ଯଦି ଆପଣ ଅଟଳ ପେନସନ ଯୋଜନାରେ ଅନ୍ତର୍ଭୁକ୍ତ ହୋଇଛନ୍ତି ତେବେ ଏହି ଖବର ଖାସ ଆପଣଙ୍କ ପାଇଁ। ଏହି ଯୋଜନାରେ ଏକ ଖାସ ସୁବିଧା ପୁଣିଥରେ ଜୁଲାଇ ୧ ଠାରୁ ଆରମ୍ଭ ହେବାକୁ ଯାଉଛି। ଆସନ୍ତୁ ଏହି ବିଷୟରେ ବିସ୍ତାର ଭାବରେ ଜାଣିବା।
ଆପଣକୁ ଏଠାର କହି ରଖିବୁ କି କରୋନା ମହାମାରୀ ପାଇଁ ଆପଣଙ୍କ ଆକାଉଣ୍ଟ ରୁ ସ୍ଵଂଚାଲିତ ଭାବରେ କାଟୁଥିବା ପଇସାକୁ ବନ୍ଦ କରି ଦିଆଯାଉଥିଲା। କୁନ୍ତୁ ବର୍ତ୍ତମାନ ୧ ଜୁଲାଇ ରୁ ପୁଣି ଥରେ ଆଗ ଭଳି ଆପଣଙ୍କ ଖାତରୁ ପଇସା କଟିଯିବ।
ଏହି ରୋକ ର ଯେଉଁ ଅବଧି ଥିଲା ତାହା ୩୦ ଜୁନ ରେ ସରିଯିବ। କିନ୍ତୁ ଲକ୍ ଡାଉନ୍ ରେ ଯେଉଁ ରାଶି ଜମା ହୋଇପାରିନାହିଁ ତାହା ଆପଣ ୧ ଜୁଲାଇରେ ୩୦ ସେପ୍ଟେମ୍ବର ପର୍ଯ୍ୟନ୍ତ ରହିବ। ଏହି ସମୟ ସୀମା ଭିତରେ ଆପଣ ଭରିପାରିବେ। ୧୮ ବର୍ଷରୁ ୪୦ ବର୍ଷ ପର୍ଯ୍ୟନ୍ତ ସମସ୍ତ ବ୍ୟକ୍ତି ଏହି ପେନସନ ଯୋଜନାର ଲାଭ ଉଠେଇ ପାରିବେ। ଏହି ପେନସନ ଯୋଜନା ୨୦୧୫ ମସିହାରୁ ଆରମ୍ଭ ହୋଇଛି।
ଗୁରୁତ୍ପୂର୍ଣ୍ଣ କଥା ଏହାକୁ ଆପଣକୁ ଏଥିପାଇଁ କୌଣସି ସୁଧ ଦେବାକୁ ପଡ଼ିବ ନାହିଁ। କିନ୍ତୁ ଆଗରୁ ଯଦି ଆପଣ କିସ୍ତି ଭାରି ନପାର଼଼ନ୍ତି ସୁଧ ଦେବାକୁ ପଡିଥାଏ ।
ଆପଣଙ୍କୁ ଏଠାରେ କହି ରଖିବୁ କି ଅଟଳ ପେନସନ ଯୋଜନାରେ ୬୦ ବର୍ଷ ପରେ ଜଣେ ବ୍ୟକ୍ତିଙ୍କୁ ୧୦୦୦-୫୦୦୦ ପର୍ଯ୍ୟନ୍ତ ଟଙ୍କା ମିଳିଥାଏ।

ଯଦି ଆପଣ ଏହି ପେନସନ ଯୋଜନା ର ଲାଭ ଉଠେଇ ନାହାନ୍ତି ତାହାଲେ ଯଥା ଶୀଘ୍ର ଏହି ଯୋଜନାରେ ନିଜକୁ ଅନ୍ତର୍ଭୁ୍ତ କରିବା ସହିତ ପରିବାର ଲୋକଙ୍କର ମଧ୍ୟ କରାଇ ଦିଅନ୍ତୁ। ଯଦି ଏହି ବିଷୟରେ କିଛି ଅଧିକ ଜାଣିବାକୁ ଚାହୁଁଛନ୍ତି ମାତା ମତରେ ନିହାତି ଜଣାନ୍ତୁ। ଭଲ ଲାଗିଥିଲ ଆମ ସୂଚନା ଗୋଟେ ଲାଇକ ସେୟାର ନିଶ୍ଚିନ୍ତ କରନ୍ତୁ।