ଏହାର ସେବନ ଦ୍ୱାରା ହୃଦୟରେ ଦୁର୍ବଳତା, ହାର୍ଟ ବ୍ଲୋକେଟ ଭଳି ସମସ୍ୟାରୁ ମୁକ୍ତି ପାଇପାରିବେ। ଏହି ସରଳ ଘରୋଇ ଉପଚାର ନିଶ୍ଚିନ୍ତ କରନ୍ତୁ |

ଆଜିର ଏହି ପୋଷ୍ଟ ମାଧ୍ୟମରେ ଆମେ ଆପଣ ମାନଙ୍କ ପାଇଁ ଗୋଟେ ଘରୋଇ ଉପଚାର ନେଇ ଆସିଛୁ। ଯାହାର ପ୍ରୟୋଗ ମାତ୍ରେ ଆପଣଙ୍କର ହୃଦୟରେ ଦୁର୍ବଳତା, ହାର୍ଟ ବ୍ଲୋକେଟ ଭଳି ସମସ୍ୟାରୁ ମୁକ୍ତି ପାଇପାରିବେ। ତେବେ ଆସନ୍ତୁ ଜାଣିବା ସେହି ଘରୋଇ ଉପଚାର ବିଷୟରେ।

ବନ୍ଧୁଗଣ ଆପଣଙ୍କର ହୃଦୟର ଦୁର୍ବଳତା, ହାର୍ଟ ବ୍ଲୋକେଟ୍, ଏବଂ ଚାଲୁ ଚାଲୁ ଅଣନିଶ୍ୱାସି ବା ପ୍ରଶ୍ୱାସ ନେବାରେ ଅସୁବିଧା ହେଉଅଛି ଯଦି ଆପଣଙ୍କୁ ଇସିସି ରୁପ ଖରାପ ହେବାକୁ ଲାଗିଲାଣି ତେବେ ହାର୍ଟ ସମ୍ବୋଧିତ ଅନେକ ପ୍ରକାରର ସମସ୍ୟା ଦୁର କରିବା ପାଇଁ ଆଜି ଆମେ ଆପଣ ମାନଙ୍କ ପାଇଁ ଗୋଟେ ଚମତ୍କାରୀ ଘରୋଇ ଉପଚାର ନେଇ ଆସିଛୁ। ଆଜିର ସମୟରେ ପ୍ରାୟତଃ ପ୍ରତ୍ୟକ ଘରେ ହାର୍ଟ ରୋଗୀ ମାନଙ୍କୁ ଦେଖିବାକୁ ମିଳୁଛି। ହାର୍ଟ ରୋଗ ମଧ୍ୟ ଏମିତି ସମସ୍ୟା ହେବାକୁ ଲାଗିଲାଣି ଏହା ଛୋଟ ବଡ଼ ସମସ୍ତଙ୍କ ପାଖରେ ଦେଖିବାକୁ ମିଳିଲାଣି। ହାର୍ଟ ରୋଗ ହେଲା ହାର୍ଟଆଟାକ, ଷ୍ଟେନ୍ଡ ଲଗେଇବାକୁ ପଡିପାରେ କିମ୍ବା ସର୍ଜରୀ କରିବାକୁ ପଡିପାରେ। ଯଦି ଆପଣ ଘରୋଇ ଉପଚାର ଦ୍ୱାରା ଆପଣ ହାର୍ଟକୁ ସୁସ୍ଥ ରଖିବାକୁ ଚାହାନ୍ତି ତାହେଲେ ଆଜିର ଏହି ପୋଷ୍ଟ ପଢନ୍ତୁ। ଆପଣଙ୍କୁ ଜୀବନରେ କେବେବି ହାର୍ଟ ସମ୍ବୋଧିତ ସମସ୍ୟା ହେବ ନାହିଁ ଏବଂ ଆପଣଙ୍କ ହାର୍ଟ ସଦାସର୍ବଦା ସୁସ୍ଥ ରହିବ।ଯଦି ଆପଣ ନିଜ ହାର୍ଟକୁ ସବୁଦିନ ପାଇଁ ସୁସ୍ଥ ରଖିବା ପାଇଁ ଚାହୁଁଛନ୍ତି ତେବେ ଆଜିର ଏହି ପୋଷ୍ଟଟିକୁ ଶେଷ ପର୍ଯ୍ୟନ୍ତ ପଢନ୍ତୁ।

