ଏହି ଜିନିଷର ପ୍ରୟୋଗ କରିବା ମାତ୍ରେ ଆପଣଙ୍କ ତ୍ୱଚା ଗୋରା, ସୁନ୍ଦର, ଏବଂ ଦାଗହୀନ ହୋଇଯିବ

ଆଜି ଏହି ପୋଷ୍ଟ ମାଧ୍ୟମରେ ଆମେ ଆପଣ ମାନଙ୍କ ପାଇଁ ଗୋଟେ ଘରୋଇ ଉପଚାର ନେଇ ଆସିଛୁ ଯାହାର ପ୍ରୟୋଗ କରିବା ମାତ୍ରେ ଆପଣଙ୍କ ତ୍ୱଚାର ଗୋରା, ସୁନ୍ଦର, ଏବଂ ଦାଗହୀନ ହୋଇଯିବ। ତେବେ ଆସନ୍ତୁ ଜାଣିବା କଣ ସେହି ଉପଚାର।

ବନ୍ଧୁଗଣ ପୁରୁଷଙ୍କ ତ୍ୱଚା ସଫା କରିବା ପାଇଁ, ସେମାନଙ୍କ ଚେହେରାର ଦାଗ ଦୂର କରିବା ପାଇଁ, ପୁରୁଷ ମାନଙ୍କର ଚେହେରାର ଚମକ ଆଣିବା ପାଇଁ,ପୁରୁଷ ମାନଙ୍କର ଚେହେରାର କୋମଳତା ବଢ଼ାଇବା ପାଇଁ ଆଜି ଆମେ ଆପଣ ମାନଙ୍କ ପାଇଁ ଏମିତି ଗୋଟେ ଘରୋଇ ଉପଚାର ନେଇ ଆସିଛୁ ଯାହା ସମ୍ପୂର୍ଣ୍ଣ ପ୍ରାକୃତିକ ଅଟେ ଏବଂ ଏଥିରୁ ଆପଣଙ୍କ ତ୍ୱଚାକୁ କୌଣସି କ୍ଷତି ପହଞ୍ଚାଇନଥାଏ ବରଂ ଲାଭ ହିଁ ଲାଭ ମିଳିଥାଏ। ଅଧିକାଂଶ ସମୟରେ ଆପଣ ଟିସୋଟ ବା ସାର୍ଟ ଓଲ୍ହାଇବା ସମୟରେ ଦେଖିପାରୁଥିବେ ଆପଣଙ୍କର ଯେଉଁ ଅଙ୍ଗ ଢାଙ୍କି ହୋଇ ରହିଥାଏ, ତାହା ପ୍ରାୟତଃ ସଫା ହୋଇଥାଏ ଏବଂ ଆପଣଙ୍କର ଯେଉଁ ଅଙ୍ଗ ଖୋଲା ରହିଥାଏ ସେହି ଜାଗା କଳା ଦେଖାଯାଇଥାଏ। ଏମିତି ଲାଗି ଥାଏକି ଆପଣଙ୍କ ତ୍ୱଚାର ରଙ୍ଗ ଦୁଇ ପ୍ରକାରର। ତାହାକୁ ଠିକ କରିବା ପାଇଁ ଏହି ଉପଚାର ବହୁତ ଲାଭ ଦେବ।

google

ଆପଣ ଏହି ଉପଚାରକୁ ଘୋରେ ବନେଇ ତାହାର ପ୍ରୟୋଗ କରି ପାରିବେ। ଆପଣଙ୍କ ଚେହେରାର ରଙ୍ଗକୁ ବଦଳାଇ ପାରିବେ। ଏହାର ପ୍ରୟୋଗ ଦ୍ୱାରା ଆପଣଙ୍କ ଚେହେରା ଚିକ୍କଣ, କୋମଳ ଏବଂ ଆପଣ ବହୁତ ଅଧିକ ସୁନ୍ଦର ଦେଖାଯିବେ। ସେଥିପାଇଁ ଏମିତି ଏକ ପ୍ରାକୃତିକ ସିରମ୍ବ ନେବା ଶିଖାଇବା ଯାହାର ପ୍ରୟୋଗ ଦ୍ୱାରା ଆପଣଙ୍କୁ ବହୁତ ଅଧିକ ଲାଭ ହୋଇଥାଏ ଆପଣଙ୍କ ଚେହେରାର ତଫାପଣ ବଢ଼ାଇବା ପାଇଁ। ତେବେ ଆସନ୍ତୁ ଜାଣିବା ଆପଣ ଏହାକୁ କେମିତି ବନେଇବେ,ଏବଂ ଆପଣଏହାର ପ୍ରୟୋଗ କେମିତି କରିବେ ଏବଂ ଏଥିପାଇଁ କଣ କଣ ସାମଗ୍ରୀ ଆବଶ୍ୟକ ହେବ।

