ଅକ୍ଷୟ କୁମାର ସୈଫଙ୍କ ଝିଅ ସହ ଆରମ୍ଭ କରିଲେ ଏହି ଫିଲ୍ମର ସୁଟିଂଗ , ୨୬ ବର୍ଷ ପୂର୍ବେ ସାରା ବାପାଙ୍କ ସହ କରିଥିଲେ ଫିଲ୍ମ

ମୁମ୍ବାଇ: ବଲିଉଡର ସବୁଠାରୁ ବ୍ୟସ୍ତ ଆକ୍ଟର ମାନଙ୍କ ମଧ୍ୟରୁ ଅକ୍ଷୟ କୁମାର ମଧ୍ୟ ଜଣେ। ଅକ୍ଷୟ କୁମାର ତାଙ୍କର ଆସୁଥିବା ଫିଲ୍ମ “ଅତରଙ୍ଗୀ ରେ” ର ସୁଟିଂଗ ଶୁକ୍ରବାର ଠାରୁ ଆରମ୍ଭ କରି ଦେଇଛନ୍ତି। ଏହି କଥାର ସୂଚନା ଅକ୍ଷୟ କୁମାର ନିଜେ ସୋଶିଆଲ ମିଡିଆରେ ତାଙ୍କର ଏକ ସୁଟିଂଗ ସେଟର ଫଟୋ ସେୟାର କହିଛନ୍ତି। ଏହି ଫିଲ୍ମରେ ତାଙ୍କ ସହିତ ସାରା ଅଲି ଖାନ ମଧ୍ୟ ଦେଖିବାକୁ ମିଳିବେ। ଅକ୍ଷୟ କୁମାର ୨୬ ବର୍ଷ ପୂର୍ବେ ୨୯୯୪ରେ ଆସିଥିବା ଫିଲ୍ମ “ମୈ ଖିଲାଡି ତୁ ଅନାଡୀ” ରେ ସାରାଙ୍କ ବାପା ବା ସୈଫ ଅଲି ଖାନଙ୍କ ସହିତ କାମ କରିସାରିଛୁ। ସେତେବେଳେ ସାରା ଜନ୍ମ ହୋଇ ନଥିଲେ। ସାରା ଅଲି ଖାନଙ୍କ ଜନ୍ମ ୧୯୯୫ ଅଗଷ୍ଟ ୧୨କୁ ହୋଇଥିଲା।

वहीं, सारा अली खान ने भी यही फोटो शेयर करते हुए लिखा- 'अतरंगी रे' की शूटिंग अब और भी ज्यादा रंगीन होने वाली है। अक्षय फिल्म के सेट पर आ चुके हैं। मैं बहुत खुश और शुक्रगुजार हूं। क्योंकि मुझे अक्षय के साथ काम करने का मौका मिल रहा है।

ଫିଲ୍ମ ଅତରଙ୍ଗୀ ରେ ର ସୁଟିଂଗ ଫଟୋ ସେୟାର କରି ଅକ୍ଷୟ କୁମାର ଲେଖିଲେ – ଲାଇଟ୍ସ, କ୍ୟାମେରା, ଆକ୍ସନ। ଏହି ତିନୋଟି ଶବ୍ଦ କୁ ଶୁଣି ଖୁସି ମିଳିଥାଏ। ଏହାର କୌଣସି ଅନ୍ୟ ଜିନିଷରେ ମୁକାବିଲା ହୋଇ ପାରିବ ନାହିଁ। ଆନନ୍ଦ ଏଲ ରାୟଙ୍କ ଫିଲ୍ମ ‘ ଅତରଙ୍ଗ ରେ ‘ ର ସୁଟିଂଗ ଆରମ୍ଭ ହୋଇଯାଇଛି। ଆପଣ ସମସ୍ତଙ୍କର ଆର୍ଶୀବାଦ ଏବଂ ଭଲପାଇବା ଆବଶ୍ୟକ।

कोरोना के चलते लंबे ब्रेक के बाद अक्षय कुमार शूटिंग पर लौटे हैं। आनंद एल राय के डायरेक्शन में बन रही इस फिल्म में अक्षय के साथ सारा अली और रजनीकांत के दामाद धनुष मुख्य भूमिकाओं में हैं। इनके अलावा जीशान अयूब भी फिल्म में काम कर रहे हैं। इस फिल्म का म्यूजिक एआर रहमान ने दिया है।

କୋରୋନା ଚାଲୁଥିବା ଲମ୍ବା ସମୟ ପରେ ଅକ୍ଷୟ କୁମାର ଫେରି ଆସିଛନ୍ତି। ଆନନ୍ଦ ରାୟ ଏଲଙ୍କ ଡାୟରେକ୍ସନରେ ବନୁଥିବା ଏହି ଫିଲ୍ମରେ ଅକ୍ଷୟ କୁମାର, ସାରା ଅଲି ଖାନ, ରଜନୀକାନ୍ତଙ୍କ ଜ୍ବାଇଁ ଧନୁଷ ମୁଖ୍ୟ ଭୂମିକାରେ ଅଛନ୍ତି। ଏମାନଙ୍କ ବ୍ୟତିତ ଜୀଶାନ ଅୟୁବ ଫିଲ୍ମରେ ମଧ୍ୟ କାମ କରୁଛନ୍ତି। ଏହି ଫିଲ୍ମର ମ୍ୟୁଜିକ ଏଆର ରହମନ ଦେଇଛନ୍ତି।

