ପଶୁମାନଙ୍କୁ ନ ମାରି ମଧ୍ୟ ମିଳିବ ମାଂସର ସ୍ୱାଦ, ସିଙ୍ଗାପୁରରେ ମିଳିଲା ଲ୍ୟାବରେ ତିଆରି ମାଂସ

ସିଙ୍ଗାପୁର: ଏବେ ଆପଣ କୌଣସି ପଶୁକୁ ନମାରି ମାଂସର ମଜା ନେଇପାରିବେ। ସିଙ୍ଗାପୁର ଏମିତି କିଛି କରିବାକୁ ଯାଉଛି। ସିଙ୍ଗାପୁର ପ୍ରଥମେ ଏମିତି ଏକ ଦେଶ ହୋଇଛି ଯିଏ ଲ୍ୟାବରେ ପ୍ରସ୍ତୁତ ହୋଇଥିବା ମାଂସକୁ ବିକ୍ରି କରିବାକୁ ଅନୁମତି ଦେଇଛି। ସିଙ୍ଗାପୁରର ଏହି କାର୍ଯ୍ୟକୁ ଐତିହାସିକ ଚୁକ୍ତିନାମା ଦିଆଯାଉଛି। ଆମେରିକ କମ୍ପାନୀ “ଜ୍ସଟ ଈଟ” ଚିକେନ ବାଈଟ୍ସର ଉତ୍ପାଦନ କରିବ ଏବଂ ସେ ସିଙ୍ଗାପୁରର ଫୁଡ ଏଜନ୍ସିର ସେଫଟି ଟେସ୍ଟ କୁ ମଧ୍ୟ ପାସ କରି ସାରିଛି। କମ୍ପାନୀ କହିଛି କି ସିଙ୍ଗାପୁରରେ ଅନୁମତି ମିଳିବା ସହିତ ଭବିଷ୍ୟତରେ ପଶୁ ମାନଙ୍କୁ ନମାରି ମାଂସ ଉତ୍ପାଦନ ହୋଇପାରିବେ। କମ୍ପାନୀର କହିବା ଏହାକି ଲ୍ୟାବରେ ବନା ହୋଇଥିବା ମାଂସ ପାରମ୍ପରିକ ମିଟ ପରି ପୋଷକ ତତ୍ୱ ହେବ ଏବଂ ସ୍ୱାଦ ମଧ୍ୟ ଏକା ପରି।

କେତେ ଡର୍ଜନ ଫର୍ମ କଲ୍ଟବେଟେଡ ଚିକେନ, ବିଫ ଏବଂ ପୋର୍କ ପ୍ରସ୍ତୁତ କରୁଛନ୍ତି ଯେମିତି ପଶୁମାନଙ୍କର ହତ୍ୟାରେ ଜଳ ବାୟୁ ଏବଂ ପର୍ଯାବରଣ ଉପରେ ପଡୁଥିବା ପ୍ରଭାବକୁ ରୋକା ଯାଇପାରିବ। ଏହା ସହିତ ବିନା କୌଣସି ହିଂସାର ସୁରକ୍ଷିତ ଏବଂ ଡ୍ରଗ ମୁକ୍ତ ମିଟକୁ ଉତ୍ପାଦନ କରାଯାଇ ପାରିବ। ବର୍ତ୍ତମାନ ପ୍ରତ୍ୟକ ଦିନ ପାଖାପାଖି ୧୩ କୋଟି କୁକୁଡା ଏବଂ ୨୦ ଲକ୍ଷ ଘୁସୁରୀ ମାରିଦିଆ ଯାଉଛି। ପୃଥିବୀରେ ସମୂଦାୟ ସ୍ତନ୍ୟପେୟୀ ଜୀବ ମାନଙ୍କ ମଧ୍ୟରୁ ୬୦ ପ୍ରତିଶଦ ପଶୁ ଅଛନ୍ତି। ୩୬ ପ୍ରତିଶଦ ମନୁଷ୍ୟ ଏବଂ ମାତ୍ର ୪ ପ୍ରତିଶଦ ପଶୁ ଅଛନ୍ତି। କିନ୍ତୁ ପଶୁ ମାନଙ୍କର ହତ୍ୟା ପାଇଁ ଜୈବ ସନ୍ତୁଳନ ଖରାପ ହୋଇଯାଏ।

ଏହି ଉତ୍ପାଦନକୁ ବଢେଇବା ପାଇଁ ନିଶ୍ଚିତ ଆନିମଲ ସେଲ୍ସ ସେଲ ବ୍ୟାଙ୍କରୁ ନିଆଯିବ ଏବଂ ଏହା ପାଇଁ କୌଣସି ପଶୁ ମାନଙ୍କର ହତ୍ୟା କରିବାକୁ ପଡିବ ନାହିଁ। ଏହି ସେଲ୍ସ ଜୀବନ୍ତ ପଶୁ ମାନଙ୍କର ବାୟୋପ୍ସିଜ ନିଆଯାଇ ପାରିବ। କୋଶିକାକୁ ବାହାର କରିବା ପାଇଁ ଯେଉଁ ପୋଷକ ତତ୍ବ ବ୍ୟବହାର ହେବ, ସେ ଗଛମାନଙ୍କ ଠାରୁ ନିଆ ଯିବ।

