ଚଳିତ ବର୍ଷ ପବିତ୍ର ଜନ୍ମାଷ୍ଟମୀରେ ସୃଷ୍ଟି ହେଉଛି ଏକ ମହା ସଂଯୋଗ। ଭଗବାନ ଶ୍ରୀକୃଷ୍ଣ ଏହି ୬ ଗୋଟି ରାଶି ଉପରେ କୃପା ବର୍ଷା କରିବେ। ଏହି ରାଶିର ବ୍ୟକ୍ତିଙ୍କର ବହୁ ଦିନର ଆଶା ଅଭିଳାଷ ପୂରଣ ହୋଇଯିବ। ଭାଦ୍ରବ ମାସର କୃଷ୍ଣ ପକ୍ଷ ଅଷ୍ଟମୀ ତିଥିରେ ଶ୍ରୀକୃଷ୍ଣ ଜନ୍ମାଷ୍ଟମୀ ଆରମ୍ଭ ହେବା ଠାରୁ ଏହି ୬ଟି ରାଶି ହୋଇଯିବେ ମାଲାମାଲ। ଜନ୍ମାଷ୍ଟମୀ ଅଗଷ୍ଟ ୧୧ ତାରିଖ ସକାଳ ୯ ଘଟିକା ୭ ମିନିଟରେ ଆରମ୍ଭ ହୋଇ ପରଦିନ ଅଗଷ୍ଟ ୧୨ ତାରିଖ ସକାଳ ୧୧ ଘଟିକା ୧୭ ମିନିଟ ପର୍ଯ୍ୟନ୍ତ ରହିଛି।
ଅଗଷ୍ଟ ୧୧ ତାରିଖ ଜନ୍ମାଷ୍ଟମୀ ଦିନ ଠାରୁ ଏହି ୬ଟି ରାଶିର ବ୍ୟକ୍ତିହେବେ ଲାଭବାନ। ଜନ୍ମାଷ୍ଟମୀ ଦିନ ପ୍ରଭୁ ଶ୍ରୀକୃଷ୍ଣ ଏହି ରାଶି ଗୁଡିକ ଉପରେ କୃପା ଦୃଷ୍ଟି ପକାଇବେ। ଏମାନଙ୍କ ଭାଗ୍ୟ ବଦଳିଯିବ। ଜାଣନ୍ତୁ ଏହି ଭାଗ୍ୟଶାଳୀ ୬ଟି ରାଶି ବିଷୟରେ।
ମେଷ ରାଶି- ମେଷ ରାଶିର ଲୋକଙ୍କ ଉପରେ ପ୍ରଭୁ ଶ୍ରୀକୃଷ୍ଣଙ୍କର ବିଶେଷ କୃପା ରହିବ। ଏହି ରାଶିର ଲୋକଙ୍କୁ ସଫଳତା ହାସଲ ହେବ। ଏମାନେ କାର୍ଯ୍ୟ କ୍ଷେତ୍ରରେ ମଧ୍ୟ ସଫଳ ହେବେ। ଆମଦାନୀ ବୃଦ୍ଧି ହେବ। ପୁରୁଣା ଚିନ୍ତା ଦୂର ହୋଇଯିବ। ଆପଣ ନିଜ ମନକୁ କୌଣସି ନୂତନ କାର୍ଯ୍ୟରେ ନିବେଶ କରିବେ। ବୈବାହିକ ଜୀଵନ ସୁଖମୟ ହୋଇଯିବ।
ମିଥୁନ ରାଶି- ମିଥୁନ ରାଶିର ଲୋକେ ପ୍ରଭୁ ଶ୍ରୀକୃଷ୍ଣଙ୍କର ବିଶେଷ ଆଶୀର୍ବାଦ ପ୍ରାପ୍ତ କରିବେ। ଭବିଷ୍ୟତ ପାଇଁ ଉତ୍ତମ ଯୋଜନା ପ୍ରସ୍ତୁତ କରିବେ। ଆର୍ଥିକ କ୍ଷେତ୍ରରେ ଲାଭବାନ ହେବେ। ପରିବାରର ଆବଶ୍ୟକତାକୁ ଆପଣ ଠିକ ଭାବରେ ପୂରଣ କରି ପାରିବେ। ବିଦ୍ୟାର୍ଥୀ ପାଠ ପଢ଼ାରେ ମନ ନିବେଶ କିରିବେ।