ଏଥିପାଇଁ ଆବଶ୍ୟକ ସାମଗ୍ରୀ:

ଏଲବରା ଜେଲ: ଆମେ କହି ରଖୁଛୁ ଯେ ମାର୍କେଟ ତିଆରି ଏଲବରା ଜେଲ ନେବେ ନାହିଁ, ଆପଣ ପ୍ରାକୃତିକ
ଏଲୋବରା ଜେଲ ପ୍ରୟୋଗ କରନ୍ତୁ। ଯଦି ଆପଣଙ୍କ ବାଡ଼ି ଘରୁ ଏଲବରା ପତ୍ର ମିଳିଯାଏ ତାହେଲେ ବହୁତ ଭଲ କଥା। ପ୍ରଥମେ ଆପଣ ଗୋଟେ ଏଲବରା ପତ୍ରକୁ ଆଣନ୍ତୁ ଏବଂ ତାହାକୁ ଖଣ୍ଡ ଖଣ୍ଡ କରି କାଟି ତାର ଦୁଇ ପାଖ ସିରରୁ ପତଳା କରି ଛୁରୀ ମାଧ୍ୟମରେ କାଟି ଦିଅନ୍ତୁ ଏବଂ ତା ଭିତରୁ ଜେଲି କାଢ଼ନ୍ତୁ। ୫୦ ଗ୍ରାମ ମାତ୍ରାରେ ଜେଲି କାଢିନିଅନ୍ତୁ।

ଗୋଲାପ ଜଳ:

google

ଏହା ଆପଣଙ୍କୁ ବହୁତ ସହଜରେ ମାର୍କେଟରୁ ମିଳିଯିବ। ଆପଣଙ୍କୁ ଏଥିପାଇଁ ଗୋଟେ ଚାମଚ ଗୋଲାପ ଜଳ ଆବଶ୍ୟକ ପଡିବ। ଆପଣ ଏହି ଏଲବରା ଜେଲରେ ଗୋଟେ ଚାମଚ ଗୋଲାପ ଜଳ ପ୍ରୟୋଗ କରନ୍ତୁ।

ବାଦାମ ତେଲ :

google

ବିଶେଷ କରି ଆମେ ଯାହାକୁ ପିସ୍ତା ବାଦାମ ତେଲ ବା ଆଲମଣ୍ଡ ତେଲ କହିଥାଉ। ଏହା ଆପଣଙ୍କୁ ମାର୍କେଟରୁ ବହୁତ ସହଜରେ ମିଳିଯିବ।

ଲେମ୍ବୁ ରସ:

google

ଆପଣ ଏଥିରେ ଅଧ ଚାମଚ ଲେମ୍ବୁ ରସ ମିଶାନ୍ତୁ। ଏବେ ଏହି ସମସ୍ତ ସାମଗ୍ରୀକୁ ଭଲ ଭାବରେ ଗ୍ରାଇଣ୍ଡିଙ୍ଗ କରି ନିଅନ୍ତୁ। ଭଲ ଭାବରେ ଗ୍ରାଇଣ୍ଡିଙ୍ଗ କରି ସାରିବା ପରେ ଏକ କାଚ ବାଉଲକୁ ଢାଳି ନିଅନ୍ତୁ।

ଏବେ ଆସନ୍ତୁ ଜାଣିବା ଏହି ମିଶ୍ରକୁ କେମିତି ପ୍ରୟୋଗ କରିବେ:

