ଘରଭିତରୁ ଚୋ-ରି ହୋଇଗଲା ବିଶ୍ୱର ସବୁଠାରୁ ବିଶାଳ ଠେକୁଆ, ଏହାକୁ ଫେରାଇଆଣିବା ଲୋକକୁ ଦିଆଯିବ ପୁରସ୍କାର

ଦୁନିଆର ସବୁଠାରୁ ବଡ ଠେକୁଆଟି ତାର ମାଲିକ ଘରୁ ଚୋ-ରି ହୋଇଯାଇଛି । ଏହି ଠେକୁଆଟିକୁ ଗିନୀଜ ୱାଲଡ଼ ରେକର୍ଡରେ ବିଶ୍ୱର ସବୁଠାରୁ ବଡ ଠେକୁଆ ଆଖ୍ୟା ଦିଆଯାଇଛି । ଠେକୁଆଟିର ଚୋ-ରି ହେବା ଖବରରେ ପୋ-ଲି-ସ ତାକୁ ଖୋଜିବାରେ ଲାଗିପଡିଛି । ସେହି ଠେକୁଆଟିର ମାଲିକ ଠେକୁଆର ଠିକଣା କହିବା ଲୋକକୁ ପୁରସ୍କାର ଦିଆଯିବ ବୋଲି ଘୋ-ଷ-ଣା କରିଛନ୍ତି ।

ପଶ୍ଚିମ ମୂର୍ଶିଆ ପୋ-ଲି-ସ-ଙ୍କ କହିବା ଅନୁସାରେ 129 ସେଣ୍ଟିମିଟର ବିଶିଷ୍ଟ ଠେକୁଆଟି ଚୋ-ରି ହୋଇଯାଇଛି । ଏହା ବିଶ୍ୱର ସବୁଠାରୁ ବିଶାଳ ଠେକୁଆ , ଯାହାର ନାମ ଡେରିୟସ ଅଟେ । ଶନିବାର ସନ୍ଧ୍ୟା ସମୟରେ କିଛି ଚୋ-ର ଏହାକୁ ଚୋ-ରି କରିନେଇଥିଲେ ।

2010 ରେ ଏହି ଠେକୁଆଟିକୁ ଗିନୀଜ ୱାଲଡ଼ ରେକର୍ଡରେ ସମ୍ମାନୀତ କରାଯାଇଥିଲା । ଠେକୁଆର ମାଲିକ ଏନେଟ ଏଡ଼ୱାର୍ଡ଼ସ କହିଛନ୍ତି କି ଚୋ-ର-ଙ୍କୁ ଖୋଜିବା ଏବଂ ଠେକୁଆଟିକୁ ଫେରାଇଆଣିବା ଲୋକକୁ ଏକ ଲକ୍ଷରୁ ଅଧିକ ଟଙ୍କା ଦେବାର କଥା ଘୋ-ଷ-ଣା କରିଛନ୍ତି । ତାଙ୍କ କହିବା ଅନୁସାରେ ଯେଉଁଦିନ ତାଙ୍କ ଠେକୁଆଟି ଚୋରିହେଲା ତାହା ଏକ ଦୁଃଖଦ ଦିନ ଥିଲା ।

ଏଡ଼ୱାର୍ଡ଼ସ ଟ୍ୱିଟରରେ କହିଛନ୍ତି କି ଯିଏବି ଡେରିୟସକୁ ନେଇଛ ତାକୁ ଫେରାଇଦେବାପାଇଁ ସେ ପ୍ରାର୍ଥନା କରିଛନ୍ତି । ବର୍ତ୍ତମାନ ସେ ପ୍ରଜନନ ପାଇଁ ବୁଢା ହୋଇଯାଇଛି। ପଶ୍ଚିମ ମୂର୍ଶିଆ ପୋ-ଲି-ସ ଠେକୁଆଟିର ଚୋ-ରିକୁ ନେଇ କହିଛି କି ଘ-ଟ-ଣା-ଟି ନଜରକୁ ଆସିଛି । ଏଥି ସହ ଠେକୁଆର କୌଣସି ଠିକଣା ମିଳିବାପରେ ସୂ-ଚ-ନା ଦେବାକୁ ନିବେଦନ କରିଛନ୍ତି । ଏହାପାଇଁ ପୋ-ଲି-ସ ମଧ୍ୟ ଫୋନ ନମ୍ବର ଜାରି କରିଛି ।

ସୂ-ଚ-ନା ଅନୁସାରେ , ମାଳଦ୍ବୀପର ସବୁଠାରୁ ବୃହତ ଠେକୁଆକୁ ଶନିବାର 10 ଏପ୍ରିଲରୁ 11 ଏପ୍ରିଲ ସନ୍ଧ୍ୟାରେ ଚୋ-ରି କରାଯାଇଥିଲା । ସେହି ସମୟରେ ଠେକୁଆ ନିଜ ମାଲିକ ବଗିଚାରେ ଥିବା ଏନକ୍ଲୋଜରରେ ଥିଲା ।

Leave a Reply

Your email address will not be published. Required fields are marked *