ଗାର୍ଲଫ୍ରେଣ୍ଡ ୯ମାସ ପର୍ଯ୍ୟନ୍ତ କଲେ ଗର୍ଭବତୀର ନାଟକ, କାରଣ ଜାଣିଲେ ଆଶ୍ଚର୍ଯ୍ୟ କରିଦେବ ଆପଣଙ୍କୁ

ସ୍କଟଲାଣ୍ଡର ଜଣେ ମହିଳା ନଅ ମାସ ପର୍ଯ୍ୟନ୍ତ ଗର୍ଭବତୀର ନାଟକ କରିଥିଲେ। ମହିଳା ନିଜର ଏକ୍ସ-ବୟଫ୍ରେଣ୍ଡଙ୍କୁ ମିଛ କହିଥିଲେ କି ତାଙ୍କ ପେଟରେ ତାଙ୍କର ପିଲା ଅଛି। ଏଥିପାଇଁ ସେ ୯ମାସ ପର୍ଯ୍ୟନ୍ତ ନକଲି ବେବି ପମ୍ପ ଲଗାଇ ନାଟକ କରିଥିଲେ। ମହିଳାଙ୍କର ଏହି ନାଟକର କାରଣ ମଧ୍ୟ ବହୁତ ଆଶ୍ଚର୍ଯ୍ୟଜନକ ଅଟେ।

ଜ୍ୟାକଲୀନ ମ୍ୟାକଗୋବନ ନାମକ ମହିଳା ନିଜ ଏକ୍ସ-ବୟଫ୍ରେଣ୍ଡ ଜେମୀ ଇତକେନଙ୍କ ମାଆଙ୍କୁ ଡାକ୍ତରଖାନାରୁ ନକଲି ନିଯୁକ୍ତିର ଫଟୋ ମଧ୍ୟ ପଠାଇଥିଲେ। ଜ୍ୟାକଲୀନ ଜେମୀଙ୍କ ପରିବାରଙ୍କୁ ୯ମାସ ପର୍ଯ୍ୟନ୍ତ ଏହି ଭରଷା ଦେଇଥିଲେ କି ତାଙ୍କ ପେଟରେ ଜେମୀଙ୍କର ପିଲା ରହିଛି।

ଡେଲି ରେକଡ଼ର୍ସର ରିପୋର୍ଟ ଅନୁସାରେ, ୩୬ବର୍ଷର ଜ୍ୟାକଲୀନ ହେବାକୁ ଥିବା ଛୁଆ ବିଷୟରେ କଥା ହେବାପାଇଁ ବାର-ବାର ଜେମୀଙ୍କ ସଂପର୍କୀୟ ମାନଙ୍କ ପାଖକୁ ଯାଉଥିଲେ। ଗୋଟିଏ ଥର ତ ସେ ପୂରା ୯ମାସର ଗର୍ଭବତୀ ହୋଇ ତାଙ୍କ ଭାଇଙ୍କ ଅଫିସରେ ପହଞ୍ଚି ଯାଇଥିଲେ ଏବଂ ତାଙ୍କୁ ସାହାଯ୍ୟ କରିବା ପାଇଁ କହିଥିଲେ। ଏଥିପାଇଁ ଜ୍ୟାକଲୀନ ଏକ ନକଲି ବେବି ପମ୍ପ କଣିଥିଲେ। ଯାହାକୁ ସେ ପ୍ରତି ମୂହୁର୍ତ୍ତରେ ନିଜ ପୋଷାକ ଭିତରେ ଲଗାଉଥିଲେ।

ଜ୍ୟାକଲୀନ ଲୋକମାନଙ୍କୁ ଏହିପରି ଧୋକା ଦେଉଥିଲେ କି ସେ ହେବାକୁ ଥିବା ଛୁଆର ନୋହା ନାମ ମଧ୍ୟ ରଖିଥିଲେ ଏବଂ ସେ ନିଜର ଡେଲିଭରୀ ଡେଟ ବିଷୟରେ ମଧ୍ୟ ଲୋକମାନଙ୍କ ସହିତ କଥା ହୋଇଥିଲେ। ସେ ଜେମୀଙ୍କ ମାଆଙ୍କୁ କହିଥିଲେ କି ସେ ଜେଜେମା ହେବାକୁ ଯାଉଛନ୍ତି।

ଜ୍ୟାକଲୀନ ଜେମୀଙ୍କ ମାଆଙ୍କୁ କହିଥିଲେ କି ଜେମୀ ଚେକ-ଅପ କାର୍ଯ୍ୟରେ ତାଙ୍କ ସହିତ ଆସୁନାହାନ୍ତି। ଜ୍ୟାକଲୀନ କହିଛନ୍ତି କି ତାଙ୍କ ଡେଲିଭରୀ ୨୦ମାର୍ଚ୍ଚ ୨୦୨୦ରେ ହେବ। ସେ ଜେମୀଙ୍କ ମାଆଙ୍କୁ କହିଥିଲେ କି ଡେଲିଭରୀ ପରେ ତାଙ୍କୁ ନିଜ ନାତିର ଲାଳନପାଳନ କରିବାକୁ ପଡ଼ିବ।