ସଂଶୋଧନରେ ଏହା ମଧ୍ୟ କୁହାଯାଇ ପାରିବ କି ଯଦି ମାଂସ ଖାଇବାରେ ରିହାତି କରାଯାଇ ପରେ ତେବେ ଜଳବାୟୁ ସଙ୍କଟର ମୁକିବିଲା କରିବାରେ ସାହାର୍ଯ୍ୟ ହୋଇ ପାରିବ। ବୈଜ୍ଞାନିକ ମାନଙ୍କର କହିବା ଏହା କି ମାଂସ ଖାଇବା କମ କରିବା କୌଣସି ବ୍ୟକ୍ତି ତରଫରୁ ପର୍ଯ୍ୟାବରଣ ସଂରକ୍ଷଣ ରେ ସବୁଠାରୁ ବଡ ଯୋଗଦାନ ହୋଇପାରେ।

ଲ୍ୟାବରେ ଉତ୍ପାଦନ କରିଥିବା କମ୍ପାନୀ ମାନଙ୍କର କହିବା ଏହାକି କେତେକ ଲୋକ ପାରମ୍ପରିକ ମିଟର ବ୍ୟବହାର ଅପେକ୍ଷା ତାଙ୍କ ମିଟର ବ୍ୟବହାର କରିବେ। ଶାକାହାରୀ କେତେକ ଲୋକମାନଙ୍କୁ ଆକର୍ଷିତ କରୁନାହିଁ ଏବଂ ପ୍ଲାଣ୍ଟ ବେସ୍ଟ ରିପ୍ଲେସମେଣ୍ଟ ରେ ମଧ୍ୟ ପାରମ୍ପରିକ ସ୍ବାଦ ମିଳି ନଥାଏ। କିନ୍ତୁ ଉତ୍ପାଦନ କମ୍ପାନୀ ଏହି ଦାବି ଅଟେ କି ବାୟୋରିଏକ୍ଟର୍ସ ରେ ବନା ହୋଇଥିବା ମିଟ ନା କେବଳ ସ୍ବାଦିଷ୍ଟ ହେବ ବଂର ପଶୁୁ ମାନଙ୍କର ନଷ୍ଟ ହେବା ପରେ ଯେଉଁ ବ୍ୟାକ୍ଟିରିୟଲ କଣ୍ଟୈମିନେଶନ ରୁ ମଧ୍ୟ ବଞ୍ଚେଇ ହେବ।

ଜସ୍ଟ ଈଟ ର ଜୋଶ ଟେଟ୍ରିକ ମିଡିଆ ମାନଙ୍କ ସହ କଥାବାର୍ତ୍ତା ରେ ଏହି ଫୁଡ ଇଣ୍ଡସ୍ଟ୍ରି ପାଇଁ ଐତିହାସିକ ପାଦ ବୋଲି କହିଛନ୍ତି। ଟେଟ୍ରିକ କେତେକ ଟର୍କର ମଧ୍ୟ ସାମ୍ମନା କରିଛନ୍ତି। ସେ କହିଛନ୍ତି ଅନ୍ୟ ଦେଶ ମାନଙ୍କର ନିୟାମକ ସଂସ୍ଥା ଗୁଡିକ ଠାରୁ ଅନୁମତି ନେବା ଏବଂ ଉତ୍ପାଦନ ବଢେଇବା ଏହା ଏକ ବହୁତ ବଡ ଟର୍କର ସହ ସମାନ। ଯଦି ଆମେ ସମ୍ପୁର୍ଣ୍ଣ ସିଙ୍ଗାପୁର ପାଇଁ ଉତ୍ପାଦନ ଆରମ୍ଭ କରୁ ଏବଂ ପୁଣି ଅନ୍ୟ ଜାଗା ମାନଙ୍କରେ ଆମର ଚେନ ଖୋଲିଲେ ତେବେ ଆମକୁ ୧୦,୦୦୦ ଲିଟର ବାୟୋରିଏକ୍ଟର୍ସ ବା ୫୦,୦୦୦ ଲିଟରରୁ ଅଧିକ କ୍ଷମତାର ବାୟୋରିଏକ୍ଟର୍ସ ର ବ୍ୟବହାର କରିବାକୁ ପଡିବ।

ଏହାକୁ ନେଇ ଆପଣଙ୍କ ମତା ମତ ଦେବାକୁ ଭୁଲନ୍ତୁ ନାହିଁ। ଏମିତି ପ୍ରତିଦିନ ଦେଶ ଦୁନିଆ, ଜଣା ଅଜଣା, ସ୍ୱାସ୍ଥ୍ୟ, ଜ୍ୟୋତିଷ, ମନୋରଞ୍ଜନ ଇତ୍ୟାଦି ଖବର ଜାଣିବାକୁ ଆମର ଏହି ପେଜ କୁ ଲାଇକ କରନ୍ତୁ।

Leave a Reply

Your email address will not be published. Required fields are marked *