ଏକ ପ୍ରସିଦ୍ଧ କାହାଣୀ ଲେଖକ ଭାବରେ ଜୟା କିଶୋରୀ ପରିଚିତ। ଖାଲି ଦେଶରେ ନୁହେଁ ବିଦେଶରେ ମଧ୍ୟ ସେହି କାହାଣୀ ପ୍ରସିଦ୍ଧ। ଜୟା କିଶୋରୀ ନାନୀ ବାଇ ମାୟରା ଓ ଶ୍ରୀମଦ ଭଗବତ କଥା ର ବାଣୀ କହୁଛନ୍ତି। ଜୟା କିଶୋରୀ ଯେବେ ବାଣୀ କୁହନ୍ତି ତାଙ୍କ ପ୍ରବଚନ ଶୁଣିବା ପାଇଁ ହଜାର ହଜାର ସଂଖ୍ୟା ର ଲୋକ ଅସିଥାନ୍ତି।
ଏତିକି ନୁହେଁ, ସୋସିଆଲ ମିଡିଆ ରେ ମଧ୍ଯ ଜୟା କିଶୋରୀ ଙ୍କ ର କାହାଣୀ ବହୁତ ଲୋକପ୍ରିୟ ହୋଇଛି। ସୋସିଆଲ ମିଡିଆରେ ସବୁବେଳେ ଜୟା କିଶୋରୀ ଙ୍କ ର ଭିଡିଓ ଭାଇରାଲ ହେବାର ଦେଖାଯାଉଛି। ଏକ ମୋଟିଭେସ୍ନାଲ ସ୍ତିବର ଙ୍କ ରୂପରେ ମଧ୍ଯ ଜୟା କିଶୋରୀ ପରିଚିତ।
ଜୟା କିଶୋରୀ ବଲିଉଡ ର ତରା ମାନଙ୍କ ଭିତରେ ମଧ୍ଯ ପ୍ରସିଦ୍ଧ। ଜୟା କିଶୋରୀ ବହୁତ ଥର ଫିଲ୍ମ ଆଉ ଟିଭି ଦୁନିଆରେ ମଧ୍ଯ ଦେଖାଯାଇଥିଲେ। ଜୟା କିଶୋରୀ ସୋସିଆଲ ମିଡ଼ିଆ ଆକାଉଣ୍ଟ ରେ ମଧ୍ଯ ଦ୍ରୁତ ତାଙ୍କୁ ବହୁତ ଲୋକ ଫଲୋ ମଧ୍ଯ କରୁଛନ୍ତି।
https://www.instagram.com/tv/CFZssccghGd/?utm_source=ig_web_copy_link
ଜୟା କିଶୋରୀ ଙ୍କ ଇନଷ୍ଟାଗ୍ରାମ ଆକାଉଣ୍ଟ କୁ ଖୋଲିଲେ ଆପଣଙ୍କୁ କିଛି ଏମିତି ଫଟୋ ମିଳିବ ଯେଉଁଥିରେ ସେ ଫିଲ୍ମ ଇଣ୍ଡଷ୍ଟ୍ରି ର ଜଗୁ ବାବା ମାନେ ଜେକି ଶ୍ରୋଫ ଙ୍କ ସହ ଦେଖାଯାଉଛନ୍ତି ଗୋଟିଏ ଫଟୋରେ ଜେକି ଶ୍ରୋଫ ଜୟା କିଶୋରୀ ଙ୍କ ପାଦ ଛୁଇଁ ବାର ଦୃଶ୍ୟ ମଧ୍ଯ ଦେଖାଯାଉଛି ।
କୁହାଯାଉଛି କି, ଏହି ଫଟୋ ୨୦୧୯ ମସିହାର, ନାରାୟଣ ସେବା ସଂସ୍ଥା ଦ୍ବାରା ଆୟୋଜିତ ହୋଇଥିବା ଦିବ୍ୟାଙ୍ଗ ଟ୍ୟାଲେଣ୍ଟ ଅବାଇ ରେ ଜେକି ଶ୍ରୋଫ ଆଉ ଜୟା କିଶୋରୀ ଙ୍କ ର ଦେଖାହୋଇଥଲା।
ଆମ କାର୍ଯ୍ୟକ୍ରମ ରେ ମୁଖ୍ୟ ଅତିଥି ଭାବେ ଜେକି ଶ୍ରୋଫ ଆଉ “ତାରକା ମେହତା ର ଉଲ୍କା ଚସ୍ମା” ଫେମ ଦିଲିପ ଜେଶି ଙ୍କୁ ଅଣାଯାଇଥିଲା।
ଫଟୋ ରେ ଆପଣ ଦେଖିପାରିବେ କି କେମିତି ଜୟା କିଶୋରୀ ଆଉ ଜେକି ଶ୍ରୋଫ କଥା ହଉଛନ୍ତି।
