ଆପଣଙ୍କର ପେଟର ଗ୍ୟାସ ୨ ମିନିଟରେ ପବନ ଭୋଳି ବାହାରକୁ ବାହାରି ଯିବ।

ବନ୍ଧୁଗଣ ଆଜି ଆମେ ଆପଣ ମାନଙ୍କ ପାଇଁ ଗୋଟେ ଘରୋଇ ଉପଚାର ନେଇ ଆସିଛୁ। ଯାହାର ପ୍ରୟୋଗରେ ଆପଣଙ୍କର ପେଟର ଗ୍ୟାସ ୨ ମିନିଟରେ ପବନ ଭୋଳି ବାହାରକୁ ବାହାରି ଯିବ। ତେବେ ଆସନ୍ତୁ ଜାଣିବା।

ବନ୍ଧୁଗଣ ଯଦି ଆପଣଙ୍କୁ କବଜ ଭୋଳି ସମସ୍ୟା ରହୁଅଛି , ପେଟ ଫୁଲି ରହୁଅଛି, ପେଟରେ ବାରମ୍ବାର ଗ୍ୟାସ ବନୁଅଛି, ଛାତିରେ ଜ୍ଵଳନ ହେଉଅଛି, ଏସିଡ଼ୀଟି ହେଉଅଛି ତେବେ ଆଜି ଆମେ ଆପଣଙ୍କୁ ଏମିତି ଏକ ରାମବାଣ ଘରୋଇ ଉପଚାର ନେଇ ଆସିଛୁ ଯାହା ଦ୍ବାରା ଆପଣଙ୍କର ଏହି ସବୁ ରୋଗରୁ ସବୁଦିନ ପାଇଁ ଆରାମ ମିଳିବ।

ଏହା ଏକ ଏମିତି ଚମତ୍କାରୀ ଘରୋଇ ଉପଚାର ଅଟେ ଯାହାର ସେବନ ଦ୍ବାରା ଆପଣଙ୍କ ପେଟରେ ବନୁଥିବା ଭୟ-ଙ୍କର ରୁ ଭୟ-ଙ୍କର ଗ୍ୟାସ ୫ ମିନିଟ ଭିତରେ ଭଲ ହୋଇଯିବ। ଏବଂ ତୁରନ୍ତ ଆରାମ ମିଳିବ। ତେବେ ଆସନ୍ତୁ ଜାଣିବା ଏହାକୁ ଆପଣ କେମିତି ବନେଇବେ ଏବଂ ଆପଣ ଏହାର ସେବନ କେମିତି କରିବେ।

ସର୍ବପ୍ରଥମେ ଏକ ପାତ୍ର ଆମେ ଗ୍ୟାସରେ ବସେଇବା ଏବେ ଆମେ ଏଥିରେ ଏକ ଗ୍ଲାସ ପାଣି ଢ଼ାଳିବା। ଏବେ ଆମେ ଏଥିରେ ଏକ ଚାମଚ ଜୀରା ପକେଇବା। ସେହି ଜୀରା ଯାହା ଆପଣ ଖାଦ୍ୟ ବନେଇବାରେ ପ୍ରୟୋଗ କରନ୍ତି। ଏକ ଚାମଚ କଞ୍ଚା ଜୀରା ଆପଣ ଏଥିରେ ମିଶାନ୍ତୁ। ଗ୍ୟାସ ଲୋଫେମରେ ହିଁ ରଖନ୍ତୁ। ଏବେ ଆମେ ଏଥିରେ ମିଶାଇବା ଡାଲଚିନି। ଏହା ମଧ୍ୟ ଆପଣଙ୍କୁ ଆପଣଙ୍କର ରୋଷେଇ ଘରୁ ବହୁତ ସହଜରେ ମିଳିଯିବ। ଏହା ଆପଣଙ୍କୁ କୌଣସି ବି ଦୋକାନରୁ ବହୁତ ସହଜରେ ମିଳିଯିବ।

