ପେଟ୍ରୋଲ ପମ୍ପ ଲୁଟିବାକୁ ଆସିଥିଲେ ୩ଜଣ ଚୋ-ର, ଏକୁଟିଆ ମହିଳା ଜଣଙ୍କ ତିନିଜଣଙ୍କୁ ଦେଲେ ପାନେ, ଦେଖନ୍ତୁ Video

ଗୋଟିଏ ପକ୍ଷରେ ପୂରା ଦୁନିଆରେ କୋରୋନା ହାହାକାର ଖେଳାଇ ରଖି ଦେଇଛି ତ ଅନ୍ୟ ପକ୍ଷରେ ଚୋ-ରି-ର ଘଟଣା ମଧ୍ୟ ବଢିବାରେ ଲାଗିଛି। କେବଳ ଘର ଏବଂ ବ୍ୟାଙ୍କ ନୁହେଁ ବର୍ତ୍ତମାନ ତ ପେଟ୍ରୋଲ ପମ୍ପ ମଧ୍ୟ ସୁରକ୍ଷିତ ନୁହେଁ। ଚୋ-ର ଆଜିକାଲି ଏହାକୁ ମଧ୍ୟ ଲୁ-ଟି ନେଉଛନ୍ତି। ପେଟ୍ରୋଲ ପମ୍ପ ଗୋଟିଏ ଏମିତି ଜାଗା ଅଟେ ଯେଉଁଠାରେ ପ୍ରତିଦିନ ହଜାର ହଜାର ସଂଖ୍ୟାରେ ଲୋକ ପେଟ୍ରୋଲ ଡିଜେଲ ଭରିବା ପାଇଁ ଆସିଥାନ୍ତି। ଏହା ଡେ-ରି ରାତି ପର୍ଯ୍ୟନ୍ତ ମଧ୍ୟ ଖୋଲା ରହିଥାଏ। ଏମାନଙ୍କ ପାଖରେ ସାରାଦିନର ରୋଜଗାର ହୋଇଥିବା ବହୁତ ଟଙ୍କା ମଧ୍ୟ ଥାଏ।ଏଥିପାଇଁ ଚୋ-ରମାନଙ୍କ ପାଇଁ ଏହା ଏକ ସଠିକ ଟା-ର୍ଗେ-ଟ ହୋଇଥାଏ।

ଏମିତି ଚିନ୍ତାରେ ୩ଜଣ ଚୋ-ର ଧଳା ରଙ୍ଗର ଭ୍ୟାନରେ ବସି ପେଟ୍ରୋଲ ପମ୍ପ ଲୁଟିବାକୁ ଆସିଥିଲେ, କିନ୍ତୁ ସେଠାରେ କାମ କରୁଥିବା ଜଣେ ମହିଳା ଏକୁଟିଆ ହିଁ ତିନିଜଣଙ୍କୁ ହଟେଇ ଦେଇଥିଲେ। ଏହି ପୂରା ଘଟଣା ସେଠାରେ ଲାଗିଥିବା ସି-ସି-ଟି-ଭି କ୍ୟାମେରାରେ ବ-ନ୍ଦି ହୋଇ ଯାଇଛି। ବର୍ତମାନ ମହିଳାଙ୍କ ବାହାଦୁରିର ଏହି ଭିଡିଓ ସୋସିଆଲ ମିଡ଼ିଆରେ ବହୁତ ଭାଇରାଲ ହେଉଛି। ଭିଡ଼ିଓରେ ଦେଖା ଯାଉଛି କି କେମିତି ୩ଜଣ ମାସ୍କେଡ ଚୋ-ର ଗୋଟିଏ ଧଳା ରଙ୍ଗର ଭ୍ୟାନରେ ପେଟ୍ରୋଲ ପମ୍ପ ପାଖକୁ ଆସିଥିଲେ ଏବଂ ଲୁଟିବା ଲକ୍ଷରେ ବାହାରକୁ ବାହାରି ଥିଲେ।