बता दें कि फिल्म 'अतरंगी रे' की शूटिंग मार्च 2020 में शुरू हुई थी। लेकिन कोरोना के की वजह से हुए लॉकडाउन में फिल्म की शूटिंग को बीच में ही रोकना पड़ा था। इसके बाद अक्टूबर में एक बार फिर फिल्म की शूटिंग शुरु की गई थी। वहीं फिल्म के दूसरे शेड्यूल में सारा ने धनुष के साथ शूटिंग की थी। अब अक्षय टीम के साथ जुड़ गए हैं।

ଅତରଙ୍ଗୀ ରେ ର ଫିଲ୍ମ ସୁଟିଂଗ ୨୦୨୦ ମାର୍ଚ୍ଚ ରେ ଆରମ୍ଭ ହୋଇଥିଲା। କିନ୍ତୁ କୋରୋନା ପାଇଁ ହୋଇଥିବା ଲକଡାଉନ କାରଣରୁ ଫିଲ୍ମ ସୁଟିଂଗକୁ ଅଧାରୁ ବନ୍ଦ କରିବାକୁ ପଡିଲା। ଏହାପରେ ପୁଣି ଅକ୍ଟୋବରରେ ଏହି ଫିଲ୍ମ ସୁଟିଂଗ ଆରମ୍ଭ କରା ଯାଇଥିଲା। ଫିଲ୍ମର ଅନ୍ୟ ଶେଡ୍ୟୁଲରେ ସାରା ଧନୁଷଙ୍କ ସହିତ ସୁଟିଂଗ କରିଥିଲେ। ଏବେ ଅକ୍ଷକ ଟିମଙ୍କ ସହିତ ଯୋଡି ହୋଇନ୍ତି।

बता दें कि अक्षय कुमार की अगले साल एक के बाद एक कई फिल्में पाइपलाइन में हैं। इनमें सूर्यवंशी, पृथ्वीराज, बेल बॉटम, बच्चन पांडेय, अतरंगी रे शामिल हैं। इससे पहले अक्षय कुमार की फिल्म 'लक्ष्मी' पिछले महीने ही रिलीज हुई है।

ଅକ୍ଷୟ କୁମାରଙ୍କର ଆସନ୍ତା ବର୍ଷ ଗୋଟିଏ ପରେ ଗୋଟିଏ ଫିଲ୍ମ ଧାଡି ପରି ଲାଗି ରହିଛି। ଏମାନଙ୍କ ମଧ୍ୟରୁ ସୂର୍ଯ୍ୟବଂଶୀ, ପୃଥିରାଜ, ବେଲ ବଟମ, ବଚ୍ଚନ ପାଣ୍ଡ୍ୟେଭ, ଅତରଙ୍ଗୀ ରେ ମଧ୍ୟ ସାମିଲ ଅଛି।

वहीं सारा अली खान की बात करें तो उनकी फिल्म 'कुली नंबर वन' इसी महीने के आखिर में क्रिसमस के मौके पर रिलीज होगी। इससे पहले सारा 2020 में फिल्म 'लव आजकल' में नजर आई थीं। इसमें उनके साथ कार्तिक आर्यन लीड रोल में थे।

ସାରା ଅଲି ଖାନଙ୍କ କଥା କହିବାକୁ ଗଲେ ତାଙ୍କ ଫିଲ୍ମ ‘କୁଲି ନମ୍ବର ଓ୍ବାନ’ ଏହି ମାସ ଶେଷ କ୍ରିସମାସକୁ ରିଲିଜ୍ ହେବ। ଏହା ପୂର୍ବରୁ ୨୦୨୦ରେ ସାରା ଅଲି ଖାନ’ ଲବ ଆଜ କାଲ’ ର ଫିଲ୍ମରେ ଦେଖିବାକୁ ମିଳିଥିଲେ। ଏହି ଫିଲ୍ମରେ ତାଙ୍କ ଲିଡ ରୋଲରେ କାର୍ତ୍ତିକ୍ ଆରିୟନ ଥିଲେ।

सारा अली खान ने 2018 में फिल्म 'केदारनाथ' से डेब्यू किया था। इसमें उनके अपोजिट सुशांत सिंह राजपूत थे। इसके बाद सारा रणवीर सिंह के साथ फिल्म 'सिम्बा' में नजर आई थीं।

ସାରା ଅଲି ଖାନା ୨୦୧୮ରେ ଫିଲ୍ମ ‘କେଦାରନାଥ’ ରୁ ଡେବ୍ୟୁ କରିଥିଲେ। ଏଥିରେ ତାଙ୍କ ଅପୋଜିଟରେ ସୁଶାନ୍ତ ସିଂହ ରାଜପୂତ ଥିଲେ। ଏହାପରେ ସାରା ରଣବୀର ସିଂହ ସହ ଫିଲ୍ମ ‘ସିମ୍ବା’ ରେ ଦେଖିବାକୁ ମିଳିଥିଲା।

Leave a Reply

Your email address will not be published. Required fields are marked *