ଏବେ ଆପଣ ଏହାକୁ ୫ ମିନିଟ ପର୍ଯ୍ୟନ୍ତ ଲୋଫେମରେ ଫୁଟାନ୍ତୁ। ୫ ମିନିଟ ପରେ ଦେଖିବେ ଏହାର କେତେ ଭଲ କଲର ଆସିଯିବ। ଏବେ ଗ୍ୟାସ ବନ୍ଦ କରିଦିଅନ୍ତୁ। ଏବେ ଆପଣ ଏହାକୁ ଗରମ ଗରମ ଏକ ପାତ୍ରକୁ ଛାଣି ନିଅନ୍ତୁ। ଏବେ ଏଥିରେ ଆପଣ ଆଉ ଦୁଇଟି ଜିନିଷ ମିଶେଇବେ। ଏବେ ଏଥିରେ ଆପଣ ଫାଳେ ଲେମ୍ବୁ ରସ ମିଶେଇ ଦିଅନ୍ତୁ। ଏହା ପରେ ଏଥିରେ କଳା ଲୁଣ ବା ବିଟ ଲୁଣ ଅଧା ଚାମଚ ମିଶାନ୍ତୁ। ଏବେ ଏହି ସମସ୍ତ ଜିନିଷକୁ ଭଲ ଭାବରେ ମିକ୍ଶ କରିଦିଅନ୍ତୁ। ଏବେ ଏହି ଉପଚାର ପ୍ରସ୍ତୁତ। ଏହାର ଟେଷ୍ଟ ମଧ୍ୟ ବହୁତ ଭଲ ଅଟେ।

ଏବେ ଆସନ୍ତୁ ଜାଣିବା ଏହାର ସେବନ କେମିତି କରିବେ?

ଜେବେବି ଆପଣଙ୍କୁ ନିଜର ପେଟରେ ଗ୍ୟାସ ବନିବ ଆପଣ ଏହିପରି ଭାବରେ ବନେଇ ଗରମ ଗରମ ଚା ଭୋଳି ପିଇ ନିଅନ୍ତୁ। ଆପଣଙ୍କୁ ୫ ମିନିଟ ଭିତରେ ଆରାମ ମିଳିବ। ଯଦି ଆପଣଙ୍କୁ ପ୍ରତିଦିନ ଗ୍ୟାସ ଭୋଳି ସମସ୍ୟା ଭୋଗିବାକୁ ପଡୁଥାଏ ବା କବଜ ଭୋଳି ସମସ୍ୟା ରହୁଥାଏ ତେବେ ଆପଣ ଏହାକୁ ଥରେ ସକାଳେ ଖାଲି ପେଟରେ ଏବଂ ଥରେ ରାତିରେ ଖାଦ୍ୟ ଖାଇବାର ଏକ ଘଣ୍ଟା ପରେ ଗରମ ଗରମ ପିଅନ୍ତୁ।

ଦିନର ଦୁଇ ଥର ଆପଣ ଏହାର ସେବନ କଲେ ଆପଣଙ୍କର ପେଟ ବହୁତ ଭଲ ଭାବରେ ସଫା ହୋଇଯାଇଥାଏ। ଏବଂ ଏହାକୁ ୧୫ ଦିନ ପର୍ଯ୍ୟନ୍ତ ପ୍ରତିଦିନ ପିଇବା ଦ୍ବାରା ଆପଣଙ୍କର କବଜ ଭଳି ସମସ୍ୟା ସବୁଦିନ ପାଇଁ ମୂଳରୁ ଶେଷ ହୋଇଯିବ। ଗ୍ୟାସ ସମସ୍ୟା ଆଦୌ ରହିବ ନାହିଁ। ଏବଂ ଏଥିରୁ ଆପଣଙ୍କୁ କୌଣସି ସାଇଟଇଫେକ୍ଟ ହେବ ନାହିଁ। ଏହାକୁ ନିହାତି ସେବନ କରନ୍ତୁ। ଧ୍ୟାନ ରଖନ୍ତୁ ଏହାକୁ ଗର୍ଭବତୀ ମହିଳା ମାନେ ପିଇବେ ନାହିଁ। ଏବଂ ଯେଉଁ ମାନଙ୍କର ବିପି ହାୟ ରହୁଅଛି ସେମାନେ ଏଥିରେ ଲୁଣ ନମିଶେଇ ପିଇ ପାରିବେ।

ବନ୍ଧୁଗଣ ଯଦି ଆମର ଏହି ଆର୍ଟିକିଲ ଟି ଭଲ ଲାଗିଥାଏ ଗୋଟିଏ ଲାଇକ ଏବଂ ସାଙ୍ଗ ସାଥୀଙ୍କ ସହ ସେୟାର କରିବାକୁ ଅନୁରୋଧ। ଏହାକୁ ନେଇ ଆପଣଙ୍କ ମତା ମତ ଦେବାକୁ ଭୁଲନ୍ତୁ ନାହିଁ। ଏମିତି ପ୍ରତିଦିନ ଦେଶ ଦୁନିଆ, ଜଣା ଅଜଣା, ସ୍ୱାସ୍ଥ୍ୟ, ଜ୍ୟୋତିଷ, ମନୋରଞ୍ଜନ ଇତ୍ୟାଦି ଖବର ଜାଣିବାକୁ ଆମର ଏହି ପେଜ କୁ ଲାଇକ କରନ୍ତୁ।

Leave a Reply

Your email address will not be published. Required fields are marked *