ସେଠାରେ କାମ କରୁଥିବା ମହିଳା ଜଣଙ୍କ ଚୋ-ରଙ୍କ ହର-କତକୁ ପ୍ରଥମରୁ ହିଁ ଜାଣି ପାରିଥିଲେ। ଚୋ-ର ଯେତେବେଳେ ଆସିଥିଲେ ସେତେବେଳେ ସେ ଗୋଟିଏ କାରରେ ପେଟ୍ରୋଲ ଭରୁଥିଲେ। ଏଥିପାଇଁ ସେ ପେଟ୍ରୋଲ ପମ୍ପର ପାଇପରେ ହିଁ ଚୋ-ରଙ୍କ ଉପରେ ହମ-ଲା କରି ଦେଇଥିଲେ। ସେ ପୂରା ଜୋରରେ ପେଟ୍ରୋଲର ଧାର ଚୋ-ରଙ୍କ ଉପରକୁ ଛାଡ଼ି ଦେଇଥିଲେ।ସେ ଏମିତି ସେ ପର୍ଯ୍ୟନ୍ତ କରିଥିଲେ ଯେପର୍ଯ୍ୟନ୍ତ ଚୋର ସେଠାରୁ ଦୌ-ଡ଼ି ଯିବାପାଇଁ ବାଧ୍ୟ ହୋଇନଥିଲେ।ଚୋ-ରଙ୍କୁ ମଧ୍ୟ ଏହି ଡ-ର ଲାଗିଥିଲା କି ଏହି ପେଟ୍ରୋଲ କାରଣରୁ କାଳେ ସେ ନିଆଁର କବଜାରେ ଆସିଯିବେ।

ଏହି ପୂରା ଦୃଶ୍ୟ କୈାଣସି ସୀନେମା ଦୃଶ୍ୟ ପରି ଲାଗିଥାଏ। ସୋସିଆଲ ମିଡିଆରେ ମହିଳାଙ୍କର ଏହି ବାହାଦୁରୀର ବହୁ ମାତ୍ରାରେ ପ୍ରଶଂସା କରାଯାଉଛି।ଯିଏ ମଧ୍ୟ ଏହି ଭିଡିଓକୁ ଦେଖିଛନ୍ତି ସେ ମହିଳାଙ୍କ ଚିନ୍ତା ଧାରାର ପାଗଳ ହୋଇ ଯାଇଛନ୍ତି। ଚାଲନ୍ତୁ ଆପଣ ମଧ୍ୟ ବିନା କୈାଣସି ଡେ-ରିରେ ଏହି ଭିଡିଓ ଦେଖି ନିଅନ୍ତୁ।

ଏହି ଭିଡିଓ କେବେକାର ଏବଂ କେଉଁଠାରେ ଅଟେ ପରିଶେଷରେ ଏହି କଥା ଜଣାପଡି ପାରିନାହିଁ। ହେଲେ ସୋସିଆଲ ମିଡ଼ିଆରେ ଏହି ଭିଡିଓକୁ ନେଇ ବହୁତ ଚର୍ଚ୍ଚା ହେଉଛି।ଏହି ଭିଡିଓ ଆମକୁ ଏହା ମଧ୍ୟ ଶିଖାଉଛି କି କେଉଁ ପରି ଭାବରେ ଆମେ ସବୁବେଳେ ସତର୍କ ରହିବା ଉଚିତ। ସମସ୍ୟା ଆସିବା ମାତ୍ରେ ହିଁ ଡ-ରିବା ଉଚିତ ନୁହେଁ। ତାକୁ ବୁଦ୍ଧିର ସହିତ ସାମ୍ନା କରିବା ଉଚିତ। ଏହାଛଡା ଆପଣ ମାନଙ୍କୁ ମହିଳାଙ୍କର ଏହି କାରନାମା କେମିତି ଲାଗିଲା ଆମକୁ କମେଣ୍ଟ କରି ନିଶ୍ଚିତ ଜଣାନ୍ତୁ। ଏହା ସହିତ ଭିଡିଓ ପସନ୍ଦ ଆସୁଛି ତ ସେୟାର ମଧ୍ୟ କରନ୍ତୁ।

Leave a Reply

Your email address will not be published. Required fields are marked *