ଏଥିରେ ଦୁଇଜଣ ଜଣେ ଆଉ ଜଣ ଙ୍କୁ ହାତଯୋଡି ଅଭିନନ୍ଦନ କରୁଥିବାର ମଧ୍ଯ ଦେଖାଯାଉଛି।
ସେହି ଜେକି ଶ୍ରୋଫ୍ର ଜୟା କିଶୋରୀ ଙ୍କ ପାଦ ଛୁଇଁ ଥିଲେ। ଜୟା କିଶୋରୀ ତାଙ୍କୁ ଅଟକାଇବାକୁ ଚେଷ୍ଟା କରୁଥିବାର ଦୃଶ୍ୟ ଏହି ଫଟୋ ରେ ଦେଖାଯାଉଛି।
କୁହାଯାଉଛି କି, ଜୟା କିଶୋରୀ ଗୋଟେ କାହାଣୀ ପାଇଁ ଲକ୍ଷ ଲକ୍ଷ ଟଙ୍କା ନେଉଛନ୍ତି। ପ୍ରବଚନ ରେ ମିଳୁଥିବା ଟଙ୍କା ସେ ନାରାୟଣ ସେବା ସଂସ୍ଥା କୁ ଦାନ ଦେଇଦେଉଛନ୍ତି। ଏହି ସଂସ୍ଥା ବିକଳାଙ୍ଗ ଲୋକ ଙ୍କ ର ସେବା କରୁଛି ।
ଏହାଛଡ଼ା ଜୟା କିଶୋରୀ ବୃକ୍ଷରୋପଣ ସହ ନାରୀ କୁ ସୁରକ୍ଷା ଦେବା ଆଉ ନାରୀ କୁ ପଢେଇବା ଭଳି କାର୍ଯ୍ୟକ୍ରମ ରେ ମଧ୍ଯ ସେ ଯୋଗ ଦିଅନ୍ତି। ତାଙ୍କର ୱେବସାଇଟ ଅଧିକୃତ ଆଇ ଆମ ଜୟକିଶୋରୀ ଡଟ କମ କୁ ଦେଖିଲେ ଏହି କଥା ଜଣାପଡିଥାଏ ।
ଜୟା କିଶୋରୀ ଙ୍କ ର ଭଜନ ଓ ମୋଟିଭେଶ୍ନାଲ ଭିଡିଓ ଲୋକ ମାନଙ୍କୁ ବହୁତ ପସନ୍ଦ ଆସିଥାଏ ଇନଷ୍ଟାଗ୍ରାମ ରେ ଜୟା କିଶୋରୀ କେବଳ ୨୭ ଜଣ ଲୋକ ଙ୍କୁ ଫଲୋ କରୁଛନ୍ତି। ଆଉ ସେଥିରୁ ଜେକି ଶ୍ରୋଫ ଜଣେ।
୧୩ ଜୁଲାଇ ୧୯୯୫ ମସିହା ରେ ଜନ୍ମ ଗ୍ରହଣ କରିଥିବା ଜୟା କିଶୋରୀ ୧୦ ବର୍ଷ ବୟସରେ ଭଗବାନ ଶ୍ରୀକୃଷ୍ଣ ଙ୍କୁ ନିଜ ମନ ଦେଇଦେଇଥିଲେ। ଘରେ ସବୁବେଳେ ପୂଜା ଅର୍ଚ୍ଚନା ହେଉଥିବା କାରଣରୁ ତାଙ୍କର ପ୍ରେମ ଭଗବାନ ଙ୍କ ପ୍ରତି ବଢିଚାଲିଲା।
ଆପଣ ଜାଣିଲେ ଆଶ୍ଚର୍ଯ୍ୟ ହେବେ କି ଜୟା କିଶୋରୀ ନିଜର ପ୍ରଥମ ପାଠ ୧୦ ବର୍ଷ ବୟସରେ କରିଥିଲେ। ତାଙ୍କର ମଧୁର କଣ୍ଠସ୍ଵର ଶୁଣିଲେ ଆଶ୍ଚର୍ଯ୍ୟ ହୋଇଯିବେ। ପିଲାଦିନରୁ ଭଗବାନ ଙ୍କ ଭକ୍ତିରେ ନିଜକୁ ହଜେଇ ଦେଇଥିବାରୁ ଲୋକ ମାନେ ତାଙ୍କୁ ରାଧା ବୋଲି ଡାକୁଥିଲେ।
କୁହାଯାଏ କି, ଜୟା କିଶୋରୀ ଭଗବାନ ଙ୍କୁ ଭକ୍ତି କରିବା ସହ ନିଜର ପାଠପଢ଼ା ମଧ୍ଯ ଜାରୀ ରଖିଥିଲେ। ଭଗବାନ ଙ୍କ ଭକ୍ତି ର ପ୍ରଭାବ ସେ ତାଙ୍କ ପାଠ ଉପରେ ପଡ଼ିବାକୁ ଦଉନଥିଲେ। କଲିକତାର ମହାଦେବ ବିରଳା ବର୍ଲାଇ ଏକାଡେମୀ ରେ ଜୟା କିଶୋରୀ ନିଜର ପାଠପଢ଼ା ସାରିଥିଲେ ।