ଗୋଟିଏ ଥର ହଠାତ ଜ୍ୟାକଲୀନ ଜେମୀଙ୍କୁ ଛୁଆ ଦୋଳିର ଗୋଟିଏ ଫଟୋ ପଠାଇଥିଲେ ଏବଂ ତାଙ୍କୁ ୨,୯୯,୮୮୮ଟଙ୍କା ମାଗିଥିଲେ। କିଛି ସମୟ ପରେ ଜ୍ୟାକଲୀନ କହିଥିଲେ କି ତାଙ୍କର ଛୁଆ ନଷ୍ଟ ହୋଇଯାଇଛି। ସେ ଜେମୀଙ୍କୁ ଅନେକ ମେସେଜ ଫଠାଇ କହିଥିଲେ କି ସେ ଛୁଆକୁ ନେଇ କୈାଣସି ପ୍ରକାରର ସହଯୋଗ କରି ନାହାନ୍ତି। ଏହାପରେ ସେ ଜେମୀଙ୍କ ମାଆ ସହ ସଂପର୍କ ମଧ୍ୟ କରିଥିଲେ।

ଏସବୁଥିରେ ବିରକ୍ତ ହୋଇ ଜେମୀ ଜ୍ୟାକଲୀନଙ୍କ ବିରୁ-ଦ୍ଧରେ କୋ-ର୍ଟ-ରେ କେ-ସ କରିଥିଲେ। କୋ-ର୍ଟରେ ଜ୍ୟାକଲୀନ ସ୍ୱୀକାର କରିଥିଲେ କି ସେ ୧ଜୁନ ୨୦୧୯ରୁ ନେଇ ୨୯ଫେବୃଆରୀ ୨୦୨୦ ମଧ୍ୟରେ ଜେମୀ ଏବଂ ତାଙ୍କ ଘରର ସଦସ୍ୟଙ୍କୁ ବିରକ୍ତି ଏବଂ ଡରାଇବା ଭଳି କାମ କରିଥିଲେ। ସେ ନିଜ ଏକ୍ସ-ବୟଫ୍ରେଣ୍ଡଙ୍କୁ ଷ୍ଟକ ଏବଂ ତଦାରଖ କରିବା ପାଇଁ ଏସବୁ କରିଥିଲେ। ଏହା ବ୍ୟତୀତ, ସେ ନିଜେ ଗର୍ଭବତୀ ବାହାନାରେ ଟଙ୍କାର ମଧ୍ୟ ଧମକ ଦେଇଥିଲେ।

ପର୍ଥ ଶେରିଫ କୋ-ର୍ଟରେ ଏହି ଘଟ-ଣାର ଶୁଣାଣି ଅନେକ ଦିନ ପର୍ଯ୍ୟନ୍ତ ଚାଲିଥିଲା। ପୂର୍ବ ଶୁଣାଣିରେ ଜ୍ୟାକଲୀନ ଅଦାଲତରେ ଉପସ୍ଥିତ ନଥିଲେ କିନ୍ତୁ ସେ ବୟାନରେ ସ୍ଵୀକାର କରିଥିଲେ କି ଏ ସବୁ କରିବା ପାଇଁ ସେ ନକଲି ବେବି ପମ୍ପ ଲଗାଉଥିଲେ। ଏହି ଆ-ରୋ-ପ ପାଇଁ ଜେମୀଙ୍କ ଓ-କିଲ ଅଦା-ଲତରେ ଜ୍ୟାକଲୀନଙ୍କୁ ଦୋ-ଷୀ ସାବ୍ୟସ୍ତ କରିବା ପାଇଁ ଦାବି କରିଥିଲେ।

ଅଦା-ଲତ କହିଥିଲେ କି ଏହା ଏକ ଅସାମାନ୍ୟ ଆ-ରୋ-ପ ଅଟେ ଏବଂ ଏଥିପାଇଁ ବାକି ରି-ପୋ-ର୍ଟ ଦେଖିବାର ଆବଶ୍ୟକତା ରହିଛି। ଜ୍ୟାକଲୀନଙ୍କୁ ପୂର୍ବ ଶୁଣାଣିରେ ଦୋ-ଷୀର ଆଖ୍ୟା ଦିଆଯାଇନଥିଲା। ହେଲେ, ବର୍ତ୍ତମାନ ତାଙ୍କୁ ଆଗାମୀ ମାସରେ ସ-ଜ୍ଜା ଶୁଣା ଯିବାର ଆଦେଶ ଦିଆଯାଇଛି।

ବନ୍ଧୁଗଣ ଯଦି ଆମର ଏହି ଆର୍ଟିକିଲ ଟି ଭଲ ଲାଗିଥାଏ ଗୋଟିଏ ଲାଇକ ଏବଂ ସାଙ୍ଗ ସାଥୀଙ୍କ ସହ ସେୟାର କରିବାକୁ ଅନୁରୋଧ। ଏହାକୁ ନେଇ ଆପଣଙ୍କ ମତା ମତ ଦେବାକୁ ଭୁଲନ୍ତୁ ନାହିଁ। ଏମିତି ପ୍ରତିଦିନ ଦେଶ ଦୁନିଆ, ଜଣା ଅଜଣା, ସ୍ୱାସ୍ଥ୍ୟ, ଜ୍ୟୋତିଷ, ମନୋରଞ୍ଜନ ଇତ୍ୟାଦି ଖବର ଜାଣିବାକୁ ଆମର ଏହି ପେଜ କୁ ଲାଇକ କରନ୍ତୁ।

Leave a Reply

Your email address will not be published. Required fields are marked *