନ୍ତୁ ଇଏ ବାଘ ନୁହେ | ଇଏ ହେଉଛନ୍ତି ୪ ଜଣ ଝିଅ ଯିଏ ବାଘର ଆକୃତି ନେଇଛନ୍ତି | ବର୍ତମାନ କଣ, କାହିଁକି, କେମିତି ଏହି ସବୁ ପ୍ରଶ୍ନର ଉତ୍ତର ମାତ୍ର ଏହି ୧୫ ସେକେଣ୍ଡର ଭିଡ଼ିଓ ଦେଖିଲା ପରେ ମିଳିଯିବ |

ପ୍ରଥମେ ଏହି ଭିଡ଼ିଓ ତ ଦେଖନ୍ତୁ:

https://twitter.com/RexChapman/status/1324904789361242113?ref_src=twsrc%5Etfw%7Ctwcamp%5Etweetembed%7Ctwterm%5E1324904789361242113%7Ctwgr%5Eshare_3&ref_url=https%3A%2F%2Fnavbharattimes.indiatimes.com%2Fviral-adda%2Fvideo%2Fsocial-masala%2Fgirls-body-paint-and-made-tiger-video-goes-viral-47436%2F

ରେକ୍ସ ଚାପମାନ ଏହି ବିଡ଼ିଓ ସେୟାର କରିଛନ୍ତି | ଏଥିରେ ୪ ଜଣ ଝିଅ ଦେଖା ଯାଉଛନ୍ତି ଯିଏ ଅଲଗା ଅଲଗା ଢଙ୍ଗରେ ବସିଯାଉଛନ୍ତି ଆଉ ଯାହାର ଆକୃତି ଏକ ବାଘ ହେଇଯାଉଛି | ସେମାନେ ନିଜ ଦେହରେ ବାଘ ଭଳି ଚିତ୍ର ଆଙ୍କିଥିଲେ | ଖବର ଲେଖିଲା ବେଳକୁ ଭିଡ଼ିଓକୁ ୭ ଲକ୍ଷରୁ ଅଧିକ ଭିୟୁ ମିଳିସାରିଥିଲା |

ସେମାନଙ୍କୁ ଦେଖି ଆଶ୍ଚର୍ଯ୍ୟ ହୋଇଗଲେ:

https://twitter.com/RexChapman/status/1324904789361242113?ref_src=twsrc%5Etfw%7Ctwcamp%5Etweetembed%7Ctwterm%5E1324994195300343808%7Ctwgr%5Eshare_3&ref_url=https%3A%2F%2Fnavbharattimes.indiatimes.com%2Fviral-adda%2Fvideo%2Fsocial-masala%2Fgirls-body-paint-and-made-tiger-video-goes-viral-47436%2F

ଯେତେବେଳେ ପୁରା ବାଘ ଦେଖିଲେ ସେତେବେଳେ ..

https://twitter.com/RexChapman/status/1324904789361242113?ref_src=twsrc%5Etfw%7Ctwcamp%5Etweetembed%7Ctwterm%5E1324904996111052808%7Ctwgr%5Eshare_3&ref_url=https%3A%2F%2Fnavbharattimes.indiatimes.com%2Fviral-adda%2Fvideo%2Fsocial-masala%2Fgirls-body-paint-and-made-tiger-video-goes-viral-47436%2F

ବାବା ରେ ବାବା :

https://twitter.com/RexChapman/status/1324904789361242113?ref_src=twsrc%5Etfw%7Ctwcamp%5Etweetembed%7Ctwterm%5E1324919721788059648%7Ctwgr%5Eshare_3&ref_url=https%3A%2F%2Fnavbharattimes.indiatimes.com%2Fviral-adda%2Fvideo%2Fsocial-masala%2Fgirls-body-paint-and-made-tiger-video-goes-viral-47436%2F

ହଁ :

ବାହା :

https://twitter.com/RexChapman/status/1324904789361242113?ref_src=twsrc%5Etfw%7Ctwcamp%5Etweetembed%7Ctwterm%5E1324960477680726016%7Ctwgr%5Eshare_3&ref_url=https%3A%2F%2Fnavbharattimes.indiatimes.com%2Fviral-adda%2Fvideo%2Fsocial-masala%2Fgirls-body-paint-and-made-tiger-video-goes-viral-47436%2F

ବନ୍ଧୁଗଣ ଯଦି ଆମର ଏହି ଆର୍ଟିକିଲ ଟି ଭଲ ଲାଗିଥାଏ ଗୋଟିଏ ଲାଇକ ଏବଂ ସେୟାର କରିବାକୁ ଅନୁରୋଧ। ଏହାକୁ ନେଇ ଆପଣଙ୍କ ମତା ମତ ଦେବାକୁ ଭୁଲନ୍ତୁ ନାହିଁ। ଏମିତି ପ୍ରତିଦିନ ଦେଶ ଦୁନିଆ, ଜଣା ଅଜଣା, ସ୍ବାସ୍ଥ୍ୟ, ଜ୍ୟୋତିଷ, ମନୋରଞ୍ଜନ ଇତ୍ୟାଦି ଖବର ଜାଣିବାକୁ ଆମର ଏହି ପେଜ କୁ ଲାଇକ କରନ୍ତୁ।

Leave a Reply

Your email address will not be published. Required fields are marked *