ଆସନ୍ତୁ ଜାଣିବା ଆପଣ ଏହାକୁ କେମିତି ବନେଇବେ ଏବଂ ଏହାର ସେବନ କେମିତି କରିବେ।

ଏହାକୁ ବନେଇବା ପାଇଁ ଲାଉ ବା ଏହାକୁ ବୁଇକଖାରୁ ମଧ୍ୟ କହିଥାଉ। ଏହା ଆପଣଙ୍କୁ ଆପଣଙ୍କ ଲକାଲ ମାର୍କେଟରୁ ବହୁତ ସହଜରେ ମିଳିଯିବ।କିନ୍ତୁ ଏଠାରେ ଆପଣଙ୍କୁ ଧ୍ୟାନ ରଖିବାକୁ ପଡ଼ିବ ଯେ ଆପଣ, କଖାରୁର ବ୍ୟବହାର କରିବା ପୁର୍ବରୁ ତାହାକୁ ପ୍ରଥମେ ଚେକ୍ କରି ନିଅନ୍ତୁ ତାହା ଠିକ ଅଛି କି ନାହିଁ।କାରଣ ମାର୍କେଟରେ ମିଳୁ ଥିବା କଖାରୁ ବିଭିନ୍ନ ପ୍ରକାରର ହୋଇଥାଏ। ବନ୍ଧୁଗଣ ଏହାକୁ ଏମିତି କାଟି ଆପଣ ପ୍ରଥମେ ଦାନ୍ତରେ ଚେକ୍ କରିନିଅନ୍ତୁ ଏହା ପିତା ଲାଗୁଛି କି ନାହିଁ।ଯଦି ଏହା ପିତା ଲାଗୁଥାଏ ତେବେ ଆପଣ ଏହାର ପ୍ରୟୋଗ କରନ୍ତୁ ନାହିଁ।ଏହା ଆପଣଙ୍କ ଶରୀର ପାଇଁ କ୍ଷତି କାରକ ହୋଇପାରେ।ସେଥିପାଇଁ ଆମେ ଆପଣଙ୍କୁ କହି ଦେଉଛୁ ଯେ ଯଦି ଆପଣ କଖାରୁର ପ୍ରୟୋଗ କରିବେ ସେତେବେଳେ ଆପଣ ପ୍ରଥମେ ଏହାକୁ ଚାଖି ଏହାକୁ ଟେଷ୍ଟ କରିନିଅନ୍ତୁ। ଯଦି ଏହା ଆପଣଙ୍କୁ ପିତା ଲାଗୁଥିବ ତାହେଲେ ଆପଣ ଏହାର ପ୍ରୟୋଗ କରନ୍ତୁ ନାହିଁ।

ଆପଣଙ୍କୁ ପାଖାପାଖି ଏକ ଗ୍ଲାସ କଖାରୁ ବା ଲାଉର ଆବଶ୍ୟକତା ପଡ଼ିବ।ସେଥିପାଇଁ ଆପଣଙ୍କୁ ଏକ ଗ୍ଲାସ ମାପର ଲାଉ ଖଣ୍ଡ ନିଅନ୍ତୁ। ପ୍ରଥମେ ଆପଣ ଏହାର ଚୋପାକୁ ପନଖି କିମ୍ବା ଛୁରୀ ସାହାର୍ଯ୍ୟରେ କାଢି ନିଅନ୍ତୁ। ଏହାର ଚୋପାକୁ କାଢି ସାରିବା ପରେ ଛୋଟ ଛୋଟ ପିସରେ କାଟି ଦିଅନ୍ତୁ।ଫଳରେ ଏହାର ଜୁସ୍ ବନେଇବା ପାଇଁ ଆପଣଙ୍କୁ ସୁବିଧା ହେବ। ଏବେ ଆପଣ ଏହାକୁ ଗ୍ରାଇଣ୍ଡିନ୍ଗ କରିନିଅନ୍ତୁ। ଆପଣ ଏହାକୁ ଗ୍ରାଇଣ୍ଡିନ୍ଗ କରି ଏହାର ଜୁସ୍ ବାହାର କରିନିଅନ୍ତୁ। ଏବେ ଆପଣ ଏଥିରେ ପ୍ରୟୋଗ କରିବେ ଅଦା ରସ। ଅଦାକୁ ଛେଚି ଏହାର ରସ ବାହାର କରିନିଅନ୍ତୁ। ଏଥିରେ ଆପଣଙ୍କୁ ଏକ ଚାମଚ ଅଦା ରସ ଦରକାର ହେବ।