କନ୍ୟା ରାଶି- କନ୍ୟା ରାଶିର ଲୋକମାନଙ୍କୁ ମଧ୍ୟ ପ୍ରଭୁ ଶ୍ରୀକୃଷ୍ଣଙ୍କ ବିଶେଷ କୃପା ପ୍ରାପ୍ତ ହେବ। ଅଧିନସ୍ଥ ବ୍ୟକ୍ତିଙ୍କର ସମ୍ପୂର୍ଣ୍ଣ ସହଯୋଗ ରହିବ। ଘରେ ଲାଗି ରହିଥିବା ବିବାଦର ସମାଧାନ ହୋଇଯିବ। ଆପଣ ନିଜର ଅପୂର୍ଣ ଇଚ୍ଛାକୁ ପୂରଣ କରିବେ। ଆର୍ଥିକ ସ୍ଥିତି ସୁଦୃଢ ହେବ।
ଧନୁ ରାଶି- ଧନୁ ରାଶିର ବ୍ୟକ୍ତି ଚାକିରୀ କ୍ଷେତ୍ରରେ ଉନ୍ନତି ହାସଲ କରିବେ। ନୂତନ ଦାୟିତ୍ୱ ଗୁଡିକ ହାତକୁ ନେଇ ପାରନ୍ତି। ଜୀବନରେ ହସ ଖୁସି ବୃଦ୍ଧି ପାଇବ। ଶିକ୍ଷା କ୍ଷେତ୍ରରେ ଆପଣ ଜନ୍ମାଷ୍ଟମୀ ପରେ ସଫଳତା ଲାଭ କରିବେ। ମନ ପ୍ରସନ୍ନ ରହିବ।
ସିଂହ ରାଶି- ସିଂହ ରାଶିର ବ୍ୟକ୍ତି ମାନେ ଖୁବ ପରିଶ୍ରମୀ ଅଟନ୍ତି। ଏହି ପରିଶ୍ରମର ଆପଣ ଉତ୍ତମ ଫଳ ପ୍ରାପ୍ତି କରିବେ। ପ୍ରଭୁ ଶ୍ରୀକୃଷ୍ଣ ଜନ୍ମାଷ୍ଟମୀ ପର ଠାରୁ ଆପଣଙ୍କ ଉପରେ କୃପା ବର୍ଷା କରିବାକୁ ଯାଉଛନ୍ତି। କାର୍ଯ୍ୟରେ ସଫଳତା ମିଳିବ। ଘର ପରିବାରରେ ହସ ଖୁସି ଲାଗି ରହିବ। କାର୍ଯ୍ୟ କ୍ଷେତ୍ରର ସମସ୍ତ ସମସ୍ୟା ଦୂର ହୋଇଯିବ। ଆର୍ଥିକ ସ୍ଥିତି ସୁଦୃଢ ହୋଇଯିବ। ପ୍ରେମ ପ୍ରସଙ୍ଗରେ ସଫଳ ହେବେ।
କୁମ୍ଭ ରାଶି- ପରିବାର ଲୋକଙ୍କ ସହିତ ଉତ୍ତମ ସମୟ ଅତିବାହିତ କରିବେ। ଧର୍ମ କର୍ମରେ ମନ ବଳାଇବେ। କୌଣସି ପୁରୁଣା ମିତ୍ରଙ୍କୁ ସାକ୍ଷାତ କରି ପାରନ୍ତି। ମନ ସର୍ବଦା ଆନନ୍ଦିତ ରହିବ। ମୌଜ ମସ୍ତିରେ ସମୟ ବିତାଇବେ। ପ୍ରତ୍ୟେକ କାର୍ଯ୍ୟକୁ ସଠିକ ଭାବରେ ପୂର୍ଣ୍ଣ କରିବେ। ଜୀବନସାଥୀଙ୍କୁ କୌଣସି ସ୍ଥାନକୁ ବୁଲାଇ ନେବାକୁ ଯୋଜନା କରି ପାରନ୍ତି। ଆପଣଙ୍କ ସ୍ୱାସ୍ଥ୍ୟରେ ମଧ୍ୟ ସୁଧାର ଆସିବ।
ପ୍ରଭୁ ଶ୍ରୀ କୃଷ୍ଣ ଙ୍କୁ ଭକ୍ତି ଓ ପ୍ରେମ କରୁଥିଲେ ଗୋଟିଏ ଲାଇକ ନିଶ୍ଚିନ୍ତ କରନ୍ତୁ ଏବଂ କମେଣ୍ଟ ରେ ଲେଖି ଦିଅନ୍ତୁ ” ଜୟ ଶ୍ରୀ କୃଷ୍ଣ”