ଏହାର ପ୍ରୟୋଗ କରିବା ପୂର୍ବରୁ ପ୍ରଥମେ ଆପଣ ନିଜ ମୁହଁକୁ ଭଲ ଭାବରେ ଉଷୁମ ପାଣିରେ ଧୋଇ ଦିଅନ୍ତୁ ଏବଂ ତାହାକୁ ଭଲ ଭାବରେ ରୁମାଲରେ ପୋଛି ନିଅନ୍ତୁ। ତାପରେ ଏକ କଟନ କପଡା ହେଉ କିମ୍ବା ତୁଳା ସହାୟତାରେ ଏହି ମିଶ୍ରଣକୁ ନେଇ ଆପଣଙ୍କ ମୁହଁରେ ଲଗେଇ ନିଅନ୍ତୁ ୫ ରୁ ୧୦ ମିନିଟ ପର୍ଯ୍ୟନ୍ତ ଭଲ ଭାବରେ ମାଲିସ କରି ନିଅନ୍ତୁ। ଧୀରେ ଧୀରେ ଆପଣ ଏହାକୁ ନିଜ ମୁହଁରେ ଏହାକୁ ମାଲିସ କରନ୍ତୁ। ଆପଣ ଏହାକୁ ସେହି ଜାଗାରେ ମାଲିସ କରନ୍ତୁ ଯେଉଁ ଜାଗା ଆପଣଙ୍କୁ ଲାଗୁଛି କଳା ପଡି ଯାଇଛି। ଅଧିକ ଆପଣଙ୍କର ଯେଉଁ ଜାଗା କଳା ପଡି ଯାଇଛି ସେହି ଜାଗାରେ ଏହାକୁ ମାଲିସ କରି ନିଅନ୍ତୁ। ୫ ରୁ ୧୦ ମିନିଟ ଏହାକୁ ଭଲ ଭାବରେ ମାଲିସ କରନ୍ତୁ। ତାପରେ ଏହାକୁ ଶୁଖୁବାକୁ ଛାଡି ଦିଅନ୍ତୁ। ଭଲ ଭାବରେ ଶୁଖିଗଲା ପରେ ଆପଣ ଉଷୁମ ପାଣି ସହାୟତାରେ କିମ୍ବା ଗୋଲାପ ଜଳ ସହାୟତାରେ ଆପଣ ନିଜ ଚେହେରାକୁ ଭଲ ଭାବରେ ପୋଛି ନିଅନ୍ତୁ।

ଏହାକୁ ଆପଣ ରାତିରେ ଲଗେଇ ରାତି ସାରା ମୁହଁରେ ରଖି ପାରିବେ। ସକାଳୁ ଉଠି ଆପଣ ନିଜ ମୁହଁକୁ କ୍ଲିନ କରିନେବେ। ପ୍ରଥମ ଦିନର ପେୟୋଗ ଦ୍ୱାରା ଆପଣଙ୍କ ଚେହେରାର ଫରକ ଦେଖାଯିବାକୁ ଲାଗିବ। ଏହାର କେବଳ ୧୦ ଦିନ ପ୍ରୟୋଗ କରନ୍ତୁ ଦେଖିବେ ଆପଣଙ୍କୁ ରେଜାଲଟ ମିଳିବା ଆରମ୍ଭ କରିଦେବ।ଏହାର ପ୍ରୟୋଗ କରିବା ଦ୍ୱାରା ଆପଣଙ୍କ ଚେହେରା ଧୀରେ ଧୀରେ ବଦଳିବାକୁ ଲାଗିଥାଏ, ଆପଙ୍କ ଚେହେରା ଗୋରା ଦେଖାଯିବାକୁ ଲାଗିଥାଏ। ଆପଣଙ୍କ ଚେହେରାର ଦାଗ ମଧ୍ୟ ଧୀରେ ଧୀରେ ଶେଷ କରିଥାଏ। ବ୍ରଣ ଦାଗ ମଧ୍ୟ ଶେଷ ହୋଇଥାଏ।

ବନ୍ଧୁଗଣ ଯଦି ଆମର ଏହି ଆର୍ଟିକିଲ ଟି ଭଲ ଲାଗିଥାଏ ଗୋଟିଏ ଲାଇକ ଏବଂ ସେୟାର କରିବାକୁ ଅନୁରୋଧ। ଏହାକୁ ନେଇ ଆପଣଙ୍କ ମତା ମତ ଦେବାକୁ ଭୁଲନ୍ତୁ ନାହିଁ। ଏମିତି ପ୍ରତିଦିନ ଦେଶ ଦୁନିଆ, ଜଣା ଅଜଣା, ସ୍ବାସ୍ଥ୍ୟ, ଜ୍ୟୋତିଷ, ମନୋରଞ୍ଜନ ଇତ୍ୟାଦି ଖବର ଜାଣିବାକୁ ଆମର ଏହି ପେଜ କୁ ଲାଇକ କରନ୍ତୁ।

Leave a Reply

Your email address will not be published. Required fields are marked *