ଆପଣ ଏହି ଜୁସ୍ ରେ ଏକ ଚାମଚ ଅଦା ରସ ମିଶେଇ ଦିଅନ୍ତୁ। ଏହା ପରେ ତୁଳସୀ ରସର ଆବଶ୍ୟକତା ପଡ଼ିବ। ଏହି ତୁଳସୀ ପତ୍ର ଆପଣଙ୍କ ଘରୁ ବହୁତ ସହଜରେ ମିଳିଯିବ। ପ୍ରଥମେ ଆପଣ ତୁଳସୀ ପତ୍ରକୁ ଆଣି ସେଥିରୁ ରସ ବାହାର କରିନିଅନ୍ତୁ ଏବଂ ଏକ ଚାମଚ ତୁଳସୀ ରସ ଆପଣ ଏଥିରେ ମିଶେଇ ଦିଅନ୍ତୁ। ଏହାପରେ ଏଥିରେ ମିଶେଇବାକୁ ପଡ଼ିବ ପୁଦିନା ପତ୍ରର ରସ। ଆପଣ ଏହି ପୁଦିନା ପତ୍ର ମାର୍କେଟରୁ କିଣି ଆଣନ୍ତୁ।ଏବଂ ତାହାର ମଧ୍ୟ ରସ ବାହାର କରି ନିଅନ୍ତୁ। ଆପଣ ଏଥିରେ ବି ମଧ୍ୟ ଏକ ଚାମଚ ପୁଦିନା ପତ୍ରର ରସ ପ୍ରୟୋଗ କରନ୍ତୁ। ଏବେ ଆପଣଙ୍କର ଏହି ଜୁସ୍ ସମ୍ପୂର୍ଣ ଭାବେ ପ୍ରସ୍ତୁତ ହୋଇଗଲା। ହୃଦୟକୁ ସୁସ୍ଥ ରଖୁଥିବା ବା ହାର୍ଟକୁ ସୁସ୍ଥ ରଖୁଥିବା ଏହି ଜୁସ ସମ୍ପୂର୍ଣ ଭାବେ ପ୍ରସ୍ତୁତ ହୋଇଗଲା।

ଆସନ୍ତୁ ଜାଣିବା ଆପଣ ଏହାର ସେବନ କେମିତି କରିବେ।

ବନ୍ଧୁଗଣ ଦିନରେ କେବଳ ଦୁଇ ଟାଇମ ଏହାର ସେବନ କରିବେ। ସକାଳ ସମୟରେ ଏବଂ ସନ୍ଧ୍ୟା ସମୟରେ। ଆପଣ ଏହାକୁ ଏକ ନିଶ୍ୱାସରେ ନପିଇ ଅଳ୍ପ ଅଳ୍ପ କରି ପିଅନ୍ତୁ।ଏହା ଆପଣଙ୍କ ହୃଦୟ ପାଇଁ ବହୁତ ଅଧିକ ଲାଭଦାୟକ ହୋଇଥାଏ। ଏହାର ସେବନ କରିବା ଦ୍ବାରା ଆପଣଙ୍କୁ ହୃଦୟ ସମ୍ବୋଧିତ ସମସ୍ୟା କେବେବି ଭୋଗିବାକୁ ପଡ଼ିବ ନାହିଁ। ଆପଣଙ୍କର ହାର୍ଟ ପ୍ରୋବ୍ଲେମ ସମସ୍ୟା କେବେବି ଦେଖାଦେଇ ନଥାଏ। ଆପଣ ଏହାର ସେବନ ନିଶ୍ଚୟ କରନ୍ତୁ। ଆପଣଙ୍କ ହାର୍ଟ ବା ହୃଦୟକୁ ସୁସ୍ଥ ରଖିବା ପାଇଁ ବହୁତ ଅଧିକ ପରୀକ୍ଷିତ ଏବଂ ଚମତ୍କାରୀ ଘରୋଇ ଉପଚାର ଅଟେ। ଏହା କେବଳ ଆପଣଙ୍କ ହାର୍ଟକୁ ସୁସ୍ଥ ରଖିନଥାଏ ବରଂ ଆପଣଙ୍କର କଲିଷ୍ଟୋର ଭଳି ସମସ୍ୟାକୁ ଦୁର କରିଥାଏ।ଆପଣଙ୍କ ବ୍ଲଡ଼ସୁଗାର ଲେବୁଲକୁ ମଧ୍ୟ ନିୟନ୍ତ୍ରଣରେ ରଖିଥାଏ। ଆପଣ ଏହାର ପ୍ରୟୋଗ ନିଶ୍ଚୟ କରନ୍ତୁ ଦେଖିବେ ଆପଣଙ୍କୁ ୧୦୦% ଲାଭ ମିଳିବ।

ବନ୍ଧୁଗଣ ଯଦି ଆମର ଏହି ଆର୍ଟିକିଲ ଟି ଭଲ ଲାଗିଥାଏ ଗୋଟିଏ ଲାଇକ ଏବଂ ସେୟାର କରିବାକୁ ଅନୁରୋଧ। ଏହାକୁ ନେଇ ଆପଣଙ୍କ ମତା ମତ ଦେବାକୁ ଭୁଲନ୍ତୁ ନାହିଁ। ଏମିତି ପ୍ରତିଦିନ ଦେଶ ଦୁନିଆ, ଜଣା ଅଜଣା, ସ୍ୱାସ୍ଥ୍ୟ, ଜ୍ୟୋତିଷ, ମନୋରଞ୍ଜନ ଇତ୍ୟାଦି ଖବର ଜାଣିବାକୁ ଆମର ଏହି ପେଜ କୁ ଲାଇକ କରନ୍ତୁ।

Leave a Reply

Your email address will not be published. Required fields are marked *